• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

India
T20 World Cup: ଭାରତକୁ କୌଣସି ବି ଟିମ୍‌ ନକ୍‌ଆଉଟ୍‌ କରିପାରିବ ଆଉଟ୍‌, ଭେଟରାନ୍‌ ଦେଲେ ବୟାନ୍‌

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୧ରେ ବିରାଟ ବାହିନୀ ପାକିସ୍ତାନ ବିରୋଧରେ ନିଜର ଅଭିଯାନ ଆରମ୍ଭ କରିବ । ଏହାରି ଭିତରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ କହିଛନ୍ତି, ନକ୍‌ଆଉଟ୍‌ ମ୍ୟାଚ୍‌ରେ ଭାରତକୁ କୌଣସି ବି ଟିମ୍‌ ହରାଇପାରିବ ।

India-Pakistan
T20 World Cup: ସଟ୍ଟା ବଜାର ଗରମ; ଭାରତ-ପାକ୍‌ ମ୍ୟାଚ୍‌ରେ ୧୦୦୦ କୋଟିର ସଟ୍ଟା, ଅଣ୍ଡରୱାର୍ଲ୍ଡର ବି ନଜର

ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମଇଦାନକୁ ଓହ୍ଲାଇବ ଭାରତ । ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ ବିଶ୍ୱକପ୍‌ ଅଭିଯାନ । ଯାହାକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ।

Simi Singh
T20 World Cup: ଗୋଟିଏ ବଲ୍‌ରେ ୩ ଥର ରନ୍‌ ଆଉଟ୍‌ରୁ ବର୍ତ୍ତିଲେ ‘ଭାରତୀୟ’ ବ୍ୟାଟ୍ସମ୍ୟାନ୍‌, ଦେଖନ୍ତୁ ଭିଡିଓ

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୧ରେ ଅୟର୍ଲ୍ୟାଣ୍ଡ ଓ ନାମିବିୟା ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିଛି । ଏହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ୍‌ ସିମି ସିଂହ ଗୋଟିଏ ବଲ୍‌ରେ ୩ ଥର ରନ୍‌ ଆଉଟ୍‌ ହେବାରୁ ବର୍ତ୍ତିଛନ୍ତି ।

Shami, KL Rahul, and Kishan lead India to 7-wicket win in Warm-up match
ମ୍ୟାନ୍ଇନ୍ ବ୍ଲୁ କଲା କମାଲ୍

ଟି ୨୦ ବିଶ୍ୱକପ୍ର ଓ୍ବାର୍ମଅପ୍ ମ୍ୟାଚ୍ରେ ଚମକିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍ । ଇଂଲଣ୍ଡ ବିପକ୍ଷରେ ଇଶାନ କିଷନ ଏବଂ କେଏଲ୍ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ । ଇଂଲଣ୍ଡକୁ ୭ ଓ୍ବିକେଟରେ ମାତ୍ ଦେଇଛି ମ୍ୟାନ୍ଇନ୍ ବ୍ଲୁ ।

Virat Kohli
ବିରାଟଙ୍କ ଭିଡିଓରେ ଫ୍ୟାନ୍ସ ଖପ୍ପା, ସୋସିଆଲ ମିଡିଆରେ ହେଲେ ଟ୍ରୋଲ

ସୋସିଆଲ ମିଡିଆ ଏମିତି ଏକ ସ୍ଥାନ ଯେଉଁଠି, ପ୍ରତି ସେକେଣ୍ଡରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ସେ ଖବର ପ୍ରସାରଣ ହେଉ କିମ୍ବା କୌଣସି ସାମଗ୍ରୀକୁ ନେଇ କିମ୍ବା କୌଣସି ବିଚାରଧାରା ।

Virat Kohli
T20 World Cup: ୧୧ ବର୍ଷ ବିତିଗଲାଣି, ଏଥର ବିରାଟଙ୍କ ଲକ୍ଷ୍ୟ ପୂରଣ ହେବ ତ ?

