• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Ekalavya Puraskar 2021
ଇମ୍ଫା ପକ୍ଷରୁ ଆୟୋଜିତ ହେଲା ଏକଲବ୍ୟ ପୁରସ୍କାର କାର୍ଯ୍ୟକ୍ରମ

ଇମ୍ଫା ଗ୍ରୁପ ଦ୍ୱାରା ପରିଚାଳିତ IMPACT ପକ୍ଷରୁ ଗତ ୨୮ବର୍ଷ ହେଲା ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡା କ୍ଷେତ୍ରରେ ସୁନାମ ଆଣିଥିବା ଓଡିଶାର ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସମ୍ମାନୀତ ଅତିଥି ଭାବେ ହକି ଅଲିମ୍ପିଆନ ପଦ୍ମଶ୍ରୀ ଦିଲ୍ଲୀପ ର୍ତିକୀଙ୍କ ସମେତ ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେଇ କୃତୀ ଖେଳାଳିଙ୍କୁ ସମ୍ମାନୀତ କରିଥିଲେ ।

Ekalavya Award
ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ଏକଲବ୍ୟ ପୁରସ୍କାର

ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ମିଳିଲା । ପୁରସ୍କାର ବାବଦକୁ ନଗଦ ୫ଲକ୍ଷ ଟଙ୍କା ଅର୍ଥ ରାଶି ସାଙ୍ଗକୁ ଟ୍ରଫି ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ଏହି ସମ୍ମାନଜନକ କ୍ରୀଡା ପୁରସ୍କାରର ୨୯ତମ ସଂସ୍କରଣର ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯାଇଛି ।

Sohini Mohanty
ଭାରତୀୟ ଟେନିସର ନୂଆ ସମ୍ଭାବନା ସୋହିନୀ ମହାନ୍ତି , ଓଡ଼ିଶାର ପ୍ରଥମ ମହିଳା ଭାବେ WTA ଖେଳିବା ପାଇଁ ଆଶା

୮ ବର୍ଷ ବୟସରୁ ଟେନିସର ABCD ଶିଖିଥିବା ସୋହିନୀଙ୍କ ପାଇଁ ବର୍ଷ ୨୦୨୧ ଥିଲା ସଂଘର୍ଷ ଆଉ ସଫଳତାର ବର୍ଷ । ଚଳିତ ବର୍ଷ ସେ ୧୪ ବର୍ଷରୁ କମ ବୟସ ବର୍ଗର ଏସିଆନ ଚାମ୍ପିୟାନସିପରେ ଟାଇଟଲ ଜିଣିଥିବା ବେଳେ ଅନେକ AITA ସୁପର ସିରିଜ, ଚାମ୍ପିୟାନସିପ ସିରିଜ ଜିଣିଛନ୍ତି ।

harbhajan-singh
କ୍ରିକେଟ୍‌ରୁ ଅବସର ନେବା ପରେ ମୁହଁ ଖୋଲିଲେ ଭଜି, କ୍ୟାରିୟର୍ ଶେଷ ପାଇଁ ବିସିସିଆଇ ଓ ଧୋନୀଙ୍କୁ ଦାୟୀ କଲେ

କ୍ରିକେଟ୍‌ରୁ ଅବସର ନେବାର କିଛି ଦିନ ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଓ ଧୋନୀଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ।

Odisha Kick-Boxers
କିକ୍ ବକ୍ସିଂର ଦ୍ରୋଣାଚାର୍ଯ୍ୟ ! ଭଡ଼ାଘର ଛାତ ଉପରେ ଟ୍ରେନିଂ ଦେଇ ଆଣିଲେଣି ୪ ମେଡାଲ୍

ନିଜେ ଭଡ଼ାଘରେ ରହୁଛନ୍ତି। ସେଇ ଘରର ଛାତ ଉପରେ ପିଲାଙ୍କୁ କିକ୍ ବକ୍ସିଂ ଟ୍ରେନିଂ ଦେଉଛନ୍ତି। ଜାଗା ନାହିଁ କି ସୁବିଧା ନାହିଁ। କିନ୍ତୁ ଏହି ଗୁରୁଙ୍କ ପିଲାମାନେ ଜିତିକି ଆଣିଲେଣି ୪ଟି ମେଡାଲ୍। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ଏ ଭିଡିଓ ଦେଖିଲେ ଆପଣ ସବୁକିଛି ଅନୁମାନ କରିପାରିବେ।

