• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

CM Naveen Patnaik, CM Mamata Banerjee
ଓଡ଼ିଶାରେ ବହୁତ ଭଲ ଆତିଥ୍ୟ ଓ ଚର୍ଚ୍ଚା ମିଳିଲା: ମମତା ବାନାର୍ଜୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

Jail For Congress Leader Rahul Gandhi In Modi Surname Case Gets Bail Soon After Court Hearing
ସେପଟେ ମିଳିଲା ଜେଲ୍‌ ଦଣ୍ଡାଦେଶ, ଏପଟେ ପାଇଗଲେ ବେଲ୍‌...

ରାହୁଲ ଗାନ୍ଧିଙ୍କୁ ଦଣ୍ଡାଦେଶ ମିଳିବାର ମାତ୍ର କିଛି ସମୟ ମଧ୍ୟରେ ତାଙ୍କୁ ୩୦ ଦିନ ପର୍ଯ୍ୟନ୍ତ ଜାମିନ୍‌ ମିଳିଛି। ଏହି ସମୟ ମଧ୍ୟରେ ଉପର କୋର୍ଟରେ ଆବେଦନ କରିବା ପାଇଁ କୋର୍ଟ ରାହୁଲଙ୍କୁ ସମୟ ଦେଇଛନ୍ତି।

Manmohan Samal
ରାଜ୍ୟ ବିଜେପିର ନୂଆ ମୁଖିଆ ହେଲେ ମନମୋହନ ସାମଲ

ମନମୋହନ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ତୁଲାଇ ଥିଲେ । ରାଜ୍ୟରେ ମେଣ୍ଟ ସରକାର ବେଳେ ମନ୍ତ୍ରୀ ଥିଲେ ମନମୋହନ ।

 Rahul Gandhi
ଦୋଷୀ ସାବ୍ୟସ୍ତ ହେଲେ ରାହୁଲ ଗାନ୍ଧୀ : ‘ମୋଦି ସରନେମ୍‌’ ନେଇ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

ଦାଏର ହୋଇଥିବା ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ ଗାନ୍ଧୀ ।

SHG
SHG ଟଙ୍କା ଲାଗୁଛି ସୁଧରେ ! ପ୍ରକଳ୍ପ କରି ଆତ୍ମନିର୍ଭରଶୀଳ ହେବା ବଦଳରେ କରୁଛନ୍ତି ଗଫଲତି !

SHGଙ୍କ ପାଇଁ ଆସୁଥିବା ଟଙ୍କାରେ ମହାଜନୀ କାରବାର । କେଉଁଠି ସବୁ ଅର୍ଥ ଚଳୁ ତ କେଉଁଠି ସୁଧ ବେପାର ଅଭିଯୋଗ ।

Odisha Politics
ଆଗକୁ ସ୍ଥିତି ସାଂଘାତିକ ! ଶୁଖିଲା ପଡ଼ିଛି ମହାନଦୀ, ଡଙ୍ଗା ବଦଳରେ ଚାଲିକି ଯାଉଛନ୍ତି ଲୋକେ

କେନ୍ଦ୍ର ଓ ଛତିଶଗଡ଼ ଉପରେ ବର୍ଷିଲା ବିଜେଡି । ରାଜ୍ୟ କୋର୍ଟକୁ ବଲ୍ ଫିଙ୍ଗି ବିରୋଧୀଙ୍କ କଡ଼ା ସମାଲୋଚନା ।

How long will Odisha suffer from water problems?
World Water Day: କେତେ ଦିନ ଆଉ ପାଣି ସମସ୍ୟାରେ ଘାଣ୍ଟିହେବ ଓଡ଼ିଶା

ଆଜି ବି ଲୋକେ ପିଇବା ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ପାଣି ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ମେଣ୍ଟୁନି ଶୋଷ। ନିର୍ବାଚନ ବେଳ ଆସିଲେ ଏନେଇ ନେତାମାନଙ୍କ ଠାରୁ ଗଦା ଗଦା ପ୍ରତିଶ୍ରୁତି ମିଳୁଛି କିନ୍ତୁ ସମସ୍ୟା ସମାଧାନ ହେଉନି।

Odisha Politics
ସରକାରଙ୍କ ଶ୍ୱେତପତ୍ରକୁ ବିରୋଧୀଙ୍କ ଟାର୍ଗେଟ୍ ! ପୋଲିସ କମାଣ୍ଡ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି କହିଲେ ବିରୋଧୀ

ପୋଲିସକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି, ପୋଲିସର କମାଣ୍ଡ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି । କେହି କାହାକୁ ମାନୁ ନାହାନ୍ତି ।

Pranab Prakash Das
BJPର ଡାଇରେକ୍ଟ ଆଟାକ୍, ପ୍ରଣବଙ୍କ କ୍ରୀତଦାସ ମନ୍ତବ୍ୟକୁ ବିରୋଧ; 5T ସଚିବ କେମିତି ହେଲେ CMO?

