ସୁରତରେ ମାତିଛନ୍ତି ହାଇଟେକ୍ ସାଇକେଲ ଚୋର । ସ୍କୁଲ, ଟ୍ୟୁସନ ବୁଲୁଛନ୍ତି ଓ ଚୋରି କରି ନେଉଛନ୍ତି ମହଙ୍ଗା ଓ ଷ୍ଟାଇଲିସ୍ ସାଇକେଲ୍ । ଗଞ୍ଜାମ ତିନି ଜଣିଆ ଗ୍ୟାଙ୍ଗକୁ ଧରିବା ପରେ ଏବେ ଅନେକ କଥା ସାମ୍ନାକୁ ଆସୁଛି । ...
ତେବେ କେଉଁଠି ଲାଗିଛି କେତେ ଟଙ୍କା ? କିଏ ସେହି ପ୍ରଭାବଶାଳୀ ବ୍ୟକ୍ତିମାନେ ?
ଚିଟ୍ଫଣ୍ଡ ପରେ ମାଇକ୍ରୋ ଫାଇନାନ୍ସ କଂପାନୀ । ସହରଠୁ ଗାଁ, ଛତୁ ଫୁଟିଲା ଭଳି ଖୋଲିଲାଣି ମାଇକ୍ରୋ ଫାଇନାନ୍ସ ଅଫିସ୍ । ଋଣ ଦେଉଛନ୍ତି, ଜୋର ଜବରଦସ୍ତ ସୁଧ ଆଦାୟ କରୁଛନ୍ତି ।
ଭିଜିଲାନ୍ସ ଜାଲରେ ଆରଆଇ । ଲାଞ୍ଚ ନେବାବେଳେ ଧରାପଡ଼ିଲେ ମାଲକାନଗିରି ସିନ୍ଦ୍ରିମାଳ ଆରଆଇ ସୀମାଞ୍ଚଳ ସାହୁ । ଜଣେ ହିତାଧିକାରୀଙ୍କଠାରୁ ୨୫ ହଜାର ଟଙ୍କା ନେଉଥିବାବେଳେ ଧରିଲା ଭିଜିଲାନ୍ସ ....
ପାଗଳାମୀର ବି ସୀମା ଥାଏ.. ମଜା ମଜାରେ ମୃତ୍ୟୁକୁ ଡାକି ଆଣିବା କେତେ ଦୂର ଯୁକ୍ତିଯୁକ୍ତ ..
ପର୍ଣ୍ଣ ଦେଖିବା ସହ ପର୍ଣ୍ଣଷ୍ଟାରଙ୍କ ଭଳି ଡ୍ରେସ୍ ପିନ୍ଧିବା ପାଇଁ ସ୍ତ୍ରୀକୁ ବାଧ୍ୟ କରୁଥିଲେ ସ୍ୱାମୀ। ଦିଲ୍ଲୀରେ ଏଭଳି ଘଟଣା ଘଟିଛି।
ମହଙ୍ଗା ପଡ଼ିଲା ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିବା। ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ଓ କ୍ୟାମେରା କଏଦ ଦୃଶ୍ୟ ଆଧାରରେ ପରିସ୍ରା କରିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି।
ମୃତକ ଖିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଗ୍ରାମର, ହତ୍ୟାର କାରଣ ଅସ୍ପଷ୍ଟ
ୟୁନିଟ୍-୪ ସ୍ଥିତ ଜଣେ କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ ସୂଚନା
ବେଳାଭୂମିରେ ଦେହଜୀବୀଙ୍କ ଦଲାଲମାନେ ଛୋଟ ଛୋଟ କୁଡ଼ିଆ ଘର କରି ଦେହ ବ୍ୟବସାୟ ଚଳାଇଛନ୍ତି। ଖାଲି ଏତିକି ନୁହେଁ ଗ୍ରାହକଙ୍କଠାରୁ ୫ ଶହରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମୁଲଚାଲ ମଧ୍ୟ କରାଯାଉଛି।
ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ କରୁଛି ମହାଲୁଟ୍। ପୂଜା, ହୋମଯଜ୍ଞ, ବ୍ରାହ୍ମଣ ଭୋଜନ ଆଦି ନାଁରେ ଅନଲାଇନରେ ବିଜ୍ଞାପନ ଦେଇ ଚଢ଼ା ଦାମ୍ ରେ ଚଳାଇଛି ଚଳାଇଛି ଚିଟିଂ। ଭଲ କରି ଦେଖନ୍ତୁ ସେହି ଶାଲିଗ୍ରାମ୍ ଡଟ୍ କମ୍ ନାଁରେ ଖୋଲିଥିବା ୱେବସାଇଟକୁ।
ଥମୁନି ଜଗନ୍ନାଥଙ୍କ ନାଁରେ ଠକେଇ । ‘ଉତ୍ସବ’ ପରେ ମାତିଛି ‘ଶାଲିଗ୍ରାମ ଶାଳ’ ମୋବାଇଲ୍ ଆପ୍ । ଦିଅଁଙ୍କ ପୂଜା ଓ ବ୍ରାହ୍ମଣ ଭୋଜନ ସେବା ପାଇଁ ଭକ୍ତଙ୍କୁ ଲୁଟ୍ କରୁଥିବା ଅଭିଯୋଗରେ ସିଂହଦ୍ବାର ଥାନାରେ ଏତଲା