Ross Taylor Retirement
ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ୟାସ ନେବେ ନ୍ୟୁଜିଲ୍ୟାଣ୍ଡର ବରିଷ୍ଠ କ୍ରିକେଟର ରସ୍ ଟେଲର

ନ୍ୟୁଜିଲ୍ୟାଣ୍ଡର ବରିଷ୍ଠ କ୍ରିକେଟର ତଥା ପୂର୍ବତନ ଅଧିନାୟକ ରସ୍ ଟେଲର ନିଜର ଅବସର ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ସେ ନିଜ ଟ୍ୱିଟର ପେଜରେ ପୋଷ୍ଟ ସେୟାର କରିଛନ୍ତି । ରସ୍‌ଙ୍କ ପାଇଁ ବାଂଲାଦେଶ ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶେଷ ଟେଷ୍ଟ ମ୍ୟାଚ୍ ହେବ । ନେଦରଲାଣ୍ତ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କ ଶେଷ ଦିନିକିଆ ମ୍ୟାଚ୍ ଖେଳିବେ ।

india south africa test
India-South Africa Test Series: ଭାରତ ୩୨୭ରନ୍‌ରେ ଅଲଆଉଟ୍

ଭାରତ-ଦକ୍ଷିଣ ଆଫ୍ରିକା ସେଞ୍ଚୁରିଆନ୍ ଟେଷ୍ଟର ତୃତୀୟ ଦିନରେ ଭାରତ ନିଜର ପ୍ରଥମ ଇନିଂସରେ ୩୨୭ ରନରେ ଅଲଆଉଟ୍ ହୋଇଛି । ଗତକାଲି ଭାରତ ୩ ୱିକେଟ ହରାଇ ୨୭୨ ରନ୍ ସଂଗ୍ରହ କରିଥିଲା । କିନ୍ତୁ ଆଜି ଟେଷ୍ଟର ତୃତୀୟ ଦିନରେ ଆରମ୍ଭରୁ ହିଁ ୱିକେଟ ହରାଇ ମାତ୍ର ୩୨୭ରନ୍‌ରେ ଅଲଆଉଟ୍ ହୋଇଯାଇଛି ।

Harbhajan Singh
"ରାଜନୀତିରେ ପ୍ରବେଶ ପାଇଁ ମୋ ପାଖରେ ବହୁ ଦଳର ଅଫର୍ ଅଛି"

ଭାରତର କ୍ରିକେଟ ଇତିହାସର ସଫଳ ସ୍ପିନର ଭାବେ ବେଶ ପରିଚିତ ହରଭଜନ ସିଂହ । ଗତକାଲି କ୍ରିକେଟର ସବୁ ଫର୍ମାଟରୁ ସେ ଅବସର ଘୋଷଣା କରିଛନ୍ତି। ଭଜିଙ୍କ କ୍ରିକେଟ ଇନିଂସ ସମାପ୍ତ ହେବା ପରେ ଏବେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ।

Para Badminton
ରାଜଧାନୀରେ ପାରା ବ୍ୟାଡମିଣ୍ଟନ ମହାକୁମ୍ଭ ! ୨୮ରାଜ୍ୟରୁ ୫୫୦ ଆଥଲେଟ୍ ସାମିଲ

କିଏ ଆଶା ବାଡ଼ି ଧରି ଚାଲୁଛି ତ ଆଉ କିଏ ହୁଇଲ ଚେୟାରରେ ବସି ଯାଉଛି । କାହାର ଗୋଟେ ହାତ ନାହିଁ ତ କାହାର ପୁଣି ଗୋଡ଼ ପୋଲିଓ ରୋଗରେ ଆକ୍ରାନ୍ତ  ଆଉ କିଏ ବାମନ ।

  • Saturday, 25 December 2021
Harbhajan Singh
କ୍ରିକେଟ୍‌ର ସବୁ ଫର୍ମାଟ୍‌କୁ ବାଏ ବାଏ କହିଲେ ହରଭଜନ

୨୩ ବର୍ଷର କ୍ରିକେଟ୍ କ୍ୟାରିୟରକୁ ସ୍ମରଣୀୟ ଏବଂ ସୁନ୍ଦର କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ହରଭଜନ । ୧୭ ବର୍ଷ ବୟସରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ।

Niraj Chopra
ମନେ ରହିବ ୨୦୨୧; ଦେଶ ପାଇଁ ଗୌରବ ଆଣିଛନ୍ତି ଆମ ଅସଲ ହିରୋ..

ବର୍ଷ ୨୦୨୧ ବିତିବାକୁ ବସିଲାଣି, ଆଉ ରହିଲା କିଛିଟା ଦିନ । ତେବେ ଅନେକ ସ୍ମୃତି ସାଉଁଟିଛନ୍ତି ଦେଶବାସୀ । କ୍ରୀଡାଜଗତର କଥା ପଡିଲେ ମନେ ପଡେ ୨୦୨୧ରେ ଭାରତୀୟଙ୍କ ଟୋକିଓ ଅଲମ୍ପିକ୍ସରେ ବିଜୟର ଗାଥା । ଏବର୍ଷଟି ଭାରତୀୟ କ୍ରୀଡାଜଗତ ପାଇଁ ଅଲମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ନିରଜ ଚୋପ୍ରାଙ୍କ ନାମରେ ରହିବ ।

Virat Kohli
'ପୁରୁଣା ଅନ୍ଦାଜରେ କମ୍‌ବ୍ୟାକ୍‌ କରିବେ କୋହଲି'

ପୁଣି ପୁରୁଣା ଅନ୍ଦାଜରେ ଫେରିବେ ବିରାଟ । ଏପରି କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଲିଟିଲ୍ ମାଷ୍ଟର ସୁନିଲ ଗାଭାସ୍କର । ହ୍ୱାଇଟ୍ ବଲ୍ କ୍ୟାପଟେନସିପ୍ ଛାଡିବା ପରେ ବିରାଟଙ୍କ ପ୍ରଦର୍ଶନ ବେଶ ଭଲ ରହିବ ବୋଲି ଗାଭାସ୍କର ଆଶା କରିଛନ୍ତି । ବିରାଟ ଏଥର ବିନା ଟେନସନରେ କ୍ରିକେଟ ଖେଳିବେ ବୋଲି ମଧ୍ୟ ଗାଭାସ୍କର ଆଶା କରିଛନ୍ତି ।

Virat Kohli
କୋହିଲିଙ୍କ ବଡ ଖୁଲାସା: ରୋହିତଙ୍କ ସହ କୌଣସି ବିବାଦ ନାହିଁ

ଅନେକ ବିବାଦ ମଧ୍ୟରେ ମୁହଁ ଖୋଲିଲେ ବିରାଟ କୋହିଲି । ଦକ୍ଷିଣଆଫ୍ରିକା ଗସ୍ତରେ ଖେଳିବା ନେଇ ବଡ ଘୋଷଣା କରିଛନ୍ତି । ଆଜି ମୁମ୍ବାଇ ପ୍ରେସ କନଫରେନ୍ସରେ ଦକ୍ଷିଣଆଫ୍ରିକା ଗସ୍ତରେ ଖେଳିବେ ବୋଲି ସେ କହିଛନ୍ତି । ରୋହିତଙ୍କ ସହ ବିବାଦ ଖବରକୁ ଖଣ୍ଡନ ମଧ୍ୟ କରିଛନ୍ତି କୋହଲି ।

Yuvraj's Birthday
ଭାରତ ଇତିହାସର ଭେଟେରାନ୍ ଅଲରାଉଣ୍ତର ଯୁବରାଜ ସିଂହଙ୍କ ୪୦ତମ ଜନ୍ମଦିବସ

୨୦୧୧ ଓ ୨୦୦୭ ର ୱାଲ୍ଡକପ୍ ବିଜୟର ମୁଖ୍ୟ ନାୟକ ତଥା ଭେଟେରାନ ଅଲରାଉଣ୍ତର ଯୁବରାଜ ସିଂହଙ୍କ ଆଜି ୪୦ ତମ ଜନ୍ମଦିବସ । ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡାବିତଙ୍କ ମଧ୍ୟରେ ଯୁବରାଜ ବେଶ ପରିଚିତ । ଗତ ଦଶନ୍ଧି ମଧ୍ୟରେ ସେ ଅନେକ ରେକର୍ଡ ହାସଲ କରିଛନ୍ତି । ତାଙ୍କର ଅନେକ ସଫଳତା ମଧ୍ୟରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କୁ ମାରିଥିବା ଗୋଟିଏ ଓଭରରେ ୬ ଟି ଛକା ବେଶ ଜଣାଶୁଣା ।

