• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

murder
ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ହଣାକଟା : ସାନ ଭାଇ ମୃତ, ବଡ଼ ଭାଇ ଗୁରୁତର

ଦୁଇ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ସାନକୁମାରୀ ଗାଁରେ ହତ୍ୟାକାଣ୍ଡ ।

murder
ପାରିବାରିକ କଳହରୁ ବୀଭତ୍ସ ହତ୍ୟା: ସ୍ତ୍ରୀକୁ ହାଣିଦେଲା ସଇତାନ ସ୍ୱାମୀ

ଯୁକ୍ତିତର୍କ ପରେ ଝଗଡା... ଆଉ ତା’ପରେ ହତ୍ୟା । ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ ।

Vigilance Raid
କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ।

Ganja Seized
ଟ୍ରକ ଡ୍ରାଇଭର କେବିନ୍‌ରେ ସିକ୍ରେଟ ଚାମ୍ବର; ୨୭୩ କେଜି ଗଞ୍ଜେଇ ଜବତ

ଦୁଇ ଗଞ୍ଜେଇ ମାଫିଆ ଝାଡ଼ଖଣ୍ଡ ଧାନବାଦରୁ ଏକ ଟ୍ରକ୍ ରେ ଗଞ୍ଜେଇ ଧରି ଆସୁଥିବା ବେଳେ NCB ର ଭୁବନେଶ୍ୱର ଜୋନାଲ୍ ୟୁନିଟ୍ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Naba Das murder case
ନବ ଦାସ ହତ୍ୟା ପଛରେ ଅଛି କି ବଡ଼ବଡ଼ିଆଙ୍କ ଲିଙ୍କ୍?

କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ବଢ଼ୁଛି ବିବାଦ । ଷଡ଼ଯନ୍ତ୍ର କଥା ନଥିବାରୁ ଗନ୍ଧ ବାରିଲେ ବିରୋଧୀ । ନବୀନଙ୍କୁ ମନମୋହନ ସାମଲଙ୍କ ସିଧା ନିଶାନା ।

teen murders parents and siblings
ପୂରା ପରିବାରକୁ ସଫା କରିଦେଲା ୧୮ ବର୍ଷର ପିଲା, କହିଲା- 'ମୋତେ ଖାଇଯାଇଥାନ୍ତେ... ସମସ୍ତଙ୍କୁ ସଫା କରିଦେଲି'

ସେମାନେ 'ମାଂସାଶୀ'... ଯଦି ସେମାନେ ମରିନଥାନ୍ତେ... ତାହାହେଲେ ସେମାନେ ମୋତେ ମାରିଦେଇଥାନ୍ତେ।

murder
ହିଂସ୍ର ପଶୁ ଠାରୁ ବି ହୀନ! ବୃଦ୍ଧାଙ୍କୁ ପଥରରେ ଛେଚି ହତ୍ୟା ପରେ ମାଂସ ଖାଇଗଲା ଅଭିଯୁକ୍ତ

ମଣିଷ ଏବେ ହିଂସ୍ର ପଶୁ ଠାରୁ ବି ହୀନ ପାଲଟିଯାଇଛି । ଯାହା ବିଶ୍ୱାସ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ୁଛି ।

Ayasha vs Ayasha: ‘Achievers’ turn out to be frauds, UPSC plans action
UPSC Result Fraud: ଧରାପଡ଼ିଲେ ଦୁଇ ମିଛୁଆ ପରୀକ୍ଷାର୍ଥୀ, IAS ପାଇଛନ୍ତି ବୋଲି ମିଛରେ କହୁଥିଲେ

ଏହି ଘଟଣା ଯେତେବେଳେ UPSC ଜାଣିବାକୁ ପାଇଲା, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେଲା ।

  • Saturday, 27 May 2023
Mundali TollGate
ମୁଣ୍ଡୁଳି ଟୋଲ୍‌ ଗେଟ୍‌ ସିଲ୍‌, ମାତ୍ର ୪ ଜଣଙ୍କୁ ଗିରଫ କରି ପୋଲିସ୍ ଚୁପ୍ କାହିଁକି ?

