• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Naba Das Murder Case: Crime Branch Seize Goapl's Dairy
କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ଗୋପାଳ ? ଡାଏରୀ ଖୋଲିବ ମୃତ୍ୟୁ ରହସ୍ୟ !

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଡାଏରୀ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍‌ ଗୋପାଳର ସରକାରୀ କ୍ୱାର୍ଟର୍ସ ଯାଞ୍ଚ କରିଥିଲା।

BJP leader Jaynarayan Mishra
'ମୃତଦେହର ଅପରେସନ କରିବା ପୃଥିବୀର ପ୍ରଥମ ଘଟଣା'

ନବ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏ ନମସ୍କାର ମୁଦ୍ରାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି।

Naba Das
ମୃତଦେହର ଅସ୍ତ୍ରୋପଚାର

ଦିବଂଗତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଶେଷ ସମୟକୁ ନେଇ ସସପେନ୍ସ? କେତେବେଳେ ଆଉ କେଉଁଠି ହୋଇଛି ନବ ଦାସଙ୍କ ମୃତ୍ୟୁ ଏବେ ତାକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ କରୁଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

Naba Das Murder Case
ଏଭଳି ଘଟଣା କେମିତି ଘଟିଲା ପ୍ରଭୁ ଜଗନ୍ନାଥଙ୍କୁ ଜଣା: ଡିଜିପି

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ବହିଷ୍କୃତ ପୋଲିସ ASI ? ଛକ ମଝିରେ, ସ୍ପଷ୍ଟ ଦିବା ଲୋକରେ ଏବଂ ସମର୍ଥକଙ୍କ ଭିତରେ ପଶି କାହିଁକି ପ୍ରଭାବଶାଳୀ ମନ୍ତ୍ରୀଙ୍କୁ ପଏଣ୍ଟ ବ୍ଲାଙ୍କରେ ଗୁଳିକଲା ଗୋପାଳକୃଷ୍ଣ ଦାସ ? ତାହା କେବଳ ସେହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହିଁ ଜଣା।

Tara
ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ ତାରା ବାହିନୀପତି

କୋରାପୁଟ ଜୟପୁର ସ୍ଥିତ ବିକ୍ରମଦେବ କଲେଜର ପ୍ଲାଟିନମ ଜୁବଲି ଓ ବିଶ୍ୱବିଦ୍ୟାଳୟ ଘୋଷଣା ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଙ୍କ ଭୁରିଭୁରି ପ୍ରଶଂସା ଓ ଜିନ୍ଦାବାଦ ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Cong leader Tara Bahinipati
ଓଡ଼ିଶା ରାଜନୀତିରେ ଚହଳ: ରବି ନନ୍ଦଙ୍କୁ ମଞ୍ଚରୁ ଓହ୍ଲାଇ ଦେଲେ ବବି ଦାସ

କାର୍ଯ୍ୟକ୍ରମ ସରକାରୀ ଥିବାରୁ ଅନ୍ୟ ଅତିଥି ବୃନ୍ଦଙ୍କ ଭଳି ସ୍ଥାନୀୟ କଂଗ୍ରେସ ବିଧାୟକ ତାରା ବାହିନୀପତି ବି ଯୋଗ ଦେଇଥିଲେ।

Naba Das Murder Case
ଏଭଳି ଘଟଣା କେମିତି ଘଟିଲା ପ୍ରଭୁ ଜଗନ୍ନାଥଙ୍କୁ ଜଣା: ଡିଜିପି

ନାନା ଚର୍ଚ୍ଚା ଭିତରେ ଆଜି ଗୋପାଳର ବ୍ରଜରାଜନଗର ସ୍ଥିତ କ୍ବାର୍ଟରରେ ଛାନଭିନ୍ କରିଛି।

Uma Bharati
ମଦ ଦୋକାନ ଆଗରେ ଗାଈ ବାନ୍ଧିଲେ ଉମା; କ୍ଷୀର ପିଇବାକୁ କହିଲେ

ବିଜେପି ଶାସିତ ରାଜ୍ୟରେ ମଦ୍ୟପାନକୁ ବିରୋଧ କରାଯାଇଥିଲା ।

Union Railways Minister Ashwini Vaishnaw
ଯେତିକି ମାଗିଥିଲେ ରାଜ୍ୟ ସରକାର, ତା’ଠାରୁ ଅଧିକ ଦେଲେ କେନ୍ଦ୍ର ସରକାର...

