• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Social Media Updates

Viral Video
ଜନ୍ମ ଦିନରେ ଖଣ୍ଡାରେ କେକ୍‌ କାଟିଲେ ଯୁବକ, ଭିଡିଓ ଭାଇରାଲ

ଏହି ଭିଡିଓ ନୟାପଲ୍ଲି ଥାନା ଅଞ୍ଚଳର ବୋଲି କୁହାଯାଉଥିବା ବେଳେ ନୟାପଲ୍ଲି ଥାନା ପୋଲିସ୍ ତନାଘନା ଚଳାଇଛି ।

Viral Video
ଜନ୍ମରୁ ଗୋଡ଼ ନାହିଁ ହେଲେ ଏମିତି ଖେଳୁଛନ୍ତି ସମସ୍ତେ ତାଜୁବ

ଆମେ ଯେଉଁ ଖବର ବା ଯେଉଁ ପ୍ରେରଣାଦାୟୀ କାହାଣୀ ଆପଣଙ୍କୁ କହିବୁ ତାହା ଆପଣ ବୋଧ ହୁଏ କେବେ ଶୁଣିନଥିବେ ।

Man Barking Viral Video
BDOଙ୍କ ପାଖରେ ଏମିତି କୁକୁରଙ୍କ ଭଳି ଭୁକିଲେ ଯେ, ଦିନକରେ କାମ କମ୍ପ୍ଲିଟ୍‌

ସରକାରୀ ସ୍ତରରୁ କାମ ହାସଲ କରିବାକୁ ହେଲେ କ’ଣ ଏଭଳି ପ୍ରତିବାଦ କରିବାକୁ ହେବ ?

ICU Viral Video
ICU ଭିତରେ ବିନ୍ଦାସ ବୁଲୁଛି ଗାଈ, ରୋକିବାକୁ କେହି ନାହିଁ ! ଦେଖନ୍ତୁ ଭିଡିଓ..

ICU ଭିତରେ ଗାଈ ବୁଲିବା ନିହାତି ଭାବେ ଆଶ୍ଚର୍ଯ୍ୟ ଏବଂ ଚିନ୍ତାର ବିଷୟ ।

Donald Trump
୨୨ ମାସ ପରେ ଟ୍ୱିଟରକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ

ପୂର୍ବରୁ ବଲିଉଡ୍‌ କୁଇନ୍‌ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ମଧ୍ୟ ସଚଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କଙ୍ଗନାଙ୍କ ନାମ ଇଣ୍ଡଷ୍ଟ୍ରିର ସବୁଠାରୁ ବିନ୍ଦାସ୍ ଅଭିନେତ୍ରୀମାନଙ୍କ ତାଲିକାରେ ରହିଛି ।

Twitter Elon musk
କ’ଣ ସତରେ ସରି ସରି ଆସୁଛି ଟ୍ୱିଟରର ସମୟ ? କାହିଁକି ଟ୍ରେଣ୍ଡ କରୁଛି #RIPTwitter ?

ଏବେ ସୁଦ୍ଧା କେତେ ଜଣ କର୍ମଚାରୀ ଟ୍ୱିଟର ଛାଡ଼ିଛନ୍ତି ତାହା ତ ଜଣା ନାହିଁ କିନ୍ତୁ ଏହି ସଂଖ୍ୟା ସାଧାରଣଠାରୁ ଢ଼େର ଅଧିକ ବୋଲି ଅନୁମାନ କରାଯାଉଛି ।

