ଇଣ୍ଡିଆନ ମୋବାଇଲ କଂଗ୍ରେସରେ ହେବ ଉଦ୍ଘାଟନ । ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ମିଳିବ 5G ସେବା ।
ଇତିହାସ ଜ୍ଞାନର ଗନ୍ତାଘର। ଅତୀତର ଅନେକ ଅନାଲୋଚିତ କଥାକୁ ସାମ୍ନାକୁ ଆଣିଛି ଇତିହାସ। ତଥାପି ପ୍ରକୃତି କୋଳରେ ଅନେକ ରହସ୍ୟ ଏବେ ବି ଲୁଚି ରହିଛି । ସେହି ରହସ୍ୟ ଭିତରୁ ଗୋଟିଏ ଖିଅ ଆମେ ଆପଣଙ୍କ ସାମ୍ନାରେ ରଖିବୁ । ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ୩୧ ହଜାର ବର୍ଷ ତଳର ଏକ ଫଟୋ। ହୁଏତ ପ୍ରଶ୍ନ ଆସିପାରେ, ୩୧ ହଜାର ବର୍ଷ ତଳର ଏହି ଫଟୋ କେମିତି ସାମ୍ନାକୁ ଆସିଲା। ଯେଉଁ ସମୟରେ ମଣିଷର ମସ୍ତିଷ୍କର ବିକାଶ ହୋଇ ନ ଥିଲା, ଯେଉଁ ସମୟରେ ଟେକ୍ନୋଲଜି ନ ଥିଲା ସେ ସମୟର ଫଟୋ ପୁଣି ଏବେ ଭାଇରାଲ ? ଆଶ୍ଚର୍ଯ୍ୟ ନୁହେଁ ତ ଆଉ କ’ଣ ?
ବିଜ୍ନେସ୍ ଇନ୍ସାଇଡର ରିପୋର୍ଟ ଅନୁଯାୟୀ, ବ୍ଳେଡ୍ ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ହେଲିକପ୍ଟର ଉଡ଼ାଣ ବ୍ୟବସ୍ଥା କରିବ ସଂସ୍ଥା ।
WABetaInfo ରିପୋର୍ଟ ଅନୁସାରେ 'ଅବତାର୍' ହ୍ୱାଟ୍ସଆପ୍ରେ ଆସିବ।
ଭାରତରେ ତିଆରି ହେବ ଆଇଫୋନ। ଆଇ ଫୋନ-୧୪ ମଡେଲର ପ୍ରଡକ୍ସନ ଭାରତରେ ପ୍ରଥମ ଥର ପାଇଁ ସମାନ ବର୍ଷ ଏବଂ ସମାନ ଦିନରେ ହେବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଇ ଫୋନର ବିଶ୍ୱସ୍ତ ମାନୁଫାକ୍ଚରିଙ୍ଗ ପାର୍ଟନର ଫକ୍ସକମ୍ ଏହି ମଡେଲ ଭାରତରେ ପ୍ରସ୍ତୁତ କରିବ। ଚେନ୍ନାଇର ଶ୍ରୀପେରୁମ୍ବୁଦୁରରେ ଏହାର ୟୁନିଟ ରହିବ।
ଗୁଗୁଲ୍ ତା’ର ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ରଖିବା ପାଇଁ ସବୁବେଳେ ଚେଷ୍ଟା କରି ଆସୁଛି। ଯଦି ଗୁଗୁଲ୍ରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ କିଛି ରହିଛି ତେବେ ଜଣେ ଚାହିଁଲେ ସହଜରେ ପାଇପାରିବ। ହେଲେ ୟୁଜର୍ସଙ୍କର ଏହି ତଥ୍ୟକୁ ଗୁପ୍ତ ରଖିବା ପାଇଁ ଗୁଗୁଲର ଏକ ନୂଆ ଟୁଲ ଆସୁଛି। ଏହି ଟୁଲ୍ର ନାଁ ‘ରେଜଲ୍ଟ ଆବାଉଟ ୟୁ’। ଏହି ନୂଆ ପ୍ରାଇଭେସି ଫିଚର ଦ୍ୱାରା ୟୁଜର୍ସ ସେମାନଙ୍କର ପର୍ସନାଲ ସର୍ଚ୍ଚ କଣ୍ଟେଣ୍ଟକୁ ରିମୁଭ କରିବା ପାଇଁ ଅନୁରୋଧ କରିପାରିବେ।
