ଭାରତ ସରକାରଙ୍କ ଫୋକସରେ ଖେଲୋ ଇଣ୍ଡିଆ । କ୍ରୀଡା ବଜେଟରେ ଖେଲୋ ଇଣ୍ଡିଆକୁ ମିଳିଲା ସିଂହଭାଗ ରାଶି ।
ଖେଲୋ ଇଣ୍ଡିଆ ମେଡାଲ ବିଜେତାଙ୍କୁ ମିଳିବ ସରକାରୀ ନିଯୁକ୍ତି । ସରକାରୀ ନିଯୁକ୍ତି ଲାଗି ଆବେଦନ କରିପାରିବେ କ୍ରୀଡ଼ାବିତ୍ । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ କଲା ଘୋଷଣା ।
ରାଜ୍ୟ ସରକାର ବିଜୟୀ ଟିମ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।