Rohit Sharma
ରୋହିତ୍ ଦିନିକିଆ କ୍ରିକେଟ୍ ଟିମ୍‌ର ଅଧିନାୟକ

ଅତ୍ୟଧିକ କାର୍ଯ୍ୟଭାର ଯୋଗୁ କୋହଲି ଟି-୨୦ କ୍ୟାପଟେନ୍ସି ଛାଡ଼ିଥିଲେ। ଏବେ କୋହଲି ଦିନିକିଆ କ୍ୟାପଟେନ୍ ପଦ ମଧ୍ୟ ଛାଡ଼ି ଦେଇଛନ୍ତି। 

Cricket
IND vs SA: ୧୫ ଘଣ୍ଟା ବ୍ୟାଟିଂ ସହ ୮୫୯ ବଲ୍‌ ଖେଳିଲେ, ତଥାପି ହାରିଲା ଦକ୍ଷିଣ ଆଫ୍ରିକା

ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ସେହି ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଇନିଂସରେ ଭାରତ ୩୩୪ ରନ୍ ସଂଗ୍ରହ କରିଥିଲା ।

India vs New Zealand 2nd Test Day 4 Highlights: India crush New Zealand by 372 runs
ମୁମ୍ବାଇ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ

ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ହରାଇଲା ଭାରତ। ମୁମ୍ବାଇ ବିଜୟ ସହ ୧-୦ରେ ସିରିଜ୍ ଜିତିଲା ଭାରତ। ଗୋଟିଏ ଦିନ ଥାଇ ବିଜୟ ହାସଲ କରିଛି। ଭାରତ ୨ ଟିକିଆ ସିରିଜ୍‌ର କାନପୁର ଟେଷ୍ଟ ଡ୍ର ରହିଥିଲା। ମୁମ୍ବାଇ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ ହୋଇଛି ।

2nd Test
ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ହରାଇଲା ଭାରତ

ନ୍ୟୁଜିଲାଣ୍ଡକୁ ୫୪୦ ରନ୍‌ର ଟାର୍ଗେଟ୍‌ ଦେଇଥିଲା ଭାରତ। ଆଉ ନ୍ୟୁଜିଲାଣ୍ଡ ୫୪୦ ରନ୍‌ର ବିଜୟ ଟାର୍ଗେଟକୁ ପିଛା କରି ଦ୍ୱିତୀୟ ଇନିଂସ୍‌ରେ ୧୬୭ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା।

Mumbai Test  | New Zealand Vs India  | India Need 5 Wickets For Victory
ଟେଷ୍ଟରେ ଟିମ ଇଣ୍ଡିଆର ଦବଦବା

ନାଗପୁର ଟେଷ୍ଟରେ ଟିମ ଇଣ୍ଡିଆର ଦବଦବା I ଜିତିବାକୁ ଭାରତକୁ ଦରକାର ୫ ୱିକେଟ୍ I କିୱି ଦଳ ଆଗରେ ୫୪୦ ରନର ଟାର୍ଗେଟ

Hockey Bronze Medal, India lose
ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ହାରିଲା ଭାରତ; ଫ୍ରାନ୍ସ ତୃତୀୟ ସ୍ଥାନରେ ସନ୍ତୁଷ୍ଟ, ଆର୍ଜେଣ୍ଟିନା ଚାମ୍ପିଅନ୍

ଏଫ୍‌ଆଇଏଚ୍‌ ଓଡିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରେ ଭାରତକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମିଳିଥିବା ଅନେକ ସୁଯୋଗକୁ ହାତଛଡା କରି ବ୍ରୋଞ୍ଜ୍‌ ମେଡାଲ୍‌ ମ୍ୟାଚ୍‌ରେ ଫ୍ରାନ୍ସ ଠାରୁ ୩-୧ଗୋଲ୍‌ରେ ପରାଜୟ ସ୍ୱୀକାର କରିଛି ଭାରତ। ଆର୍ଜେଣ୍ଟିନା ଚାମ୍ପିଅନ୍ ହୋଇଛି ।

