• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Social Media Updates

Wedding Invitation
ବିବାହ ନିମନ୍ତ୍ରଣ କାର୍ଡରେ ଅତିଥିଙ୍କୁ ଅଶ୍ଲୀଳ ୱେବ୍‌ସାଇଟ୍‌ ଖୋଲି ଅପ୍‌ଡେଟ୍‌ ନେବାକୁ କହିଲେ କନ୍ୟା..!

ଜଣେ ମହିଳାଙ୍କ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ଉକ୍ତ ନିମନ୍ତ୍ରଣ କାର୍ଡରେ ଏକ ବିରାଟ ତ୍ରୁଟି ଦେଖିବାକୁ ମିଳିଥିଲା ।

OLA
OLAକୁ ଝଟ୍‌କା ! ଅଧିକ ଟଙ୍କା ଚାର୍ଜ କରୁଥିଲା, ଏବେ ଫସିଲା..

ଜାବେଜ ସାମୁଏଲ ନାମକ ଏହି ଅଭିଯୋଗକାରୀ କରିଛନ୍ତି ଯେ, ସେ ତାଙ୍କ ପତ୍ନୀ ଏବଂ ଜଣେ ସହକାରୀ ଗତ ୧୯ ଅକ୍ଟୋବର ୨୦୨୧ରେ ଚାରି ଘଣ୍ଟା ପାଇଁ ଏକ ଓଲା କ୍ୟାବ ଭଡ଼ାରେ ନେଇଥିଲେ ।

Dipika Chikhlia
ଭୁଲ୍‌ କଲେ ଭଗବାନଙ୍କ ଆଖିରୁ ବର୍ତ୍ତିଯିବ ! ହେଲେ ସୋସିଆଲ ମିଡିଆରୁ ଅସମ୍ଭବ..

ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଟ୍ୱିଟ୍‌କୁ ଡିଲିଟ୍‌ କରିଦେଇଥିଲେ ଦିପିକା ।

Video Viral
ବୟସ ୭୦ ଟପିଲାଣି, ତଥାପି ମୁଣ୍ଡରେ ପାଛିଆ ମୁଣ୍ଡାଇ ପାମ୍ପଡ଼ ବିକୁଛନ୍ତି ବୃଦ୍ଧା ! ଭାଇରାଲ ହେଉଛି ଭିଡିଓ..

ଘରର ସେ ଏକମାତ୍ର ରୋଜଗାରିଆ ହୋଇଥିବା କାରଣରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମିତି ବୁଲି ବୁଲି କରୁଛନ୍ତି ପାମ୍ପଡ ବେପାର ।

Case Against Railway
୨୦ ଟଙ୍କା ପାଇଁ ୨୨ ବର୍ଷ କେସ୍‌ ଲଢ଼ିଲେ, ଶେଷରେ ଜିତିଲେ..

୧୯୯୯ ମସିହାରେ ତୁଙ୍ଗନାଥ ଚତୁର୍ବେଦୀ, ଯିଏ କି ଜଣେ ଆଇନଜୀବୀ । ସେ ମଥୁରାରୁ ମୋରାଦାବାଦ ଯିବା ପାଇଁ ଦୁଇଟି ରେଳ ଟିକେଟ୍ କାଟିଲେ । ପ୍ରତି ଟିକେଟ୍‌ର ଦାମ ଥିଲା ୩୫ ଟଙ୍କା । ହେଲେ ତାଙ୍କଠାରୁ ୭୦ ବଦଳରେ ରଖାଯାଇଥିଲା ୯୦ ଟଙ୍କା ।

Malaysia Man Declared dead
ଆଶ୍ଚର୍ଯ୍ୟ ! ଥାନାକୁ FIR ଦେବାକୁ ଯାଇଥିଲେ ବୃଦ୍ଧ, ଥାନା ବାବୁ କହିଲେ, ‘ଆପଣ ମୃତ’

ଉକ୍ତ ବ୍ୟକ୍ତିଙ୍କର ଏକ ଜରୁରୀ ଡକ୍ୟୁମେଣ୍ଟ ହଜିଯାଇଥିଲା । ତାକୁ ପୁଣି ଥରେ ପାଇବା ପାଇଁ ସେ ଥାନାକୁ ଯାଇଥିଲେ, FIR ଦେବାକୁ ।

