ମହାସଂଘର ନିର୍ବାଚନ ପରେ ଆସନ୍ତା ୨୮ରେ ଉତ୍ତର ପ୍ରଦେଶର ଗୋଣ୍ଡାରେ ଜୁନିୟର ନ୍ୟାସନାଲ ପ୍ରତିଯୋଗିତା ଆୟୋଜନ ପାଇଁ ସ୍ଥିର ହୋଇଥିଲା। ଗୋଣ୍ଡା ବ୍ରିଜ ଭୂଷଣଙ୍କ ନିର୍ବାଚନମଣ୍ଡଳୀରେ ଆସୁଥିବାରୁ ଏହାକୁ ନେଇ ମଧ୍ୟ ବିରୋଧ କରାଯାଇଥିଲା।
ପଦ ଛାଡ଼ିବାକୁ ରୋକଠୋକ୍ ମନା କଲେ ବ୍ରିଜଭୂଷଣ । ବହିଷ୍କାର ଦାବିରେ ଅଟଳ ଦେଶର ଟପ୍ କୁସ୍ତି ଯୋଦ୍ଧା ।