ଆଇସିସି ଅଣ୍ଡର-19 ମହିଳା ବିଶ୍ୱକପ୍ ୨୦୨୫ର ଆୟୋଜନ ଦାୟିତ୍ୱ ମାଲେସିଆ ଓ ଥାଇଲାଣ୍ଡକୁ ମିଳିଥିବା ବେଳେ ୨୦୨୭ ଅଣ୍ଡର-19 ମହିଳା ବିଶ୍ୱକପ୍ର ଆୟୋଜନ ଦାୟିତ୍ୱ ମିଳିତ ଭାବେ ବାଂଲାଦେଶ ଓ ନେପାଳକୁ ମିଳିଛି ।
ହାରିଲା ପାକିସ୍ତାନ, ବିଶ୍ୱକପ୍ ନେଲା ଇଂଲଣ୍ଡ
ଶୋଏବ-ସାନିଆ ଏକାଠି ରହିବେ ନା ଅଲଗା ହୋଇଯିବେ । ଟକ୍ ସୋରେ ଜଣାପଡ଼ିବ ସତ ।
ଯଦିଓ ବିଶ୍ୱକପ୍ ମ୍ୟାଚ୍ରୁ ଟିମ୍ ଇଣ୍ଡିଆ ବାଦ୍ ପଡ଼ିଛି ହେଲେ ଟୁର୍ଣ୍ଣାମେଣ୍ଟରେ ଏବେ ବି ଟିମ୍ ଇଣ୍ଡିଆର ଜଲୱା କାଏମ ରହିଛି। ଯଦିଓ ଭାରତ ଟାଇଟଲ୍ ଜିତିପାରି ନାହିଁ, ହେଲେ ଟିମ୍ ଇଣ୍ଡିଆ ନିଶ୍ଚିତ ଭାବେ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍ ଆୱାର୍ଡ ଜିତିପାରେ ବୋଲି କୁହାଯାଉଛି।
ଟିମ୍ ଇଣ୍ଡିଆ କ’ଣ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ଲାଗି ଯୋଗ୍ୟ ଥିଲା? ନିଜ ବ୍ୟାଟିଂରେ ନିରାଶ କରିଥିବା ରୋହିତଙ୍କ ନେତୃତ୍ୱ-ଦକ୍ଷତା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ବିଫଳତା ପାଇଁ ରୋହିତ କେତେ ମାତ୍ରାରେ ଦାୟୀ? ଏବେ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳିଙ୍କୁ ନେତୃତ୍ୱ ଦିଆଯିବା ଆବଶ୍ୟକ କି?
ଚର୍ଚ୍ଚା ହେଉଛି ଯେ, ସୋଏବ କୁଆଡ଼େ ସାନିଆଙ୍କୁ ଧୋକା ଦେଇଛନ୍ତି। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା। ଫଳରେ ସାନିଆ, ସୋଏବଙ୍କଠୁ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ।
ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁଣାତିଲକ ଏବେ ଜେଲ୍ରେ ଅଛନ୍ତି। ତାଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ସିଡ୍ନୀ ପୋଲିସ୍ ତାଙ୍କୁ ଗିରଫ କରିଥିଲା। ଘଟଣାର ତଦନ୍ତ ଚାଲିଥିବା ବେଳେ ଏସବୁ ଭିତରେ ଏକ ଆଶ୍ଚର୍ଯ୍ୟକର ଖୁଲାସା ହୋଇଛି।
ସେମିଫାଇନାଲରେ ଇଂଲଣ୍ଡଠୁ ଶୋଚନୀୟ ପରାଜୟର ଶିକାର ହେବା ପରେ ଟିମ୍ ଇଣ୍ଡିଆ ଏବେ ରାଡାର୍ରେ ଅଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପୁରା ଟିମ୍ରେ ପରିବର୍ତ୍ତନ ପାଇଁ ଯୋଜନା କରୁଥିବା ସୂଚନା ମିଳିଛି।
୧୫ ବର୍ଷ ତଳେ ଅର୍ଥାତ ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା । ଲାଗୁଥିଲା ଏଥର ୧୫ ବର୍ଷ ଧରି ଭାରତୀୟ ଫ୍ୟାନ୍ସଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ହେଲେ...
