• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

murder
ଜହ୍ଲାଦ ସ୍ୱାମୀ !! ସ୍ତ୍ରୀକୁ ହାଣି ମୁଣ୍ଡ, ଗଣ୍ଡି ଅଲଗା କଲା ସ୍ୱାମୀ

ଜମିରେ ପଡ଼ିଛି ମୁଣ୍ଡ ବିହୀନ ଶରୀର, ଘର ଦାଣ୍ଡରେ କଟାମୁଣ୍ଡ । ଚାଷ ଜମିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ପରେ ହତ୍ୟା ।

Mundali toll gate
ମହଙ୍ଗା ପଡ଼ିଲା ପର୍ଯ୍ୟଟକଙ୍କୁ ମାଡ଼, ମୁଣ୍ଡଳି ଟୋଲ୍ ଗେଟ୍ ସିଲ୍

ଟୋଲ୍ ଗେଟରେ ପର୍ଯ୍ୟଟକଙ୍କୁ ମାଡ଼ ପରେ ପଦକ୍ଷେପ, ଅନ୍ୟାଦେଶ ପର୍ଯ୍ୟନ୍ତ ମୁଣ୍ଡଳି ଟୋଲ୍ ଗେଟ୍ ସିଲ୍ କଲା ପ୍ରଶାସନ

Naba Das murder case
ନବ ଦାସ ହତ୍ୟାକାଣ୍ଡ : ଦାଖଲ ହେବ ଚାର୍ଜସିଟ୍‌!

ଘଟଣାକୁ ଆସନ୍ତା ୨୮ରେ ପୁରିବ ୧୨୦ ଦିନ , ଏଯାଏ ଚାର୍ଜସିଟ ଦାଖଲ କରାଯାଇନଥିବାରୁ ଅସନ୍ତୋଷ

sister killed younger sister
ପ୍ରେମିକ ସହ ରାତିରେ ଅସଞ୍ଜତ ଅବସ୍ଥାରେ ଥିଲା ବଡ଼ ଭଉଣୀ, ଦେଖିଦେଲା ସାନ ଭଉଣୀ ! ତା' ପରେ...

ବଡ଼ ଭଉଣୀ, ଯାହାକୁ ମାତ୍ର ୧୩ ବର୍ଷ । ସେ ନିଜ ପ୍ରେମିକ ସହ ମିଶି ସାନ ଭଉଣୀକୁ ହତ୍ୟା କରିଛି । ଖାଲି ହତ୍ୟା କରିଛି ତାହା ନୁହେଁ, ଗୋଟିଏ ବାକ୍ସ ଭିତରେ ବନ୍ଦ କରି ସାନ ଭଉଣୀର ମୃତଦେହକୁ ପ୍ରାୟ ୪ ଦିନ ପର୍ଯ୍ୟନ୍ତ ଘରେ ରଖିଥିଲା ।

Gangster Jarnail Singh Dead
ଗ୍ୟାଙ୍ଗଷ୍ଟର ଜରନେଲ ସିଂହକୁ ହତ୍ୟା; ସିସିଟିଭିରେ କଏଦ ହେଲା ଭିଡିଓ

ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ସିସିଟିଭି ଫୁଟେଜରେ ୩ଜଣ ଦୁର୍ବୃତ୍ତ ମୁହଁରେ ଗାମୁଛା ବାନ୍ଧି ହତ୍ୟା କରୁଥିବା ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ମଧ୍ୟ ସେହି ବାଟ ଦେଇ ଅତିକ୍ରମ କରୁଛନ୍ତି ।

  • Wednesday, 24 May 2023
family planning operation
ପ୍ରସବ ପାଇଁ ମେଡିକାଲକୁ ଯାଇଥିଲେ, ପରିବାର ନିୟୋଜନ ଅସ୍ତ୍ରୋପଚାର କରିଦେଲେ ଡାକ୍ତର

ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ୍‌ ଭାବି ଭରସା କଲେ , ହେଲେ ସେ ଏ କ’ଣ କରିଦେଲେ

  • Wednesday, 24 May 2023
Chhattisgarh tourists attacked over toll payment in Cuttack’s Mundali
ଟୋଲ୍ ଆଦାୟକୁ ନେଇ ମୁହାଁମୁହିଁ; ବିଚ୍ ରାସ୍ତାରେ ପର୍ଯ୍ୟଟକଙ୍କୁ ମାଡ଼

ଟୋଲ୍‌ ଗେଟରେ ପାରି ହେବା ପାଇଁ ଅର୍ଥ ରାଶିକୁ ନେଇ ଦୁଇ ପକ୍ଷ ଝଗଡା ଓ ମାରପିଟ୍ ହୋଇଛନ୍ତି । ଛତିଶଗଡରୁ ୨ଟି ବସରେ ଯାତ୍ରୀମାନେ ଓଡିଶା ଆସି ବିଭିନ୍ନ ସ୍ଥାନ ବୁଲୁଥିବାବେଳେ ଗେଟରେ ପାରିହେବା ପାଇଁ ଦିଆଯାଉଥିବା ଟଙ୍କାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡା ହୋଇଥିଲା ।