Marriage
ବିବାହରେ ମଡେଲଙ୍କ ଅଜବ ସର୍ତ୍ତ ! ଆସିବ ଯଦି ନିଜ ଖାଇବା ଖର୍ଚ୍ଚ ନିଜେ ଦେବ

ବିବାହ ଉତ୍ସବରେ ଯେଉଁ ଅତିଥିମାନେ ଆସନ୍ତି ସେମାନେ ଉପହାର ଯାହା ବି ଦିଅନ୍ତୁ, କିନ୍ତୁ ସେମାନଙ୍କ ପାଇଁ ଭଲ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥାଏ । ଏମିତି ବ୍ୟବସ୍ଥା ନଥାଏ ଯେ, ଯିଏ ଭଲ ଉପହାର ଦେବ ତାଙ୍କୁ ଭଲ ଖାଇବା, ଆଉ ଯିଏ କମ୍‌ ଉପହାର ଦେବ ତାଙ୍କୁ ସାଧା ସିଧା ଖାଇବା ।

Honeymoon trip
୨୦୧୨ରେ ବିବାହ କରିଥିଲେ, ଏବେ ସୁଦ୍ଧା ୬୫ ଦେଶ ବୁଲି ସାରିଲେଣି ତଥାପି ସରୁନି ହନିମୁନ୍‌ ଟ୍ରିପ୍

ଆପଣ ଯଦି ନ୍ୟୁୟର୍କର ଆନ୍ ଏବଂ ମାଇକ୍ ହାୱାର୍ଡଙ୍କୁ ପଚାରିବେ ତେବେ ସେ କହିବେ ହନିମୁନ ଟ୍ରିପ୍‌ ସରିବ ନାହିଁ । ଏହି ଦମ୍ପତ୍ତି ୨୦୧୨ ମସିହାରେ ବିବାହ କରିଥିଲେ ।

Book an Uber cab on WhatsApp NOW!
ଏଣିକି ହ୍ୱାଟ୍ସଆପରେ ବୁକ୍ କରିପାରିବେ କ୍ୟାବ୍ !

ହ୍ୱାଟ୍ସଆପରେ ଆସିଲା ନୂଆ ଫିଚର । କେମିତି ବୁକ୍ କରିବେ କ୍ୟାବ୍ ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

Elephant Attack, Viral Video
ଲୋକଙ୍କ ଆଖି ଆଗରେ ପୂଜାରୀଙ୍କୁ ଦଳି ମାରିଦେଲା ଦନ୍ତା ! ଦେଖନ୍ତୁ ଭିଡିଓ..

ଆଉ ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ତାହା କୌଣସି ସାଧାରଣ ମଣିଷ ପକ୍ଷେ ଦେଖିବା କଷ୍ଟକର । ନରମ ହୃଦୟବାନ ଲୋକ ଏହା ଦେଖିବା ମନା । 

Russia - Ukraine
ଋଷିଆ ବରକୁ ୟୁକ୍ରେନ୍‌ କନିଆଁ, କେମିତି ହେଲା ପ୍ରେମ ? ସନାତନ ଧର୍ମରେ କଲେ ବିବାହ..

କୁହାଯାଏ ପ୍ରେମ ମାନେ ନାହିଁ ବନ୍ଧ ବାଡ଼ । ଦେଖେ ନାହିଁ ଜାତି, ଧର୍ମ କିମ୍ବା ବର୍ଣ୍ଣ । ପ୍ରେମ ଯେ କୌଣସି ପରିସ୍ଥିତିରେ ବି ଆଗକୁ ବଢ଼ିବାକୁ ଶକ୍ତି ଦେଇଥାଏ ।

Draupadi Murmu
ରେକର୍ଡ ଭାଙ୍ଗିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ! ଚର୍ଚ୍ଚାରେ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆ ଫେସ୍‌ବୁକ୍‌ ଆକାଉଣ୍ଟ ?