ଯଦି ଟ୍ରାକିଂ ସିଷ୍ଟମ ଗାଡ଼ିରେ ଲାଗି ନଥିବ ତେବେ ଚୋରି ପରେ ଥାନାରେ ଅଭିଯୋଗ କଲେ ବି ତାକୁ ଗୁରୁତ୍ୱର ସହ ନିଆଯିବନି ବୋଲି ସୂଚନା ରହିଛି । ତେଣୁ ସମସ୍ତେ ସମସ୍ତଙ୍କ ଗାଡ଼ିରେ ଏହି ଦୁଇଟି ଯାକ ଡିଭାଇସ୍ ଲଗାଇବା ବାଧ୍ୟତା ମୂଳକ ।
କାରଣ ଏମିତି କିଛି ଭୁଲ ରହିଛି ଯାହା ଆପଣଙ୍କ ଅଜାଣତରେ ହେବ, ତେଣୁ ଆକାଉଣ୍ଟରୁ ଟଙ୍କା କଟୁଥିବ ହେଲେ ରିଚାର୍ଜ ହେଉନଥିବ ।
ୟୁଜର୍ସଙ୍କ ପ୍ରାଇଭେସି ରକ୍ଷା ପାଇଁ ହ୍ୱାଟ୍ସଅପ୍ ସବୁବେଳେ ଚେଷ୍ଟା କରିଆସୁଛି। ୟୁଜର୍ସ ଫ୍ରେଣ୍ଡଲି ହେବା ପାଇଁ ହ୍ୱାଟସ୍ଅପ ପ୍ରତି ମାସରେ କିଛି କିଛି ନୂଆ ଫିଚର ନେଇ ଆସୁଛି। ଏହି ସେପ୍ଟି ଫିଚର ମଧ୍ୟରୁ ଗୋଟିଏ ହେଉଛି ବ୍ଲକ ଅପ୍ସନ। ହ୍ୱାଟ୍ସଅପରେ ଆପଣ ଯେ କୌଣସି ନମ୍ବରକୁ ଚାହିଁଲେ ବ୍ଲକ କରିପାରିବେ। ହେଲେ ଯଦି କିଏ ଆପଣଙ୍କୁ ବ୍ଲକ କରିଛନ୍ତି ତେବେ ଆପଣ କେମିତି ଜାଣିବେ ?
ବଗ୍ ବାହାର କରିବା ପରେ ଭାରତୀୟ ଯୁବକଙ୍କୁ ମିଳିଲା ପୁରସ୍କାର ।
ପୁରୀରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା । ରେଡିଏସନ ପ୍ରଭାବ ଆଦୌ ନାହିଁ, ଆଶ୍ୱସ୍ତ ରୁହନ୍ତୁ କହିଲେ ମନ୍ତ୍ରୀ ।
ୟୁଜରଙ୍କୁ ସହଜ ଏବଂ ସରଳ ଉପାୟରେ ସେବା ଯୋଗାଇବା ପାଇଁ ସଂସ୍ଥା ଅନେକ ଫିଚର ଦେଇଛି । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍ ସବୁଠୁ ଆଗରେ।
ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଚାର୍ଜ ନକରିବାକୁ କହିଛି ପୋଲିସ।
5G ସମ୍ବନ୍ଧରେ ମୁକେଶ ଆମ୍ବାନୀ ବଡ ଘୋଷଣା କରିଛନ୍ତି ।
ମଶାଙ୍କ କବଳରୁ ମିଳିବ ମୁକ୍ତି। ଇଏ ଏମିତି ସେମିତି ମଶାରୀ ନୁହେଁ ବଂର ଏଇ ମଶାରୀରେ ଥରେ ମଶା ପଡ଼ିଲେ ଆଉ ପଦାକୁ ଆସିପାରିବେନି। ବରଂ ଚାହୁଁ ଚହୁଁ ସବୁ ମଶାଙ୍କ ଜୀବ ପ୍ରାଣ...ଦାମ୍ ମାତ୍ର ଏତିକି ଟଙ୍କା
CCTV ର ଯୁଗ ଶେଷ !! ଏଣିକି LED ବଲବ୍ରେ ରେକର୍ଡ ହେବ ସବୁ ଭିଡ଼ିଓ। ଦାମ୍ ମାତ୍ର ଏତିକି ଟଙ୍କା...ଜାଣନ୍ତୁ କଣ କଣ ରହିଛି ଫିଚର୍ସ..
ଯଦି ଆପଣ ଜିଓର ପ୍ରିପେଡ୍ ସିମ୍ ବ୍ୟବହାର କରୁଛନ୍ତି ଏବଂ ଏହାସହ ଅନ୍ଲିମିଟେଡ୍ ଡାଟା, ଭଏସ୍ କଲ୍ ଓ ଏସ୍ଏମ୍ଏସ୍, ମାଗଣା OTT ସବସ୍କ୍ରିପସନ୍ ସୁବିଧା ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଜିଓ ଆଣିଦେଇଛି ଏକ ଭଲ ଅଫର୍ । ତେବେ ଜାଣନ୍ତୁ କଣ ରହିଛି ଜିଓର ବର୍ଷକର ପ୍ରିପେଡ୍ ପ୍ଲାନ୍ର ସୁବିଧା ।
One Nation, One Charger ନିୟମ ଲାଗୁ ହେଲେ ଲୋକଙ୍କୁ କି ପ୍ରକାର ସୁବିଧା ମିଳିବ ?
ମହଙ୍ଗା ହେବ ରିଚାର୍ଜ ପ୍ଲାନ୍ ! 5G ସହ 4G ପାଇଁ ଖର୍ଚ୍ଚ କରିବାକୁ ପଡିବ ଅଧିକ ଟଙ୍କା....
ଏହି ଆପ୍ଗୁଡ଼ିକ ମାଧ୍ୟମରେ ଲୋକଙ୍କ ତଥ୍ୟ ଏକାଠି କରି ବିଦେଶୀ ସର୍ଭରକୁ ବେଆଇନ ଭାବେ ଦିଆଯାଉଥିଲା । ଯାହାକି ଦେଶର ସୁରକ୍ଷା ପ୍ରତି ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।
ପୁଣି ନିଜ ଫିଚର୍ସ ବଦଳାଇଲା ହ୍ୱାଟ୍ସଆପ୍।
ଯେବେଠାରୁ ମେଟା ଏହି ମେସେଜିଂ ଆପ୍କୁ କିଣିଛି, ସେବେଠାରୁ ଏମିତି ଅନେକ ଛୋଟ ମୋଟ ପରିବର୍ତ୍ତନ ହେଉଥିବା ଦେଖାଯାଇଛି ।
ଆଗାମୀ ଫିଚରକୁ ନେଇ ସ୍କ୍ରିନ୍ସଟ୍ ସେୟାର କରିଛି WAବିଟାଇନ୍ଫୋ।
ଭୁଲ ଟାଇପ୍ କରି କାହାକୁ ମେସେଜ କଲେ ବି ଚିନ୍ତା କରିବାର ନାହିଁ । ଏବେ ହ୍ୱାଟସଆପରେ ଆସିବ ଏଡିଟ୍ ଫିଚର୍ ।
ହ୍ୱାଟ୍ସଆପ୍ ବ୍ୟବହାରୀଙ୍କ ପାଇଁ ବଡ଼ ଖବର। ଏଣିକି ଏହିସବୁ ମୋବାଇଲ୍ରେ ଆଉ କାମ କରିବନି ହ୍ୱାଟ୍ସଆପ୍, ଜାଣିରଖନ୍ତୁ ଆପଣଙ୍କ ମୋବାଇଲ ଏହା ଭିତରେ ଯାଉଛି କି ନାହିଁ?