• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Amrit
ଘରଠୁ ୫୦ ମିଟର ଦୂରରେ ଥିଲା ପୁଅ, ହଠାତ୍‌ ହୋଇଗଲା ଗାୟବ ! ୪ ଦିନ ହେଲାଣି ପତ୍ତାମିଳୁନି

ଛୋଟମୋଟ ବେପାର କରି ପୁଅକୁ ନେଇ ଭବିଷ୍ୟତ ଦେଖୁଥିବା ବାପାର ବି ଦମ୍ଭ ଭାଙ୍ଗିଯାଉଛି । ଚାରିଦିନ ହେଲା ଘରେ ଚୁଲି ଜଳିନି ।

Archana Nag
ଇଡି ଆଗରେ ସତ ଓଗାଳୁଛି ଅର୍ଚ୍ଚନା ! ଶ୍ରଦ୍ଧାଞ୍ଜଳି-ଜଗବନ୍ଧୁ-ଅର୍ଚ୍ଚନାକୁ ମୁହାଁମୁହିଁ ଜେରା 

ଇଡି ଆଗରେ ଅର୍ଚ୍ଚନା ମୁହଁ ଖୋଲିଥିବା ସୂଚନା । ଗାଡ଼ି, ଘର ପରେ ଏବେ ସୁନା କିଣାର ଚାଲିଛି ଖୋଳତାଡ଼ ।

Hate Story
ଏ କି ପ୍ରେମ ! ପ୍ରେମିକାଙ୍କ ମୃତଦେହ ଦେଖି ଡରି ଫେରି ଆସିଲେ ପ୍ରେମିକ

ସମ୍ପର୍କକୁ ଘରେ ଅସ୍ୱୀକାର ପରେ ନେଇଥିଲେ ଚରମ ନିଷ୍ପତ୍ତି । ନାବାଳିକାଙ୍କୁ ହତ୍ୟା ହୋଇଥିବା ଅଭିଯୋଗ ଆଣିଲେ ପରିବାର ।

Maoist Killed
ଲାଲ୍ ବାହିନୀର ଆତଙ୍କ, ପୋଲିସ ଇନ୍‌ଫର୍ମର ସଂଦେହରେ ହତ୍ୟା

କନ୍ଧମାଳ ବଣ୍ଡାପିପିଲିରେ ଜଣକୁ ଗୁଳି କରି ହତ୍ୟା କଲେ ମାଓବାଦୀ । ହାଟପଦା ପଛପାଖ ଜଙ୍ଗରେ ପଡ଼ି ରହିଛି ମୃତଦେହ  ।

gang rape
ମଣିଷ ପାଲଟିଲା ପିଶାଚ : ୧୬ ବର୍ଷିୟା ନାବାଳିକା ସହିତ ୧୨ ଘଣ୍ଟା ପର୍ଯ୍ୟନ୍ତ ଗଣଦୁଷ୍କର୍ମ

ବର୍ବରତାର ସବୁ ସୀମା ଟପି ଗଲା ମଣିଷ । ନାବାଳିକାକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଦୁଷ୍କର୍ମ କଲେ ୮ ଅଭିଯୁକ୍ତ ।

Youth Murdered In Ganjam
ବିଚ୍ ବଜାରରେ ହତ୍ୟା, ଉଠାଇ ନେଇ ହାଣି ପକାଇଲେ...

ପାୱାରକଟ୍‌ର ସୁଯୋଗ ନେଇ ଉଠାଇ ନେଲେ, ତା’ପରେ ଜୀବନ ନେଇଗଲେ। ସାମାନ୍ୟ ବଚସାରୁ ବିଚ୍ ବଜାରରେ ହତ୍ୟା।

Archana
ଇଡି ଖୁଆଡରେ ଶ୍ରଦ୍ଧାଞ୍ଜଳି

ଇଡି ଖୁଆଡରେ ଶ୍ରଦ୍ଧାଞ୍ଜଳି। ହେଲେ ଅର୍ଚ୍ଚନା ତଦନ୍ତରେ କରୁନି ସହଯୋଗ...ସତ ସାମ୍ନାକୁ ଆସିବ କେମିତି?

