ପାକିସ୍ତାନ ଯିବ ଟିମ୍ ଇଣ୍ଡିଆ। ଦୀର୍ଘବର୍ଷ ପରେ ଭାରତୀୟ ଟିମ୍କୁ ପାକିସ୍ତାନ ପଠାଇବାକୁ ରାଜି ହୋଇଛି BCCI । ୨୦୨୩ ଏସିଆ କପ ପାକିସ୍ତାନରେ ଆୟୋଜନ ହେବ।
ଯଦି ଆପଣ କେବେ ପଡ଼ିଆରେ ଲାଇଭ୍ ଫୁଟ୍ବଲ ମ୍ୟାଚ୍ ଦେଖିଥିବେ ତେବେ ଏହି ସବୁ କଥା ଆପଣ ନିଜେ ଅନୁଭବ କରିଥିବେ ।
କେନ୍ଦ୍ର ସରକାରଙ୍କ ଫୁଟବଲ୍ ଫର୍ ସ୍କୁଲ ବନାମ ରାଜ୍ୟ ସରକାରଙ୍କ ଫୁଟବଲ୍ ଫର୍ ଅଲ୍
ଏଥର କିଛି ଏମିତି ବ୍ୟାଟ୍ସମ୍ୟାନ୍ ରହିଛନ୍ତି ଯାହାଙ୍କ ବିସ୍ଫୋରକ ବ୍ୟାଟିଂ ଉପରେ ଫ୍ୟାନ୍ସଙ୍କ ନଜର ରହିବ । ତେବେ ଆସନ୍ତୁ ଜାଣିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ର ୫ ଜଣ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ଙ୍କ ବିଷୟରେ..
ଓସିଏର ସଭାପତି, ସଂପାଦକ ସହ ମୋଟ ୫ଟି ପଦବୀ ପାଇଁ ଏହି ନିର୍ବାଚନ କରାଯିବ।
ରାଜଧାନୀ ଭୁବନେଶ୍ୱରରେ ଫୁଟବଲ୍ ଫିଭର । ଷ୍ଟାଡିୟମ୍ଠୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଛାଇଗଲାଣି ପୋଷ୍ଟର ବ୍ୟାନର ।
ଭୁବନେଶ୍ୱରର ବିଭିନ୍ନ ଛକରେ ଫୁଟବଲ୍ ଫିଭର ଦେଖିବାକୁ ମିଳିଛି। ପୋଷ୍ଟର, ବ୍ୟାନର୍ରେ ଝଲସୁଛି ରାସ୍ତାଘାଟ। ଆୟୋଜକ ଭାରତ ସମେତ ବ୍ରାଜିଲ, ମରୋକୋ ଏବଂ ଆମେରିକା ଟିମ୍ କଳିଙ୍ଗ ଷ୍ଟାଡିୟମରେ ଖେଳିବେ।
ଶ୍ରେୟସ ଆୟରଙ୍କ ଅପରାଜିତ ଶତକ ଓ ଇଶାନ କିଶାନଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ୭ ୱିକେଟରେ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା ।
ଭାରତକୁ ସିରିଜ୍ ବରାବର୍ କରିବାକୁ ହେଲେ ୨୭୯ ରନ୍ର ଲକ୍ଷ୍ୟକୁ ହାସଲ କରିବାକୁ ପଡ଼ିବ ।
ନା ଆମ ପାଖରେ ଅଷ୍ଟ୍ରେଲୀୟ ପିଚ୍ରେ ଖେଳିବାରେ ଅଭିଜ୍ଞ ରେଡିମେଡ୍ ପେସର୍ ଅଛନ୍ତି ନା (ଅନଭିଜ୍ଞ) ଯୁବ ବୋଲରଙ୍କ ଠାରୁ ସେଠାରେ କୌଣସି କମାଲ୍ ଆଶା କରାଯାଉଛି। ତା’ହେଲେ ରୋହିତ ସେନା ଟି-୨୦ ବିଶ୍ୱକପ୍ ଜିତିବ କେମିତି?
ଦୀପକ ଚାହର୍ ଆହତ ହେବା ପରେ ବିସିସିଆଇ ପକ୍ଷରୁ ଅଲରାଉଣ୍ତର ୱାଶିଂଟନ ସୁନ୍ଦରଙ୍କୁ ଟିମ୍ରେ ସାମିଲ କରାଯାଇଛି ।
ଅନେକ ଲୋକ ଅଷ୍ଟମକୁ ଥଟ୍ଟା କରନ୍ତି ଓ ଝିଅକୁ ଖେଳରୁ ଦୁରେଇ ରହିବାକୁ କୁହନ୍ତି।
ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲି ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍-ICC ସଭାପତି ହୋଇପାରନ୍ତି।
ବଙ୍ଗୋପସାଗର ଓ ମହାନଦୀର ସଙ୍ଗମ ସ୍ଥଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଏପରି ଯେ ଇକୋ ଟୁରିଜିମ୍ ବା ଇକୋ ରିଟ୍ରିଟ୍ ପାଇଁ ଅତ୍ୟନ୍ତ ଅନୁକୂଳ ବାତାବରଣ ।
ଆସନ୍ତା ୧୧ ତାରିଖରୁ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ ।
ସାଧାରଣତଃ ବୈଷୟିକ ତ୍ରୁଟି, ଫ୍ୟାନ୍ସ ହଠାତ୍ ପଡ଼ିଆ ମଝିକୁ ଚାଲି ଆସିଲେ କିମ୍ବା କୁକୁର ଚାଲି ଆସିଲେ ମ୍ୟାଚ୍ କିଛି ସମୟ ପାଇଁ ଅଟକା ଯାଇଥାଏ। ହେଲେ ପ୍ରଥମଥର ପାଇଁ ଶୁଣିବାକୁ ମିଳିଛି ଯେ, ପଡ଼ିଆ ଭିତରକୁ ସାପ ପଶି ଆସିବା ପରେ ମ୍ୟାଚ୍ ବନ୍ଦ ରଖିବାକୁ ପଡ଼ିଥିଲା।
ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜ ପାଇଁ ଟିମ୍ ଇଣ୍ଡିଆର ଟିମ୍ ଘୋଷଣା । ଶିଖର ଧୱନଙ୍କୁ କ୍ୟାପଟେନସିପ ଦାୟିତ୍ୱ ମିଳିଛି ।
ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ ହରାଇ କରିଥିଲା ୨୩୭ ରନ୍।
ଫୁଟବଲ ଫିଲ୍ଡରେ ହିଂସାର ମ୍ୟାଚ୍ । ଗଡ଼ିଲା ଶତାଧିକ ମୁଣ୍ଡ । ଦଳାଚକଟାରେ ଚାଲିଗଲା ୧୨୫ ଜଣଙ୍କ ଜୀବନ ।
ଟି-୨୦ ବିଶ୍ୱକପ୍ରେ ‘ଏସିଆ କପ୍ ସମସ୍ୟା’କୁ ଖେଳିବ ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆରେ ଚୂଡ଼ାନ୍ତ ଏକାଦଶରେ ନ ଥିବେ ଦୁଇ ପ୍ରମୁଖ ଖେଳାଳି - ପେସର୍ ଯଶପ୍ରୀତ ବୁମ୍ରା ଓ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା। ଏପରି ସ୍ଥିତିରେ ରୋହିତ ସେନା କ’ଣ ବିଶ୍ୱକପ୍ ଜିତିପାରିବ?
ଓଡିଶାରେ ଅନୁଷ୍ଠିତ ହୋଇଛି ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ । ଏଥିରେ ଅଂଶଗ୍ରହଣ କରିବାକୁ ଓଡ଼ିଶା ପହଞ୍ଚିଥିଲେ କ୍ରିକେଟର ରଜତ ଭାଟ୍ଟିଆ । ଏହି ସମୟରେ ତାଙ୍କୁ ଭେଟିଥିଲା ଓଟିଭି ।
ଓଡିଶାରେ ଅନୁଷ୍ଠିତ ହୋଇଛି ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ । ଏଥିରେ ଅଂଶଗ୍ରହଣ କରିବାକୁ ଓଡ଼ିଶା ପହଞ୍ଚିଥିଲେ କ୍ରିକେଟର ପରୱିନ୍ଦର ଆୱାନା । ଏହି ସମୟରେ ତାଙ୍କୁ ଭେଟିଥିଲା ଓଟିଭି ।
ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇ ବିଜୟୀ ହୋଇଛି ଭାରତ। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଆଗୁଆ ହୋଇଛି।
୨୭ରେ ଗୁଜୁରାଟ ଜାଏଣ୍ଟକୁ ଭେଟିବ ଭିଲୱାରା କିଙ୍ଗ୍ସ । ୨୯ରେ ଇଣ୍ତିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ମୁକାବିଲା ।
ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ।