ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ପଡ଼ିବ ଭୋଟ୍। ଆଉ ଏହି ସବୁ ସ୍ଥାନରେ ନେତାଙ୍କ ଭୋଟ୍ ଅଟକିଛି ଆଦିବାସୀଙ୍କ ପାଖରେ। ଅର୍ଥାତ୍, ଆଦିବାସୀ ହିଁ ବାଛିବେ କିଏ ହେବ ସେମାନଙ୍କ ନେତା ।
ପ୍ରଥମ ପର୍ଯ୍ୟାୟରେ ନିର୍ଣ୍ଣାୟକ ସାଜିବ ଆଦିବାସୀଙ୍କ ଭୋଟ୍। କେଉଁ ଦଳକୁ ଯିବ ଅନୁସୂଚିତ ଜାତି ଓ ଜନଜାତିଙ୍କ ସମର୍ଥନ ?
ରାଜ୍ୟରେ ଆଦିବାସୀ ବିରୋଧ ନୀତି ! ଦିଲ୍ଲୀରେ କିନ୍ତୁ ଆଦିବାସୀକୁ ଦରଦ । ବିଜେଡିର ଏଭଳି ଡବଲ୍ ଷ୍ଟାଣ୍ଡକୁ ନେଇ ଉଠିଲା ପ୍ରଶ୍ନ ।
ରାଜ୍ୟ ରାଜନୀତି ଫୋକସ୍ରେ ଜନଜାତି ଭୋଟ୍ବ୍ୟାଙ୍କ । ଏହି ବର୍ଗର ଭୋଟରଙ୍କୁ ହାତରେ ରଖିବାକୁ କ୍ଷମତାଶୀନ ବିଜେଡି ଓ ବିଜେପି ଭିତରେ ପ୍ରତିଯୋଗିତା ।