କ୍ରୋମ୍ ବ୍ରାଉଜରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଫିଚର୍ ମଧ୍ୟ ଅଛି ଯାହା ଆପଣଙ୍କର ବ୍ରାଉଜିଂ ଅଭିଜ୍ଞତାକୁ ଉନ୍ନତ କରିପାରିବ। ଆପଣ ଯଦି ଏହିସବୁ ବ୍ରାଉଜିଂ ଫିଚର୍ ବିଷୟରେ ଜାଣିନେବେ ତେବେ ଅଫିସ୍ରେ ସବୁଠାରୁ ସ୍ମାର୍ଟ୍ ହୋଇଯିବେ। ତେବେ ଆସନ୍ତୁ ସେ ବିଷୟରେ କିଛି ଭଲ ଟିପ୍ସ ଜାଣିବା।
ଗୁଗୁଲ ପ୍ରାୟତଃ ନୂଆ ନୂଆ ଅପ୍ଡେଟ୍ ଉପରେ କାର୍ଯ୍ୟ ଜାରି ରଖିଥାଏ, ଯାହା ଦ୍ୱାରା ଉପଭୋକ୍ତାମାନେ ଉନ୍ନତ ସୁବିଧା ପାଇପାରିବେ। ଏପରି ପରିସ୍ଥିତିରେ, ଅନେକ ଲୋକ ସ୍ମାର୍ଟଫୋନ୍ରେ ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରନ୍ତି। ଆପଣ ଯଦି ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ଖବରକୁ ଅଣଦେଖା କରିବା ଉଚିତ ନୁହେଁ।
ଆପଣ ଗୁଗୁଲ କ୍ରୋମ୍ ବ୍ୟବହାର କରୁଛନ୍ତି କି ? ତେବେ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ ! ହାଇ ଆଲର୍ଟ ଆଲର୍ଟ ଜାରି କଲେ ସରକାର, ତୁରନ୍ତ କରନ୍ତୁ ଅପ୍ଡେଟ୍ !
ଗୁଗୁଲ ଯେଉଁ ନୂଆ ଭର୍ସନ ବଜାରକୁ ଛାଡ଼ିବ ବା ଲଞ୍ଚ କରିବ ତାକୁ ତୁରନ୍ତ ୱିଣ୍ଡୋଜ୍ ୟୁଜର ଏବଂ ଲିନକ୍ସ ୟୁଜର ଅପ୍ଡେଟ୍ କରିବାକୁ ହେବ ।