Three-member judicial commission set up to probe Atiq killing
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
Three-member judicial commission set up to probe Atiq killing
ମାଫିଆ ଡନ୍ ଅତିକ ଓ ଭାଇ ଆଶ୍ରଫର ମୃତ୍ୟୁ ହୋଇଛି । ଗୁଳିମାଡ଼ରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉଭୟଙ୍କୁ ପ୍ରୟାଗରାଜରେ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଡାକ୍ତରୀ ପରୀକ୍ଷା ପାଇଁ ଅତିକ୍ ଅହମ୍ମଦଙ୍କୁ ନିଆଯାଉଥିଲା । ସେହି ସମୟରେ ପୋଲିସ ଗାଡି ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଅତିକ୍ ଏବଂ ଆଶ୍ରଫର ମୃତ୍ୟୁ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)