ବର୍ତ୍ତମାନ ସମୟରେ ବିରାଟ କୋହଲି ସବୁଠାରୁ ବଡ଼ ବ୍ୟାଟ୍ସମ୍ୟାନ୍‌ । ଟେଷ୍ଟ କ୍ରିକେଟ୍‌ଠାରୁ ଆରମ୍ଭ କରି ଦିନିକିଆ ଓ ଟି-ଟ୍ୱେଣ୍ଟିରେ ବି ବିରାଟଙ୍କ ଦବଦବା । ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏବେ ସୁଦ୍ଧା ୨୩ ହଜାର ରନ୍‌ ପୁରା କରିସାରିଲେଣି ।

ScotLand
T20 World Cup: ବିଜୟରୁ ସ୍କଟ୍‌ଲ୍ୟାଣ୍ଡର ଅଭିଯାନ ଆରମ୍ଭ, କାଇଲ କହିଲେ ଆମେ କେଉଁଠି ବି ଜିତିପାରିବୁ

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କଲା ସ୍କଟ୍‌ଲ୍ୟାଣ୍ଡ । ଓପନିଂ ମ୍ୟାଚ୍‌ରେ ବାଂଲାଦେଶକୁ ହରାଇ ସ୍କଟ୍‌ଲ୍ୟାଣ୍ଡ ଏକ ନୂଆ ଇତିହାସ ରଚିଲା । ତେବେ ଏହି ବିଜୟ ପଛର ନାୟକ କ୍ରିସ୍‌ ଗ୍ରୀବ୍ସ କହିଛନ୍ତି, ‘ଏହା ଅବିଶ୍ୱସନୀୟ ଥିଲା ।

Yuvraj Singh
ଗିରଫ ହେବାର କିଛି ସମୟ ପରେ ଜାମିନ୍‌ରେ ଆସିଲେ ଯୁବରାଜ ସିଂହ

କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଉପରେ ଜାତିଆଣ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହୋଇଥିବା ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଜାମିନରେ ମୁକୁଳିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଗତକାଲି ହରିୟାଣାର ହିସାର ଜିଲ୍ଲାରେ ଯୁବରାଜଙ୍କୁ ପୋଲିସ ଗିରଫ କରିଥିଲା।

MS Dhoni
ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଧୋନୀଙ୍କୁ ଜବରଦସ୍ତ ସ୍ୱାଗତ କଲା BCCI

ଦୁଇ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଥରେ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ି ହୋଇଛନ୍ତି । ସେ ଏଥର ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବିରାଟ୍ ବାହିନୀର ମେଣ୍ଟର ଭାବେ କାମ କରିବେ ।

Former Indian Cricketer Yuvraj Singh
ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂହ ଗିରଫ

ସୋଶାଲ ଆକ୍ଟିଭିଷ୍ଟ ରଜତ କଲସନ୍ ପୁଲିସରେ ଅଭିଯୋଗ କରିଥିଲେ, ଯେଉଁ ଆଧାରରେ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯୁବରାଜଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ।

BCCI president Sourav Ganguly
କୋଚ୍ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କଲା ବିସିସିଆଇ

ମୁଖ୍ୟ କୋଚ୍ ଆବେଦନ ପାଇଁ ଜଣେ ଖେଳାଳିଙ୍କ ପାଖରେ ଅତିକମରେ ୩୦ ଟେଷ୍ଟ ଓ ୫୦ ଦିନିକିଆ ଖେଳିବାର ଅଭିଜ୍ଞତା ଥିବା ଜରୁରୀ। ଏହାସହ ସେ କୌଣସି ଜାତୀୟ ଟିମକୁ ଅତି କମରେ ୨ ବର୍ଷ କୋଚିଂ ଦେଇଥିବେ।

ICC T20 World Cup 2021 Kickstarts Today
ଆଜିଠୁ ଆରମ୍ଭ ଫଟାଫଟ କ୍ରିକେଟ୍ ମହାକୁମ୍ଭ

ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟ ମହାକୁମ୍ଭ। କୋଭିଡ ଯୋଗୁଁ ଭାରତରୁ ସ୍ଥାନାନ୍ତରିତ ହୋଇ UAEରେ ଖେଳା ଯାଉଛି ଟି ୨୦ ବିଶ୍ୱକପ ।

ICC T20 World Cup 2021
ICC T20 World Cup: କିଏ ପିନ୍ଧିବ ବିଶ୍ୱକପ୍‌ର ତାଜ୍‌ ?