Scooter rider dies
ସାଂସଦଙ୍କ କାର୍‌ ଧକ୍କାରେ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ମୃତ ସ୍କୁଟି ଆରୋହୀ ଲାରମ୍ଭାରେ ଥାନା ଇନପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡିଛି । ଘଟଣାକୁ ନେଇ ପାଟଣାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।

Encounter
ତୁମୁଡ଼ିବନ୍ଧରେ ମାତିଲେ ନକ୍ସଲ; ଚାଲିଛି ପୋଲିସ-ନକ୍ସଲ ଗୁଳିବିନିମୟ

ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ ଲୁଚିରହିଥିବାନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ପରେ ପରେ ଘଟଣାସ୍ଥେଳରେ ପହଞ୍ଚି କୁମ୍ୱିଂ ଅପରେସନ ଆରମ୍ଭ କରିଥିଲା ।

Knife Attack
ଅଧରାତିରେ ଦୁଇ ସାଙ୍ଗଙ୍କୁ ଛୁରାମାଡ଼; ଜଣେ ମୃତ

ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବା ବେଳେ ୨ଜଣ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।

jungle
ହାତୀ ପାଇଁ ପ୍ରକୃତି ସହ ଖେଳ, ଜଙ୍ଗଲରେ ନିଆଁ ଲଗାଇ ଦେଲେ ଗାଁ ଲୋକେ

ହୁତୁ ହୁତୁ ହୋଇ ଜଳିଲା ଘୋରମାବେଡା ଗ୍ରାମ୍ୟ ଜଙ୍ଗଲ । ଜଙ୍ଗଲ ନିଆଁ କାବୁ କରିବାକୁ ନାକେଦମ୍ ବନ ବିଭାଗ ।

murder
Breaking News : ରାଜଧାନୀରେ ଚାଞ୍ଚଲ୍ୟ, ଯୁବକଙ୍କୁ ନିର୍ମମ ହତ୍ୟା

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛି ମୃତଦେହ

Similipal forest as forest guard
ରାଜ୍ୟରେ ବଢୁଛି ଶିକାରୀଙ୍କ ଦୌରାତ୍ମ୍ୟ, ବିପଦରେ ବନ କର୍ମଚାରୀ

କୋଲକାତାରୁ କିଛି ଶିକାରୀ ଆସି ସ୍ଥାନୀୟ ଶିକାରୀଙ୍କ ସହ ମିଶି ହାତୀ ଶିକାର ପାଇଁ କ୍ୟାମ୍ପ ପକାଇଥିବା ଖବର RCCଙ୍କୁ ନିଜେ ଜଣାଇଥିଲେ ଭାନୁମିତ୍ର। ହେଲେ କର୍ତ୍ତୃପକ୍ଷ ଗୁରୁତର ସହ ନ ନେବାରୁ ଏମିତି ଘଟଣା ଘଟିଛି। 

Similipal Forest Range
ରାଜ୍ୟରେ ବଢୁଛି ଶିକାରୀଙ୍କ ଦୌରାତ୍ମ୍ୟ, ବିପଦରେ ବନ କର୍ମଚାରୀ

PCCF କହିଛନ୍ତି ୧୦ ଜଣ ଶିକାରୀ ଚିହ୍ନଟ ହୋଇଥିବା ବେଳେ ୨ ଗିରଫ ହୋଇଛନ୍ତି। 

  • Tuesday, 23 May 2023
murder
ଚନ୍ଦନ ଲଗାଇ ଦେଲେ ବ୍ରାହ୍ମଣ, ରାଗରେ ମା’କୁ ହାଣି ବୀଭତ୍ସ ଭାବେ ହତ୍ୟା କଲା ପୁଅ

ଲକ୍ ଥାନା ଭୂତମୁଣ୍ଡାଇ କୁମାରସାହିରେ ଅଭାବୀନୟ ଘଟଣା

Cyber fraud
ସାଇବର ଠକେଇରେ ଶିକାର ହେଲେ ହେଲ୍ପଲାଇନ୍‌ରେ କରିପାରିବେ କଲ୍‌

ବର୍ତ୍ତମାନ ସାଇବାର ଅପରାଧୀମାନେ ଠକେଇ କରିବାକୁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଯାହା ଦ୍ୱାରା ଆପଣଙ୍କ ଗୋଟିଏ ଛୋଟିଆ ଭୁଲ୍‌ ଆପଣଙ୍କୁ ସେମାନଙ୍କ ଜାଲରେ ଫସାଇଦେଇପାରେ ।

Murder
ଭାଇର ବଂଶ ବୁଡାଇଦେଲା ଭାଇ; ପରିବାରର ୪ ଜଣଙ୍କୁ ବିଭତ୍ସ ହତ୍ୟା

ବରଗଡ଼ ଜିଲ୍ଲା ଭଟଲି ଥାନା ଝିକିଝିକି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।

Signature forgery
ବିଡିଓଙ୍କ ଜାଲ୍ ଦସ୍ତଖତ କରି ୧୫ ଲକ୍ଷ ଟଙ୍କା ଉଠାଣ, ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ

ବ୍ୟାଙ୍କରୁ ୧୫ ଲକ୍ଷର ସିକ୍ୟୁରିଟି ଜମା ଟଙ୍କା ଉଠାଣ ଅଭିଯୋଗ ହୋଇଛି । ଟାଙ୍ଗୀ ଥାନାରେ ବିଡିଓଙ୍କ ଏତଲା ପରେ ପୋଲିସର ଛାନଭିନ୍ ।

  • Tuesday, 23 May 2023
Forest guard death
ପାଟ୍ରୋଲିଂ ବେଳେ ଶିକାରୀ ଗୁଳିରେ ବନ କର୍ମଚାରୀଙ୍କ ମୃତ୍ୟୁ

ଶିକାରୀମାନଙ୍କ ସହିତ ମୁହାଁମୁହିଁ ହେବାରୁ ଶିକାରୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ, ଆଉ ଏଇ ଗୁଳି ବିନିମୟରେ ନଅଣା ରେଞ୍ଜର ବନ କର୍ମଚାରୀ ବିଲମ କୁମାର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

Government quarters in Bhubaneswar
ଅଣଓଡ଼ିଆ ବେପାରୀଙ୍କ କବଜାରେ ରାଜଧାନୀର ସରକାରୀ କ୍ୱାର୍ଟର

ବାହାର ଗେଟରେ ତାଲା ପଡ଼ିଥିବା ବେଳେ ଭିତର ଏମାନଙ୍କ କାରବାର ଚାଲିଛି ପୂରା ଖୁଲମଖୁଲ୍ଲା।  ନା କେହି ପଚାରିବାକୁ ଅଛି ନା ଏମାନଙ୍କର ଖାତିର ଅଛି। ପାଚେରି ଭାଙ୍ଗି ଯିବାଆସିବା କରୁଛନ୍ତି, ଘର ଭିତରେ ଆଡ୍ଡା ଜମାଇ ରହୁଛନ୍ତି।

murder
ଦେଓଗାଁରେ ଚାଞ୍ଚଲ୍ୟ... ଧାରୁଆ ଅସ୍ତ୍ରରେ ଯୁବକକୁ ହତ୍ୟା

ପୁଅକୁ ହରାଇ କାନ୍ଦୁଛି ବିଧବା ମା

Naba Das
ସପ୍ତାହେ ପରେ ନବ ଦାସ ହତ୍ୟାକାଣ୍ଡକୁ ୧୨୦ ଦିନ; ଏଯାଏଁ କ୍ରାଇମବ୍ରାଞ୍ଚ ଦାଖଲ କରିନି ଚାର୍ଜସିଟ୍

ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କ ହତ୍ୟାକୁ ଆସନ୍ତା ମେ ୨୮ ତାରିଖରେ ପୂରିବ ୧୨୦ ଦିନ । ହେଲେ ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଦାଖଲ କରି ପାରିଲାନି ମାମଲାର ଚାର୍ଜସିଟ୍ ।

Fake teachers in Odisha
ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ମାଳ ମାଳ ନକଲି ଶିକ୍ଷକ

ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ମାଳ ମାଳ ନକଲି ଶିକ୍ଷକ। ସବୁ ପ୍ରମାଣ ଥାଇ କାହିଁକି ନିଦାବିଷ୍ଣୁ ଜିଲ୍ଲା ଶିକ୍ଷାଧିକାରୀ ?

seize brown sugar
ସରକାରୀ କ୍ୱାଟର୍ସରେ ନିଶା ବେପାର; ଜବତ ହେଲା ୧ କିଲୋରୁ ଅଧିକ ବ୍ରାଉନସୁଗାର

ପରିଚୟ ମେକାନିକ, କିନ୍ତୁ ପ୍ରଫେସନ ପକ୍କା ନିଶା ବେପାରୀ । ରାଜଧାନୀର ପୋସ୍ ଏରିଆ ୮ ନମ୍ବର ଅଞ୍ଚଳରେ ଗ୍ୟାରେଜ୍ ଦୋକାନ ବାହାନାରେ ଧଳା ଜହର ବିକି ଏସଟିଏଫ୍ ହାବୁଡ଼ରେ ପଡ଼ିଥିବା ଇଏ ସେଇ ଅଭିଯୁକ୍ତ ।

Kangaroo Court
ଓଡ଼ିଶାରେ ତାଲିବାନୀ ବର୍ବରତା: ସର୍ବସମ୍ମୁଖରେ ପିଟିପିଟି ମାରିଦେଲେ, ମଜା ନେଲେ ଲୋକେ

ଖାପ୍ ପଞ୍ଚାୟତ, କଙ୍ଗାରୁ କୋର୍ଟ, ଭିଡ଼ ହିଂସା...। ଏସବୁର କେବେ ଘଟିବ ଅନ୍ତ? ଆଧୁନିକ ସମାଜରେ ମଧ୍ୟଯୁଗୀୟ ବର୍ବରତା ବଞ୍ଚି ରହିବାର କାରଣ କଣ?