• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Brajarajnagar by-poll
ପ୍ରଚାର ମଇଦାନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହହ୍ଲାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Niranjan Patnaik
କଂଗ୍ରେସରେ ଦଳୀୟ ଶୃଙ୍ଖଳା କି ଏକତା ନାହିଁ: ନିରଞ୍ଜନ ପଟ୍ଟନାୟକ

କଂଗ୍ରେସରେ ଯେତିକି ଏକତା ରହିବା କଥା, ସେତିକି ଏକତା କି ଶୃଙ୍ଖଳା ନାହିଁ। 

Vote
ରାଜ୍ୟସଭା ଆସନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ରାଜ୍ୟସଭା ଆସନ ପାଇଁ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପିସିସି ସଭାପତି ଶରତ ପଟ୍ଟନାୟକ
ରାଜନୀତି ଛାଡ଼ି ଦେବୁ ପଛେ କାହା ସହ ସାଲିସ କରିବୁ ନାହିଁ: ଶରତ ପଟ୍ଟନାୟକ

ପିସିସି ସଭାପତି ପାଇଁ ଶରତଙ୍କ ନାଁରେ ମୋହର ମାରିଛି ଏଆଇସିସି।

Sarat Patnaik
କଂଗ୍ରେସ୍ ଡଙ୍ଗାରେ ନୂଆ କ୍ୟାପ୍ଚେନ୍

ଶରତ ପଟ୍ଟନାୟକ ହେଲେ କଂଗ୍ରେସର ନୂଆ ମଙ୍ଗୁଆଳ । ପିସିସି ସଭାପତି ପାଇଁ ତାଙ୍କ ନାଁରେ ମୋହର ମାରିଛି ଏଆଇସିସି (AICC) ।

Vote
ରାଜ୍ୟସଭା ପାଇଁ କିଏ ହେବେ ବିଜେଡିର ପ୍ରାର୍ଥୀ ?

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ରାଜ୍ୟସଭା ପ୍ରାର୍ଥୀ ପାଇଁ ନାମାଙ୍କନ ପ୍ରକ୍ରିୟା । ବିଜେଡି ଦଳ ପକ୍ଷରୁ କିଏ ପ୍ରାର୍ଥୀ ହେବ ତାହା ଏଯାଏଁ ସ୍ଥିର ହୋଇନି ।

Sarat Patnaik
ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବି: ଶରତ ପଟ୍ଟନାୟକ

ପୁଣି ଥରେ କଂଗ୍ରେସର ମଙ୍ଗ ଧରିଲେ ଶରତ ପଟନାୟକ । ସଭାପତି ପାଇଁ ଶରତଙ୍କ ନାଁରେ ମୋହର ମାରିଲେ ହାଇକମାଣ୍ଡ । ବହୁ ବାଦ ବିବାଦ ଏବଂ ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ଶରତଙ୍କ ନାଁକୁ ଘୋଷଣା କରିଛି ଏଆଇସିସି ।

Niranjan Patnaik
ଶରତଙ୍କ ନେତୃତ୍ୱରେ ଆମେ ସଫଳତା ପାଇବୁ: ନିରଞ୍ଜନ

ନୂଆ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ବିଦାୟୀ ସଭାପତି ନିରଞ୍ଜନଙ୍କ ଶୁଭେଚ୍ଛା । ନୂଆ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ସଫଳତା ପାଇବା ନେଇ ଆଶାବାଦୀ ଅଛନ୍ତି ନିରଞ୍ଜନ ।

sarat patnaik
ଶରତ ପଟ୍ଟନାୟକ ପିସିସି ସଭାପତି

ଓଡ଼ିଶାର କଂଗ୍ରେସର ମଙ୍ଗ ଧରିଲେ ଶରତ

Cuttack Mayor Subhash Singh
କଟକ ମେୟରଙ୍କ ବିବାଦୀୟ ବୟାନ- କାମ ନକଲେ ମାଲକାନଗିରି ପଳାଅ...ବିରୋଧ କଲା କଂଗ୍ରେସ

କଟକ ମେୟର ସୁବାସ ସିଂହଙ୍କୁ ଚାରିଆଡ଼େ ବିରୋଧ କରାଯାଉଛି। ନିକଟରେ ସୁବାସ ସିଂହ ଏମିତି ଏକ ବୟାନ ଦେଇଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି। 

Subhasini
ସୁବାସିନୀ ! ଯାହାଙ୍କ ବିଷୟରେ ଜାଣିଲେ ଆପଣ ବି କହିବେ ଆମର ବି ଏମିତି ନେତା ଦରକାର

ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଆରମ୍ଭ କରି ଗାଁର ମହିଳାଙ୍କ ସହ ମଧ୍ୟ ଭଲ ମନ୍ଦ ସୁବିଧା ଅସୁବିଧା ନେଇ ସବୁ ଆଲୋଚନାକ କରନ୍ତି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, ମହିଳା ଜଣକ କିଏ ? କେଉଁ ନେତା ?