ସୋସିଆଲ ମିଡିଆରେ ତାଙ୍କ ଆକାଉଣ୍ଟ ଭେରିଫାଏ ହେବା ପୂର୍ବରୁ ତାଙ୍କୁ ଏତେ ମାତ୍ରାରେ ଲୋକ ଫଲୋ କରିଛନ୍ତି ଯେ, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।

Whats app
ହ୍ୱାଟ୍ସଆପ୍‌ରେ ଆସୁଛି ନୂଆ ଫିଚର, ଗ୍ରୁପ୍‌ ଆଡ୍‌ମିନ୍‌ଙ୍କୁ ମିଳିବ ବଡ଼ କ୍ଷମତା

ଯେବେଠାରୁ ମେଟା ଏହି ମେସେଜିଂ ଆପ୍‌କୁ କିଣିଛି, ସେବେଠାରୁ ଏମିତି ଅନେକ ଛୋଟ ମୋଟ ପରିବର୍ତ୍ତନ ହେଉଥିବା ଦେଖାଯାଇଛି ।

The Real Life Devil
ଫିଲ୍ମ ନୁହେଁ, ଏ ହେଉଛନ୍ତି ରିଅଲ ଲାଇଫ୍‌ ଡେଭିଲ ! ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ..

ଦେହରେ ପାଖାପାଖି ୭୦ ଭାଗ ଟାଟୁ କରିଛନ୍ତି । କାନରେ ବିରାଟ କାୟ କୁଣ୍ଡଳ ଲଗାଇଛନ୍ତି । ମୁହଁରେ ମଧ୍ୟ ଅତି ବିରକ୍ତିକର ଦେଖାଗଲା ଭଳି ଟାଟୁ ଆଙ୍କିଛନ୍ତି ।

 George Woodville
କି ଅଜବ ଚିନ୍ତା ! ଧନୀ ହେବେ ବୋଲି ପିନ୍ଧୁ ନାହାନ୍ତି ଜୋତା, ବିକ୍ରି କରୁଛନ୍ତି ନିଜ ପାଦର ଫଟୋ..

ଏହି ଖାଲି ପାଦ ଫଟୋ ହିଁ ଦିନେ ତାଙ୍କୁ ଧନୀ କରିବ । ଆଉ ସେହି ପାଦ ଫଟୋ ପୋଷ୍ଟ କରି ସେ ସେଥିରୁ ରୋଜଗାର କରିବେ । 

Elephant Rescued
ଛୁଆ ହାତୀକୁ ବଞ୍ଚାଇବାକୁ ଯାଇ ଫସିଲା ମାଆ ହାତୀ, ଉଦ୍ଧାର ବେଳର ଭିଡିଓ ଏବେ ଭାଇରାଲ

ପାର୍କ ଓ ବନ ବିଭାଗ କତ୍ତୃପକ୍ଷ ତା ସାଙ୍ଗକୁ ପଶୁ ବିଶେଷଜ୍ଞ ଟିମ୍ ଲାଗି ପଡ଼ିଛନ୍ତି ହାତୀ ରେସକ୍ୟୁ ଅପରେସନରେ । ରାସ୍ତା କଡ଼ରେ ଥିବା ଏକ ଡ୍ରେନ୍‌ରେ ଗଳି ପଡ଼ିଥିଲା ଏହି ବର୍ଷକର ହାତୀ ଛୁଆ । ତାକୁ ଉଦ୍ଧାର କରିବାକୁ ଯାଇ ଫସିଯାଇଥିଲା ମାଆ ହାତୀ ।

Fake Viral Video On Fastag
ଫାସ୍‌ଟ୍ୟାଗ୍‌ରୁ ଗାଏବ ହୋଇପାରିବ କି ଟଙ୍କା..? ପିଆଇବି ଦେଲା ସୂଚନା

ଏହି ଭିଡିଓରେ ଯେଉଁ ଦାବି କରାଯାଇଛି, ସେ ନେଇ ପିଆଇବି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

100 Kilo Cake
Video: କୁକୁର ଜନ୍ମ ଦିନରେ ଏକ କ୍ୱିଣ୍ଟାଲର କେକ୍‌, ୪୦୦୦ ଲୋକଙ୍କ ପାଇଁ ଭୋଜି !

୪୦୦୦ ଲୋକଙ୍କ ପାଇଁ ସାଧା ଏବଂ ଆମିଷ ଭୋଜିର ଆୟୋଜନ କରାଯାଇଥିଲା । ଲୋକେ ଭୋଜିଭାତ ଖାଇବା ସହ ଧୁମ୍‌ ନାଚ ଗୀତ ମଧ୍ୟ କରିଥିଲେ ।

  • Friday, 24 June 2022
sea
ସମୁଦ୍ରରେ ଗାଧୋଉଥିଲେ ପର୍ଯ୍ୟଟକ : ହଠାତ୍ ଆକାଶରୁ ଖସିଲା ବିମାନ

ସବୁ ଦିନ ଭଳି ସେଦିନ ଚଳଚଞ୍ଚଳ ଥିଲା ସମୁଦ୍ର କୂଳ। ଗାଧୋଉଥିଲେ ପର୍ଯ୍ୟଟକ। ହଠାତ୍ ଆକାଶରୁ ଖସି ପଡିଲା ଗୋଟିଏ ବିମାନ।

journalist
ସାକ୍ଷାତକାର ସମୟରେ ହଠାତ୍ ଟଳି ପଡ଼ିଲେ ଓକିଲ, ଜୀବନ ବଞ୍ଚାଇଲେ ସାମ୍ବାଦିକ

ଜଣେ ଓକିଲଙ୍କୁ ନୂଆ ଜୀବନ ଦେଇଛନ୍ତି ଜଣେ ସାମ୍ୱାଦିକ । ଏହି ସାମ୍ୱାଦିକଙ୍କୁ ଢେର୍ ପ୍ରଶଂସା ମିଳୁଛି । ନିଜ କର୍ତ୍ତବ୍ୟକୁ ପଛ କରି ଜଣେ ସାମ୍ୱାଦିକ ମାନବିକତାର ପରିଚୟ ଦେଇ ଜଣଙ୍କ ଜୀବନ ବଞ୍ଚାଇଛନ୍ତି ।

fire golgappa
‘ଫାୟାର ପାନ’ ପରେ ‘ଫାୟାର ଗୁପଚୁପ୍’; ସ୍ୱାଦ ଜାଣିବା ପାଇଁ ବଢ଼ୁଛି ଆଗ୍ରହ

ଫାୟାର ଗୁପଚୁପ ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ପ୍ରଶ୍ନ କରିଛନ୍ତି କି ଦୋକାନୀ ଗୁପଚୁପ ପାଣିରେ କିପରି ନିଆଁ ଲଗାଇ ପାରୁଛନ୍ତି । ନଭେମ୍ୱର ୨୬ ରେ କୃପାଲି ପଟେଲ ନାମକ ଜଣେ ଯୁବତୀ ଏହି ଭିଡିଓକୁ ନିଜ ଇନଷ୍ଟ୍ରାଗ୍ରାମରେ ଅପଲୋଡ କରିଛନ୍ତି । ଯାହାକୁ ୫୦ ହଜାରରୁ ଅଧିକ ଲୋକ ଲାଇକ କରି ସାରିଲେଣି।

jaypore
କି ସାହସ ! ଫୁଟୁଥିବା ତେଲ କଡ଼େଇରେ ହାତ ଭର୍ତ୍ତି କରି ଚିକେନ୍ ଛାଣୁଛନ୍ତି ଦୋକାନୀ, ଭିଡିଓ ଭାଇରାଲ୍

ଦୋକାନୀଙ୍କ କି ସାହସ, ତେଲ କଡ଼େଇରୁ ହାତରେ ଚିକେନ୍ ଛାଣି ଆଣୁଛନ୍ତି ।

bachpan-ka-pyar-song-singer-sahdev
ଜାନେ ମେରି ଜାନେମନ୍, ବଚପନ୍ କା ପ୍ୟାର୍... ସୋସିଆଲ୍ ମିଡିଆରେ ଷ୍ଟାର୍ ପାଲଟିଲେ ସୁକମାର ସହଦେବ

ପଞ୍ଚମ ଶ୍ରେଣୀରେ ଗାଇଥିଲେ, ଏବେ ସପ୍ତମ ଶ୍ରେଣୀରେ ଭାଇରାଲ୍ । ସ୍କୁଲରେ ଶିକ୍ଷକଙ୍କ ଆଗରେ ସହଦେବ ଗାଇଥିବା ବଚପନ୍ କା ପ୍ୟାର୍ ଗୀତକୁ ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣାଉଛନ୍ତି

ticket-1
ବିମାନ ବାତିଲ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ : ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ସୂଚନା

If a flight is cancelled & it is the airlines’ fault, then the passenger has to be compensated or ticket has to be refunded. If a flight is delayed, the passenger will be compensated in various ways: Jayant Sinha, MoS Aviation. pic.twitter.com/Tm2pZwG90A — ANI (@ANI) 22 May 2018

  • Saturday, 17 July 2021