ବିଜେପି ସାଂସଦ ଜୟନ୍ତ ସିହ୍ନା ଏବେ ଧର୍ମ ସଙ୍କଟରେ ପଡ଼ିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ସେ କାହାକୁ ଭୋଟ୍ ଦେବେ, ବାପାଙ୍କୁ ନା ପାର୍ଟିକୁ ? ତାକୁ ନେଇ ଏବେ ସେ ଧର୍ମ ସଙ୍କଟରେ ପଡ଼ି ଯାଇଛନ୍ତି।
ବିଜେପି ପାଇଁ ଆବଶ୍ୟକ ପଡ଼ୁଥିବା ୨ ପ୍ରତିଶତ ବେଶ ଗୁରୁତ୍ୱବହନ କରୁଛି।
ଦ୍ରୌପଦୀ ମୁର୍ମୁ NDAର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଥା ପୂର୍ବରୁ ଜାଣିଥିଲେ। ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇ ନବୀନ କରିଥିବା ଟ୍ୱିଟ୍ରେ ଏହାର ସଙ୍କେତ ମିଳିଛି।
ଏନ୍ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ତାଙ୍କୁ Z+ ସୁରକ୍ଷା ମିଳିଛି। ଯେଉଁଥିରେ ୧୦ରୁ ଅଧିକ ଏନ୍ଏସ୍ଜି ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି।
ଏନ୍ଡିଏ ଓ ବିରୋଧୀ ମେଣ୍ଟ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି। ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା ବିରୋଧୀ ପକ୍ଷର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି।
ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ ଜୁନ ୧୯୫୮ । ସେ ଜଣେ ବିଶିଷ୍ଟ ରାଜନୀତିଜ୍ଞ ।
ଧିରେ ଧିରେ ଆମେ ସିଧାସଳଖ ଯୋଗାଯୋଗ ବିହୀନ ଯୁଦ୍ଧ ଆଡ଼କୁ ଯାଉଛୁ । ଯୁଦ୍ଧ, ପ୍ରତିରକ୍ଷାରେ ବୈଷୟିକ ଜ୍ଞାନକୌଶଳ ନିର୍ଣ୍ଣାୟକ ହେବାକୁ ଯାଉଛି ।
ଶିବସେନା ବିଧାୟକ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହ । ୩୦ରୁ ଅଧିକ ବିଧାୟକଙ୍କୁ ନେଇ ସୁରତରେ ଡେରା ପକାଇଛନ୍ତି ଏକନାଥ ।
ବଦ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଦେଉଛନ୍ତି । ଆଉ ଏହାକୁ ନେଇ ବଦ୍ରୀ ପାତ୍ର ଦେଇଛନ୍ତି ବଡ଼ ବୟାନ । ସେ କହିଛନ୍ତି ୨୦୨୪ରେ ଯୁବକମାନଙ୍କୁ ବାଟ ଛାଡ଼ିବାକୁ ପଡ଼ିବ ।
NCP ସୁପ୍ରିମୋ ଶରଦ ପାୱାରଙ୍କ ଉପସ୍ଥିତିରେ ଖାର୍ଗେଙ୍କ ଘୋଷଣା । ଆଜି ପୂର୍ବାହ୍ନରେ TMCରୁ ଇସ୍ତଫା ଦେଇଥିଲେ ଯଶୱନ୍ତ ସିହ୍ନା
AICC ପକ୍ଷରୁ ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା ହୋଇଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ବାହିନୀପତି...
ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା
ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍ -WFP ପକ୍ଷରୁ ରୋମ୍କୁ ତାଙ୍କୁ ନିମନ୍ତ୍ରଣ କରଯାଇଛି ।
ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ । ରୋମ୍ରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ସାଙ୍ଗରେ କେହି ମନ୍ତ୍ରୀ ଯାଇନଥିବାରୁ ତେଜିଲା ରାଜନୀତି ।
ରାହାମା-ଖୋସାଲପୁର ସେତୁରେ ଉଜ୍ଜ୍ୱଳ ଆଲୋକୀକରଣ ପ୍ରକଳ୍ପର ଉଦ୍ଘାଟନ କରିବା ବେଳେ ବିଧାୟକ ହଟହଟା ହୋଇଛନ୍ତି ।
ବିଦେଶ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ, WFP ପକ୍ଷରୁ ରୋମ୍ରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ବିଜୟଶଙ୍କରଙ୍କ ନାଁରେ ପ୍ରେମିକା ସୋମାଲିକା ଦାସ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ତାଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।
ପ୍ରେମିକାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ, ପୋଲିସର ତଦନ୍ତ । ଅଭିଯୋଗ ଖଣ୍ଡନ କଲେ ତିର୍ତ୍ତୋଲ ବିଧାୟକ, ଘେରିଲେ ବିରୋଧୀ ।
ଆହୁରି ୬୦ ଦିନ ବାକି ଅଛି, ଭଲ ସମୟ ଦେଖି ବାହା ହେବାକୁ ତାଙ୍କୁ କହିଥିଲେ ବିଜୟଶଙ୍କର ।
ଇଟାଲି ଓ ଦୁବାଇ ଗସ୍ତରେ ଯିବେ ନବୀନ।
ଏହି ଯୋଜନାକୁ ବିରୋଧ କରି ଜନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ।
ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ନେଇ ନିରାଶ ଶିକ୍ଷାବିତ୍ । ରୂପାନ୍ତରୀକରଣ କାଯର୍ୟକ୍ରମରେ ଖୁବଶୀଘ୍ର ସୁଧାର ଆସିବ: ଗଣଶିକ୍ଷା ମନ୍ତ୍ରୀ
ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟସ୍ତରୀୟ ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ବୈଠକ ।
ଆହୁରି ୬୦ ଦିନ ବାକି ରହିଛି ବୋଲି କହିଲେ ବିଧାୟକ ବିଜୟ । ଆଜି ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହିନାହାନ୍ତି କହିଲେ ବିଜୟ ।
ବିରୋଧ ପ୍ରଦର୍ଶନ ବେଳେ କଂଗ୍ରେସ କର୍ମୀ ଗୋଟିଏ ସ୍କୁଟର ପୋଡି ଦେଇଥିବା ସହ ୩ଟି ସରକାରୀ ବସ୍ ଭଙ୍ଗାରୁଜା କରିଛନ୍ତି ।