/odishatv-khabar/media/post_attachments/uploadimage/library/16_9/16_9_0/Firing_1680054898.jpg)
Firing
ବନ ବିଭାଗ ଗାଡ଼ିକୁ ଗୁଳିମାଡ଼ । ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଛି । ବୌଦ୍ଧ ଜିଲ୍ଲା ବଘିଆପଡ଼ା ଖଲିଆପାଲି ଛକରେ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ମାରିଛନ୍ତି । ଗୁଳିମାଡ଼ରେ ଦୁଇ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ କର୍ମଚାରୀ ହେଲେ ନୀଳାଚଳ ପ୍ରଧାନ ଓ ନବ କୁମାର ସାହୁ। ନୀଳାଚଳଙ୍କ କାନ୍ଧରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା ବେଳେ ନବ କୁମାରଙ୍କ ପିଠିରେ ବାଜିଛି ଗୁଳି। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଛି ।
Advertisment
ପାଟ୍ରୋଲିଂ ବେଳେ ବନ ବିଭାଗ ଗାଡ଼ିକୁ ଗୁଳିମାଡ଼ । ବୌଦ୍ଧ ବଘିଆପଡ଼ା ଖଲିଆପାଲି ଛକରେ ଗୁଳିମାଡ଼ । ଦୁଇ ବନ କର୍ମଚାରୀ ଗୁରୁତର ।#Crime#Firingpic.twitter.com/u9wNuaUBBj
— ଓଟିଭି (@otvkhabar) March 29, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)