ଦେଶରେ ଚମକିଲେ ଓଡ଼ିଆ ଝିଅ। ମହାରାଷ୍ଟ୍ରକୁ ପରାସ୍ତ କରି ଓଡ଼ିଶା ମହିଳା ଖୋ ଖୋ ଟିମ୍ ବିଜୟୀ। ବିଜୟ ସହ ସ୍ୱର୍ଣ୍ଣ ହାସଲ କରିଛି ଟିମ୍ ଓଡ଼ିଶା। ମଧ୍ୟପ୍ରଦେଶରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଓଡ଼ିଶା ମହିଳା ଖୋ ଖୋ ଟିମ୍ ବିଜୟୀ ହୋଇଛନ୍ତି। ଏନେଇ ରାଜ୍ୟ ସରକାର ବିଜୟୀ ଟିମ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
#Odisha Girl's Kho Kho Team clinched #gold 🥇 by defeating Maharashtra at the #KheloIndiaYouthGames 2022 in Madhya Pradesh.
Many Congratulations! #OdishaForSports #KIYG2022 pic.twitter.com/yPHKqDjfao— Odisha Sports (@sports_odisha) February 3, 2023