ଭରତପୁର ଥାନା ବିରୋଧରେ ଆଉ ଏକ ସାଙ୍ଘାତିକ ଅଭିଯୋଗ । ଜଣେ ଏତଲାକାରୀଙ୍କଠାରୁ ଟଙ୍କା ମାଗୁଥିଲେ ତତ୍କାଳୀନ ଥାନାଧିକାରୀ ।
ସୁଟକେସରେ ଯେଉଁ ମହିଳାଙ୍କ ମୃତଦେହ ମିଳିଥିଲା, ତାଙ୍କ ନାଁ ଦୀପା ବୋଲି ଜଣା ପଡ଼ିଛି ।
ଭୁବନେଶ୍ବର କେଦାରପଲ୍ଲୀ ବସ୍ତିରେ ସିରିଜ୍ ବୋମାମାଡ଼ ହୋଇଛି । କେଦାରପଲ୍ଲୀ ବସ୍ତିର ଲେନ୍-୧ ଓ ବରହମପୁର ଗଳିରେ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଏଥିରେ ଜଣେ ନାବାଳକ ଆହତ ହୋଇଥିବା ବେଳେ ଘଟଣାର ଖୋଳତାଡ଼ କରୁଛି ପୋଲିସ୍।
ରାଜଧାନୀରେ ଭିଆଇଥିଲେ ମୁଣ୍ଡନୁଆଁଇ ଦେଲା ଭଳି କାଣ୍ଡ । ବୋଳି ଦେଇଥିଲେ ସାରା ପୋଲିସ ବିଭାଗରେ କଳଙ୍କ । ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ସାଂଘାତିକ ନିର୍ଯାତନା ଦେଇ ଶେଷରେ ଭୋଗିଲେ ଦଶା।
ରାଜଧାନୀରେ ଭିଆଇଥିଲେ ମୁଣ୍ଡନୁଆଁଇ ଦେଲା ଭଳି କାଣ୍ଡ । ବୋଳି ଦେଇଥିଲେ ସାରା ପୋଲିସ ବିଭାଗରେ କଳଙ୍କ । ଆର୍ମି ମେଜର୍ ଓ ବାନ୍ଧବୀଙ୍କୁ ସାଂଘାତିକ ନିର୍ଯାତନା ଦେଇ ଶେଷରେ ଭୋଗିଲେ ଦଶା।
ଅର୍ଥନୀତି ବିଭାଗର ଆସୋସିଏଟ୍ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି। ଆଇସିସିର ରିପୋର୍ଟ ଆଧାରରେ ନିଲମ୍ବନ କରିଛନ୍ତି କୁଳପତି।
ଛତିଶଗଡ଼ ସଶସ୍ତ୍ର ବାହିନୀ କ୍ୟାମ୍ପ (CAF)ରେ ଅଘଟଣ। ଯବାନଙ୍କ ଗୁଳିରେ ପ୍ରାଣ ହରାଇଲେ ୨ ସାଥୀ ଯବାନ। ଏଥିରେ ଅନ୍ୟ ୨ଜଣ ଯବାନ ଗୁରୁତର ହୋଇଥିବା ଜଣାପଡିଛି। ଅଭିଯୁକ୍ତ ଯବାନଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ପୋଲିସ।
ଟ୍ରେନ୍ରେ ବିଷ ପିଇଲେ ବାପା ମାଆ ଝିଅ ! କଣାସ ରୋଡ୍ ଷ୍ଟେସନରୁ ଗୁରୁତର ଅବସ୍ଥାରେ ୩ ଉଦ୍ଧାର ।
ଭୁବନେଶ୍ବର ଭରତପୁର ଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ । ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ପୋଲିସ ଡିଜି ।
ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।
ସମଗ୍ର ଘଟଣା ନେଇ ଭରତପୁର ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
ସେନା ଅଧିକାରୀଙ୍କ ବାନ୍ଧବୀଙ୍କୁ ରାତି ଅଧରେ ଏବଂ ରାଜରାସ୍ତାରେ ପ୍ରଥମେ ରୋଡ୍ ରୋମିଓଙ୍କ ଛେଡ଼ଛାଡ଼୍ । ଆଉ ସେହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବାବେଳେ ପୋଲିସର ସାଂଘାତିକ କାଣ୍ଡ କାରନାମା ।
ଭରତପୁର ଥାନାରେ ଆର୍ମି ମେଜର ଗୁରବଂଶ ସିଂ ଏବଂ ବାନ୍ଧବୀଙ୍କୁ ମାଡ଼ ଓ ଗିରଫ ମାମଲା । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି।