ଜଣେ ୩୦ ବର୍ଷ ବୟସ୍କା ମହିଳା ତାଙ୍କ ପ୍ରେମିକକୁ ଅତି ନିର୍ମମ ଭାବେ ଆକ୍ରମଣ କରିବା ସହ ଶାହପୁର ରାଜପଥରେ ଉଲଗ୍ନ ଅବସ୍ଥାରେ ପକାଇବା ଦେଖାଯାଇଛି। ଏହା ପୂର୍ବରୁ ସେ ତାଙ୍କ ପ୍ରେମିକାଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବର ନାଁ ହେଉଛି ୟୁଫୋରିଆ ।
ପୂର୍ବରୁ ପୋଲିସ ବିଦ୍ୟାଭାରତୀଙ୍କୁ ଖୋଜିବାକୁ କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଥିଲେ । ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସକୁ ପୋଲିସ ଯାଇଥିଲେ ବି ବିଦ୍ୟାଭାରତୀଙ୍କୁ ପୋଲିସ ପାଇନଥିଲା ।
ଜଣେ ୧୪ ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଛାତ୍ରୀ ଜଣକ ନବମ ଶ୍ରେଣୀରେ ପଢ଼ୁଥିଲେ ।
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତ ମା’ ତଥା ଛୁଆ କିଣିଥିବା ଦମ୍ପତି ଫୁଲମଣି ମାରାଣ୍ଡି ଏବଂ ଓକିଲ ଟୁଡୁକୁ ଗିରଫ କରିଛି ପୋଲିସ୍...
ଖଲିସ୍ତାନୀ ସମର୍ଥକମାନେ ସାନ ଫ୍ରାନସିସ୍କୋରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସରେ ନିଆଁ ଲଗାଇ ଦେଲେ।
କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଲା । ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସରୁ ବି ଫେରିଲା ।
ଦୁର୍ବୃତ୍ତ ବୁଲେଟ ପ୍ରୁଫ୍ ଜ୍ୟାକେଟ ପିନ୍ଧିଥିବା ସୂଚନା । ସନ୍ଦିଗ୍ଧ ଆକ୍ରମଣକାରୀକୁ ପୋଲିସ ଅଟକ ରଖିଲା ।
ଯୁବତୀଙ୍କ ହତ୍ୟା ପଛର କାର୍ପଟଦାର ଖୋଦ୍ ମୃତକଙ୍କ ମାଆ । ୧୫ ଦିନର ତଦନ୍ତ ପରେ ପୋଲିସ୍ ଖୋଲିଛି ରହସ୍ୟ ।
ରାଜଧାନୀରେ IPSଙ୍କ ପରିବାର ବି ଅସୁରକ୍ଷିତ । SP ସାଗରିକା ନାଥଙ୍କ ବାପା-ମାଆଙ୍କଠାରୁ ଲୁଟ୍ । ସ୍ମାର୍ଟ ସିଟି ଭୁବନେଶ୍ୱରରେ ସାଧାରଣ ଜନତା ନୁହେଁ, ଖୋଦ୍ ଆଇପିଏସ୍ଙ୍କ ପରିବାର ହୋଇଛନ୍ତି ଲୁଟ୍ର ଶିକାର। ବାଲେଶ୍ୱର ଏସପି ସାଗରିକା ନାଥଙ୍କ ମାଆଙ୍କଠାରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।
ଗତ ୩ ଦିନରେ ରାଜଧାନୀରେ ୩ଟି ଲୁଟପାଟ୍ ଓ ଛିନତାଇ ଘଟଣା ସାମ୍ନାକୁ ଆସିଲାଣି।
ମୁଣ୍ଡ ଓ ମୁହଁକୁ ଇଟାରେ ଛେଚି ହତ୍ୟା ପରେ ଆଖି ତାଡ଼ି ନେଇଗଲେ। ଉତ୍ତର ପ୍ରଦେଶ ରାମପୁର ସିଟିରେ ଏହି ହତ୍ୟାକାଣ୍ଡ ଘଟିଛି।
ପ୍ରଶାନ୍ତଙ୍କୁ ଆଜି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ସୁନ୍ଦରଗଡ଼ ଜେଲକୁ ପଠାଇ ଦିଆଯାଇଛି ।