ଧାର୍ଯ୍ୟ ଦରଠାରୁ ଅଧିକ ଟିକସ ନେଇ ଚର୍ଚ୍ଚାରେ ମୁଣ୍ଡଳୀ ଟୋଲ୍ ଗେଟ୍ । ଟିକସ ଆଦାୟ ନାମରେ ଚାଲିଥିଲା ଜୁଲମ୍ । ଯାହାକୁ ନେଇ ରାଜ୍ୟ ବାହାରେ ନିନ୍ଦିତ ହେଲା  ଓଡ଼ିଶା । ଗତ ଦୁଇଦିନ ତଳେ ମୁଣ୍ଡଳୀ ଟୋଲ୍ ଗେଟ୍‌ରେ ପାରି ହେବା ପାଇଁ ୩୦ଟଙ୍କା ବଦଳରେ ୫୦୦ ଟଙ୍କା ଦାବି କରି ଦୁଇ ପକ୍ଷଙ୍କ ମଧ୍ୟରେ ଉପୁଜିଥିଲା ସାଙ୍ଘାତିକ ଝଗଡା ଓ ମାରପିଟ୍।

  • Saturday, 27 May 2023
professor asks for sexual favour from student video goes viral
ଚାମ୍ବରକୁ ଡାକି ଛାତ୍ରୀଙ୍କୁ ଅନୈତିକ ସମ୍ପର୍କ ରଖିବା ପାଇଁ କହିଲେ ପ୍ରଫେସର, ଭାଇରାଲ୍‌ ହେଉଛି ଭିଡିଓ...

ପରୀକ୍ଷାରେ ପାସ୍‌ କରାଇ ଦେବା ଲାଗି ଛାତ୍ରୀଙ୍କ ଠାରୁ ଯୌନ ତୃପ୍ତି ଆଶା କଲେ କଲେଜ ପ୍ରଫେସର। ଅଶାଳୀନ ଶୈଳୀରେ କହିବା ସହ ଅନୈତିକ ସମ୍ପର୍କ ରଖିବା ପାଇଁ ପ୍ରଫେସର ଜଣକ ଛାତ୍ରୀଙ୍କୁ କହୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

Naba Das Murder Case
ନବ ଦାସ ହତ୍ୟା ମାମଲା : ସରକାରଙ୍କୁ ଘଣ୍ଟ ଘୋଡ଼େଇବାରେ ସଫଳ ହେଲା କି ବୋଥ୍ରା ଟିମ୍‌ ?

ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ହତ୍ୟା କଲା ଗୋପଳ ଦାସ ? ଏମିତି କଣ ବ୍ୟକ୍ତିଗତ ରାଗ ଥିଲା, ଯାହା ପାଇଁ ଜଣେ ମନ୍ତ୍ରୀଙ୍କୁ ବି  ଗୁଳି କରିବାକୁ ପଛାଇଲାନି ଗୋପାଳ ଦାସ ? ଏମିତି କେଉଁ ବିବାଦ ପରିପ୍ରେକ୍ଷୀରେ ମନ୍ତ୍ରୀ ନବ ଦାସ ଓ ତାଙ୍କ ସମର୍ଥଙ୍କ ପକ୍ଷରୁ ଗୋପାଳର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା ?

  • Friday, 26 May 2023
Naba Das Murder Case
ନବ ଓ ସମର୍ଥକଙ୍କଠୁ ଅସୁରକ୍ଷିତ ମଣି ଗୁଳି କରି ମାରିଦେଲା ଗୋପାଳ !

ନବ ଓ ସମର୍ଥକଙ୍କଠୁ ଅସୁରକ୍ଷିତ ମଣି ଗୁଳି କରି ମାରିଦେଲା ଗୋପାଳ...ତଦନ୍ତର ୧୧୮ ଦିନରେ ଚାର୍ଜସିଟ ଦାଖଲ କରି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । କହିଲା ଗୋପାଳ ନୁହେଁ ପାଗଳ, ବ୍ୟକ୍ତିଗତ ଆକ୍ରୋଶ ହିଁ ହତ୍ୟା ପଛର କାରଣ

  • Friday, 26 May 2023
Naba Das
ନବ ଦାସ ହତ୍ୟା ମାମଲା: FBI ସହାୟତା ମାଗି ନାହାନ୍ତି ରାଜ୍ୟ ସରକାର ?

ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ FBI ସହାୟତା ମାଗି ନାହାନ୍ତି ସରକାର । ଓଡ଼ିଶା ସରକାରଙ୍କ କୌଣସି ପ୍ରସ୍ତାବ ପାଇନଥିବା କହିଲା କେନ୍ଦ୍ର । RTI ଆବେଦନ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସ୍ପଷ୍ଟୋକ୍ତି । ଲିଗାଲ୍ ସେଲ୍‌କୁ କୌଣସି ପ୍ରସ୍ତାବ ଆସିନଥିବା କହିଲା ଗୃହ ମନ୍ତ୍ରାଳୟ । ନବ ଦାସ ହତ୍ୟାର ତଦନ୍ତ ସହାୟତା ନେଇ ଆମେ କିଛି ଚିଠି ପାଇନୁ ବୋଲି କେନ୍ଦ ମନ୍ତ୍ରାଳୟ କହିଛି ।

Naba Das
ନବ ଦାସ ହତ୍ୟା ମାମଲା: FBI ସହାୟତା ମାଗି ନାହାନ୍ତି ରାଜ୍ୟ ସରକାର ?

ଲିଗାଲ୍ ସେଲ୍‌କୁ କୌଣସି ପ୍ରସ୍ତାବ ଆସିନଥିବା କହିଲା ଗୃହ ମନ୍ତ୍ରାଳୟ ।

Naba Das Murder Case
ହତ୍ୟା ଷଡ଼ଯନ୍ତ୍ର ଦିଗ ପ୍ରତି କ୍ରାଇମବ୍ରାଞ୍ଚର ନିରବତା ନେଇ ପ୍ରଶ୍ନ

ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ କେଉଁ ବ୍ୟକ୍ତିଗତ ଆକ୍ରୋଶ ପାଇଁ ହତ୍ୟା କଲା ଗୋପଳ ଦାସ ? ଏମିତି କଣ ବ୍ୟକ୍ତିଗତ ରାଗ ଥିଲା, ଯାହା ପାଇଁ ଜଣେ ମନ୍ତ୍ରୀଙ୍କୁ ବି ଗୁଳି କରିବାକୁ ପଛାଇଲାନି ଗୋପାଳ ଦାସ ?

ASI Gopal Das
‘ପୂର୍ବରୁ କି ଏବେ, କେବେ ବି ଗୋପାଳ ପାଗଳ ନଥିଲା’

ପୂର୍ବ ଶତ୍ରୁତାରୁ ନବ ଦାସଙ୍କୁ ମାରିଥିଲା ଗୋପାଳ? ୧୧୮ ଦିନ ପରେ ଦାଖଲ ହେଲା ଚାର୍ଜସିଟ୍‌ । ୫୪୩ ପୃଷ୍ଠାର ଚାର୍ଜସିଟ୍‌ କରିଛି ପୋଲିସ୍‌ ।

Tahasildar Injured
ତହସିଲଦାରଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ମାଟି ମାଫିଆ

ତହସିଲଦାରଙ୍କୁ ପିଟିଲେ ମାଟି ମାଫିଆ । ଆକ୍ରମଣରେ ପର୍ଜଙ୍ଗ ଆର୍‌ଆଇ ଓ କନିଷ୍ଠ କିରାଣି ମଧ୍ୟ ଆହତ ହୋଇଛନ୍ତି ।

103 Kg Ganja Seized In Malkangiri
ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ବାନ୍ଧିଲା ପୋଲିସ

ଗଞ୍ଜେଇ ଚାଲାଣ ବେଳେ ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ୍ ହାତରେ ଧରା ପଡିଛନ୍ତି ତେଲେଙ୍ଗାନା ପୋଲିସ।

Naba Das murder case: Accused Gopal Das had developed personal grudge against Naba Das
କ୍ରାଇମବ୍ରାଞ୍ଚର ସାଂଘାତିକ ତଥ୍ୟ:‘ଗୋପାଳ ପାଗଳ ନୁହେଁ,ବ୍ୟକ୍ତିଗତ କାରଣରୁ ନବ ଦାସଙ୍କୁ ହତ୍ୟା କରିଥିଲା’

