• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

serious allegations
ଓଡ଼ିଆ ଶଃ.. କୁଛ୍‌ ନେହିଁ ଜାନତା . . ! ଜିଲ୍ଲାପାଳଙ୍କ ନାଁରେ ପିଏଙ୍କ ସଙ୍ଗୀନ ଅଭିଯୋଗ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ପିଏ

ragging
ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ ! ଜଣେ ଜୁନିୟରଙ୍କୁ ନିର୍ଧୁମ ମାରିଲେ ସିନିୟର୍‌

ବିଳମ୍ବିତ ରାତିରେ ମାରପିଟ୍ କରିଛନ୍ତି ସିନିୟର ଛାତ୍ର। ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରାଗିଂର ଶିକାର ଛାତ୍ର।

murder
ନୃଶଂସ !! ପୁଅ, ଝିଅ ସହ ମିଶି ସ୍ୱାମୀକୁ ପିଟିପିଟି ହତ୍ୟା

ପର ହୋଇଗଲେ ଆପଣାର ଲୋକ । ସନ୍ଦେହ କରି ଜୀବନ ନେଇଗଲେ ।

murder
ପ୍ରେମିକାକୁ ବାହା ହେବାକୁ ପତ୍ନୀଙ୍କୁ ମାରାତ୍ମକ ଇଞ୍ଜେକ୍ସନ୍‌ ଦେଇ ହତ୍ୟା ! ପାଞ୍ଚ ମାସ ପୂର୍ବରୁ ହୋଇଥିଲା ବିବାହ

ପ୍ରେମିକା ପାଇଁ ସ୍ତ୍ରୀକୁ ହତ୍ୟା । ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍‌ ।

UP Man Kills Wife Chops Up Body
ବିବାହର ୧୦ ବର୍ଷ ପରେ ସ୍ତ୍ରୀ ଉପରେ ସନ୍ଦେହ, ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଲା ସ୍ୱାମୀ...

ସ୍ତ୍ରୀକୁ ମାରି ମୃତଦେହକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗିଲା ସ୍ୱାମୀ। ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌ ମନରୁ ନଲିଭୁଣୁ ସମାନ ଘଟଣା ଏବେ ସାମ୍ନାକୁ ଆସିଛି।

ed
ଇଡିରେ ହାଜର ହେଲେ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର

ହନିଟ୍ରାପ୍‌ର ଗୁପ୍ତ ସୁଡ଼ଙ୍ଗରେ ଆଉ ଜଣେ ବ୍ୟବସାୟୀ ।

Film Producer Akshay Parija
ଅର୍ଚ୍ଚନା ନାଗ ବ୍ଲାକ୍‌ମେଲ୍‌ ମାମଲା: ସକାଳ ୧୦ରୁ ରାତି ୧୦ ଯାଏ ଅକ୍ଷୟ ପରିଜାଙ୍କୁ ଜେରା

ଅର୍ଚ୍ଚନା ନାଗ ବ୍ଲାକ୍‌ମେଲ୍‌ ମାମଲାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ମାରାଥନ୍ ଜେରା କରିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅକ୍ଷୟ କହିଛନ୍ତି, ଇଡି ତାଙ୍କୁ ଯାହା ପଚାରିଲେ ସେ ସବୁ ତଥ୍ୟ ଦେଇଛନ୍ତି।

Archana Nag
ନାଗଲୋକର ରହସ୍ୟ ଭେଦିବାକୁ ଆକ୍ସନ ମୋଡ୍‌ରେ ED ! ଖୋଳୁଛି ହନିଟ୍ରାପ୍‌ର ଗୁପ୍ତ ସୁଡ଼ଙ୍ଗ

କଳାଧନ ଅର୍ଜନର କଳଙ୍କିତ ଅଧ୍ୟାୟର ଫିଟାଉଛି ଗୁମର । ଅର୍ଚ୍ଚନା ସିଣ୍ଡିକେଟ୍‌ର ସୂତ୍ରଧର ଶ୍ରଦ୍ଧାଞ୍ଜଳିଙ୍କୁ ଇଡିର ଜେରା ।

Crime Love Story
ପରକୀୟାରେ ଲିପ୍ତ ପ୍ରେମୀ ଯୁଗଳଙ୍କ ଉପରେ ଫେଭିକ୍ୱିକ୍‌ ଢ଼ାଳିଦେଲା ତାନ୍ତ୍ରିକ !

ଜଣେ ତାନ୍ତ୍ରିକକୁ ବିନା କାରଣରେ ବଦ୍‌ନାମ କରିଥିଲେ ପରକ୍ରିୟା ପ୍ରେମରେ ଲିପ୍ତ ଥିବା ଦୁଇ ପ୍ରେମୀ ଯୁଗଳ । ଆଉ ତାହାର ପ୍ରତିଶୋଧ ନେଲା ତାନ୍ତ୍ରିକ ।

Bathroom Video
ୱାର୍ଣ୍ଣିଂ ପରେ ବି ସୁଧୁରିଲାନି ! ଛାତ୍ରୀଙ୍କ ବାଥ୍‌ରୁମ୍‌ରେ କରୁଥିଲା ଭିଡିଓ ସୁଟ୍‌, ଏବେ ଜେଲ୍‌ରେ

ପୋଲିସ ତାର ରୁମ୍‌ରେ ରେଡ୍‌ କରିବା ପରେ ତାର ଲାପ୍‌ଟପ୍‌ ମଧ୍ୟ ଜବତ କରିଛି । ଯେଉଁଥିରେ ସେ ଅନେକ ଅଶ୍ଲିଳ ଭିଡିଓ ରଖିଥିଲା ।

Archana Nag
ଜୋରଦାର ତଦନ୍ତ ! ଏବେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବ ED

ଅର୍ଚ୍ଚନାଙ୍କୁ ଆଣି ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜାଙ୍କ ସହ ମିଳିତ ଜେରା ପାଇଁ ଯୋଜନା କରୁଛି ଇଡି ।

Aftab Threatens To Cut Me Into Pieces: Shraddha Walkar Told In 2020 Police Complaint
‘ପିସ୍‌ ପିସ୍‌ କରି ଫିଙ୍ଗି ଦେବି...’ ଆଗରୁ ବି ଏମିତି ଧମକ ଦେଇଥିଲା ଅଫତାବ୍‌, ତଥାପି ଲିଭ୍‌-ଇନ୍‌ରେ ରହୁଥିଲେ ଶ୍ରଦ୍ଧା

୨୦୨୦ରେ ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ଅଫତାବ୍‌ ଧମକ ଦେଇଥିଲା। ଅଫତାବ୍‌ ତାଙ୍କୁ ଜୀବନରୁ ମାରିଦେବ ବୋଲି ଶ୍ରଦ୍ଧା ଆଶଙ୍କା କରି ୨୦୨୦ ମସିହା ନଭେମ୍ବର ୨୩ରେ ପୋଲିସ୍‌ରେ ଅଭିଯୋଗ କରିଥିଲେ। 

Delhi Shraddha Murder Case: Know The Last Words Of Her Just Before Murdered
‘ମୋ ପାଖରେ ଖବର ଅଛି’...ସାମ୍ନାକୁ ଆସିଲା ଶ୍ରଦ୍ଧାଙ୍କ ମୃତ୍ୟୁ ପୂର୍ବର ଚାଟିଂ

ଶ୍ରଦ୍ଧାଙ୍କ ମୃତ୍ୟୁ ପୂର୍ବର ଶେଷ ଚାଟ୍‌ ସାମ୍ନାକୁ ଆସିଛି। ଏହା ମେ’ ୧୮ ତାରିଖର ଅର୍ଥାତ୍‌ ଶ୍ରଦ୍ଧାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବର ହୋଇଥିବା ଜଣାପଡ଼ିଛି।

murder
ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଖାଇଲା ଖିରି, ପୁରୀ ! ପରେ ରଖିଲା ଦୀର୍ଘ ଜୀବନ ପାଇଁ ବ୍ରତ

ପ୍ରେମିକ ପାଇଁ ପର ହୋଇଗଲା ସିନ୍ଦୂର, ଆଉ ପର ହୋଇଗଲେ ଦୁଇ ଜନ୍ମକଲା ସନ୍ତାନ । ଅବୈଧ ସମ୍ପର୍କ ଧରାପଡ଼ିଯିବା ପରେ ସ୍ୱାମୀକୁ ମାରି ପକାଇଲା ସ୍ତ୍ରୀ ।

Archana Nag Case: Sradhanjali Behera Appears Before ED
ଅର୍ଚ୍ଚନାଙ୍କ ପୋଲ୍‌ ଖୋଲିବେ ଶ୍ରଦ୍ଧାଞ୍ଜଳି

ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଆଜି ଇଡିରେ ହାଜର ହୋଇଛନ୍ତି। ବିଭିନ୍ନ ଟ୍ରାଞ୍ଜାକ୍ସନ ଓ ବ୍ୟବସାୟ ନେଇ ତାଙ୍କୁ ପଚରାଉଚରା କରାଯାଉଛି।

Son Killed Four Of Family Members In Delhi
ସଇତାନ ପୁଅ: ଘରେ ବୁହାଇଲା ରକ୍ତ ନଦୀ, ପରିବାରର ୪ ସଦସ୍ୟଙ୍କୁ ଛୁରୀ ଭୁସି ହତ୍ୟା...

ପ୍ରଥମେ ଏହା ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ପରେ ଏହା ହତ୍ୟା ବୋଲି ଜଣାପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ, ହତ୍ୟାକାରୀ ଆଉ କେହି ନୁହଁନ୍ତି ବରଂ ଘରର ପୁଅ।

Lady Blackmailer
ପ୍ରଭାବଶାଳୀଙ୍କ ଛାତି ଧଡ଼ଧଡ଼: ଅର୍ଚ୍ଚନା ମାମଲାରେ ସମନ ପାଇଥିବା ବଡ଼ବଡ଼ିଆଙ୍କ ହାଜିରା ପ୍ରକ୍ରିୟା ଆରମ୍ଭ

ପଡ଼ିଥିଲେ ଅର୍ଚ୍ଚନାର ନାଗଫାଶରେ । ଇଡ଼ି ଖୁଆଡ଼କୁ ଟଣାହେଲେ ବାବୁ ଭାୟା । ସମନ ପାଇଥିବା ୧୫ ଜଣିଆ ଟିମର ପ୍ରଥମ ପାଳିରେ ୨ ଜଣଙ୍କ ହାଜିରା । କୋଟିପତି ବିଜନେ୍ସମ୍ୟାନ୍ ଅମୀୟକାନ୍ତ ଦାସ ଏ.କେ.ଆସୋସିଏସଟ୍ସର ମାଲିକ ଆଜି ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି । ପୂର୍ବରୁ ସମନ ପାଇଥିବା ଅମୀୟ ଆଜି ସକାଳ ପ୍ରାୟ ୯ଟାରେ ହାଜର ହୋଇଥିଲେ ଇଡି ଅଫିସରେ । କୁହାଯାଉଛି, ନାଗ-ଚାନ୍ଦ ଦମ୍ପତିଙ୍କୁ ଏହି ବ୍ୟବସାୟୀ ଦେଇଛନ୍ତି ୧୦ ଲକ୍ଷ ଟଙ୍କା

Lady Blackmailer
ପ୍ରଭାବଶାଳୀଙ୍କ ଛାତି ଧଡ଼ଧଡ଼: ଅର୍ଚ୍ଚନା ମାମଲାରେ ସମନ ପାଇଥିବା ବଡ଼ବଡ଼ିଆଙ୍କ ହାଜିରା ପ୍ରକ୍ରିୟା ଆରମ୍ଭ

ବ୍ୟବସାୟୀ ଅମିୟକାନ୍ତଙ୍କୁ ୧୦ ଲକ୍ଷର ତଥ୍ୟ ମାଗିଲା ଇଡି । ପ୍ରହ୍ୟୁସର ଅକ୍ଷୟ ପରିଜା ବି ହାଜର । ତେଣେ ଇଡ଼ିକୁ ଓଡ଼ିଶା ପୋଲିସର ଅସହଯୋଗକୁ ନେଇ ଉଠିଲା ପ୍ରଶ୍ନ ।

Akhaya Parija
ଇଡିରେ ହାଜର ହେଲେ ଅକ୍ଷୟ ପରିଜା

ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ।

Lady Blackmailer
ଅର୍ଚ୍ଚନା ନାଗଫାଶରେ ଫସିଥିଲେ ଆଉ ଜଣେ ବ୍ୟବସାୟୀ ! ଇଡିରେ ହାଜର ହେଲେ ଅମୀୟକାନ୍ତ

୨୦୨୧-୨୨ ମଧ୍ୟରେ ଉଭୟଙ୍କ ଆକାଉଣ୍ଟକୁ ଅମୀୟକାନ୍ତ ୧୦ ଲକ୍ଷ କାହିଁକି ପଠାଇଥିଲେ ?

Spurned lover sets self on fire, hugs woman
‘ମୋର ନୁହେଁ ତ କାହାର ବି ନୁହେଁ’... ନିଜ ଦେହରେ ନିଆଁ ଲଗାଇ ପ୍ରେମିକାକୁ ଆଲିଙ୍ଗନ କଲା ହତାଶ ପ୍ରେମିକ

ପ୍ରେମରେ ବିଫଳ ହେବା ପରେ ଜଣେ ଯୁବକ ନିଜ ଦେହରେ ନିଆଁ ଲଗାଇବା ପରେ ଭଲ ପାଉଥିବା ଯୁବତୀଙ୍କୁ ଆଲିଙ୍ଗନ କରି ତାଙ୍କ ଦେହରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Delhi Shraddha Murder Case
ଶେଷରେ ସତ ମାନିଲା ଅଫତାବ୍‌: ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ବ୍ୟବହୃତ ବ୍ଲେଡ୍‌ ଓ ଆରି କେଉଁଠି ପିଙ୍ଗିଛି କହିଲା...

ଜଜ୍‌ଙ୍କ ସାମ୍ନାରେ ଅଫତାବ୍‌ ସତ ମାନିଥିଲା। ଅଫତାବ୍‌ କହିଥିଲା ଯେ, ଯାହା ବି କିଛି ସେ କରିଥିଲା, ତାହା  HEAT OF THE MOMENT ଥିଲା।

Archana Nag case
ଅର୍ଚ୍ଚନାର ନାଗ ଫାଶରେ କେଉଁ କେଉଁ IAS ଏବଂ IPSଙ୍କ ରହିଛି ଲିଙ୍କ୍ ?

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନାଗ-ଚାନ୍ଦ ଦମ୍ପତିିଙ୍କ ସହ ବ୍ୟୁରୋକ୍ରାଟ୍ ଲିଙ୍କ୍ କଥା ଉଠାଇଛନ୍ତି । କହିଛନ୍ତି, ବଡ଼ ବଡ଼ ନେତାଙ୍କ ସହ IAS ଏବଂ IPSଙ୍କ ନାଁ ମୁଁ ଜାଣିଛି । କିନ୍ତୁ କହି ହେବନି ।

Archana Nag case
ଅର୍ଚ୍ଚନାର ନାଗ ଫାଶରେ କେଉଁ କେଉଁ IAS ଏବଂ IPSଙ୍କ ରହିଛି ଲିଙ୍କ୍ ?

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନାଗ-ଚାନ୍ଦ ଦମ୍ପତିିଙ୍କ ସହ ବ୍ୟୁରୋକ୍ରାଟ୍ ଲିଙ୍କ୍ କଥା ଉଠାଇଛନ୍ତି । କହିଛନ୍ତି, ବଡ଼ ବଡ଼ ନେତାଙ୍କ ସହ IAS ଏବଂ IPSଙ୍କ ନାଁ ମୁଁ ଜାଣିଛି । କିନ୍ତୁ କହି ହେବନି ।