ଆଜିଠୁ ଆରମ୍ଭ ହେଉଛି ଫଟାଫଟ୍‌ କ୍ରିକେଟ ମହାକୁମ୍ଭ। କୋଭିଡ ଯୋଗୁଁ ଭାରତରୁ ସ୍ଥାନାନ୍ତରିତ ହୋଇ UAE ଏବଂ ଓମାନରେ ଖେଳା ଯିବାକୁ ଥିବା ଟି ୨୦ ବିଶ୍ୱକପ୍‌ ଟାଇଟଲ୍‌ ଦୌଡ଼ରେ କିଏ ରହିବ ? କିଏ ପିନ୍ଧିବ ବିଶ୍ୱକପ୍‌ର ତାଜ୍‌ ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

Sourav Ganguly
IPL 2022ର ଆୟୋଜନକୁ ନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ ସୂଚନା

କରୋନା କାରଣରୁ, ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଆୟୋଜନ କରାଯାଇଥିଲା । କିନ୍ତୁ ଆଇପିଏଲ୍ ୨୦୨୨ ଭାରତରେ ହିଁ ଆୟୋଜନ କରାଯିବ । ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି ।

MS Dhoni and Sakshi
ଖୁସି ଖବର,ପୁଣି ବାପା ହେବେ ମାହି

ଦୁଇ ଦୁଇଟି ଖୁସି ଖବର ଦେଇଛନ୍ତି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀ । ଗତକାଲି କୋଲକାତା ନାଇଟ୍ ରାଇଡର୍ସଙ୍କୁ ହରାଇ ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ୨୦୨୧ ଟ୍ରଫି ଜିତିବା ପରେ ତାଙ୍କର ଫ୍ୟାନ୍ ମାନଙ୍କୁ ଖୁସି ଖବର ଦେଇଛନ୍ତି ମାହି । କିନ୍ତୁ ଏବେ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଆଉ ଗୋଟିଏ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ୨ୟ ଥର ବାପା ହେବାକୁ ଯାଉଛନ୍ତି ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କ ପତ୍ନୀ ସାକ୍ଷୀ ଏବେ ୪ ମାସର ଗର୍ଭବତୀ ଅଛନ୍ତି ।

Rahul Dravid
ଟ୍ରେଣ୍ଡରେ ରାହୁଲ ଦ୍ରାବିଡ, ସବୁ ଦଳକୁ ସତର୍କବାଣୀ ଦେଲେ ବରିଷ୍ଟ ଇଂଲିସ କ୍ରିକେଟର

ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ହେବା ନେଇ ଖବର ପ୍ରକାଶ ପରେ ପୁରା କ୍ରିକେଟ୍‌ ଜଗତରେ ହଇଚଇ ସୃଷ୍ଟି ହୋଇଛି । ସୂଚନା ରହିଛି ଯେ, ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

Team India
T20 World Cup: BCCI ନିଜେ ଛିଡ଼ା କରିଛି ୭ ବଡ଼ ଶତ୍ରୁ !

ଆଉ ଦିନକ ପରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ବାଜିବ ବିଗୁଲ । ସାରା ବିଶ୍ୱର ୧୬ଟି ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି । ଓମାନ ଓ ୟୁଏଇ ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ୧୪ ନଭେମ୍ବରରେ ଦୁବାଇରେ ଖେଳାଯିବ ।

Rahul Dravid Set To Take Over As Team India Coach After T20 World Cup
ରାହୁଲ ହେବେ ନୂଆ କୋଚ୍!

ଭାରତୀୟ କ୍ରିକେଟ ପାଇଁ ବଡ଼ ଖବର । ରାହୁଲ ଦ୍ରାବିଡ଼ ହୋଇପାରନ୍ତି ଟିମ୍ ଇଣ୍ଡିଆର କୋଚ୍..

Rahul Dravid
ଟିମ୍‌ ଇଣ୍ଡିଆର ପରବର୍ତ୍ତୀ କୋଚ୍ ହୋଇପାରନ୍ତି ରାହୁଲ ଦ୍ରାବିଡ୍

ରାହୁଲ ଦ୍ରାବିଡ୍ ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍ ହୋଇପାରନ୍ତି। ନ୍ୟୁଜ୍‌ ଏଜେନ୍ସି ANI ସୂତ୍ରରୁ ଏହା ଜଣାପଡ଼ିଛି। ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ରାହୁଲ ଦ୍ରାବିଡ୍ ହେଡ୍ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନ ନେଇପାରନ୍ତି