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ବ୍ୟକ୍ତିଗତ ଆକ୍ରୋଶ ରଖି ଗୋପାଳ, ନବ ଦାସଙ୍କୁ ହତ୍ୟା କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି।

Amarjeet Sada 8-year-old boy known as world youngest serial killer
ବୟସ ୮, ନେଲାଣି ୩ ଜୀବନ...ହତ୍ୟା ବେଳେ ମଜା ଉଠାଇ ଥାଏ ଏହି ସିରିଏଲ୍‌ କିଲର୍‌

ବୟସ ୮ ବର୍ଷ...ହେଲେ କାମ ସବୁ ଏମିତି ଯାହାକି ବଡ଼ ବଡ଼ ଅପରାଧୀଙ୍କ ଝାଳ ବାହାରି କରିଦେବ। ଜଣେ ନୁହେଁ କି ୨ ଜଣ ନୁହେଁ ୩ ଜଣଙ୍କୁ ହତ୍ୟା କରି ସାରିଲାଣି।

Nab Das murder case
ନବ ଦାସ ହତ୍ୟା ମାମଲା, ଦାଖଲ ହେଲା ଚାର୍ଜସିଟ୍

ନବ ଦାସ ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଗତ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ବେଳେ ଆସନ୍ତା ୨୯ରେ ହତ୍ୟାକୁ ପୁରିବ ୪ ମାସ ।

RS MP Niranjan Bisi
ଦୁର୍ଘଟଣା ନୁହେଁ ହିଟ୍ ଆଣ୍ଡ ରନ୍...

ଦୁର୍ଘଟଣା ନୁହେଁ ହିଟ୍ ଆଣ୍ଡ ରନ୍...ତେଜିଲା ରାଜ୍ୟସଭା ସାଂସଦଙ୍କ ଗିରଫ ଦାବି...

Ghaziabad crime news
ସ୍ପା ନାଁରେ ଚାଲିଥିଲା ସେକ୍ସ ରାକେଟ୍‌; ୬୯ଜଣ ଯୁବତୀଙ୍କୁ ବାନ୍ଧି ବସ୍‌ରେ ଥାନାକୁ ନେଲା ପୋଲିସ

ପୋଲିସର କହିବା ଅନୁସାରେ ପ୍ରଶାନ୍ତ ମଲ୍‌ରେ ଥିବା ସ୍ପାରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବର ପାଇବା ପରେ ଡିସିପି ସ୍ୱତନ୍ତ୍ର ସିଂଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ମଲ୍‌ରେ ଚଢ଼ାଉ କରାଯାଇଥିଲା ।

murder
ଶ୍ୱଶୁର ଘରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା:ପ୍ରଥମେ ଶ୍ୱାସରୁଦ୍ଧ କଲା, ତା’ ପରେ ତଣ୍ଟି କାଟିଦେଲା

ଆଗରପଡ଼ା ହଜାରିସାହିରେ ଶ୍ୱଶୁର ଘରେ ସ୍ତ୍ରୀକୁ ବୀଭତ୍ସ ହତ୍ୟା

man kills girlfriend stores chopped body parts in refrigerator
ଗର୍ଲଫ୍ରେଣ୍ଡ୍‌କୁ ହତ୍ୟା ପରେ ଖଣ୍ଡ ଖଣ୍ଡ: ମୁଣ୍ଡକୁ ଅଲଗା କରି ଫ୍ରିଜ୍‌ରେ ରଖିଲା ଜହ୍ଲାଦ ପ୍ରେମିକ...

ଗର୍ଲଫ୍ରେଣ୍ଡ୍‌କୁ ଛୁରୀ ଭୁସି ହତ୍ୟା ପରେ ପଥର କଟା ମେସିନ୍‌ରେ ଖଣ୍ଡ ଖଣ୍ଡ କଲା ଯୁବକ। ଏହାପରେ ମୁଣ୍ଡକୁ ଅଲଗା କରି ରଖିବା ସହ ଶରୀରର ଅନ୍ୟ ଅଂଶ ଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା।