ପୁରାସଭାରେ ପ୍ରଦୀପ ଓରଫ କୁନା ପୁରୋହିତଙ୍କ ପୂର୍ବ କାମକୁ ବେସ୍ ବଖାଣିବା ସହ ସେ ହିଁ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ବୋଲି ଦର୍ଶାଇଥିଲେ ଧର୍ମେନ୍ଦ୍ର।
ମଲା.. ନନାଙ୍କର କଣ ରାଜନୀତି ଶତ୍ରୁ କମ୍ ଥିଲେ ଯେ, ସେ ପଲିଟିକାଲ୍ ଛାଡ଼ି ନନପଲଟିକାଲ୍ ସାଙ୍ଗେ ଲଢିଲେ..
ବନ୍ଧୁକ ମୁନରେ ବିଜେପି ନେତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା ।
କଂପିଲା ବିଧାନସଭା, ବିରୋଧୀଙ୍କ ନିଶାନାରେ ରାଜ୍ୟ ସରକାର ।
୩ ନେତା ଦିବଙ୍ଗତ ବିଜୟ ବରିହାଙ୍କ ଅନୁଗତ ଥିବା ଚର୍ଚ୍ଚା । ଆୟକର ବିଭାଗ ରେଡ୍ରୁ କଣ ପାଇଛି, ତାହା ଅସ୍ପଷ୍ଟ ।
ପାଇକମାଲ, ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ GST ରେଡ୍ କରାଯାଇଛି । ଉପନିର୍ବାଚନ ବେଳେ ଅଚାନକ ଏଭଳି ରେଡ୍ କାହିଁକି ବୋଲି ଲୋକଙ୍କ ମନରେ ପ୍ରଶ୍ନ ।
ପୁଣି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚେକିଂ କରାଯାଇଛି। ପଦ୍ମପୁର ଅଭିମୁଖେ ଉପନିର୍ବାଚନ ପ୍ରଚାର ପାଇଁ ଯିବାବେଳେ ତାଙ୍କ ଗାଡ଼ିକୁ ଚେକିଂ କରାଯାଇଥିଲା।
ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ରେଡ୍ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ସକାଳୁ କେନ୍ଦ୍ରୀୟ ଟିମ୍ ପକ୍ଷରୁ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି।
ବରଗଡ଼ ସୋହେଲାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଯିବାର ରହସ୍ୟ କ’ଣ ? କେଉଁ କାରଣ ପାଇଁ ସେମାନଙ୍କର ଫଟୋ ଉଠାଯାଉଥିଲା ? କେନ୍ଦ୍ରମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି କରାଯାଉଥିଲା କି ?
ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଖୋଲା ଚ୍ୟାଲେଞ୍ଜ୍ ।
ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନ୍ ନେଇ ସରକାରଙ୍କୁ ଟାର୍ଗେଟ୍ କଲେ ରେଳମନ୍ତ୍ରୀ ଅଶ୍ୱିନୀ
ଧାମନଗର ପରାଜୟ ପରେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ପଦ୍ମପୁର। କେତେବେଳେ ପଦ୍ମପୁର ପାଇଁ ପ୍ୟାକେଜ ତ ଆଉ କେତେବେଳେ ଚାଷୀଙ୍କ ପାଇଁ ଇନ୍ପୁଟ୍ ସବ୍ସିଡି ଘୋଷଣା କରୁଛନ୍ତି ରାଜ୍ୟ ସରକାର।
ସମସ୍ତଙ୍କର ଗୋଟିଏ ଅଭିଯୋଗ ପ୍ରଶାସନ ସେମାନଙ୍କ କଥା ଶୁଣୁନି, ଘର ଭାଙ୍ଗି ଦେଉଛି । ଏବେ ଆମେ ରହିବୁ କେଉଁଠି ?
ମୈଦାନରେ ମାଳ ମାଳ ହେଭିେଓ୍ୱଟ୍। ଚାଲିଛି ଘମାଘୋଟ ପ୍ରଚାର। ପଦ୍ମପୁର ଭୋଟ୍ ଯେତିକି ପାଖଉଛି, କ୍ୟାଂପେନ୍ ସେତିକି ଜମୁଛି..। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଆଜି ପ୍ରଚାର ମଙ୍ଗ ଧରିଥିଲେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଏହି ଦୁଇ ହେଭିେଓ୍ୱଟ୍ ଦିନ ପ୍ରାୟ ୧୨ଟା ବେଳେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ ଝାରବନ୍ଧ ବ୍ଲକ ବିଳାସପୁର ଜନସଭା ନିକଟରେ। ଉଭୟ ନେତାଙ୍କୁ ସ୍ଥାନୀୟ ଜନତା ଓ ନେତା ପାଛୋଟି ନେଇଥିଲେ ସଭାମଞ୍ଚକୁ।
ଆଜି ଆଉ ନାହିଁ କରୋନା କଟକଣା। ସବୁକିଛି ହୋଇଗଲାଣି ସ୍ୱାଭାବିକ। ହେଲେ ସରକାର କରୋନା ସମୟରେ ସାମ୍ବାଦିକମାନଙ୍କ ଲାଗି ଯେଉଁସବୁ କଟକଣା ଲଗାଇଥିଲେ ସେଥିରେ ସ୍ୱାଭାବିକ ସ୍ଥିତି ନ ଆସିବା ଭଳି ମନେ ହୁଏ। କାହିଁକି ଏମିତି ମନୋଭାବ?
ମଞ୍ଚ ଉପରୁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ ବୈଜୟନ୍ତ।
ଧାମନଗରରେ ହାରିବା ପରେ ବିଜେଡି ଘାବରେଇ ହିଂସାକାଣ୍ଡ ଆରମ୍ଭ କଲାଣି
ପୋଲିସ ଡ୍ରାଇଭରଙ୍କ ନମ୍ବର ରଖୁଥିବା ବିରୋଧୀଙ୍କ ଅଭିଯୋଗ । ପ୍ରତିପକ୍ଷଙ୍କ ଗତିବିଧି ଜାଣିବାକୁ ଶାସକ ଦଳର ଚାଲ୍ ଅଭିଯୋଗ ।
ପଦ୍ମପୁର ଭୋଟ୍ ବେଳେ ଚାଷୀ ଦରଦ ଲଢ଼େଇ, ବିଧାନସଭା ଭିତରେ ଓ ବାହାରେ ହଙ୍ଗାମା ।
ଗତ ୨୫ ବର୍ଷ ହେଲା ଓଡ଼ିଶାର ଚାଷୀ ହତାଶ ହୋଇ ରହିଛନ୍ତି। ରାଜ୍ୟରେ ଜଳସେଚିତ ଜମି କମ୍। ସରକାର ଯେଉଁ ମଞ୍ଜି ଦେଉଛନ୍ତି, ତାହା ମଧ୍ୟ ନକଲି।
ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ। ଏପରିକି ଷ୍ଟାର ପ୍ରଚାରକଙ୍କ ଗାଡ଼ି ମଧ୍ୟ ପୋଲିସ୍ ଯାଞ୍ଚ କରୁଛି। ଗାଡ଼ି ଚଲାଉଥିବା ଡ୍ରାଇଭରଙ୍କ ପରିଚୟ ମଧ୍ୟ ରଖାଯାଉଛି।
ଲବଙ୍ଗ ଚାକଙ୍କ ଘର ଅଗଣାରେ ଥିବା ଚଉରାରେ ପୂଜା ପାଉଥିବା ତୁଳସୀ ଗଛଟି ପାଣି ନପାଇ କେବେଠୁ ଶୁଖି ମରିଗଲାଣି । ଘରେ ତ ମଣିଷ ନାହାନ୍ତି, ପାଣି ଦେବ କିଏ ?
ଶୀତକାଳୀନ ଅଧିବେଶନର ପ୍ରଥମ ଦିନ । ଖାଁ ଖାଁ ବିଧାନସଭା ପରିସର । କାରଣ ବିଧାନସଭା ଉପରେ ପଡିଛି ପଦ୍ମପୁର ଉପନିର୍ବାଚନର ଇଫେକ୍ଟ । ଉପନିର୍ବାଚନ ଲାଗି ବିଜେଡିର ମାଳମାଳ ମନ୍ତ୍ରୀ, ବିଧାୟକ ପ୍ରଚାରରେ ମାତିଛନ୍ତି । ତେଣୁ ବିଧାନସଭାରେ ବିଧାୟକ ମରୁଡ଼ି ସ୍ଥିତି ।
ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସଙ୍ଗକୁ ନେଇ ପ୍ରଚାର ଲଢ଼େଇ । ଦାଦନ ସମସ୍ୟାକୁ ବିରୋଧୀ ବିଜେପି ଓ କଂଗ୍ରେସର ନିର୍ବାଚନୀ ଅସ୍ତ୍ର ।
ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ବିଧାନସଭା ଉପରେ ପଦ୍ମପୁର ଉପନିର୍ବାଚନର ଇଫେକ୍ଟ ।