• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Judicial Commission

Three-member judicial commission set up to probe Atiq killing
୨୦୦୪ରେ ଆତିକ୍ କରିଥିଲା ନିଜ ମୃତ୍ୟୁର ଭବିଷ୍ୟବାଣୀ, ୧୯ ବର୍ଷ ପରେ ସତ ହେଲା ଆତିକର କଥା

ମାଫିଆ ଡନ୍‌ ଅତିକ ଓ ଭାଇ ଆଶ୍ରଫର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଭୟଙ୍କୁ ପ୍ରୟାଗରାଜରେ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଡାକ୍ତରୀ ପରୀକ୍ଷା ପାଇଁ ଅତିକ୍ ଅହମ୍ମଦଙ୍କୁ ନିଆଯାଉଥିଲା । ସେହି ସମୟରେ ପୋଲିସ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅତିକ୍ ଏବଂ ଆଶ୍ରଫର ମୃତ୍ୟୁ ହୋଇଛି ।

Executive vs. Judiciary
‘ନିର୍ବାଚନ କମିଶନ ନିଯୁକ୍ତି କମିଟିରେ ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାମିଲ କରାଯାଉ’

ନିର୍ବାଚନ କମିଶନ ନିଯୁକ୍ତି କମିଟିରେ ସୁପ୍ରିମ୍‌କୋର୍ଟ ମୁଖ୍ୟ ବିଚାରପତିଙ୍କୁ ସାମିଲ କରାଗଲେ ନିଯୁକ୍ତି ପ୍ରକ୍ରିୟା ଏବଂ ଚୟନରେ ସ୍ୱଚ୍ଛତା ଅଧିକ ରହିପାରିବ। ଏଭଳି ଜଣେ ବ୍ୟକ୍ତିଙ୍କୁ ସାମ୍ବିଧାନିକ ପଦରେ ଅବସ୍ଥାପିତ କରାଯିବ ଯିଏ ସରକାରଙ୍କ ଆଜ୍ଞା ପାଳନ କରିବାକୁ ବାଧ୍ୟ ହେବ ନାହିଁ ବା ପ୍ରଭାବିତ ହେବ ନାହିଁ।