IAS ବିଷ୍ଣୁପଦଙ୍କୁ ଭେଟିବାକୁ ଅନୁମତି ମାଗିଥିଲେ ଚଞ୍ଚଲ ମୁଖାର୍ଜୀ। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ। ଗତ ୪ ତାରିଖରେ ଅନୁମତି ମାଗିଥିଲେ, ୭ରେ ରେଡ୍ କରିଥିଲା ସିବିଆଇ।
ସନ୍ଦେହରେ IAS ବିଷ୍ଣୁପଦ ସେଠୀ ବାଣ୍ଟିଥିବା ହାଇସ୍କୁଲ ଅପଗ୍ରେଡେସନ କାମ। ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବ୍ରିଜ ଆଣ୍ଡ ରୁଫ୍ ଭଳି କେନ୍ଦ୍ରୀୟ ଉଦ୍ୟୋଗ ଜରିଆରେ ହେଉଥିଲା କି କିକବ୍ୟାକ୍?
ହତ୍ୟାକାରୀଙ୍କୁ ଧରାଇଦେଲା ୟୁପିଆଇ ପେମେଣ୍ଟ ପ୍ରମାଣ। ମାତ୍ର ୩୦ ଘଣ୍ଟାରେ ୪ ଜିଲ୍ଲା ଆଉ ୨ ରାଜ୍ୟ ପୋଲିସର ଘନାଘନ ଚଢାଉ ପରେ ଧରାପଡ଼ିଲେ ସବୁ ଅଭିଯୁକ୍ତ।
ହତ୍ୟାକାରୀଙ୍କୁ ଧରାଇଦେଲା ୟୁପିଆଇ ପେମେଣ୍ଟ ପ୍ରମାଣ। ମାତ୍ର ୩୦ ଘଣ୍ଟାରେ ୪ ଜିଲ୍ଲା ଆଉ ୨ ରାଜ୍ୟ ପୋଲିସର ଘନାଘନ ଚଢାଉ ପରେ ଧରାପଡ଼ିଲେ ସବୁ ଅଭିଯୁକ୍ତ।
ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ବେଙ୍ଗାଳୁରୁ ପୋଲିସର ବଡ଼ ଆକ୍ସନ୍। ବନ୍ଧା ହୋଇ ଜେଲ ଗଲେ ଅତୁଲଙ୍କ ପତ୍ନୀ ନିକିତା ସିଂଘାନିଆଙ୍କ ସହ ଶାଶୁ ଓ ଶାଳକ।
ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବ୍ରିଜ ଆଣ୍ଡ ରୁଫ୍ ଭଳି କେନ୍ଦ୍ରୀୟ ଉଦ୍ୟୋଗ ଜରିଆରେ ହେଉଥିଲା କି କିକବ୍ୟାକ୍? ରାଜ୍ୟ ସରକାରଙ୍କ ସଂସ୍ଥାକୁ ବାଦ୍ ଦେଇ କାହିଁକି କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକୁ ଦେଲେ ସ୍କୁଲ କାମ?
କେମିତି ଥିଲା ସ୍ତ୍ରୀକୁ ହତ୍ୟା କରିବାର ସେ ମୁହୂର୍ତ୍ତ, ଚେତା ଫେରିଲା ପର ଗୋଟି ଗୋଟି କରି ଓଟିଭି ଆଗରେ ବଖାଣିଛନ୍ତି ଗୁରୁତର ଆହତ ହୋଇଥିବା ନୂପୁର ବିଶ୍ୱାଳ ।
ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଥିଲା ଏତଲା । ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଓ ମାନସିକ ନିର୍ଯାତନା ଅଭିଯୋଗରେ ବିଚାପତିଙ୍କ ନାଁରେ ବି କର୍ଣ୍ଣାଟକରେ FIR ରୁଜୁ ହୋଇଛି ।
ସାବଧାନ ସ୍ତ୍ରୀ ! ଜୀବନ ନେଉଛନ୍ତି ସ୍ୱାମୀ ! ପରକୀୟା ଗଡ଼ାଉଛି ଧର୍ମପତ୍ନୀଙ୍କ ମୁଣ୍ଡ ।
ଦିନେ ଯେଉଁ ମଥାରେ ସିନ୍ଦୂର ପିନ୍ଧି ସ୍ବାମୀ ପାଇଁ ବନିଥିଲେ ସାତ ଜନ୍ମର ସାଥୀ, ରକ୍ତପାତ ପରଠୁ ଯନ୍ତ୍ରଣାରେ ଥରୁଛି ସେହି ମଥା । ଦିନେ ଯେଉଁ ଓଠରେ ସ୍ବାମୀକୁ ପ୍ରେମର ଭାଷା କହୁଥିଲେ ଆଜି ସେହି ଓଠ ମାଗୁଛି ହତ୍ୟା ଉଦ୍ୟମର କୈଫିୟତ୍ ।
ଦିନେ ଯେଉଁ ମଥାରେ ସିନ୍ଦୂର ପିନ୍ଧି ସ୍ବାମୀ ପାଇଁ ବନିଥିଲେ ସାତ ଜନ୍ମର ସାଥୀ, ରକ୍ତପାତ ପରଠୁ ଯନ୍ତ୍ରଣାରେ ଥରୁଛି ସେହି ମଥା । ଦିନେ ଯେଉଁ ଓଠରେ ସ୍ବାମୀକୁ ପ୍ରେମର ଭାଷା କହୁଥିଲେ ଆଜି ସେହି ଓଠ ମାଗୁଛି ହତ୍ୟା ଉଦ୍ୟମର କୈଫିୟତ୍ ।
ଅନଲାଇନ ଗେମରେ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରୁଛନ୍ତି ଯୁବପୀଢ଼ି । ଧାର କରଜ ଶୁଝିବା ପାଇଁ କିଏ କରୁଛନ୍ତି ବ୍ୟାଙ୍କ ଡକାୟତି ତ ଆଉ କିଏ କରୁଛନ୍ତି ଛିନତାଇ ।
ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ ବେହେରାଙ୍କୁ ଗତ ବର୍ଷ ଫେବୃଆରୀରେ ବିବାହ କରିଥିଲେ ଛେଣ୍ଡିପଦାର ସୌମ୍ୟା। ଗର୍ଭରେ ଖେଳୁଥିଲା ୭ ମାସର ରକ୍ତ ମାଂସର ପିଣ୍ଡୁଳାଟିଏ। ୨ ମାସ ପରେ ପାଦ ଥାପିଥାନ୍ତା । ହେଲେ ସ୍ୱାମୀର ଗୁଳିମାଡ଼ ଯୋଗୁ ମା’ ତ ଚାଲିଗଲା, ସେହି ମା’ର ଗର୍ଭରେ ଆଖିବୁଜିଲା ୭ ମାସର ଗର୍ଭସ୍ଥ ସନ୍ତାନ।
ନିଦରୁ ଉଠାଇ ସ୍କୁଲ ଯିବାକୁ କହିଲେ ମା’। ରାଗରେ ଧକ୍କା ଦେଲା ପୁଅ। ଡାକ୍ତରଖାନା ନ ନେଇ ଏକା ଘରେ ଛାଡ଼ି ପଳାଇଲା। ଆଉ ଫେରିବା ବେଳକୁ ମା’ଙ୍କ ମୃତ୍ୟୁ ହୋଇସାରିଥିଲା।
ମହିଳା ଜଣକ କବାଟ ଖୋଲିବାରୁ ତାଙ୍କ ବେକରୁ ସୁନା ଚେନ ଓ ମଙ୍ଗଳସୂତ୍ର ଛିଡ଼ାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଏତିକି ବେଳେ ମହିଳା ଜଣକ ପାଟି କରିବାରୁ ତାଙ୍କୁ ଗୁଳି କରି ଦୁର୍ବୃତ୍ତ ଫେରାର ହୋଇଥିବା ଅଭିଯୋଗ ରହିଛି ।
ଡାକ୍ତର ବାବୁଙ୍କୁ ଚୂନ ମାରିଦେଲେ ଅଦୃଶ୍ୟ ଲୁଟେରା। ସାହାଯ୍ୟ କରିବା ପଡିଗଲା ମହଙ୍ଗା। ଆକାଉଣ୍ଟରୁ ଖାଲି ହୋଇଗଲା ୭୫ ହଜାର। ଏବେ ନିଜକୁ ବୋକା କହି କାନମୁଣ୍ଡା ଆଉଁସୁଛନ୍ତି ଡାକ୍ତର ବାବୁ ।