ସେମି ଫାଇନାଲରେ ଇଂଲଣ୍ଡ ଠାରୁ ୧୦ ୱିକେଟରେ ହାରି ଭାରତ ବିଶ୍ୱକପରୁ ବିଦା ହୋଇଛି ।
ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟସ୍ ବଟଲର୍ ।
ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା(Sania Mirza) ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ(Shoaib Malik)ଙ୍କ ବିବାହ ବିଚ୍ଛେଦ ହୋଇଥିବା ନେଇ ଚର୍ଚ୍ଚା ହେଉଛି।
୨୦୦୭ ବିଶ୍ୱକପର ହେବ କି ପୁନରାବୃତ୍ତି ? ପୁଣି ଥରେ ପାକିସ୍ତାନକୁ ମାତ୍ ଦେଇ ଟ୍ରଫି ହାତେଇବ କି ଟିମ୍ ଇଣ୍ତିଆ ?
ବିରାଟ ଏବଂ ସୂର୍ଯ୍ୟକୁମାର ଯାଦବ ସାଜିବେ ତ ମ୍ୟାଚ ୱିନର ? କାରଣ ସାମ୍ନା ସାମ୍ନି ହେବେ ରୋହିତ ଆଣ୍ଡ କୋ ଏବଂ ବଟଲର ବ୍ରିଗେଡ ।
ସୂର୍ଯ୍ୟକୁମାର ଯାଦବ ଯେପରି ବ୍ୟାଟିଂରେ ଜଲୱା ଦେଖାଉଛନ୍ତି ସେହିପରି ତାଙ୍କର ଆୟ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି ।
ଆଡିଲେଡରେ ପ୍ରାକ୍ଟିସ ବେଳେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି ।
ସମସ୍ତଙ୍କୁ ପଛରେ ପକାଇ ଆଇସିସିର ପ୍ଲେୟର ଅଫ୍ ଦ ମନ୍ଥ୍ ପୁରସ୍କାର ଜିତିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି।
ଦାନୁଷ୍କା ହୋଟେଲ୍ ରୁମ୍ରେ ଥିବାବେଳେ ରବିବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା। ଜଣେ ମହିଳା ଦାନୁଷ୍କାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।
ଅନିଶ୍ଚିତତାର ଖେଳ କ୍ରିକେଟ୍ କେତେବେଳେ ବି ଘଟିପାରେ କିଛି ଚମତ୍କାର। ଯାହାର ନମୁନା ଦେଖିବାକୁ ମିଳିଛି ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସଠାରୁ ହାରିଲେ ଓ ବାଂଲାଦେଶ ବିପକ୍ଷରେ ଜିତିଲେ ହିଁ ପାକିସ୍ତାନ ସେମିଫାଇନାଲ ଖେଳିପାରିବ ବୋଲି ହିସାବ କରାଯାଇଥିଲା। ଆଉ ଆଶ୍ଚର୍ଯ୍ୟଜନକ ଭାବେ ତାହା ହିଁ ହୋଇଛି।
ଭାରତ ବିପକ୍ଷରେ ପରାଜୟ ଓ ଜିମ୍ବାୱେ ବିରୁଦ୍ଧରେ ଆକସ୍ମିକ ଭାବେ ହାରିଯିବା ପରେ ଟି-ଟେଣ୍ଟି ବିଶ୍ୱକପ୍ ଆରମ୍ଭରୁ ହିଁ ମଉଳି ଯାଇଥିଲା ପାକିସ୍ତାନର ସେମି ଫାଇନାଲ ଖେଳିବା ଆଶା।
ଆଜି ଜିମ୍ବାୱେ ବିପକ୍ଷ ମ୍ୟାଚ୍ରେ କୋହଲି ବ୍ୟାଟିଂ କରୁଥିବା ବେଳେ ନିଶ୍ୱାସ ନେବାରେ ସଂଘର୍ଷ କରୁଥିଲେ ।
ଟି-୨୦ ବିଶ୍ୱକପ୍ରେ ଆଜି ଭାରତ ଓ ଜିମ୍ବାୱେ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଐତିହାସିକ ମେଲ୍ବର୍ଣ୍ଣ ଷ୍ଟାଡିୟମ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଛି ।
ଗୋଟିଏପଟେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍(T20 World Cup 2022) ମ୍ୟାଚ୍ ଚାଲିଥିବା ବେଳେ ଅନ୍ୟପଟେ ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁଣାତିଲକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି।
ଆସନ୍ତା ୬ରେ ପୁଣି ଭାରତ-ସ୍ପେନ୍ ମଧ୍ୟରେ ହେବ ଟକ୍କର ।
ଆଜି ବିରାଟ କୋହଲିଙ୍କ ଜନ୍ମଦିନ । ମହାନଦୀ ଜଳରାଶିରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ।