କଂଗ୍ରେସ ଓ ଏନସିପି ସମର୍ଥନ କରୁଥିବା ବେଳେ ନିଜ ଦଳ ପଛରୁ ଛୁରୀମାଡ କରିଛନ୍ତି ବୋଲି ଉଦ୍ଧବ କହିଛନ୍ତି ।
ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରୁ ରାଇସିନା ହିଲ୍ସ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ଆଜି ସଂସଦ ଭବନରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ଦ୍ରୌପଦୀ।
ଦଳୀୟ ନେତୃତ୍ୱ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିବା ଏକନାଥ ସିନ୍ଦେଙ୍କର ବଢିବାରେ ଲାଗିଛି ବଳ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନିତିନ ଗଡ଼କରୀ, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ଦ୍ରିପଦୀ ।
କଡ଼ା ସୁରକ୍ଷା ମଧ୍ୟରେ ଓଡ଼ିଶା ଭବନରୁ ଯାଇ ସଂସଦ ଭବନରେ ପହଞ୍ଚିଛନ୍ତି ଦ୍ରୌପଦୀ । ସହଯୋଗୀ ଦଳଙ୍କ ଉପସ୍ଥିତିରେ ଦାଖଲ କରିବେ ନାମାଙ୍କନ ।
୧୯୮୦ରୁ ତାଙ୍କର ଦେହାବସାନ ହୋଇଥିଲେ ବି ବ୍ରହ୍ମପୁରରେ ତାଙ୍କର ସ୍ମୃତି ରହିଯାଇଛି । ଭି.ଭି ଗିରିଙ୍କ ବାସଭବନରେ ଚାଲିଛି ଗାର୍ଲସ ହାଇସ୍କୁଲ । ତାଙ୍କ ନାଁରେ ବ୍ରହ୍ମପୁରରେ ରାସ୍ତା ଓ ମାର୍କେଟକୁ ନାମିତ କରାଯାଇଛି ।
ଦ୍ରୌପଦୀଙ୍କୁ ୱାଇଏସ୍ଆର୍ କଂଗ୍ରେସର ସମର୍ଥନ ଘୋଷଣା । ଆଜି ନାମାଙ୍କନ ଭରିବେ ଦ୍ରୌପଦୀ । ଉପସ୍ଥିତ ରହିବେ ରାଜ୍ୟ ବିଜେପିର ୧୦ ବିଧାୟକ । ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ବି ଉପସ୍ଥିତ ରହିବେ ।
‘ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ କେହି ଚାହୁଁନାହୁଁ । ଆମର ଦାବି ଯେ, ସେ ବିଜେପି ସହ ମେଣ୍ଟ କରନ୍ତୁ ଏବଂ ସରକାର ଗଢ଼ନ୍ତୁ ।’
ବିଜେଡି ମନ୍ତ୍ରୀ ଓ ବିଧାୟକ ଟୁଇଟ୍ କରି ଦ୍ରୌପଦୀଙ୍କୁ ଓଡିଶାର ଗର୍ବ କହିବା ସହ ସ୍ୱାଗତ କରିଥିଲେ ।
କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ।
‘ଉଦ୍ଧବ ଠାକ୍ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଆମେ କେହି ଚାହୁଁନାହୁଁ । ଆମର ଦାବି ଯେ, ସେ ବିଜେପି ସହ ମେଣ୍ଟ କରନ୍ତୁ ଏବଂ ସରକାର ଗଢ଼ନ୍ତୁ ।’
ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ଦ୍ୱାରା ଆଦିବାସୀ ଭୋଟ କାଳେ ବିଜେପିକୁ ଚାଲିଯିବ ସେଇ ଆଶଙ୍କାରେ ବିଜେଡି ଏଭଳି ମାହୋଲ ସୃଷ୍ଟି କରୁଥିବା କହିଛନ୍ତି ରାଜନୈତିକ ସମୀକ୍ଷକ ।
ବେଷ୍ଟ ଚଏସ୍କୁ ସମସ୍ତେ ସମର୍ଥନ ଦେବେ । ଯେଉଁମାନେ ସମର୍ଥନ ଦେଇଛନ୍ତି ଧନ୍ୟବାଦ ଦେବି ।