Junior hockey worldcup
ଫାଇନାଲରେ ବର୍ଷା ସାଜିଲା ବାଧକ

ଜୁନିୟର ବିଶ୍ୱକପ୍ ହକିରେ ବର୍ଷା ସାଜିଲା ବାଧକ । ଆଜି ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ ସ୍ଥଗିତ କରାଯାଇଛି । ସ୍ପେନ୍-ମାଲେସିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ସ୍ଥଗିତ ରହିଛି । ୭ମ/୮ମ ସ୍ଥାନ ପାଇଁ ମୁହାଁମୁହିଁ ହେବେ ସ୍ପେନ୍-ମାଲେସିଆ । ୧୦.୩୦ରେ ଖେଳାଯିବାକୁ ଥିଲା ମ୍ୟାଚ୍, ୧୧ଟାରେ ଖେଳାଯିବ ବୋଲି ସୂଚନା ଦିଆଯାଇଛି । ଟର୍ଫରେ ପାଣି ଜମିବା ଯୋଗୁଁ ମ୍ୟାଚ୍ ସ୍ଥଗିତ ରହିଛି ।

Ind vs Nz 2nd Test
ୱାଙ୍ଖଡେ ଟେଷ୍ଟରେ ବଡ଼ ସ୍କୋର ଅଭିମୂଖେ ଟିମ ଇଣ୍ଡିଆ

ନ୍ୟୁଜିଲାଣ୍ତ ବିପକ୍ଷ ୱାଙ୍ଖଡେ ଟେଷ୍ଟରେ ଡ୍ରାଇଭର ସିଟରେ ବସିଛି ଟିମ ଇଣ୍ଡିଆ । ଆଜି ଦ୍ୱିତୀୟ ଇନିଂସରେ ସ୍କୋର ୬୯ ରନରୁ ଖେଳ ଆରମ୍ଭ କରିବ ଭାରତ । ଭାରତ ତାର ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନହରାଇ ୬୯ ରନ କରିଛି ।

Sourabh Ganguly Jaya Shah
କରୋନା ଭୟ ! ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ସ୍ଥଗିତ

ତିନି ଟିକିଆ ଟେଷ୍ଟ, ୩ ଟିକିଆ ଦିନିକିଆ ଓ ୪ ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସରିଜ୍‌ ଖେଳିବାକୁ ଦକ୍ଷିଣ ଆଫ୍ରିକା ଯାଇଥାନ୍ତା ଭାରତୀୟ ଟିମ୍ । ଚଳିତ ମାସ ୧୭ ତାରିଖରେ ଜୋହନ୍ସବର୍ଗରେ ପ୍ରଥମ ମ୍ୟାଚ୍ ଖେଳାଯାଇଥାନ୍ତା ।

COVID-19 Hits Junior Hockey WC, One Person Tests Positive
ବିଶ୍ୱକପ ହକିରେ ପଶିଲା କରୋନା

ଭୁବନେଶ୍ୱରରେ ଚାଲିଥିବା ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା...କ୍ରୀଡ଼ା ବିଭାଗର ସୋସିଆଲ ମିଡିଆ ଦାୟିତ୍ୱରେ ଥିବା କର୍ମଚାରୀ ସଂକ୍ରମିତ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ।

Ajaz Patel
ରେକର୍ଡ କଲେ ଏଜାଜ୍ ପଟେଲ୍ ! ୧୧୯ ରନ୍ ବିନିମୟରେ ଭାରତର ସମସ୍ତ ୧୦ ୱିକେଟ ନେଲେ

ନ୍ୟୁଜିଲ୍ୟାଣ୍ତର ବାମହାତୀ ସ୍ପିନ ବୋଲର ଏଜାଜ ପଟେଲ ରେକର୍ଡ କରିଛନ୍ତି। ସେ ଗୋଟିଏ ଇନିଂସ୍‌ରେ ସମସ୍ତ ୧୦ ଜଣ ବ୍ୟାଟସମ୍ୟାନଙ୍କୁ ଆଉଟ କରିଛନ୍ତି।