ଏବେ ସୁଦ୍ଧା କେତେ ଜଣ କର୍ମଚାରୀ ଟ୍ୱିଟର ଛାଡ଼ିଛନ୍ତି ତାହା ତ ଜଣା ନାହିଁ କିନ୍ତୁ ଏହି ସଂଖ୍ୟା ସାଧାରଣଠାରୁ ଢ଼େର ଅଧିକ ବୋଲି ଅନୁମାନ କରାଯାଉଛି ।
ଟ୍ରାଫିକ୍ ପୋଲିସ ଜଣକ ନାଚୁଥିବା ଅବସ୍ଥାରେ ମଧ୍ୟ ସେ ସୂଚାରୁ ରୂପେ ଡ୍ୟୁଟି କରୁଛନ୍ତି ।
ଦୁଇ ଦୁଇଟି ମୋବାଇଲ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହି ଫିଚର ଖୁବ୍ ସହାୟକ ହେବ । ଯାହା ଦ୍ୱାରା ଅନେକ ସମସ୍ୟା ଦୂର ହେବ ।
ଗାଡି ଚଳାଉଛନ୍ତି …ଅନର୍ଗଳ ସଂସ୍କୃତ କହୁଛନ୍ତି କାର୍ ଡ୍ରାଇଭର। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ…
ତରତର ହୋଇ ପାର ହେଉଥିଲେ ରେଳ ଲାଇନ୍। ବାସ୍ ଏତିକି ବେଳେ ଚଢିଗଲା ଟ୍ରେନ୍। ଦେଖନ୍ତୁ ତା’ପରେ ହେଲା କ’ଣ?
ମେଡିକାଲର ଅସ୍ଥାୟୀ ସୁରକ୍ଷାକର୍ମୀ କେତେବେଳେ ରୋଗୀ ଚିକିତ୍ସା କରୁଛନ୍ତି ତ ଆଉ କେତେବେଳେ ହସ୍ପିଟାଲରେ ରଂଗ ମାରୁଥିବା ଦେଖିବାକୁ ମିଳିଛି ।
ଏମିତି କାହାଣୀ ଯାହା ଶୁଣିଲେ ଆପଣ ବି ଭାବିବେ ଆଉ କହିବେ । ଜୀବନରେ ଟଙ୍କା ସବୁ କିଛି ନୁହେଁ ।
ଯୁବକଙ୍କ ନା ହାଫିଜ୍ ମହମ୍ମଦ ନଦୀମ । ଆଉ ମହିଳା ଜଣକ ହେଉଛନ୍ତି ପୋଲାଣ୍ଡ ଦେଶର ମୂଳ ବାସିନ୍ଦା । ତାଙ୍କର ନା ବ୍ରୋମା ।
ହିନ୍ଦିରେ ବି ଗୋଟିଏ କଥା ଅଛି, ଉପର ବାଲେ କି ଲାଠି ମେ ଆବାଜ୍ ନେହିଁ ହୋତା ।
UPI ତାହା କରିଦେଖେଇଛି ଯାହା କଳ୍ପନା କରିଥିଲା। ଦେଶର ଶେଷ ସୀମାରେ ଡିଜିଟାଲ ସେବା ପହଞ୍ଚିପାରିଛି। ଏହାକୁ ନେଇ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ଆପଣ କେବେ ମଦ୍ୟ ଚା’ ବିଷୟରେ ଶୁଣିଛନ୍ତି କି? ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠି ମିଳୁଛି ଏହି ଚା’। ଏହାର ନାଁ ରହିଛି ‘ଓଲ୍ଡ ମଙ୍କ୍ ଟି’। ଜାଣନ୍ତୁ କେଉଁଠି ମିଳୁଛି।
Gmai ଆକାଉଣ୍ଟରେ ଅଦରକାରୀ ବାର୍ତ୍ତା ଭର୍ତ୍ତି ହୋଇଗଲେ ଗୁଗୁଲ୍ ଡ୍ରାଇଭରେ ବହୁତ ସ୍ଥାନ ନେଇପାରନ୍ତି। ଏପରି ପରିସ୍ଥିତିରେ ଏ ସବୁକୁ ଏକାବେଳେ ଡିଲିଟ୍ କରିବାକୁ ଜାଣନ୍ତୁ ପ୍ରକ୍ରିୟା।
ଆର୍ଟିଫିସିଆଲ ଭିଡିଓ ବଜାରକୁ ଆସିଲେ ବି ଓରିଜିନାଲ ଭିଡଓ ଆଗରେ ସବୁ ଫିକା ।
କୁମ୍ଭୀର ଘର ଭିତରେ ପଶିବା ପରେ କବାଟ ବନ୍ଦ କରିଦିଆଯାଇଥିଲା । ଆଉ ସମସ୍ତେ ଘର ବାହାରେ ରାତି ତମାମ ଅନିଦ୍ରା ରହି ଅପେକ୍ଷା କରିଥିଲେ ।
ମାଡ ଗୋଳ ଏତେ ଅଧିକ ଥିଲା ଯେ, କେହି କାହାକୁ ଛାଡିବାକୁ ନାରାଜ । ସ୍ଥିତି ଏମିତି ହୋଇଥିଲା ଯେ, ଏମାନେ ପୋଲିସ କର୍ମଚାରୀଙ୍କୁ ବି ମାଡ ମାରିଥିଲେ ।
ଏହି ଭାଇରାଲ ଭିଡିଓ ଦେଖିଲେ ଆପଣଙ୍କୁ ଯେତିକି ଖୁସି ଲାଗିବ ବା ଭଲ ଲାଗିବ ସେତିକି ଭୟ ବି ଲାଗିବ । କାରଣ ଭିଡିଓରେ ଠିକ୍ ସେମିତି କିଛି ରହିଛି ।
ଆଜି ଆମେ ଆପଣଙ୍କୁ ଯେଉଁ ସିଙ୍ଗଡ଼ା ଦେଖାଇବୁ ତାକୁ ଜଣେ ମଣିଷ କେବେ ବି ଏକା ଖାଇପାରିବ ନାହିଁ । କାରଣ ଏହାର ଆକାର ଆଉ ଓଜନ ଦେଖିଲେ ଆପଣଙ୍କର ବି ହୋସ୍ ଉଡ଼ିଯିବ ।
ପାରିବାରିକ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠୁଛି ଜାତୀୟ କଂଗ୍ରେସ। ୨୫ ବର୍ଷ ପରେ ଗାନ୍ଧି ପରିବାର ହାତରୁ ଯାଇଛି ସଭାପତି ପଦ। ମଲ୍ଲିକାର୍ଜ୍ଜୁନ ଖଡଗେ ଆଜି କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ୨ ଦଶକରୁ ଅଧିକ ସମୟ ଧରି ଦଳକୁ ସମ୍ଭାଳିବା ପରେ ସୋନିଆ ଗାନ୍ଧି ଏବେ ଏହି ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି।
ଭାଇରାଲ ଭିଡିଓରେ ବସ୍ ଭିତରକୁ ଛୋଟିଆ ରାସ୍ତା ଦେଇ ଯିବାକୁ ଉଦ୍ୟମ କରୁଛି ହାତୀ ।
ସାରା ବିଶ୍ୱରେ ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ହେଲା ଆମେରିକା । ଆଉ ଏହାର ହର୍ତ୍ତାକର୍ତ୍ତା ହେଉଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍ ।
ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍ ଜନିତ ସମସ୍ୟାରୁ କେମିତି ମୁକୁଳିବେ ସେନେଇ ଜଣାଇବୁ ।
ଅଙ୍ଗେ ନିଭେଇଥିବା ମଣିଷ ହିଁ ବୁଝି ପାରେ ଭୋକର ଦୁଃଖ । ଏ ଭୋକ ବିଶେଷ କିଛି ଖୋଜେନି। ଖୋଜିଥାଏ ମୁଠାଏ ମାତ୍ର ଖାଦ୍ୟ। ତଥାପି ତାକୁ ସେତକ ମିଳି ନ ଥାଏ।
ନିର୍ଭେଜାଲ ହସ ପାଖରେ ଫିକା ପଡ଼ିଯାଏ ଟଙ୍କାର ମୂଲ୍ୟ। ମନଲୋଭା ହସ ପାଖରେ ଭୁଲ ହୋଇଯାଏ ଲାଭ କ୍ଷତିର ହିସାବ ।
ମାଙ୍କଡ଼ର ମଣିଷ ପ୍ରତି ଭଲ ପାଇବା । ଯାହାକି ସାଧାରଣତଃ ଜୀବଶ୍ରେଷ୍ଠ ମଣିଷ ପାଖରେ ଅନେକ ସମୟରେ ଦେଖା ଯାଇନଥାଏ ।
ବାଣ ଫୁଟିବା ପରେ ଗଛ ଉଠିବ ଆଉ ସବୁଜିମା ହେବ ପରିବେଶ । ସେଥିପାଇଁ ବାଣ ଭିତରେ ଖଞ୍ଜାଯାଇଛି ମଞ୍ଜି ।