Lawyer stops Mercedes to urinate three men steal his car
ମର୍ସିଡିଜ୍ କାର୍‌ ରଖି ପରିସ୍ରା କରିବାକୁ ଯାଇଥିଲେ ଓକିଲ; ହେଇଗଲା ଲୁଟ୍

ରାସ୍ତା କଡରେ ମର୍ସିଡିଜ୍ କାର୍‌ ରଖି ପରିସ୍ରା କରିବାକୁ ଯାଇଥିଲେ ଓକିଲ। ଆସିଲା ବେଳକୁ ତିନିଜଣ ଦୁର୍ବୃତ୍ତ ଛୁରୀ ଦେଖେଇ ଧମକ୍ ଦେଲେ ଆଉ କାର୍‌ ଲୁଟି ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ।

Catapult Gang
କାର୍‌ କାଚ ଭାଙ୍ଗି ଲୁଟ୍‌ କରୁଥିଲେ, ଏବେ ପୋଲିସ୍ କବଜାରେ ବାଟୁଳି ଗ୍ୟାଙ୍ଗ

କାର କାଚ ଭାଙ୍ଗି ଲୁଟ କରୁଥିବା ୪ ଜଣିଆ ଲୁଟେରା ଗ୍ୟାଙ୍ଗ୍ ଗିରଫ

  • Saturday, 17 December 2022
Miscreants beat up former sarpanch with belt in Jajpur
ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ପୂର୍ବତନ ସରପଞ୍ଚଙ୍କୁ ବିଧା, ଗୋଇଠା...ଭାଇରାଲ୍‌ ହେଉଛି ଭିଡିଓ

ସୀମା ଟପିଲା ସବୁ ବର୍ବରତା। ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ବେଲ୍ଟରେ ନିସ୍ତୁକ ମାଡ଼। ତା’ବି ପୁଣି ସର୍ବସମ୍ମୁଖରେ। 

Fake Medicine
ଓଡିଶାରେ କେମିତି ପଶୁଛି ନକଲି ମେଡିସିନ୍ ? ସତ ସାମ୍ନାକୁ ଆଣିଲେ ଡ୍ରଗ୍ସ କଣ୍ଟ୍ରୋଲର

ମୁନାଫାଖୋର ବ୍ୟବସାୟୀଙ୍କ ପାଇଁ ବଢୁଛି ନକଲି ମେଡିସିନ କାରବାର । ଟେଲ୍ମା-୪୦ ପରେ କ୍ଲାଭାମ୍-୬୨୫ର ନକଲି ମେଡିସିନ୍‌କୁ ନେଇ ଚିନ୍ତା ।

Archana Nag
ED ହାତରେ ଅର୍ଚ୍ଚନା ନାଗ୍‌ଙ୍କ ଡାଏରୀ, ଲେଖା ଅଛି ଅନେକ ବଡ଼ ବଡ଼ିଆଙ୍କ ନାଁ

କଣ ପାଇଁ ଫୋରେନ୍‌ସିକ୍ ଟିମ୍ ଡିଜିଟାଲ ଏଭିଡେନ୍ସ ଦେବାରେ ବିଳମ୍ବ କରୁଛି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Sarpanch's Wife Deadbody Found Inside From Well
ନିଜ ଘରେ ହିଁ ଥିଲା ସରପଞ୍ଚ ସ୍ତ୍ରୀଙ୍କ ମୃତଦେହ; ହେଲେ ମିଳୁ ନଥିଲା ପତ୍ତା, ଶେଷରେ...

୪ ଦିନ ହେଲା ନିଖୋଜ ଥିଲେ ସରପଞ୍ଚଙ୍କ ସ୍ତ୍ରୀ। ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ପତ୍ତା ମିଳିପାରୁ ନଥିଲା। ଶେଷରେ ନିଜ ଘର କୂଅରୁ ମୃତଦେହ ଉଦ୍ଧାର କରାଯାଇଛି। 

Murder
ସ୍ତ୍ରୀକୁ ମାରି ଶେଷକୃତ୍ୟ କଲା.. ଥାନାରେ ଦେଲା ନିଖୋଜ ମାମଲା..

ଧିରେ ଧିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତ୍ୟେକ ଦିନ ଝଗଡ଼ା ହେବା ଆରମ୍ଭ ହେଲା ।

Similipal Tusker Death Eyewitness Dies Under Treatment
ଶିମିଳିପାଳରେ ହାତୀ ମୃତ୍ୟୁ: ଯିଏ ସବୁ ଦେଖିଥିଲେ, ସେ ଆଜି ଆଖି ବୁଜିଲେ...

ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ହୋଇଛି। ଗତ ୧୧ ତାରିଖରେ ବିଷ ପିଇ ଗୁରୁତର ଅବସ୍ଥାରେ ତାଙ୍କୁ SCBକୁ ସ୍ଥାନାନ୍ତର କରାଯାଇଥିଲା।

Vigilance Raid
ଭିଜିଲାନ୍ସ ଜାଲରେ କୁବେର SI ! ରାଜଧାନୀରେ ୪ ମହଲା କୋଠା, ୮ ପ୍ଲଟ୍

କୁହାଯାଏ, ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସି । ପୋଲିସ ଚାକିରିରେ ଉପୁରିକୁ ଦେଖି ଏମିତି କଟାକ୍ଷ କରାଯାଇଥିବା ବେଳେ କିଛି ପୋଲିସ ଅଧିକାରୀ ବୋଧହୁଏ ଏହାକୁ ଠିକ୍ ପ୍ରମାଣିତ କରିଛନ୍ତି । ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗତ ୬ ବର୍ଷରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୪୫ ଜଣ ପୋଲିସ ଅଧିକାରୀ । ଆଜି ସଦ୍ୟ ଧରାପଡ଼ିଛନ୍ତି ଭୁବନେଶ୍ୱର ତମାଣ୍ଡୋ ଥାନାର ଏସ୍‌ଆଇ ଅଭିମନ୍ୟୁ ଚୌଧୁରୀ । ନିଜ ଚାକିରି କାଳରେ ସେ ଯେତେ ଦରମା ପାଇବା କଥା, ତାଠାରୁ ଢେର୍ ଗୁଣ ଅଧିକ ସଂପତ୍ତିର ଅଧିକାରୀ ଏହି ପୁଲିସ ବାବୁ ଜଣକ । ଆଶ୍ଚର୍ଯ୍ୟର କଥା ହେଲା-ତାଙ୍କ ଚାକିରି ସମୟର ୩୩ ବର୍ଷ କେବଳ ରାଜଧାନୀ ଓ ଏହାର ଆଖପାଖରେ ହିଁ କଟିଛି ।

Vigilance Raid
ଭିଜିଲାନ୍ସ ଜାଲରେ କୁବେର SI ! ରାଜଧାନୀରେ ୪ ମହଲା କୋଠା, ୮ ପ୍ଲଟ୍ 

ଭୁବନେଶ୍ୱର ତମାଣ୍ଡୋ ଥାନା ସବ୍ ଇନ୍ସପେକ୍ଟର ଅଭିମନ୍ୟୁ ଚୌଧୁରୀ । ୬ ବର୍ଷରେ ଧରାପଡ଼ିଲେଣି ୪୫ ପୋଲିସ ଅଧିକାରୀ ।

Fraud Delivery Boy
ସ୍ମାର୍ଟ ଡେଲିଭରୀ ବୟ ! ଫ୍ଲିପ୍‌କାର୍ଟରୁ ମୋବାଇଲ ମଗାଉଥିଲା, ପୁଣି ଖାଲି ଡବା ଫେରାଉଥିଲା

ଅନଲାଇନରେ ଠକେଇ କରି ବନ୍ଧା ହେଲେ ଡେଲିଭରି ବୟ । ୩ଟି ଦାମୀ ମୋବାଇଲ ଓ ୩ ଟି ବ୍ଲୁ-ଟୁଥ୍ ଜବତ ।

Tution Teacher flees with Student
ପଢ଼ଉ ପଢ଼ଉ ହେଇଗଲା ପ୍ରେମ, ଛାତ୍ରକୁ ଧରି ଟ୍ୟୁସନ୍‌ ଦିଦି ଫେରାର୍‌