ଅବକାରୀ ବିଭାଗ ଜବତ୍ କରିଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ନକଲି ମଦରେ ବୁଲଡୋଜର ଚଢ଼ାଇ ଥିଲା ବେଳେ, ଖୋଦ୍ କ୍ୟାପିଟାଲ ସିଟିରେ ନକଲି ମଦ, ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି।
୫୦ ଲକ୍ଷର ନକଲି ମଦରେ ଜେସିବି ଚଢ଼ାଇଲା ଅବକାରୀ ବିଭାଗ । ବରମୁଣ୍ଡାରେ ଥିବା ମଦ ଦୋକାନ ସିଲ୍ ।
ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଜବତ ହେଲା ନକଲି ମଦ । ଅସଲି ବୋତଲରେ ନକଲି ମଦ ପୂରାଇ ବିକ୍ରି କରାଯାଉଥିଲା ।
ନୂଆଁଖାଇ ପାଇଁ ସ୍ୱାମୀ-ସ୍ତ୍ରୀ ଘରକୁ ଯାଇଥିବା ବେଳେ କବାଟ ତାଡ଼ି ଲୁଟି ନେଇଛନ୍ତି ସୁନା ଓ ଟଙ୍କା । ଏହି ଘଟଣା ଘଟିଛି ଚନ୍ଦକା ଥାନା ଗୋଠପାଟଣାରେ ଥିବା ଆକ୍ରୋପଲିସ୍ ଆପାର୍ଟମେଣ୍ଟରେ ।
ଟ୍ବିନସିଟିରେ ଗତ ୩ ଦିନ ଭିତରେ ୨ଟି ଲୁଟ୍ ଅଭିଯୋଗ । ମାଲିକ ନଥିବା ଜାଣି ଚନ୍ଦକା ଆକ୍ରୋପଲିସରେ ଲୁଟପାଟ୍ । ଚନ୍ଦକା ଆକ୍ରୋପଲିସର ଏକ ଫ୍ଲାଟରୁ ୫୦ ଭରି ସୁନା ଗହଣା ଲୁଟ୍ ।
ଟ୍ବିନସିଟିରେ ଗତ ୩ ଦିନ ଭିତରେ ୨ଟି ଲୁଟ୍ ଅଭିଯୋଗ । ମାଲିକ ନଥିବା ଜାଣି ଚନ୍ଦକା ଆକ୍ରୋପଲିସରେ ଲୁଟପାଟ୍ । ଚନ୍ଦକା ଆକ୍ରୋପଲିସର ଏକ ଫ୍ଲାଟରୁ ୫୦ ଭରି ସୁନା ଗହଣା ଲୁଟ୍ ।
ସନ୍ଦିଗ୍ଧ ଜଣକ ଭାଟିଆଙ୍କୁ ସିମ ଆପ୍ଲିକେସନ୍ରେ eSIM ଫିଚର ଚୟନ କରିବାକୁ କହିଥିଲେ। ଏହାପରେ ମେସେଜ୍ରେ ଯାଇଥିବା ଓଟିପି ଦେବାକୁ କହିଥିଲେ। ମହିଳାଜଣକ ଏପରି କରିବା ପରେ ତାଙ୍କ ସିମ୍ ତୁରନ୍ତ ନିଷ୍କ୍ରିୟ ହୋଇଯାଇଥିଲା।
ବଲାଙ୍ଗିର ଟିଟିଲାଗଡ଼ ଥାନା ମନି ଗାଁର ସିଏସସି କର୍ମଚାରୀ ଆକାଶ ସାହୁ ସୁଭଦ୍ରା ଫର୍ମ ପୂରଣ କରିବାକୁ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା।
ସାପକୁ କିଏ ମାରି ଖଣ୍ଡଖଣ୍ଡ କରିବା କେବେ ଶୁଣିଛନ୍ତି କି ? ଅଜଗର ସାପକୁ ଅତି ନିର୍ମମ ଭାବେ ପିଟି ପିଟି ମାରିବା ସହ କାଟି ଖଣ୍ଡଖଣ୍ଡ କରିଥିବା ଅଭିଯୋଗ ହୋଇଛି।
ସଂସାର ଆଶାରେ ଘର ଛାଡ଼ି ପ୍ରେମିକ ସହ ଥିବା ପ୍ରେମିକାର ପ୍ରାଣହାନୀ । ଖଣ୍ଡଗିରି ଅଞ୍ଚଳରେ ପ୍ରେମିକାର ଶବକୁ ଛାଡ଼ି ପ୍ରେମିକ ଗାୟବ ।
୨ ଯୁବତୀଙ୍କ ମରଣ ପଛରେ ହତ୍ୟା ଭଳି ସଂଗୀନ ଅଭିଯୋଗ, ସଭ୍ୟ ସମାଜକୁ ଦୋହଲାଇ ଦେଇଛି। ଉଭୟ ଘଟଣାର ତଦନ୍ତ ଚଳାଇଛି ପୋଲିସ।
ମାତିଛି ରସିକିଆ ଠକ । ମାଟ୍ରିମୋନିଆଲ୍ ସାଇଟ୍ ରେ ଫେକ୍ ଆଇଡି କରି ମହିଳାଙ୍କୁ ଟାଗେର୍ଟ କରୁଥିଲା ।