ଶହେରୁ ଅଧିକ ଏଜେଣ୍ଟଙ୍କ ସହ ଲିଙ୍କରେ ଥିବା ସ୍ୱୀକାର କରିଛି ଅଭିଜିତ। ଏହି ସମସ୍ତ ଏଜେଣ୍ଟ ଗୁଜୁରାଟ, ରାଜସ୍ତାନ, ପଞ୍ଜାବ ଓ ଜାମ୍ମୁ କାଶ୍ମୀରରେ ସକ୍ରିୟ ଥିବା ସୂଚନା ମିଳିଛି । ପୁଣେରେ ଗିରଫ ପରେ କ୍ରାଇମବ୍ରାଞ୍ଚ STF ୪ ଦିନିଆ ରିମାଣ୍ଡରେ ଆଣିଥିଲା ଅଭିଜିତକୁ ।