• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବଲାଙ୍ଗିରରେ ଜଘନ୍ୟ କାଣ୍ତ । ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା । ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ବଲାଙ୍ଗିର ନିଖିଲ ନଗରରେ ଘରେ ପଶି ଛାତ୍ରୀଙ୍କୁ ହତ୍ୟା କରିଛି ଦୁର୍ବୃତ୍ତ । ଘରେ କେହି ନଥିବା ବେଳେ ଏଭଳି କାଣ୍ତ ଭିଆଇଛି ଦୁର୍ବୃତ୍ତ । ହତ୍ୟାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛିି ଦୁର୍ବୃତ୍ତ।