ଡେଲିଭରୀ ବୟ ସେଠାରେ ପହଞ୍ଚି କବାଟ ବାଡ଼େଇବା ମାତ୍ରେ ପୋଷା କୁକୁରଟି ତାଙ୍କ ଆଡ଼କୁ ମାଡ଼ି ଆସିଲା । କୁକୁରଟି ଉକ୍ତ ଡେଲିଭରୀ ବୟକୁ ଦେଖି କାମୁଡ଼ିବାକୁ ଗୋଡ଼ାଇଲା ।
ସୋସିଆଲ ମିଡିଆରେ ମଧ୍ୟ ଲୋକପ୍ରିୟ ତାରକାମାନଙ୍କ ନକଲ ରୂପଧାରୀ ଲୋକେ ମଧ୍ୟ ଅନେକ ନା’ ଅର୍ଜନ କରୁଛନ୍ତି। ନିକଟରେ ବଲିଉଡ୍ର ଭେଟେରାନ ସ୍ୱର୍ଗତ କାଦର ଖାନଙ୍କ ଏକ ଲୁକ୍ ସାମ୍ନାକୁ ଆସିଛି, ଯାହାର ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରାଯାଉଛି।
ଜଣେ ଯୁବକ ଲିଫ୍ଟ ଭିତରେ ପରିସ୍ରା କରିଦେଲେ। ଏହା ତାଙ୍କ ପାଇଁ ଅସୁବିଧାର କାରଣ ହୋଇଛି। ପରିସ୍ରା କରିବା ପରେ ଯାହା ହେଲା ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଦେଖନ୍ତୁ ଏହି ଭିଡିଓ…
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ରାସ୍ତା ମଝିରେ ୩ ଯୁବତୀ ଝଗଡ଼ା ଲାଗୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀଙ୍କ ହାତକୁ ଧରି ଥିବାବେଳେ ଆଉ ଜଣେ ଯୁବତୀ ସମ୍ପୃକ୍ତ ଯୁବତୀଙ୍କୁ କାଠରେ ପିଟି ଚାଲୁଛନ୍ତି।
ପାଖାପାଖି ୧୬ଟି ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟରେ ସେ ଭାରତ ପାଇଁ ପ୍ରତିନିଧିତ୍ୱ କରିଛନ୍ତି ।
ସୌଭାଗ୍ୟ ବଶତଃ ଲୋକମାନେ ଏହା ଦେଖି ପୂର୍ବରୁ ସତର୍କ ହେଲେ ଏବଂ ଉକ୍ତ ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚିନ୍ତା କଲେ
ବିମାନରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକା ତଥା ଭାବି ସ୍ତ୍ରୀଙ୍କୁ ଏମିତି ଏକ ସରପ୍ରାଇଜ୍ ଦେଇଛନ୍ତି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
ଏହାକୁ ଛିଡ଼ା କରିବା ପାଇଁ ମାତ୍ର କେଇ ଘଣ୍ଟା ହିଁ ସମୟ ଲାଗିବ । ଆଉ ଏହାର ଚାହିଦା ବି ଧିରେ ଧିରେ ବଢ଼ିବାରେ ଲାଗିଲାଣି ।
କେତେବେଳେ ଚାପୁଡ଼ା ତ କେତେବେଳେ ଚପଲରେ ଥୋଇଲେ । ଚୁପଚାପ୍ ମାଡ଼ ଖାଇଲେ ଯୁବକ, ଭୟରେ କେହି ଛଡ଼ାଇବାକୁ ଆସିଲେନି ।
ଆଜିକାଲି ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କ ହୃଦୟ ଜିତିଛି। ଏହି ଭିଡିଓରେ ବାପା ପ୍ରତି କୁନି ଝିଅର ଭଲପାଇବା ଦେଖିବାକୁ ମିଳିଛି। ଦେଖନ୍ତୁ କୁନି ଝିଅ କିପରି ବାପାକୁ ଖାଇବାକୁ ଦେଉଛି।
ଏବେ ଆମେ ଯେଉଁ କଥା କହିବୁ ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏଥର ଚର୍ଚ୍ଚା ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ପୋଷା ବିଲେଇକୁ ନେଇ ।
ଆପଣ ଯଦି ଏକ ଦାମୀ ରେଷ୍ଟୁରାଣ୍ଟକୁ ଯାଇଥିବେ କିନ୍ତୁ ସେଠାରେ ଆପଣଙ୍କୁ ଗାଳି ଗୁଲଜ କରାଯିବ । ଏହାସହ ଅଶ୍ଲିଳ ଇଙ୍ଗିତ କରାଯିବ ।
ଏଭଳି ଦୃଶ୍ୟ କେବଳ ଦିଲ୍ଲୀ ଟ୍ରାଫିକ୍ରେ ହିଁ ଦେଖାଦେଇପାରେ ।
ହନିମୁନ୍ ଟ୍ରିପ୍ରେ ଯାଇଥିବା ବେଳେ ସ୍ୱାମୀକୁ ଚା’ରେ ନିଶାଦ୍ରବ୍ୟ ମିଶାଇ ସ୍ତ୍ରୀ ଫେରାର ହୋଇଯାଇଛି। ଫିଲ୍ମରେ ଏଭଳି ଘଟଣା ଆପଣମାନେ ଦେଖିଥିବେ, ହେଲେ ବାସ୍ତବରେ ଉତ୍ତରପ୍ରଦେଶର ଆଲିଗଡ଼ରେ ଏମିତି ଏକ ଘଟଣା ଘଟିଛି।
ମହିଳା କାକୁତି ମିନତି ହୋଇ ଛାଡ଼ିବାକୁ କହୁଥିଲେ ବି ପୋଲିସ ବାବୁ ନିଷ୍ଠୁର ଭାବେ ଲୋକଙ୍କ ସାମ୍ନାରେ ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ଗାଡ଼ି ଭିତରେ ବସାଇଲେ ।
ଏବେ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ତାଙ୍କର ‘ଭାଷ୍କରଙ୍କ ପୁରନପାଲି ଘର’ ନାଁରେ ଏକାଧିକ ଦୋକାନ ରହିଛି ।
ସୋସିଆଲ୍ ମିଡିଆରେ ଏକ ଭାଇରାଲ୍ ଭିଡିଓ ସମସ୍ତଙ୍କୁ ଚକିତ କରୁଛି। ଏଥିରେ ସାଇକେଲ ଚଲାଉଥିବା ଜଣେ ବ୍ୟକ୍ତି ଅଜବ ଷ୍ଟଣ୍ଟ ଦେଖାଉଛନ୍ତି। ସେ ମୁଣ୍ଡରେ ଲଦିଛନ୍ତି କିଛି ଜିନିଷ। ହ୍ୟାଣ୍ଡେଲ୍ ଉପରେ ହାତ ନାହିଁ। ପ୍ୟାଡେଲ୍ ମାରୁଛନ୍ତି, ସାଇକେଲ୍ ଗଡୁଛି।
ନିକଟରେ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଠି ଜଣେ ଯାତ୍ରୀ ଅନ୍ୟ ଜଣେ ସହଯାତ୍ରୀଙ୍କ ସହ ଝଗଡ଼ା କରୁଛନ୍ତି। ପରେ ଝଗଡ଼ା ଏତେ ବଢ଼ି ଯାଇଥିଲା, ଯାତ୍ରୀ ଜଣକ ନିଜ ସାର୍ଟ ଖୋଲି ସମ୍ପୃକ୍ତ ସହଯାତ୍ରୀଙ୍କୁ ମାଡ଼ ମାରିଥିଲେ।
କଲବଲ କରୁଛି ଶୀତ। ଗୋଡ ହାତ ହେମାଳ ହୋଇଯାଉଛି। ଏହାରି ଭିତରେ ସୋସିଆଲ୍ ମିଡିଆରେ ଏକ ଅଜବ ଭିଡିଓ ଭାଇରାଲ୍ ହେଉଛି। ଏଠି ଏତେ ଥଣ୍ଡା ଯେ ନୁଡୁଲ୍ସ ବି ବରଫ ହେଇଯାଉଛି। ନିଶ, ଦାଢି, ଚୁଟିରେ ଜମିଯାଉଛି ବରଫ।
ଜାଆଁଳା ତ ପୁଣି ତାରିଖ ବର୍ଷ ମାସ ବାର ଅଲଗା କେମିତି ?
କେବଳ ଥରେ ନୁହେଁ ସକାଳୁ ସନ୍ଧ୍ୟା ଯାଏଁ ସେ କ୍ଷୀର ବିକୁଛନ୍ତି ଏହି ବାଇକ୍ରେ । ସୋସିଆଲ ମିଡିଆରେ ଏହି ଭିଡିଓକୁ ଖୁବ୍ ଲୋକ ପସନ୍ଦ କରିଛନ୍ତି ।
ବାଇକ୍ରେ ଯିବା ପାଇଁ ଯୁବତୀଙ୍କୁ ଡାକିଲେ, ହେଲେ ରୋକ୍ଠୋକ୍ ମନା କରିଦେଲେ ଯୁବତୀ। ଏଥିରେ ଉତ୍କ୍ଷିପ୍ତ ହୋଇ ଜଣେ ବ୍ୟକ୍ତି ରାଗରେ ସମ୍ପୃକ୍ତ ଯୁବତୀଙ୍କୁ ହେଲ୍ମେଟ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଜଣେ କନଷ୍ଟେବଳ ଅନ୍ୟ ଜଣେ ପୋଲିସ୍ ପତ୍ନୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଏହି ଅଶ୍ଳୀଳ ଭିଡିଓ ଶେୟାର କରିଥିବା ବ୍ୟକ୍ତି ନିଜେ ଏଥିରେ ଦେଖାଯାଉଥିବାବେଳେ ମହିଳା ଜଣକ ଅନ୍ୟ ଜଣେ ପୋଲିସ୍ କର୍ମଚାରୀଙ୍କ ପତ୍ନୀ ଥିଲେ ବୋଲି ଜଣାଯାଇଛି। ଲୋକେ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି।
ଯିଏ ବି ଭିଡିଓ ଦେଖୁଛି, ରେଳ ଟିକେଟ୍ ଚେକିଂ କର୍ମଚାରୀଙ୍କୁ ନିନ୍ଦା କରୁଛି ।
ସୌଭାଗ୍ୟବଶତଃ ଗାଡ଼ିଟିର ଆଗ ଚକା ନଥିଲେ ମଧ୍ୟ ତାହା ସେମିତି ଛିଡ଼ା ହୋପାରୁଥିଲା ।