ଏହି ଭାଇରାଲ ଭିଡିଓ ଦେଖିଲେ ଆପଣଙ୍କୁ ଯେତିକି ଖୁସି ଲାଗିବ ବା ଭଲ ଲାଗିବ ସେତିକି ଭୟ ବି ଲାଗିବ । କାରଣ ଭିଡିଓରେ ଠିକ୍ ସେମିତି କିଛି ରହିଛି ।
ଆଜି ଆମେ ଆପଣଙ୍କୁ ଯେଉଁ ସିଙ୍ଗଡ଼ା ଦେଖାଇବୁ ତାକୁ ଜଣେ ମଣିଷ କେବେ ବି ଏକା ଖାଇପାରିବ ନାହିଁ । କାରଣ ଏହାର ଆକାର ଆଉ ଓଜନ ଦେଖିଲେ ଆପଣଙ୍କର ବି ହୋସ୍ ଉଡ଼ିଯିବ ।
ପାରିବାରିକ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠୁଛି ଜାତୀୟ କଂଗ୍ରେସ। ୨୫ ବର୍ଷ ପରେ ଗାନ୍ଧି ପରିବାର ହାତରୁ ଯାଇଛି ସଭାପତି ପଦ। ମଲ୍ଲିକାର୍ଜ୍ଜୁନ ଖଡଗେ ଆଜି କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ୨ ଦଶକରୁ ଅଧିକ ସମୟ ଧରି ଦଳକୁ ସମ୍ଭାଳିବା ପରେ ସୋନିଆ ଗାନ୍ଧି ଏବେ ଏହି ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି।
ଭାଇରାଲ ଭିଡିଓରେ ବସ୍ ଭିତରକୁ ଛୋଟିଆ ରାସ୍ତା ଦେଇ ଯିବାକୁ ଉଦ୍ୟମ କରୁଛି ହାତୀ ।
ସାରା ବିଶ୍ୱରେ ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର ହେଲା ଆମେରିକା । ଆଉ ଏହାର ହର୍ତ୍ତାକର୍ତ୍ତା ହେଉଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍ ।
ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍ ଜନିତ ସମସ୍ୟାରୁ କେମିତି ମୁକୁଳିବେ ସେନେଇ ଜଣାଇବୁ ।
ଅଙ୍ଗେ ନିଭେଇଥିବା ମଣିଷ ହିଁ ବୁଝି ପାରେ ଭୋକର ଦୁଃଖ । ଏ ଭୋକ ବିଶେଷ କିଛି ଖୋଜେନି। ଖୋଜିଥାଏ ମୁଠାଏ ମାତ୍ର ଖାଦ୍ୟ। ତଥାପି ତାକୁ ସେତକ ମିଳି ନ ଥାଏ।
ନିର୍ଭେଜାଲ ହସ ପାଖରେ ଫିକା ପଡ଼ିଯାଏ ଟଙ୍କାର ମୂଲ୍ୟ। ମନଲୋଭା ହସ ପାଖରେ ଭୁଲ ହୋଇଯାଏ ଲାଭ କ୍ଷତିର ହିସାବ ।
ମାଙ୍କଡ଼ର ମଣିଷ ପ୍ରତି ଭଲ ପାଇବା । ଯାହାକି ସାଧାରଣତଃ ଜୀବଶ୍ରେଷ୍ଠ ମଣିଷ ପାଖରେ ଅନେକ ସମୟରେ ଦେଖା ଯାଇନଥାଏ ।
ବାଣ ଫୁଟିବା ପରେ ଗଛ ଉଠିବ ଆଉ ସବୁଜିମା ହେବ ପରିବେଶ । ସେଥିପାଇଁ ବାଣ ଭିତରେ ଖଞ୍ଜାଯାଇଛି ମଞ୍ଜି ।
ଗୁଟ୍ଖା ସ୍ୱାସ୍ଥ୍ୟପକ୍ଷେ ହିତକର ନୁହେଁ। ଏକଥା ସମସ୍ତେ ଜାଣନ୍ତି। ତଥାପି କାହିଁକି କେଜାଣି ଗୁଟ୍ଖାର ମୋହରେ ସମସ୍ତେ ଏମିତି ବାନ୍ଧି ହୋଇଥାନ୍ତି। କିଏ ଅଭ୍ୟାସ ବୋଲି କହି ଛାଡ଼ିପାରେନି, କିଏ ଏନର୍ଜି ବୁଷ୍ଟର କହି ଛାଡ଼ି ପାରେନି ।
ତାଙ୍କ ପତ୍ନୀଙ୍କୁ ଏବେ ୮୯ ବର୍ଷ ଛୁଇଁଲାଣି । ସେ ମଧ୍ୟ ଏବେ ବି ନିଜର ବୃତ୍ତି ଛାଡ଼ିନାହାନ୍ତି । ସେ ଏବେ ବି ସାଇକୋନାଲିଷ୍ଟ ଭାବେ କାମ କରୁଛନ୍ତି ।
ଆମେ କହୁଛୁ ସେହି କ୍ଷମା ବିନ୍ଦୁଙ୍କ କଥା, ଯେଉଁ ମହିଳା ଦିନେ ନିଜକୁ ନିଜେ ବିବାହ କରି ହନିମୁନ୍ ଯାଇଥିଲେ । ଆଉ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା ।
ଯେତେବେଳେ ଇଚ୍ଛା କରିବେ ସେତେବେଳେ ମିଳିବ ଇଡଲି । ଦିନ ରାତି ମିଳିବ ସେବା ।
ଏମିତି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ମାଛ ବିକାଳି ମାତ୍ର କିଛି ଘଣ୍ଟା ମଧ୍ୟରେ ସାଜିଛନ୍ତି ଲକ୍ଷପତି । ଯେତେବେଳେ ତାଙ୍କ ଘର ନିଲାମ ହେବାକୁ ବସିଥିଲା, ବ୍ୟାଙ୍କରୁ ନୋଟିସ ବି ଆସିଥିଲା ।
ବହୁ ପୂର୍ବରୁ ଏହା ଆସିଥିଲେ ମଧ୍ୟ କେବଳ ଲକ୍ଡାଉନ-ସଟ୍ଡାଉନ୍ ବେଳେ ହିଁ ଏହା ବେଶ୍ ପ୍ରଚାରିତ ହେଲା । ଲୋକେ ଅଧିକରୁ ଅଧିକ ଏହାକୁ ବ୍ୟବହାର କଲେ ।
ବାଥ୍ରୁମ୍ ଭିତରେ କମ୍ଭୀର ଥିବା ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ । ଏହାର ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ।
କିଛି ଦିନ ପୂର୍ବରୁ ସେ ଟ୍ୱିଟର କିଣିବେ ବୋଲି କହିବା ସହ ଏଥିରେ ଅନେକ ପରିବର୍ତ୍ତନ କରିବେ ବୋଲି କହି ବେଶ୍ ଚର୍ଚ୍ଚାରେ ରହିଥିଲେ ।
SDM ସ୍ୱାତୀ ଶୁକ୍ଳା ହାରଦୋଇର ଏକ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଡାକ୍ତର ନିଜ ଚେୟାରରୁ ଉଠି ଛିଡା ହେଲେନି କି ତାଙ୍କୁ ବସିବା ପାଇଁ ନିଜ ଚେୟାର ବି ଅଫର କଲେନି। ଏହି ଘଟଣାରେ ଦେଖି ଖୁବ ରାଗି ଯାଇଥିଲେ ଶୁକ୍ଳା ଯାହାର ଭିଡିଓ ଟୁଇଟରରେ ଭାଇରାଲ ହୋଇଛି।
ବାଘ ସହ ସେଲଫି ନେବାକୁ ଚେଷ୍ଟା କରିଥିଲେ । ଖାଲି ସେଲ୍ଫି ନୁହେଁ ବାଘ ଯାଉଥିବାର ଭିଡିଓ ମଧ୍ୟ ମୋବାଇଲରେ ରେକର୍ଡ କରୁଥିଲେ ।
ଜଣେ ଡେଲିଭରି ବୟ ଗାଡିରେ ଖାଦ୍ୟ ଡେଲିଭରି କରିବାକୁ ଯାଉନାହାନ୍ତି। ସେ ଉଡି ଉଡି ଖାଦ୍ୟ ଡେଲିଭରି କରୁଛନ୍ତି। ଏପରିକି ସେ ବଡ ବଡ କୋଠା ଘର ଉପରେ ଉଡି ଉଡ଼ି ଯାଉଥିବା ଦେଖିବାକୁ ମିଳିଛି।
ଶିକ୍ଷକଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଲେ ପିଲା, ଚାକିରି ହରାଇଲେ ପ୍ରଫେସର। ହେଲେ କାରଣ ଜାଣିଲେ ଆପଣଙ୍କର ବି ହୋସ ଉଡ଼ିଯିବ।
ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ କଡାକଡି ହୋଇଛି ଟ୍ରାଫିକ ନିୟମ। ହେଲ୍ମେଟ ପିନ୍ଧିବାକୁ ବାଧ୍ୟ କରାଯାଉଛି। ଏସବୁ ସତ୍ତ୍ୱେ ଲୋକ ଖାମଖିଆଲ ଭାବେ ଗାଡ଼ି ଚଲାଉଛନ୍ତି। ହେଲମେଟ ନ ପିନ୍ଧି ଗାଡି ଚଲାଉଛନ୍ତି ଏବଂ ଦୁର୍ଘଟଣାରେ ପ୍ରାଣ ବି ହରାଉଛନ୍ତି। ଏମିତି ଅନେକ ଘଟଣା ସୋଶିଆଲ ମିଡିଆରେ ଦେଖିବାକୁ ମିଳୁଛି।
ବିଷାକ୍ତ ସାପକୁ ଦେଖିଲେ ସମସ୍ତେ ଭୟ କରନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାର ନିଲିମାରି ଗ୍ରାମରେ ଏମିତି ଏକ ପରିବାର ଯେଉଁମାନେ ନିଜ ବାସ ଗୃହର ଅଧାରୁ ଅଧିକ ସ୍ଥାନ ସାପଙ୍କ ପାଇଁ ଛାଡି ଦେଇଛନ୍ତି ।
ଜୀବନରେ ସଫଳତା କିଏ ବା ନ ଚାହେଁ ? ସଫଳତାର ବାଟ ଅନେକ। ଏଥିପାଇଁ କିଏ ନିଜ ପ୍ରତିଭା ବନିଯୋଗ କରେ ତ କିଏ ପରିଶ୍ରମ। ଆଉ କିଏ କୌଶଳ। ଏମିତି ଦୌଡ ଭିତରେ କିଛି ଲୋକ ସଫଳତା ତ ପାଆନ୍ତି, ତଥାପି ଅନେକ ପଛରେ ପଡ଼ିଯାଆନ୍ତି।