ଶିବସେନା ବିଧାୟକଙ୍କୁ ଉନ୍ନୟନମୂଳକ କାମ ପାଇଁ ଫଣ୍ଡ ମିଳୁ ନଥିଲା । ହେଲେ ସହଜରେ ଏନସିପି ଏବଂ କଂଗ୍ରେସ ବିଧାୟକଙ୍କୁ ଫଣ୍ଡ ମିଳୁଥିଲା ।
ମୁର୍ମୁଙ୍କ ପ୍ରାର୍ଥୀତ୍ୱ ଘୋଷଣା ପୂର୍ବରୁ ବିରୋଧୀଦଳ ପ୍ରାର୍ଥୀ ଘୋଷଣା କରିଛି । ଜଣକୁ ଛିଡ଼ା କରି ଅନ୍ୟ ଜଣକୁ ସମର୍ଥନ କରିବା ଠିକ୍ କଥା ନୁହେଁ କହିଲେ ନରସିଂହ ।
ଏବେ ବି ତାଲିକାରେ ନାଁ ରହିଛି, ମିଡିଆରେ ବହିଷ୍କୃତ ହୋଇଛି ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଯଦି ଭଲ ପାଉ ନ ଥାନ୍ତେ, ଲିଖିତ ଭାବେ ବିଧାନସଭାକୁ ଜଣାଇଥାନ୍ତେ ।
ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ।
କାଲି ନାମାଙ୍କନ ଭରିବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ସଂଖ୍ୟା ନଥିବା ସତ୍ତ୍ୱେ ବିଜେପି ପ୍ରାର୍ଥୀ ଧନଞ୍ଜୟ ମହାଦିକ୍ଙ୍କ ବିଜୟ ପରେ ମହାରାଷ୍ଟ୍ରରର ମେଣ୍ଟ ସରକାରରେ ଅସନ୍ତୋଷ ଦାନା ବାନ୍ଧୁଥିବା ଇଙ୍ଗିତ କରିଥିଲା । କିଛି ମେଣ୍ଟ ବିଧାୟକଙ୍କ କ୍ରସ୍ ଭୋଟିଂ ଧନଞ୍ଜୟଙ୍କ ବିଜୟର ପଥ ସୁଗମ କରିଥିଲା ।
ଏବେବି ୫ ଦଶନ୍ଧି ତଳର ସ୍କୁଲ ରେଜିଷ୍ଟରରେ ଲିପିବଦ୍ଧ ତାଙ୍କରି ମୂଳ ନାଁ ଦ୍ରୌପଦୀ ଟୁଡୁ । ସ୍କୁଲ ଜୀବନ ପରେ ୧୯୭୫ରୁ ୧୯୭୯ ଭିତରେ ଦ୍ରୌପଦୀ ଆଇଏ-ବିଏ ଶେଷ କରନ୍ତି ରମାଦେବୀ ମହିଳା ମହାବିଦ୍ୟାଳୟରେ ।
ଦ୍ରୌପଦୀ ମୁର୍ମୁ ଓଡିଶାର ମହିଳା ଟ୍ରାଇବାଲ୍ ଫେସ୍ । ତାଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରି ବିଜେପି ମାଷ୍ଟର ଷ୍ଟୋକ୍ ଖେଳିଛି । ତେଣୁ ପୂର୍ବ ଭାରତରେ ଦଳର ଭୋଟ୍ ବ୍ୟାଙ୍କ ଉପରେ ଏହାର ପ୍ରଭାବ କଣ ପଡୁଛି ତା ଉପରେ ନଜର ରହିଛି ।
ବିଦ୍ରୋହୀ ବିଧାୟକମାନଙ୍କ ପ୍ରତି ଭାବୁକ ଶବ୍ଦରେ ଉଦ୍ଧବଙ୍କ ସନ୍ଦେଶ । ତୁମମାନଙ୍କ ମଧ୍ୟରୁ ଜଣେ କେହି ଇସ୍ତଫା ଦେବାକୁ କହିଥିଲେ, ମୁଁ ଦେଇଥାନ୍ତି ।
ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କଣ ଆଲୋଚନା ହୋଇଛି, ତାହା ଜଣାପଡ଼ିନି ।
ସର୍ବସମ୍ମତିକ୍ରମେ ଦଳମତ ନିର୍ବିଶେଷରେ ସମର୍ଥନ କରିବାକୁ ଅପିଲ । ଓଡ଼ିଶାର ଝିଅଙ୍କୁ ସମର୍ଥନ କରିବାକୁ ଅପିଲ କଲେ ମୁଖ୍ୟମନ୍ତ୍ରୀ ।
ଦେଶମୁଖଙ୍କ ପତ୍ନୀ ଗୋଟିଏ ଦିନ ପୂର୍ବରୁ ସ୍ୱାମୀ ନିଖୋଜ ଥିବା ନେଇ ଅକୋଲା ପୋଲିସ ଷ୍ଟେସନ୍ରେ ଏତଲା ଦେଇଥିଲେ । ଦେଶମୁଖ ଅକୋଲା ଜିଲ୍ଲାର ବାଲାପୁର ନିର୍ବାଚନମଣ୍ଡଳୀର ବିଧାୟକ ରହିଛନ୍ତି ।