କୌଣସି କାରଣକୁ କେନ୍ଦ୍ର କରି ଜଣେ PG ଛାତ୍ର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ସୁରକ୍ଷା କର୍ମୀ ଜଣକ ଆହତ ହୋଇଥିଲେ ।
ଆର୍ଥିକ ଓ ପରିଚାଳନାଗତ ସ୍ୱାୟତ୍ତତା ବି ପାଇନି ଭୀମସାର
ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି । ‘ୟୁଫୋରିଆ’ ଉତ୍ସବବେଳେ ମୁହାଁମୁହିଁ ଭୀମସାର ଏବଂ ବ୍ରହ୍ମପୁର ଏମକେସିଜି ଛାତ୍ର । ବସ୍ ଭିତରକୁ ଏକ୍ସଟିଂଗୁଇସର୍ ଗ୍ୟାସ୍ ଛାଡ଼ି ଦେବାରୁ ଅନେକ ଛାତ୍ର ଅସୁସ୍ଥ
ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବର ନାଁ ହେଉଛି ୟୁଫୋରିଆ ।
୪ ଲକ୍ଷ ଟଙ୍କା ଦେଇ ନିଜ ମୁଣ୍ଡର ଦୋଷ ଖସାଇ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
କ୍ଷତିପୂରଣ ଦେବା ସହ ମେ ୨’ ସୁଦ୍ଧା କମ୍ପ୍ଲାଏନ୍ସ ରିପୋର୍ଟ ଦେବାକୁ କୁହାଯାଇଛି । ଅବସରପ୍ରାପ୍ତ ବିଚାରପତିଙ୍କ ରିପୋର୍ଟ ଆଧାରରେ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ ଏକ ମାମଲା ଆଧାରରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।
ବୁର୍ଲା ଭିମସାରର କୋଭିଡ୍ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ଜେନମ୍ ସିକ୍ୱେନସିଂ ରିପୋର୍ଟରୁ ୨ଟି ଡେଲଟା ଭାରିଆଣ୍ଟ ଚିହ୍ନଟ କରାଯାଇଛି..
ଭୀମ୍ସାର୍ର କୋଭିଡ୍ ଆକ୍ରାନ୍ତ ଡାକ୍ତରୀ ଛାତ୍ରଙ୍କ ଜେନୋମ୍ ସିକ୍ୟୁଏନ୍ସିଂ ରିପୋର୍ଟରୁ ୨ଜଣ ଡେଲ୍ଟା ଭାରିଏଣ୍ଟ୍ରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏନେଇ ଭୀମ୍ସାର୍ର ଡିନ୍ ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି।
ବୁର୍ଲା ଭୀମସାରରେ ବଢ଼ୁଛି କରୋନା ସଂକ୍ରମଣ। ଆଉ ୧୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ । ୭୪ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ।
ବୁର୍ଲା ଭୀମସାରରେ ଆଉ ୪ ଛାତ୍ର କୋଭିଡ୍ ପଜିଟିଭ ଚିହ୍ନଟ । ଏହି ୪ ଛାତ୍ରଙ୍କ ସହ ଭୀମସାରରେ ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟ ୬୪ରେ ପହଞ୍ଚିଛି ।
ସମ୍ବଲପୁର ବୁର୍ଲା ଭୀମସାରରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ । ଏହାପରେ ୬୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା ।
ରାଜ୍ୟରେ କରୋନା ଗ୍ରାଫ୍ ଏବେ ତଳ ଉପର ହେଉଛି। ରାଜ୍ୟରେ ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି।
ବୁର୍ଲା ଭୀମସାରର ୨୨ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ I ୨୨ଜଣ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀ କୋଭିଡ୍ ଆକ୍ରାନ୍ତ I ସଂକ୍ରମିତ ମାନେ ଛାତ୍ରୀ ନିବାସରେ ରହୁଥିଲେ
ବୁର୍ଲା ଭୀମସାରର ୨୨ଜଣ ଛାତ୍ରଛାତ୍ରୀଙ୍କୁ କରୋନା ପଜିଟିଭ୍ I ୨୨ଜଣ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀ କୋଭିଡ୍ ଆକ୍ରାନ୍ତ I ସଂକ୍ରମିତ ମାନେ ଛାତ୍ରୀ ନିବାସରେ ରହୁଥିଲେ
ବୁର୍ଲା ଭୀମସାର୍(Veer Surendra Sai Institute Of Medical Sciences And Research)ରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ଚିହ୍ନଟ ହୋଇଥିବା ୨ ଶିଶୁଙ୍କ ବୟସ ୮ ମାସ ଓ ୫ ବର୍ଷ ବୋଲି ଜଣାପଡ଼ିଛି।