ଛାତ୍ରକୁ ନେଇ ଫେରାର ହୋଇଗଲେ ଟ୍ୟୁସନ ଦିଦି । ଛାତ୍ରକୁ ନିଜ ପ୍ରେମ ଜାଲରେ ଫସାଇ ଫେରାର ହେବା ପରେ ଛାତ୍ରଙ୍କ ପରିବାର ପକ୍ଷରୁ ଏବେ ଅଭିଯୋଗ ହୋଇଛି ।

Man held for killing neighbour
ମଦ ପିଇବା ପାଇଁ ଟଙ୍କା ନଦେବାରୁ ଜୀବନ ନେଇଗଲେ

ମଦ ପିଇବା ପାଇଁ ଟଙ୍କା ନଦେବାରୁ ୪୪ ବର୍ଷୀୟ ମହିଳାଙ୍କୁ ହତ୍ୟା। ମହାରାଷ୍ଟ୍ରର ଥାନେ ଜିଲ୍ଲା ଡୋମ୍ବିଭଲି ଅଞ୍ଚଳରେ ବୁଧବାର ଏହି ହତ୍ୟାକାଣ୍ଡ ଘଟିଛି।

Notices To Flipkart, Amazon Over Sale Of Acid
Flipkart, Amazon କୁ ନୋଟିସ୍‌; ଅନ୍‌ଲାଇନ୍‌ରେ ଏସିଡ୍‌ ଅର୍ଡର କରି ଛାତ୍ରୀଙ୍କ ଉପରକୁ ଫିଙ୍ଗିଥିଲେ ଯୁବକ

ଦିଲ୍ଲୀରେ ୧୭ ବର୍ଷୀୟ ସ୍କୁଲ୍‌ ଛାତ୍ରୀଙ୍କୁ ଏସିଡ୍‌ ଫିଙ୍ଗିବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସ୍ପଷ୍ଟ ଦିବାଲୋକରେ ଏଭଳି ଛାତି ଥରାଇଲା ଭଳି ଘଟଣା ପରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

murder
ଡାହାଣୀ ସନ୍ଦେହରେ ମହିଳାଙ୍କ ବେକ କାଟି ହତ୍ୟା

ଅଭିଯୋଗ ପରେ ସାଇନଣ୍ଟିଫିକ ସହ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

Woman Elopes WIth Boyfriend After Locking Up Father In Law In House
ଶ୍ୱଶୁରଙ୍କୁ ଘରେ ତାଲା ପକାଇ ବୟଫ୍ରେଣ୍ଡ୍‌ ସହ ବୋହୂ ଫେରାର

ଶ୍ୱଶୁରଙ୍କୁ ଘରେ ତାଲା ପକାଇ ବୟଫ୍ରେଣ୍ଡ୍‌ ସହ ଫେରାର ମାରିଲା ବୋହୂ। ଘରୁ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଅନ୍ୟାନ୍ୟ ଦାମୀ ଜିନିଷ ଓ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇ ମହିଳା ଜଣକ ବୟଫ୍ରେଣ୍ଡ୍‌ ସହ ଫେରାର ହୋଇଥିବା ଅଭିଯୋଗ।

Man kills girlfriend from Odisha in Surat, arrested
ସୁରତରେ ଭୁବନେଶ୍ୱର ଯୁବତୀଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା: ପ୍ରେମିକାକୁ ୪୯ ଥର ଛୁରୀରେ ଆକ୍ରମଣ କଲା ପ୍ରେମିକ

ଶ୍ରଦ୍ଧାଙ୍କ ହତ୍ୟାକାଣ୍ଡ ମନରୁ ନଲିଭୁଣୁ ପୁଣି ସମାନ ଅପରାଧ ସୁରତରେ ଘଟିଛି। ଗର୍ଲଫ୍ରେଣ୍ଡ୍‌ ବିବାହ ପାଇଁ ବାଧ୍ୟ କରିବାରୁ ଅତି ନିର୍ମମ ଭାବେ ହତ୍ୟା କରିଛି ବୟଫ୍ରେଣ୍ଡ୍।