/odishatv-khabar/media/post_attachments/uploadimage/library/16_9/16_9_0/NIA__1689089718.jpg)
NIA
NIA ହାତରେ ଲାଗିଛି ପାକିସ୍ତାନର ISI ଏଜେଣ୍ଟଙ୍କ ଲମ୍ବା ତାଲିକା । ମନି ଆଉ ହନିଟ୍ରାପରେ ଫସାଇ, କେମିତି ଭାରତୀୟ ଯୁବକଙ୍କୁ ଅସ୍ତ୍ର କରି ଦେଶର ପ୍ରତିରକ୍ଷା କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାୟ କରୁଥିଲେ, ତାର ସୁରାଗ୍ ପାଇଯାଇଛି ନ୍ୟାସନାଲ୍ ଇନଭେଷ୍ଟିଗେସନ ଏଜେନ୍ସୀ-NIA । OTP ସେୟାରିଂ ଏବଂ ପାକିସ୍ତାନ ISI ଏଜେଣ୍ଟଙ୍କ ସହ ଆର୍ଥିକ କାରବାରର ଲିଙ୍କ୍ ମାମଲାରେ ଗିରଫ ଅଭିଜିତ ଜାମ୍ବୁରେଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି NIA ।
Advertisment
ଶହେରୁ ଅଧିକ ଏଜେଣ୍ଟଙ୍କ ସହ ଲିଙ୍କରେ ଥିବା ସ୍ୱୀକାର କରିଛି ଅଭିଜିତ। ଏହି ସମସ୍ତ ଏଜେଣ୍ଟ ଗୁଜୁରାଟ, ରାଜସ୍ତାନ, ପଞ୍ଜାବ ଓ ଜାମ୍ମୁ କାଶ୍ମୀରରେ ସକ୍ରିୟ ଥିବା ସୂଚନା ମିଳିଛି । ପୁଣେରେ ଗିରଫ ପରେ କ୍ରାଇମବ୍ରାଞ୍ଚ STF ୪ ଦିନିଆ ରିମାଣ୍ଡରେ ଆଣିଥିଲା ଅଭିଜିତକୁ । ୪ ଦିନ ଭିତରେ ATS, NIA, ଗୁଇନ୍ଦା ବିଭାଗ ଏବଂ STF ଜେରା କରିଥିଲେ । ତେବେ ଆଜି ରିମାଣ୍ଡ ସରିବା ପରେ ଅଭିଜିତକୁ କୋର୍ଟଚାଲାଣ କରାଯାଇଛି । ପୁଣି ଥରେ ରିମାଣ୍ଡରେ ନେବାକୁ ଯୋଜନା କରୁଛି STF। ...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)