Dancing Traffic Police
ଆଉ ଜଣେ ଡ୍ୟାନ୍ସିଂ ଟ୍ରାଫିକ୍‌ ପୋଲିସ, ଦେଖନ୍ତୁ ମଜାଦାର ଭିଡିଓ

ଟ୍ରାଫିକ୍‌ ପୋଲିସ ଜଣକ ନାଚୁଥିବା ଅବସ୍ଥାରେ ମଧ୍ୟ ସେ ସୂଚାରୁ ରୂପେ ଡ୍ୟୁଟି କରୁଛନ୍ତି ।

Whatsapp
ଆସିଲା ନୂଆ ଫିଚର ! ସୁବିଧା ନା ଅଡ଼ୁଆ..? ଏଣିକି ଦୁଇଟି ମୋବାଇଲ୍‌ରେ ଗୋଟିଏ ହ୍ୱାଟ୍‌ସଆପ୍‌

ଦୁଇ ଦୁଇଟି ମୋବାଇଲ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହି ଫିଚର ଖୁବ୍‌ ସହାୟକ ହେବ । ଯାହା ଦ୍ୱାରା ଅନେକ ସମସ୍ୟା ଦୂର ହେବ ।

cab driver
ଗାଡି ଡ୍ରାଇଭ୍ ବେଳେ ଅନର୍ଗଳ ସଂସ୍କୃତ କହୁଛନ୍ତି ଡ୍ରାଇଭର

ଗାଡି ଚଳାଉଛନ୍ତି …ଅନର୍ଗଳ ସଂସ୍କୃତ କହୁଛନ୍ତି କାର୍ ଡ୍ରାଇଭର। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ…

Viral Video
ଟ୍ରାକ୍ ପାର୍ ହେଉ ହେଉ ଉପରେ ଚଢିଗଲା ଟ୍ରେନ୍। ତା’ପରେ....

ତରତର ହୋଇ ପାର ହେଉଥିଲେ ରେଳ ଲାଇନ୍‌। ବାସ୍‌ ଏତିକି ବେଳେ ଚଢିଗଲା ଟ୍ରେନ୍‌। ଦେଖନ୍ତୁ ତା’ପରେ ହେଲା କ’ଣ?

Viral Video
ଏମିତି ଆମ ସ୍ୱାସ୍ଥ୍ୟସେବା ! ଏଠି ସିକ୍ୟୁରିଟି ଗାର୍ଡ ବି ଡାକ୍ତର.. ଦେଖନ୍ତୁ ଭିଡିଓ

ମେଡିକାଲର ଅସ୍ଥାୟୀ ସୁରକ୍ଷାକର୍ମୀ କେତେବେଳେ ରୋଗୀ ଚିକିତ୍ସା କରୁଛନ୍ତି ତ ଆଉ କେତେବେଳେ ହସ୍ପିଟାଲରେ ରଂଗ ମାରୁଥିବା ଦେଖିବାକୁ ମିଳିଛି ।

Lottery
ଫରାରୀ-ପୋର୍ଚେ ଆଉ ପ୍ରଚୁର ଟଙ୍କା ଅଛି, ଖାଲି ଖର୍ଚ୍ଚ କରିବାକୁ ଗର୍ଲଫ୍ରେଣ୍ଡ ଲୋଡ଼ା

ଏମିତି କାହାଣୀ ଯାହା ଶୁଣିଲେ ଆପଣ ବି ଭାବିବେ ଆଉ କହିବେ । ଜୀବନରେ ଟଙ୍କା ସବୁ କିଛି ନୁହେଁ ।

Love Story
ଏମିତି ବି ପ୍ରେମ ହୁଏ, ଆଉ ବିବାହ ମଧ୍ୟ ! ପଢ଼ନ୍ତୁ ସୁନ୍ଦର କାହାଣୀ..

ଯୁବକଙ୍କ ନା ହାଫିଜ୍‌ ମହମ୍ମଦ ନଦୀମ । ଆଉ ମହିଳା ଜଣକ ହେଉଛନ୍ତି ପୋଲାଣ୍ଡ ଦେଶର ମୂଳ ବାସିନ୍ଦା । ତାଙ୍କର ନା ବ୍ରୋମା ।

Viral Video
ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ, ଦେଖନ୍ତୁ ମଜାଦାର ଭିଡିଓ..

ହିନ୍ଦିରେ ବି ଗୋଟିଏ କଥା ଅଛି, ଉପର ବାଲେ କି ଲାଠି ମେ ଆବାଜ୍ ନେହିଁ ହୋତା ।

Digital payment at the countrys last tea shop
ଭାରତର ‘ଶେଷ ଚା’ ଦୋକାନ’ରେ ଡିଜିଟାଲ୍ ସେବା

UPI ତାହା କରିଦେଖେଇଛି ଯାହା କଳ୍ପନା କରିଥିଲା। ଦେଶର ଶେଷ ସୀମାରେ ଡିଜିଟାଲ ସେବା ପହଞ୍ଚିପାରିଛି। ଏହାକୁ ନେଇ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

Tea with a shot of old monk goes viral in goa
ଏଇଠି ମିଳୁଛି ‘ଓଲ୍ଡ ମଙ୍କ୍‌ ଟି’; କିଏ କହୁଛି ଚମତ୍କାର, କିଏ କହୁଛି ସ୍ୱାଦିଷ୍ଟ

ଆପଣ କେବେ ମଦ୍ୟ ଚା’ ବିଷୟରେ ଶୁଣିଛନ୍ତି କି? ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠି ମିଳୁଛି ଏହି ଚା’। ଏହାର ନାଁ ରହିଛି ‘ଓଲ୍ଡ ମଙ୍କ୍‌ ଟି’। ଜାଣନ୍ତୁ କେଉଁଠି ମିଳୁଛି।

How to delete gmail messages in bulk on your mobile
Gmail ଆକାଉଣ୍ଟରୁ କିପରି ଏକାଧିକ ଅଦରକାରୀ ମେସେଜ୍ ଡିଲିଟ୍ କରିବେ

Gmai ଆକାଉଣ୍ଟରେ ଅଦରକାରୀ ବାର୍ତ୍ତା ଭର୍ତ୍ତି ହୋଇଗଲେ ଗୁଗୁଲ୍ ଡ୍ରାଇଭରେ ବହୁତ ସ୍ଥାନ ନେଇପାରନ୍ତି। ଏପରି ପରିସ୍ଥିତିରେ ଏ ସବୁକୁ ଏକାବେଳେ ଡିଲିଟ୍ କରିବାକୁ ଜାଣନ୍ତୁ ପ୍ରକ୍ରିୟା।

Accident
ଫିଲ୍ମ ଷ୍ଟାଇଲ୍‌ରେ ଛିଟିକି ପଡ଼ିଲେ, ତାପରେ ଫଟୋ ପୋଜ୍‌ ଦେଲେ.. ଦେଖନ୍ତୁ ଓରିଜିନାଲ ଭାଇରାଲ ଭିଡିଓ

ଆର୍ଟିଫିସିଆଲ ଭିଡିଓ ବଜାରକୁ ଆସିଲେ ବି ଓରିଜିନାଲ ଭିଡଓ ଆଗରେ ସବୁ ଫିକା ।

Crocodile Rescue
ଅଚାନକ ରାତି ଅଧରେ ବିକଳିଆ ରଡ଼ି ଛାଡ଼ିଲା ଛେଳି, ଦେଖିଲା ବେଳକୁ ଘର ଭିତରେ କୁମ୍ଭୀର

କୁମ୍ଭୀର ଘର ଭିତରେ ପଶିବା ପରେ କବାଟ ବନ୍ଦ କରିଦିଆଯାଇଥିଲା । ଆଉ ସମସ୍ତେ ଘର ବାହାରେ ରାତି ତମାମ ଅନିଦ୍ରା ରହି ଅପେକ୍ଷା କରିଥିଲେ ।

Viral Video
Viral Video: ଦୁଇ ମହିଳାଙ୍କ ମଧ୍ୟରେ ଚୁଟି ଝିଙ୍କା-ଝିଙ୍କି ମାରପିଟି ! ଦେଖନ୍ତୁ...

ମାଡ ଗୋଳ ଏତେ ଅଧିକ ଥିଲା ଯେ, କେହି କାହାକୁ ଛାଡିବାକୁ ନାରାଜ । ସ୍ଥିତି ଏମିତି ହୋଇଥିଲା ଯେ, ଏମାନେ ପୋଲିସ କର୍ମଚାରୀଙ୍କୁ ବି ମାଡ ମାରିଥିଲେ ।

Viral Video
Viral Video: କୁକୁର ଭଳି ସିଂହ ବେକରେ ଚେନ୍‌ ବାନ୍ଧି ମର୍ଣ୍ଣିଂ ୱାକ୍‌

ଏହି ଭାଇରାଲ ଭିଡିଓ ଦେଖିଲେ ଆପଣଙ୍କୁ ଯେତିକି ଖୁସି ଲାଗିବ ବା ଭଲ ଲାଗିବ ସେତିକି ଭୟ ବି ଲାଗିବ । କାରଣ ଭିଡିଓରେ ଠିକ୍‌ ସେମିତି କିଛି ରହିଛି ।

Samosa Viral Video
ବାପ୍‌ରେ ବାପ୍‌ ଏତେ ବଡ଼ ସିଙ୍ଗଡ଼ା, ଓଜନ ୮ କେଜି..! ହର୍ସଙ୍କୁ ପତ୍ନୀ କହିଥିଲେ ଗୋଟିଏରୁ ଅଧିକ ଖାଇବନି..

ଆଜି ଆମେ ଆପଣଙ୍କୁ ଯେଉଁ ସିଙ୍ଗଡ଼ା ଦେଖାଇବୁ ତାକୁ ଜଣେ ମଣିଷ କେବେ ବି ଏକା ଖାଇପାରିବ ନାହିଁ । କାରଣ ଏହାର ଆକାର ଆଉ ଓଜନ ଦେଖିଲେ ଆପଣଙ୍କର ବି ହୋସ୍‌ ଉଡ଼ିଯିବ ।

congress leader rahul gandhi
ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ପରେ ମା’ଙ୍କୁ ନେଇ ଭାବବିହ୍ୱଳ ହେଲେ ରାହୁଲ

ପାରିବାରିକ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠୁଛି ଜାତୀୟ କଂଗ୍ରେସ। ୨୫ ବର୍ଷ ପରେ ଗାନ୍ଧି ପରିବାର ହାତରୁ ଯାଇଛି ସଭାପତି ପଦ। ମଲ୍ଲିକାର୍ଜ୍ଜୁନ ଖଡଗେ ଆଜି କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ୨ ଦଶକରୁ ଅଧିକ ସମୟ ଧରି ଦଳକୁ ସମ୍ଭାଳିବା ପରେ ସୋନିଆ ଗାନ୍ଧି ଏବେ ଏହି ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି।

Elephant
ହାତୀ କହୁଛି ‘ମୋତେ ବି ବସ୍‌ରେ ନିଅ, ମୁ ଯିବି’ ! ଦେଖନ୍ତୁ ମଜାଦାର ଭାଇରାଲ ଭିଡିଓ...

ଭାଇରାଲ ଭିଡିଓରେ ବସ୍‌ ଭିତରକୁ ଛୋଟିଆ ରାସ୍ତା ଦେଇ ଯିବାକୁ ଉଦ୍ୟମ କରୁଛି ହାତୀ ।

Joe Biden Trolled
ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ଙ୍କୁ ନେଇ ପୁଣି ଜବରଦସ୍ତ ଟ୍ରୋଲ ! ହସିଲେ ୟୁଜର୍ସ...

ସାରା ବିଶ୍ୱରେ ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ହେଲା ଆମେରିକା । ଆଉ ଏହାର ହର୍ତ୍ତାକର୍ତ୍ତା ହେଉଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍‌ ।