• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

murder
ବୀଭତ୍ସ ! ! ମୁଣ୍ଡରେ ପଥର ଛେଚି ଇଟା ଭାଟି ମାଲିକଙ୍କୁ ହତ୍ୟା

ମୃତକ ପାତାପାଟ ଗାଁର, ହତ୍ୟାର କାରଣ ଅସ୍ପଷ୍ଟ ରହିଛି

crime
ଶିକ୍ଷକଙ୍କ କି ରାଗ ! ପଣିକିଆ ନକହି ପାରିବାରୁ ଛାତ୍ର ହାତରେ ଡ୍ରିଲ ମେସିନ୍‌ ଚଳାଇଦେଲେ . .

ରାଗରେ ହିତାହିତ ଜ୍ଞାନ ଭୁଲି ଏପରି ଦଣ୍ଡ ଦେବା କ’ଣ ଠିକ୍‌ ?

Special Story | Shraddha Murder Mystery | Accused Aaftab’s cell to be changed in Tihar jail
ସେଲ୍‌ ନମ୍ବର ୪...ଅଫତାବ୍‌ର ନୂଆ ଠିକଣା

ବଦଳିଲା ଅଫତାବ୍‌ର ଠିକଣା। ଏଣିକି ତିହାର ଜେଲର୍‌ ସେଲ୍‌ ନମ୍ବର-୪ରେ ରହିବ ଅଫତାବ୍‌..କେହି ଭେଟିବେନି କି କେହି କଥା ହେବେନି...ଏକା ଏକା ରହିବ ଅଫତାବ୍‌...

two union ministers
କେନ୍ଦ୍ର ମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି ! ଖସି ପଳାଇଲେ ଅପରିଚିତ ବ୍ୟକ୍ତି

ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ SDPO।

Inhumanity
ଏମିତି ପୁଅ କାହାକୁ ନମିଳୁ ! ବୃଦ୍ଧ ବାପା-ମାଆ ଥରି ଥରି ଅଧରାତିରେ କାନ୍ଦି କାନ୍ଦି ଥାନାରେ.. ଦେଖନ୍ତୁ ଭିଡିଓ

ଘଟଣା ଜାଣିଲେ ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ, ଆଉ କହିବେ ଏମିତି ପୁଅ ଥାଇକି ଲାଭ କଣ ?

  • Sunday, 27 November 2022
  • Soro
3 Brothers Shot Dead By Miscreants In Rajasthan
ହଠାତ୍‌ ଘରେ ଭିତରେ ପଶିଲେ, ଶୋଇଥିବା ବେଳେ ଆଖିବୁଜା ଗୁଳିମାଡ଼ କଲେ; ୩ ଭାଇ ମୃତ

ଶୋଇଥିବା ବେଳେ ୩ ଭାଇକୁ ଗୁଳି କରି ହତ୍ୟା। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ, ଅକାଳରେ ୩ ଜୀବନ ଚାଲି ଯାଇଛି। 

Archana Nag Case
କାହା ଅନୁକମ୍ପାରେ ନାଗ ସାମ୍ରାଜ୍ୟ ? ବଡ଼ବଡ଼ିଆଙ୍କ ଗୁମର ଖୋଲିବାକୁ ଦିଲ୍ଲୀରେ ହେବ ଚୂଡ଼ାନ୍ତ ପ୍ଲାନ୍

ଫିଟିବ ନାଗଫାଶରେ ପଡ଼ିଥିବା ପ୍ରଭାବଶାଳୀଙ୍କ ଚିତ୍ର ଓ ଚରିତ୍ର। ଖୋଲିବ ନାଗ ସାମ୍ରାଜ୍ୟକୁ ଅହେତୁକ ଅନୁକମ୍ପା ଦେଖାଇଥିବା ବାବୁ ଭାୟାଙ୍କ ଅସଲ ରୂପ। ଆସନ୍ତା ସପ୍ତାହରେ ସାରା ଓଡ଼ିଶା ଦେଖିବ ହନିଟ୍ରାପ୍ ମାମଲାର ନୂଆ ଚେହେରା। କାରଣ ଲେଡ଼ି ବ୍ଲାକମେଲର୍ ଅର୍ଚ୍ଚନାର ଆର୍ଥିକ ସାମ୍ରାଜ୍ୟର ଗୁମର ଖୋଲୁଥିବା ଇଡ଼ି କାହାକୁ ବି ଛାଡ଼ିବା ମୁଡ୍‌ରେ ନାହିଁ।

51 Year Old Woman Dead Body Found In Pieces Who Had Gone To Meet Her Lover
ପ୍ରେମିକକୁ ଭେଟିବା ପାଇଁ ୫ ହଜାର କି.ମି. ଗଲେ, ଫେରିଲା ପ୍ରେମିକାର ଖଣ୍ଡ ଖଣ୍ଡ ଶରୀର...