Sambit Patra
ଥମୁନି ବିବାଦ, ଆହୁରି ତେଜିବ ! ସମ୍ବିତ ପାତ୍ରଙ୍କୁ ପାଲଟା ଜବାବ ଦେଲା ବିଜେଡି

ସେବାୟତମାନେ ଜମି ଦେଇଛନ୍ତି, ସେମାନେ କେବେ ବି ସମ୍ବିତଙ୍କୁ କ୍ଷମା କରିବେ ନାହିଁ । ସମ୍ବିତଙ୍କୁ ନିୟମିତ ଭାବେ ମିଥ୍ୟା ଓ ବିଭ୍ରାନ୍ତିକର ମନ୍ତବ୍ୟ ପାଇଁ କ୍ଷମା କରିବେ ନାହିଁ ।

bjd
ବିଜୁ ଜନତା ଦଳରେ ନାହାନ୍ତି ତଥାଗତ ଶତପଥୀ : ନିଜେ କହିଲେ ପୂର୍ବତନ ସାଂସଦ

ବିଜେଡିରେ ନଥିବା କଥା ନିଜେ କହିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତ ଶତପଥୀ ।

Aparajita Sarangi
‘କାହିଁକି ଡରୁଛନ୍ତି ରାଜ୍ୟ ସରକାର ? ରାତି ଅଧିଆ GPRS କାହିଁକି ?’

ଶ୍ରୀମନ୍ଦିର ଚାରିପଟେ କଣ ହେଉଛି ତାହା ପ୍ରଥମେ ପୁରୀ ସାଂସଦଙ୍କୁ ଜଣାନ୍ତୁ ସରକାର, ଏହାପରେ ଅନ୍ୟ ମାନଙ୍କୁ ଜଣାଇବେ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।

Sambit patra
ସାଂସଦ ପିନାକୀଙ୍କୁ ସମ୍ବିତଙ୍କ କାଉଣ୍ଟର ଆଟାକ୍‌ ! କହିଲେ କିଏ ଢ଼ୋଙ୍ଗୀ ? ରାତି ଅଧରେ ଏବେ କ’ଣ ଚାଲିଛି ?

ସାଂସଦ ପିନାକୀ ମିଶ୍ର ଓଡ଼ିଶାବାସୀଙ୍କୁ ମିସ୍‌ଲିଡ୍‌ କରୁଛନ୍ତି । ଆମେ ଢ଼ୋଙ୍ଗୀ ନା ଆପଣ ଢ଼ୋଙ୍ଗୀ ? ଶ୍ରୀମନ୍ଦିର ଚାରିପଟେ ଏବେ GPRS କରାଯାଉଛି । ଗତ ଦୁଇ ଦିନ ହେବ GPRS କାମ ଚାଲିଛି ।

 Mahanadi Water Issue
ମହାନଦୀ ଜଳ ବିବାଦ: ଦିନେ ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇ ଥିଲେ, ଏବେ କୁଆଡ଼େ ଗଲେ ବିଜେଡି ନେତା ?

ମହାନଦୀ ସମସ୍ୟାର ସମାଧାନ ହୋଇନଥିଲେ ବି ଏବେ କୁଆଡ଼େ ଗଲେ ବିଜେଡି ନେତାମାନେ ବୋଲି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି। ୨୦୧୯ ନିର୍ବାଚନ ପୂର୍ବରୁ ଏ ପ୍ରସଙ୍ଗକୁ ନେଇ ବିଜେଡି ଅନେକ ତୁମ୍ଭି ତୋଫାନ କରିଥିଲା। 

OBC Reservation
ଓବିସି ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କୁ ନିନ୍ଦା କଲେ ବିରୋଧି

ସୁପ୍ରିମକୋର୍ଟ ମଧ୍ୟପ୍ରଦେଶର ଓବିସିଙ୍କୁ ସଂରକ୍ଷଣ ଅନୁମତି ଦେବା ପରେ ଓଡ଼ିଶା ସରକାର କୋର୍ଟକୁ ଯିବେ କି ନାହିଁ ସ୍ପଷ୍ଟ କରନ୍ତୁ ବୋଲି ବିଜେପି ଦାବି କରିଛି । କେବଳ ବିଜେପି ନୁହେଁ, କଂଗ୍ରେସ ମଧ୍ୟ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି ।

anubhav
ରାଜନୈତିକ କ୍ୟାରିୟର ପାଇଁ କାଳ ହେବାକୁ ଯାଉଛି କି ପତ୍ନୀ ବର୍ଷାଙ୍କ ସହ ସାଂସଦ ଅନୁଭବଙ୍କ ବିବାଦ ?

ଭିଡିଓରେ ଖୋଦ୍ ଅନୁଭବଙ୍କ ଶଙ୍କାକୁ ସାବ୍ୟସ୍ତ କରିବା ପରେ ଦେବାଶିଷଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା । ଏପଟେ ବର୍ଷା ଫ୍ୟାନ୍ କ୍ଲବ୍ କହିଲା ମିଛ କାନ୍ଦ, ମହାଡ୍ରାମା ।

BJD Leader Debasish Samantaray Reaction Over MP Anubhav Mohanty's Video
ଅନୁଭବଙ୍କ ଭିଡିଓକୁ ନେଇ ବିଜେଡିର ପ୍ରତିକ୍ରିୟା, ସାଂସଦ ଭାବେ ତାଙ୍କ ଭୂମିକା କ’ଣ ସେ କଥା କହିନାହାଁନ୍ତି

ଗତ ୧୮ ତାରିଖରେ ତାଙ୍କରି ନାଁରେ ଥିବା ଏକ ଫେସବୁକ ପେଜରେ ସାଂସଦ ଅନୁଭବ ମହାନ୍ତି ଏହି ଲମ୍ବା ଭିଡିଓଟି ଛାଡ଼ିଥିଲେ। ଯାହାର ଅବଧି ଥିଲା ଅଧଘଣ୍ଟାରୁ ଅଧିକ ସମୟ। ଏହାକୁ ନେଇ ଗତକାଲି ଦିନ ସାରା ନାନା ମହଲରେ ପ୍ରବଳ ଚର୍ଚ୍ଚା ହୋଇଥିଲା।

 Chief Electoral Officer, Sushil Kumar Lohani
ବ୍ରଜରାଜନଗରରେ ୨୭୯ ବୁଥ୍‌ : ଚାକିରିଆ ଭୋଟରଙ୍କ ପାଇଁ ୩ ଦିନ ଛୁଟି ବ୍ୟବସ୍ଥା

ବ୍ରଜରାଜନଗରରେ ୩ ଜଣ ପ୍ରାର୍ଥୀ ଓହରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

anubhav
ଭିଡିଓ ପୋଷ୍ଟ କରି ମନର ଦୁଃଖ ଓ ହତାଶା ଭାବକୁ ଜାହିର କଲେ କି ଅନୁଭବ !

ଅନୁଭବଙ୍କ ଏ ଭିଡିଓ ପୋଷ୍ଟ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା କଣ ଜାଣିବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇପାରିନଥିଲା ।

Minister Jyoti Prakash Panigrahi
ପର୍ଯ୍ୟଟନ ମନ୍ତ୍ରୀ ସଫା କଲେ ସ୍କୁଲ ଟଏଲେଟ୍

ଗତ ୬ ମାସ ତଳେ ଏହି ସ୍କୁଲଟିକୁ ମଡେଲ ସ୍କୁଲ ଭାବେ ନୂଆ କରି ତିଆରି ହୋଇଥିଲା l

Aparajita Sarangi
ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

୭୮ କିଲୋମିଟର ଦୀର୍ଘ ପ୍ରାଚୀ ନଦୀ, ଖୋର୍ଦ୍ଧା-କଟକ-ପୁରୀ ଜିଲ୍ଲାର ୬ଟି ବ୍ଲକ ବାଲିଅନ୍ତା, ବାରଙ୍ଗ, କଣ୍ଟାପଡା, ନିଆଳି, କାକଟପୁର ଏବଂ ଅସ୍ତରଙ୍ଗ ଦେଇ ଯାଇଛି ।

Tara Tarini shakti peeth
ନୂଆ ରୂପରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଆଦି ଶକ୍ତିକ୍ଷେତ୍ର ମା’ ତାରାତାରିଣୀଙ୍କ ପୀଠ

ବିଜେପି କହିଛି ମନ୍ଦିର ବିକାଶ ନାଁରେ ଡ୍ରାମା ଓ ରାଜନୀତି କରିବା ଠିକ୍ ନୁହେଁ ବିଜେଡି ତାର ଜବାବ୍ ରଖିଛି ।

chief secretary suresh mohapatra
୩୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର, ଭୁବନେଶ୍ୱରରେ ହେବ ବ୍ୟାରେଜ୍ ନିର୍ମାଣ

ରାଜ୍ୟ କ୍ୟାବିନେଟରେ ମିଶନ ଶକ୍ତି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମିଶନ ଶକ୍ତି ମହିଳାଙ୍କ ପାଇଁ ୫ ବର୍ଷରେ ୪,୯୭୩ କୋଟି ଟଙ୍କା ଖର୍ଚ୍ଚ ହେବ ।