ନବଙ୍କ କାକା ଓ ସମର୍ଥକମାନେ ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି ।
ଅନ୍ତିମ ଦର୍ଶନ ସାଙ୍ଗକୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଅସମ୍ଭବ ଭିଡ଼ ଲଗାଇଥିଲେ ସମର୍ଥକ ଓ ଶୁଭେଚ୍ଛୁ ।
ନବଙ୍କ ରବିବାର ଦିନ ଗସ୍ତ ବେଳେ SOP ପାଳନ କରାଯାଇଥିଲା କି ନାହିଁ, ତ୍ରୁଟି କେଉଁଠି ରହିଲା, ତାହା ସାମ୍ନାକୁ ଆସିବା ଜରୁରୀ ।
ଗ୍ୟାଙ୍ଗ୍ ଲିଡର ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛି ।
ଶେଷରେ ଅରୁଣ ବୋଥ୍ରା ଆହୁରି ମଧ୍ୟ କହିଛନ୍ତି ଯେ, ଗୋପାଳ ଦାସ କେବେ ବି ନବ ଦାସଙ୍କ ପିଏସ୍ଓ ଦାୟିତ୍ୱରେ ନଥିଲେ ।
କୁକୁର ଧରାଇଦେଲା ପ୍ରକୃତ ଦୋଷୀ । ଆଉ ଦୋଷୀକୁ ଧରିବା ପରେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡ ପଛର କାରଣ ।
ଆଖିବୁଜା ଗୁଳିମାଡ଼ରେ ଘଟଣାସ୍ଥଳରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ପୋଲିସ କର୍ମଚାରୀଙ୍କ ଗୁଳି । ଘଟଣାର ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ।
ନବଙ୍କ ସହ ପୂର୍ବ ଶତ୍ରୁତା ନା ରହିଛି ଅନ୍ୟ କିଛି ରହସ୍ୟ ? କାହିଁକି ଏତେ ବଡ଼ ଦୁଃସାହସ କଲେ ASI ଗୋପାଳ ?
ପୂର୍ବରୁ ପୋଲିସ କେବେ ବି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ନଜିର ନାହିଁ ।
ପ୍ରାୟ ବର୍ଷେ ତଳେ ଗୋପାଳ ଚେକ୍ଅପ ପାଇଁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି ଡାକ୍ତର ।
ଆଜି ଡ୍ୟୁଟିରେ ଥିବା ବେଳେ ଏଭଳି କାଣ୍ଡ ଭିଆଇଛନ୍ତି ଗୋପାଳ ।
କେବେ ସୁଦ୍ଧା ସରିବ ଚିହ୍ନଟ ପ୍ରକ୍ରିୟା ? ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ନେଇ HCଙ୍କ ନିର୍ଦ୍ଦେଶ ପରେ ପ୍ରଶ୍ନ ।
ଏବେ କୋଟିପତି ଭିକାରୀକୁ ବାନ୍ଧିଲା ପୋଲିସ୍ ।
ବେକରେ ରଶି ଲଗାଇ ସ୍ୱାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କିଛିଦିନ ପୂର୍ବରୁ ସେମାନଙ୍କ ଏକମାତ୍ର ଝିଅକୁ ହତ୍ୟା କରାଯାଇଥିଲା।
ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ, ଯୁବତୀଙ୍କ ପରିଚୟ ମିଳିନି
ପୋଲିସ ଏବେ ଆଶୀର୍ବାଦର ଅପରାଧିକ ଦିଗକୁ ଧରି ୫ବର୍ଷ ତଳର ଖିଅ ଖୋଜୁଛି ।
ପରେ ପାଇଖାନାରେ ବନ୍ଦ କରି ପଳାଇଲେ ବାପା-ମାଆ । ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଉଦ୍ଧାର କଲା ପୋଲିସ ।
ଟଙ୍କା କେଇଟା ପାଇଁ ଚାଲିଗଲା ଜୀବନ ।
ଏତେ ରାଗ ଯେ, ସ୍ତ୍ରୀ ସହ ଝଗଡ଼ା ପରେ ୩ ବର୍ଷର ପୁଅକୁ ହତ୍ୟା ପରେ ପୋତି ଦେଲା ସ୍ୱାମୀ। ପ୍ରମାଣ ନଷ୍ଟ ପାଇଁ ପୁଅର ମୃତଦେହକୁ ଫାର୍ମ ହାଉସ୍କୁ ନେଇ ସେଠାରେ ପୋତି ଦେଇଥିଲା।
ଭାରତୀୟ ହକି ଟିମ୍ର ପୂର୍ବତନ କ୍ୟାପଟେନ୍ ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ଘଟଣାରେ ୫ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି। ଜେଲ୍ ଫେରନ୍ତା ଅଭିଯୁକ୍ତଙ୍କ ସହ ମିଶି ଅଟୋରେ ରେକି କରି ଏମାନେ ଚୋରି କରୁଥିଲେ।
୫ ଲକ୍ଷର ମୁଣ୍ଡ ଜାମିନ୍ ଥିଲା ମିଛ ନାଟକ ।
ଦୁଇ ଭଉଣୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି କଙ୍କଡାହାଡ଼ ପୋଲିସ ।
ଗୋଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ନିକଟରେ ଆତ୍ମସମର୍ପଣ । ବହୁ ପରିମାଣର ମାଓ ସାମଗ୍ରୀ ଜବତ କଲା ସୁରକ୍ଷାକର୍ମୀ ।
ଘର ରାୟଗଡ଼ାକୁ ପଠାଇବାର ବ୍ୟବସ୍ଥା ହେଉଛି । କାମର ଲୋଭ ଦେଖାଇ ଏମାନଙ୍କୁ ନିଆଯାଇଥିଲା ବାରାଣସୀ ।