ଅନ୍‌ଲାଇନ୍‌ରେ କଥାବାର୍ତ୍ତା ପରେ ପ୍ରେମିକକୁ ଭେଟିବା ପାଇଁ ଜଣେ ଯୁବତୀ ୫,୦୦୦ କି.ମି. ଦୂର ଅନ୍ୟ ଏକ ଦେଶକୁ ଯାତ୍ରା କଲେ। ହେଲେ ସେଠାରେ ପହଞ୍ଚିବା ପରେ ପ୍ରେମିକ ତାଙ୍କର ହତ୍ୟା କରିଥିଲା।

Social Welfare Officer
ମୀନତି ଦିଦିଙ୍କ ତାଗିଦ୍‌...ବିନା ଲାଂଚରେ ପାସ୍‌ ହେବନି ବିଲ୍‌

ଫୋନ୍‌ରେ ମୀନତି ଦିଦିଙ୍କ କଡା ତାଗିଦ୍‌। ଭଲ ପିସି ନଦେଲେ ପାସ୍‌ ହେବନି ଛତୁଆ ବିଲ୍‌। ସମସ୍ତେ ଦେଉଛନ୍ତି, ତୁମେ କାହିଁକି କେଁ କେଁ ହେଉଛ? “ବୁଢାକୁ ଟଙ୍କା ନଦେଲେ ଆଉ କିଛି ହେବନି”...ଦିଦିଙ୍କର ଏମିତି କଥା ଏବେ ଭାଇରାଲ

82 OSME students fined for ragging in Keonjhar
ମହଙ୍ଗା ପଡ଼ିଲା ରାଗିଂ: ୮୨ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଫାଇନ୍‌, ଲାଇବ୍ରେରୀରୁ ମିଳିବନି ବହି

ରାଗିଂ ଅଭିଯୋଗରେ ୮୨ ଜଣ ଛାତ୍ରଙ୍କୁ ୮୨ ହଜାର ଟଙ୍କା ଫାଇନ୍‌ କରାଯାଇଛି।  ଅଭିଯୋଗ ଅନୁସାରେ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ତୃତୀୟ ବର୍ଷର ଛାତ୍ର ରାଗିଂ କରିଥିଲେ। 

Shraddha Murder Case
ରୋଲ୍‌ କରୁଛି ଅଫତାବ୍‌...୫୦ ପ୍ରଶ୍ନ ପୋଲିସ ପଚାରିଲା, ହେଲେ ଉତ୍ତରରେ

ପୋଲିସକୁ ଚକମା ଦେଉଛି ଅଫତାବ୍‌। ଶ୍ରଦ୍ଧାଙ୍କୁ କେମିତି ମାରିଲା ସେନେଇ ୫୦ ପ୍ରଶ୍ନ କଲା ପୋଲିସ୍‌। ଅଫତାବ୍‌ ବୁଲାଇଲା ଭୂଆଁ..

Archana Nag
ନାଗ ସାମ୍ରାଜ୍ୟର ରହସ୍ୟ ଭେଦିବାକୁ EDର ଗ୍ରାଉଣ୍ଡୱାର୍କ, ଅର୍ଚ୍ଚନା-ଜଗବନ୍ଧୁ ହେବେ ଜେରା

ଦ୍ୱିତୀୟ ଦିନ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ ଜେରା କଲା ED । ଡ୍ରାଇଭର ଚନ୍ଦନ ମୁହଁରୁ ED ଆଦାୟ କଲା ଅର୍ଚ୍ଚନାର ହିଷ୍ଟ୍ରି ।

Viral Video
ଚଳନ୍ତା ଗାଡ଼ିରୁ ଡେଇଁ ଫିଲ୍ମ ଷ୍ଟାଇଲ୍‌ରେ ଚୋରକୁ ଧରିଲେ କନଷ୍ଟେବଲ, ଦେଖନ୍ତୁ ଭିଡିଓ

ତିଳେ ମାତ୍ର ଭୟ ନକରି କିମ୍ବା ଗାଡ଼ିକୁ ଲୋଭ ନକରି ଚଳନ୍ତା ଗାଡ଼ିରୁ ସିଧା ଚୋରକୁ ଧରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ତାଙ୍କ ଗାଡ଼ି ତଳେ ପଡ଼ିଥିଲେ ।

Archana Nag
ଡ୍ରାଇଭର୍‌ ଚନ୍ଦନ ଓଗାଳିବ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର

ଆଜି ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ।

67 Year Old Man Dies During Sex In Bengaluru
ଗର୍ଲଫ୍ରେଣ୍ଡ୍‌ ସହ ସେକ୍ସ ବେଳେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ

ଘଟଣାକୁ ଚପାଇବା ପାଇଁ ଗର୍ଲଫ୍ରେଣ୍ଡ୍‌ ନିଜ ସ୍ୱାମୀ ଓ ଭାଇଙ୍କ ସହ ମିଶି ମୃତଦେହକୁ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ବାହାରେ ଫିଙ୍ଗି ଦେଇଥିଲେ। ହେଲେ ପୋଲିସ୍‌କୁ ଏହି ବ୍ୟାଗ୍‌ ମିଳିବା ପରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଥିଲା।

Shraddha murder
ଦୃଶ୍ୟମ ଫିଲ୍ମ ଦେଖି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିଥିଲା ଅଫତାବ୍‌!

ଗତ ଦୁଇ ଦିନ ଧରି ପଲିଗ୍ରାଫ ଟେଷ୍ଟରେ ଶ୍ରଦ୍ଧା ମର୍ଡରର ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦୃଶ୍ୟମ ଫିଲ୍ମ ଦେଖି ଆଫତାବ ଭିଆଇଥିଲା ଏହି କାଣ୍ତ ।

Aaftab Poonawala Used 5 Knives To Chop Up Girlfriend Shraddha
ଶ୍ରଦ୍ଧାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରିବାକୁ ୫ଟି ଛୁରୀ ବ୍ୟବହାର କରିଥିଲା ଅଫତାବ୍‌, ମିଳିଲା ଛୁରୀ...

ଜହ୍ଲାଦ ପ୍ରେମିକ ତଥା ଅଭିଯୁକ୍ତ ଅଫତାବ୍‌ ପୁନାୱାଲା ଗୋଟିଏ ପରେ ଗୋଟିଏ ସତ ଓଗାଳୁଛି। ଶ୍ରଦ୍ଧାଙ୍କୁ କେମିତି ହତ୍ୟା କରିଥିଲା, ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କେଉଁଠି ଫିଙ୍ଗିଥିଲା...ସବୁକିଛି ଗୋଟି ଗୋଟି କରି ଅଫତାବ୍‌ ପୋଲିସ୍‌ ଆଗରେ କହିଛି।

Three miscreants attack Jharigaon BDO in his office
ଅଫିସ୍‌ ଭିତରେ ପଶି BDOଙ୍କୁ ଛେଚିଲେ !

୩ ଜଣ ବ୍ୟକ୍ତି ଅଫିସ୍‌ ଭିତରେ ପଶି ଝରିଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଡିଓ ନିଜେ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। 

  • Friday, 25 November 2022
  • Attack
Sradhanjali Behera
ଶ୍ରଦ୍ଧାଞ୍ଜଳିଙ୍କୁ ED ର ମାରାଥନ ଜେରା; କଳା ସାମ୍ରାଜ୍ୟର ଗୁମର ଖୋଲୁଛି ଇଡି

ଅର୍ଚ୍ଚନାଙ୍କ ନିକଟତମ ସହଯୋଗୀ ବ୍ଲାକମେଲିଂ ପାର୍ଟନର କୁହାଯାଉଥିବା ଶ୍ରଦ୍ଧାଞ୍ଜଳିଙ୍କଠୁ ଆହୁରି ତଥ୍ୟ ଓଗାଳିବ ଇଡି । 

Archana Nag
ଅର୍ଚ୍ଚନା ମାମଲା: EDର ତନାଘନା

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଲିଙ୍କ୍‌ରେ ED ଜାଲରେ ଆଉ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ହନିଟ୍ରାପ୍ କୁଇନଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାଂଜାକ୍ସନ ଅଭିଯୋଗରେ ହରଡ଼ ଘଣାରେ ବିଜେଡି ବିଧାୟକଙ୍କ ଭାଇ ।

2 Naxal Killed
ପୋଲିସ ଗୁଳିରେ ଦୁଇ ମାଓବାଦୀ ନିହତ

ଏହି ଏନକାଉଣ୍ଟର ପରେ ମାଓବାଦୀଙ୍କୁ ହିଂସାର ବାଟ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ନିବେଦନ କରିଛନ୍ତି ପୋଲିସ୍ ଡିଜି ।

Archana Nag
ଅର୍ଚ୍ଚନା ନାଗଫାଶ ମାମଲା: ED ଜାଲରେ କଲବଲ ପ୍ରଭାବଶାଳୀ, BJD ବିଧାୟକଙ୍କ ଭାଇଙ୍କୁ ଜେରା

ବିଜେଡି ବିଧାୟକ ସୁଧୀର ସାମଲଙ୍କ ବ୍ୟବସାୟୀ ଭାଇ ଗଙ୍ଗାଧର ସାମଲଙ୍କୁ ଜେରା । ୩୦ ଲକ୍ଷ ଟ୍ରାଞ୍ଜାକ୍ସନ୍ ସତ ଜାଣିବାକୁ ଘାଣ୍ଟୁଛି ଇଡି ।