ବିଧାୟକମାନେ ଲୋକଙ୍କ ପ୍ରତିନିଧି, ଆମେ ଲୋକଙ୍କ କଥା ଉଠାଇବୁ, କ୍ରୀତଦାସ କେମିତି ହେବୁ ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରୟଣ ।

Mamata Banerjee
ଓଡ଼ିଶାରେ ମମତା ବାନାର୍ଜୀ, ପୁରୀରେ ଦୁଇ ଦିନ କରିବେ ରାତ୍ରିଯାପନ

ପଶ୍ଚିମବଙ୍ଗ ପୋଲିସ ଏବଂ କମିଶନରେଟ ପୋଲିସ ସହ ଆଲୋଚନା କରାଯାଇ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Mamata Banerjee
ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ

Buddha Jayanti Park
ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଗୁପଚୁପ୍‌ ଖାଇଲେ ମୋଦି

ଜାପାନ G-7ର ଅଧ୍ୟକ୍ଷତା କରୁଥିବାବେଳେ G-20ର ଅଧ୍ୟକ୍ଷତା କରୁଛି ଭାରତ । ତେଣୁ ଉଭୟ ଦେଶ ମିଶି ଅନ୍ତର୍ଜାତୀୟ ସମୁଦାୟର ବିକାଶ ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Naba Das - Sushant Singh
ନବ ହତ୍ୟା ଘଟଣାରେ ଛାତ୍ର କଂଗ୍ରେସର ଗର୍ଜନ, ଗୋପାଳକୁ ନେଇ ବିଧାନସଭାରେ ମନ୍ତ୍ରୀ ଦେଲେ ନୂଆ ତଥ୍ୟ..

ବିଜେପି ବି ସୁଶାନ୍ତଙ୍କ ଆଡ଼କୁ ଉଠାଇଲା ଅଙ୍ଗୁଳି । ଗୋପାଳ ପାଗଳ କି ନା ବିଧାନସଭାରେ ସରଗରମ ଚର୍ଚ୍ଚା ।

Matric exam
ଏଥର ମାଟ୍ରିକ୍‌ ପରୀକ୍ଷାରେ ବିଭ୍ରାଟ ସୀମା ଟପିଲା ! ପ୍ରଶ୍ନପତ୍ର ଲିକ୍‌ ନେଇ କମ୍ପିଲା ଗୃହ...

ଗଣଶିକ୍ଷା ମନ୍ତ୍ରୀ କାଉଣ୍ଟର ଆଟାକ୍ କରି କହିଛନ୍ତି, ମାଟ୍ରିକ ପରୀକ୍ଷା ଶୃଙ୍ଖଳିତ ଭାବେ ଶେଷ ହୋଇଛି । କିନ୍ତୁ ବିରୋଧୀ ଦଳମାନେ ପିଲାଙ୍କୁ ନେଇ ରାଜନୀତି କରୁଛନ୍ତି ।

970 people have drowned to death in last 3 years in Odisha
ପାଣିରେ ବୁଡ଼ି ପ୍ରାଣହାନୀ ମାମଲା; ରାଜ୍ୟରେ ୩ ବର୍ଷରେ ୯୭୦ ଜଣଙ୍କ ମୃତ୍ୟୁ

ଗୋଟିଏ କି ଦୁଇଟି ଘଟଣା ନୁହେଁ, ଜଣେ କି ଦୁଇ ଜଣ ନୁହଁନ୍ତି ଗତ ୩ ବର୍ଷରେ ୯୭୦ ଜଣଙ୍କ ହୋଇଛି ସଲୀଳ ସମାଧି । ଏକଥା ଆମେ କହୁନୁ । ଗୃହରେ ଏଭଳି ଉଦବେଗଜନକ ତଥ୍ୟ ରଖିଛନ୍ତି ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।

Bhartruhari mahaab
ରାଜ୍ୟ ସରକାରଙ୍କୁ ଭର୍ତ୍ତୃହରିଙ୍କ ତେର୍ଚ୍ଛା ବାଣ ! କହିଲେ ବାଟ ହୁଡ଼ିଲାଣି ରାଜନୀତି...

ଆମ୍ ଆଦମୀ ପାର୍ଟିର ନାଁ ନେଇ, ଏଭଳି ଦଳସବୁ ନିର୍ବାଚନ ଜିତିବା ଲାଗି ଯେ କୌଣସି ଉପାୟ ଅବଲମ୍ବନ କରିବାକୁ ପ୍ରସ୍ତୁତ ବୋଲି ଲେଖିଛନ୍ତି ଭର୍ତ୍ତୃହରି ।

Sushant sing
ନବ ଦାସ ହତ୍ୟା ମାମଲା; ବିଧାୟକ ସୁଶାନ୍ତ ସିଂଙ୍କ ଘରକୁ ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ

ଆଜି ବିଧାୟକ ସୁଶାନ୍ତ ସିଂହଙ୍କ ବାସଭବନ ଘେରିବା ସହ ତାଙ୍କ ଘର ଉପରକୁ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ଖାଲି ସେତିକି ନୁହେଁ, ଆଜି ଛାତ୍ର କଂଗ୍ରେସର କର୍ମୀମାନେ ବିଧାୟକ ସୁଶାନ୍ତ ସିଂଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଘେରିଥିଲେ ।

Dipali das
ହୋଇନି ତାରିଖ ଘୋଷଣା; ହେଲେ ଜମିଲାଣି ଉପନିର୍ବାଚନ ରାଜନୀତି

ଉପନିର୍ବାଚନ କେବେ ହେବ ଜଣାନାହିଁ । ନିର୍ବାଚନ କମିଶନଙ୍କଠୁ ବି କିଛି ସଙ୍କେତ ଆସିନି । ହେଲେ ଝାରସୁଗୁଡ଼ା ପାଣି ପବନରୁ କିନ୍ତୁ ସ୍ପଷ୍ଟ ବାରି ହେଲାଣି ଭୋଟ୍ ପ୍ରଚାରର ମାହୋଲ ।

Dipali das
ହୋଇନି ତାରିଖ ଘୋଷଣା; ହେଲେ ଜମିଲାଣି ଉପନିର୍ବାଚନ ରାଜନୀତି

ଉପନିର୍ବାଚନ କେବେ ହେବ ଜଣାନାହିଁ । ନିର୍ବାଚନ କମିଶନଙ୍କଠୁ ବି କିଛି ସଙ୍କେତ ଆସିନି । ହେଲେ ଝାରସୁଗୁଡ଼ା ପାଣି ପବନରୁ କିନ୍ତୁ ସ୍ପଷ୍ଟ ବାରି ହେଲାଣି ଭୋଟ୍ ପ୍ରଚାରର ମାହୋଲ ।

Golak Mohapatra
'ଲୋକଙ୍କର ନୁହେଁ, ପ୍ରଶାସନିକ ଅଧିକାରୀଙ୍କ କ୍ରୀତଦାସ ହେବାକୁ ଚାହୁଁଛନ୍ତି ବବି'

’ବବି କହୁଛନ୍ତି ନବରଙ୍ଗପୁରକୁ CMO ଆସିଛି, ହେଲେ CMO କିଏ । 5T ଯଦି ଏକ ଚିନ୍ତାଧାରା ତେଣୁ ଚିନ୍ତାଧାରା CMO କେମିତି ହେଲା । ନିଜ ଚାକିରି ବଞ୍ଚାଇବାକୁ କ୍ରୀତଦାସ ହେବାକୁ ବବି ଚାହୁଁଛନ୍ତି’ ।

 Rahul Gandhi
ରାହୁଲ ଗାନ୍ଧୀଙ୍କ ଘରେ ପୋଲିସ୍‌, ଘଟଣା କ’ଣ ?

ଯୌନ ନିର୍ଯାତନା ବୟାନ୍‌ ଉପରେ ଜାରି ହୋଇଥିଲା ନୋଟିସ୍‌

Former Jharsuguda MLA Birendra Pandey No More
ପରଲୋକରେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେ

ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ପରଲୋକ ହୋଇଛି। ଆଜି ଭୋର ୪ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

  • Sunday, 19 March 2023
Pranabprakash Das
‘ଲୋକଙ୍କ ପାଇଁ ମୁଁ କ୍ରୀତଦାସ ହେବାକୁ ମଧ୍ୟ ରାଜି’

‘ମୁଁ ଲୋକଙ୍କୁ ଏଠାକୁ ଆସିବାକୁ ଡାକିଥିଲି । ଓଡ଼ିଶାବାସୀଙ୍କ କାମ ପାଇଁ ଦ୍ୱାରପାଳ ନୁହେଁ କ୍ରୀତଦାସ ହେବାକୁ ମୁଁ ରାଜି ଅଛି’ ବୋଲି କହିଛନ୍ତି ପ୍ରଣବ ।

  • Saturday, 18 March 2023
  • BJD
  • 5T
Want to do politics
ରାଜ୍ୟରେ ଚାଲିଛି କି ଅମଲା ଶାସନ ? ଅଫିସର୍ ରାଜରେ ପ୍ରଭାବିତ ମନ୍ତ୍ରୀ, ବିଧାୟକ !

ବିରୋଧୀଙ୍କ ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

BJD Leader
ବିଜେଡି ନେତାଙ୍କ ନାଁରେ ସାଂଘାତିକ ଅଭିଯୋଗ, ନାମାଙ୍କନ ବେଳେ ଦେଇଛନ୍ତି ଜାଲ ଜାତି ପ୍ରମାଣପତ୍ର !

ଅଭିଯୋଗ ଆଣିଲେ ଉଭୟ ବିଜେପି ଓ କଂଗ୍ରେସ । ଅତାବିରା ଥାନାରେ ଏତଲା । ଅଭିଯୋଗକୁ ଖଣ୍ଡନ କଲେ ବିଜେଡି ପ୍ରାର୍ଥୀ ।