କିଏ ଓ କାହିଁକି ଭିଆଇଲା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ, ସେନେଇ ପୋଲିସ ଖୋଳତାଡ଼ କରୁଥିବାବେଳେ ଏହି ମର୍ଡର ମିଷ୍ଟ୍ରିକୁ ନେଇ ଉଠୁଛି ନାନା ପ୍ରଶ୍ନ।
ଗର୍ଭରେ ଖେଳୁଥିଲା ୭ ମାସର ରକ୍ତ ମାଂସର ପିଣ୍ଡୁଳାଟିଏ। ୨ ମାସ ପରେ ପାଦ ଥାପିଥାନ୍ତା ନବଜାତ। କିନ୍ତୁ, ଦୁର୍ଭାଗ୍ୟର ରେଖା ଟାଣିଦେଲା ଦଇବ। ଯେଉଁ ମା’ର ଗର୍ଭକୁ ଘର ଭାବି ବଢୁଥିଲା ସନ୍ତକଟିଏ, ସେହି ଗର୍ଭରେ ହିଁ ରକ୍ତରଂଜିତ ହୋଇ ପ୍ରାଣ ହରାଇଲା।
ଠକେଇର ଶିକାର ହେଲେ ଡାକ୍ତର ଶ୍ରୀମାଧବ ସେଠୀ । ଡାକ୍ତରଙ୍କୁ ୭୫ ହଜାର ଟଙ୍କାର ଚୂନ ଲଗାଇଲେ ସାଇବର ଫ୍ରଡ।
ଏମିତି ଜଣେ ବାପା ଯିଏ ନିଜ ଝିଅକୁ ସୁରକ୍ଷା ଦେବାକୁ ଯାଇ ପାଲଟିଗଲେ କିଲର୍। ଝିଅକୁ ଦୁର୍ବ୍ୟବହାର ଓ ନିର୍ଯାତନା ଦେଇଥିବା ଲୋକକୁ ଜୀବନରୁ ମାରିଦେବାକୁ କୁଏତରୁ ଆସି ପହଞ୍ଚିଗଲେ ଆନ୍ଧ୍ରପ୍ରଦେଶରେ।
ଉଦ୍ଧାର କରିବେ କଣ, ଦୁର୍ଘଟଣାରେ ମୃତ ମହିଳାଙ୍କ ହାତରୁ କାଢିନେଲେ କଙ୍କଣ। ତା’ପରେ ଛାଡ଼ି ପଳାଇଲେ। ସୋସିଆଲ୍ ମିଡିଆରେ ଏବେ ଏହି ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି।
ପତ୍ନୀଙ୍କ ଗୋଟିଏ ପରେ ଗୋଟିଏ ଗମ୍ଭୀର ଆରୋପ ଏବଂ କୋର୍ଟଙ୍କ ତାରିଖ ପରେ ତାରିଖ, ମାନସିକ ଚାପ ଶେଷ ସୀମା ଡେଇଁବା ପରେ ଜୀବନ ହାରିବା ଛଡା ଅତୁଲଙ୍କ ପାଖରେ ବୋଧହୁଏ ଆଉ କିଛି ବାଟ ନଥିଲା ।
୨ ଜଣ ଦୁର୍ବୃତ୍ତ ଏହି ଗୁଳିକାଣ୍ଡ କରିଥିବା ପରିବାର ଲୋକେ ଦେଖିଛନ୍ତି । ତେବେ ଏହି ଘଟଣାରେ କେତେଜଣ ସଂପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।
ଜଙ୍ଗଲରେ ହାତ-ଗୋଡ଼.. ବସ୍ତା ଭିତରେ ମୃତଦେହ.. ନଦୀରେ କଟା ମୁଣ୍ଡ । ଅଭିଯୁକ୍ତ ପ୍ରେମିକର ନରକୀୟ କାଣ୍ଡ!
ଜଙ୍ଗଲରେ ହାତ-ଗୋଡ଼.. ବସ୍ତା ଭିତରେ ମୃତଦେହ.. ନଦୀରେ କଟା ମୁଣ୍ଡ । ଅଭିଯୁକ୍ତ ପ୍ରେମିକର ନରକୀୟ କାଣ୍ଡ! ନାବାଳିକାକୁ ଖଣ୍ଡ ଖଣ୍ଡ କରିଦେଲା ପିଶାଚ ପ୍ରେମିକ ।