• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mosquitoes

Mosquito
ମଶା ପାଇଁ ଶୋଇପାରିଲେନି ସ୍ତ୍ରୀ ! ପୋଲିସ୍‌କୁ ନାକେଦମ୍‌ କଲେ ସ୍ୱାମୀ

ମଶା ପାଇଁ ନାକେଦମ୍ ପୋଲିସ୍‌ (UP Police)। ରାତି ଅଧରେ ହସ୍ପିଟାଲରେ ମଶା କଏଲ୍‌ ଧରି ହାଜର . .

Man has 2  toes amputed 30 operation and 4 weeks coma after being bitten by mosquito
ମଶା ଦେଲା ଦୁଃଖ; କୋମାରେ ପଡିଲେ, ୩୦ଟି ଅପରେସନ କଲେ

ଗୋଟିଏ ମଶାର ସାମାନ୍ୟ କାମୁଡା ବି ଭାରି ପଡିଯାଏ। ଜୀବନ ମରଣ ସହ ଲଢିବାକୁ ହୁଏ। ଏବେ ଗୋଟିଏ ମଶା କାମୁଡା ଦ୍ୱାରା ଜଣଙ୍କୁ ୪ ସପ୍ତାହ କୋମାରେ ରହିବାକୁ ପଡିଛି ଆଉ ୩୦ଟି ଅପରେସନ କରିବାକୁ ପଡ଼ିଛି। ଆସନ୍ତୁ ପୂରା ଖବର ଜାଣିବା।

Mosquito
ଜାସୁସ ମଶା ପଛରେ ଲେଖାଯାଇଛି ସଂଖ୍ୟା, ଦୁଇ ଦୁଇଟି ପୋଷ୍ଟ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏନେଇ ପୁରା ତଥ୍ୟ ସାମ୍ନାକୁ ଆସିଛି ।

Mosquitoes
ମଶା ତିଆରି ଫ୍ୟାକ୍ଟ୍ରି ନିର୍ମାଣ କରୁଛି ଚାଇନା, ଛାଡ଼ିବ ବିଶାକ୍ତ ମଶା

ଚୀନର ଦକ୍ଷିଣାଞ୍ଚଳ ଗୁଆଙ୍ଗଝୋଉରେ ମଶା ଉତ୍ପାଦନ ଫ୍ୟାକ୍ଟ୍ରି ହୋଇଛି। ମଶାଙ୍କୁ ଉପନ୍ନ କରିବାରେ ଚାଇନାର ଏହି ଫ୍ୟାକ୍ଟ୍ରି ଦୁନିଆରେ ସବୁଠୁ ବଡ଼ ଫ୍ୟାକ୍ଟ୍ରି ବୋଲି କୁହାଯାଉଛି। ୩ ହଜାର ୫୦୦ ବର୍ଗ ମିଟରରେ ତିଆରି ହୋଇଥିବା ଏହି ଫ୍ୟାକ୍ଟ୍ରିରେ ୪ଟି ବଡ଼ ୱାର୍କଶପ ରହିଛି। ପ୍ରତି ୱାର୍କଶପରୁ ପ୍ରତି ସପ୍ତାହରେ ପାଖାପାଖି ୫୦ ଲକ୍ଷ ମଶା ଉତ୍ପାଦନ ହେଉଛି। ୪ଟି ୱାର୍କ ସପରେ ପ୍ରାୟ 2 କୋଟି ମଶା ଉତ୍ପାଦନ କରାଯାଉଛି।