IPL 2021 | Chennai Super Kings Cruise To Fourth IPL Title
IPLରେ ଚେନ୍ନାଇର ଚମକ

ଚତୁର୍ଥ ଥର ଚାମ୍ପିଅନ୍ ହେଲା ଚେନ୍ନାଇ ସୁପର କିଙ୍ଗସ୍। କୋଲକାତା ନାଇଟ୍ ରାଇଡର୍ସ ୨୭ ରନରେ ପରାସ୍ତ

Chennai super kings won IPL trophy
ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଟ୍ରଫି ହାତେଇଲା ଚେନ୍ନାଇ ସୁପର କିଙ୍ଗସ୍

କେକେଆର ଟିମ୍ ଶେଷ ୪ଟିଯାକ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ଫାଇନାଲ ପାଇଁ ମନୋବଳ ଦୃଢ କରିଥିଲେ। କିନ୍ତୁ ଏଥର ଭାଗ୍ୟ ସାଥ୍ ଦେଇନଥିଲା। ୯ ବର୍ଷ ପରେ କୋଲକାତା ଠାରୁ ପ୍ରତିଶୋଧ ନେଇଛି ଧୋନୀ ବାହିନୀ ଚେନ୍ନାଇ ଟିମ୍। 

Team India
୧୫ ବର୍ଷ ପରେ ଦିନିକିଆ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଯିବ ଭାରତୀୟ ଟିମ୍‌ !

ଭାରତୀୟ କ୍ରିକେଟ୍‌ ଟିମ୍‌ ୨୦୦୮ ପରେ ପାକିସ୍ତାନ ଗସ୍ତ କରିନାହିଁ । କିନ୍ତୁ ୨୦୨୩ରେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ପାକିସ୍ତାନ ଯିବାକୁ ପଡ଼ିପାରେ । ଶୁକ୍ରବାର ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ ବୈଠକରେ ୨୦୨୩ରେ ହେବାକୁ ଥିବା ଏସିଆ କପ୍‌ର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ଦିଆଯାଇଛି ।

saharukhu
IPL 2021: ଫାଇନାଲରେ KKR, ଶାହରୁଖଙ୍କ ‘କଫି କପ୍‌’ ଟ୍ୱିଟ୍‌ ଭାଇରାଲ କଲେ ଫ୍ୟାନ୍ସ

ବଲିଉଡ୍ ଷ୍ଟାର ଶାହରୁଖ ଖାନ୍‌ଙ୍କ ମାଲିକାନାରେ ଥିବା କୋଲକତା ନାଇଟ୍‌ ରାଇଡର୍ସ ଆଇପିଏଲ୍‌ର ୧୪ତମ ସଂସ୍କରଣର ଫାଇନାଲରେ ନିଜ ସ୍ଥାନ ଅକ୍ତିଆର କରିନେଇଛି । କୋଲକତା ବିପକ୍ଷରେ ରହିଛି ତିନି ଥରର ଚାମ୍ପିଅନ୍‌ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସ ।

Grant Bradburn
ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ସହ ଲଢ଼ିବା ପୂର୍ବରୁ ପାକିସ୍ତାନକୁ ବଡ଼ ଝଟ୍‌କା

୨୪ ଅକ୍ଟୋବରରେ ଭାରତ ବିପକ୍ଷରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମଇଦାନକୁ ଓହ୍ଲାଇବା ପୂର୍ବରୁ ପାକିସ୍ତାନ କ୍ରିକେଟ୍‌ ଦଳକୁ ବଡ଼ ଝଟ୍‌କା । ପାକିସ୍ତାନର ହାଇ ପରଫରମାନ୍ସ ମୁଖ୍ୟ କୋଚ ଗ୍ରାଣ୍ଟ ବ୍ରେଡ୍‌ବର୍ଣ୍ଣ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

Viratv Kohli
T-20 World Cup: ଋଷଭଙ୍କୁ କୋହଲିଙ୍କ ଚ୍ୟାଲେଞ୍ଜ, ପୁରଣ ନ କରିପାରିଲେ ଟିମ୍‌ରୁ ଆଉଟ୍‌

ଆସନ୍ତା ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ଆଉ ୨୪ ଅକ୍ଟୋବରରେ ପାକିସ୍ତାନ ବିରୋଧରେ ମଇଦାନକୁ ଓହ୍ଲାଇ ଭାରତ ଆରମ୍ଭ କରି ବିଶ୍ୱକପ୍‌ ଅଭିଯାନ ।