ରାଜ୍ୟ ସରକାର ମାଗିଥିଲେ ୮ ହଜାର ୪୦୦ କୋଟି, କେନ୍ଦ୍ର ସରକାର ଅଜାଡ଼ି ଦେଲେ ୧୦ ହଜାର ୧୨ କୋଟି ।

Congress MLA Tara Bahinipati
ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଲେ ତାରା ବାହିନୀପତି

ସେ କହିଛନ୍ତି ଯେ ଆମର ସୌଭାଗ୍ୟ ଏଠାକୁ ମୁଖ୍ୟମନ୍ତ୍ରୀ ଆସିଛନ୍ତି।

Naba Das murder case: Odisha DGP Sunil Bansal briefs media
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଡିଜିପି କହିଲେ- ‘ସମ୍ପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିବାକୁ ଟିକେ ସମୟ ଲାଗିବ’

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଡିଜିପି ସୁନୀଲ ବଂଶଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିବାକୁ ଟିକେ ସମୟ ଲାଗିବ।

Ayushman-BSKY
ପୁଣି ତେଜିଲା ‘କିଏ ଭଲ’ ରାଜନୀତି ? BSKY ନା ଆୟୁଷ୍ମାନ ?

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଘରୋଇ ମେଡିକାଲରେ ବ୍ୟାପକ ଦୁର୍ନୀତି କଥା ଉଠାଇ, ଏ ଯୋଜନାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି ବିଜେପି ।

KCR
ମୁଖ୍ୟମନ୍ତ୍ରୀ KCRଙ୍କୁ ଜୋତା ଉପହାର ଦେଇ ଶର୍ମିଲାଙ୍କ ଚ୍ୟାଲେଞ୍ଜ, ଆସନ୍ତୁ ମୋ ସହ ଚାଲିବେ...

ଗଣମାଧ୍ୟମ ଆଗରେ ଏକ ନୂଆ ଜୋତା ଦେଖାଇ କହିଥିଲେ, ମୁଖ୍ୟମନ୍ତ୍ରୀ ପଦଯାତ୍ରରେ ସାମିଲ ହେଲେ ମୁଁ ଏହାକୁ ଉପହାର ଦେବି ।

Jayanarayan Mishra
‘ସୁରକ୍ଷିତ ନୁହେଁ ଗୋପାଳ, କିଛି ହେଲେ ଦାୟୀ ରହିବେ ରାଜ୍ୟ ସରକାର’

ଗୋପାଳ ଦାସର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟନାରାୟଣ

 MLA Santosh Singh Saluja's Son Arrested
ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

ସିନେମା ହଲରେ ଗଣ୍ଡଗୋଳ କରି ବିଧାୟକଙ୍କ ପୁଅ ଗିରଫ ହୋଇଛନ୍ତି ।

Naba Das
ଘନ ଘନ ହେଉଛି ତଦନ୍ତ, ହେଲେ ଏଯାଏଁ ଜଣାପଡ଼ିନି ହତ୍ୟା ପଛର କାରଣ ?

ଗୋପାଳଙ୍କ ହୋଟେଲ୍ ବ୍ୟବସାୟୀ ବଡ଼ଭାଇଙ୍କୁ ଗତକାଲି ଉଠାଇନେଇଥିବା କ୍ରାଇମବ୍ରାଞ୍ଚ ଆଜି ଗୋପାଳଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ।

Minister Naba Das PSO Suspended
ମନ୍ତ୍ରୀ ନବ ଦାସଙ୍କ PSO ସସ୍‌ପେଣ୍ଡ୍‌

ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ନବ ଦାସଙ୍କ ପିଏସ୍ଓଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। 

Andhra Pradesh
ଜଗନ ରେଡ୍ଡୀଙ୍କ ବଡ଼ ଘୋଷଣା: ଆନ୍ଧ୍ରର ନୂଆ ରାଜଧାନୀ ବନ୍ଦର ନଗରୀ ବିଶାଖାପାଟଣା

ଆସନ୍ତା ମାର୍ଚ୍ଚ ୩ ଏବଂ ୪ ତାରିଖ ଦୁଇ ଦିନ ଧରି ବିଶାଖାପାଟଣାରେ ଆୟୋଜିତ ହେବ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ୍ ।

Naba Das
ମନ୍ତ୍ରୀଙ୍କୁ କୋପ କରିଥିଲେ କି ଗ୍ରହରାଜ ଶନି ? ଠିକ୍ ନଥିଲା ପୂଜା ପଦ୍ଧତି କହିଲେ ଜ୍ୟୋତିର୍ବିଦ୍ 

ସୁନାକଳସ ଦାନ ଓ ତୈଳମର୍ଦ୍ଦନ ସତ୍ତ୍ୱେ ଗୁଳିମାଡ଼କୁ ନେଇ ଚର୍ଚ୍ଚା । ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହେଲା ପ୍ରାଣଘାତୀ ଗୁଳି ମାଡ଼ ?

Naba Das - Gopal Das
ଟପ୍ ଲେଭେଲ୍ ଷଡ଼ଯନ୍ତ୍ର ଅଭିଯୋଗ ପରେ ହଇଚଇ ! ଡ୍ରାମା କାହିଁକି ବୋଲି ପ୍ରଶ୍ନ କଲେ ଜୟନାରାୟଣ..

ମୁଖ୍ୟମନ୍ତ୍ରୀ, ଗୃହସଚିବ ଓ ଡିଜିପି କାହିଁକି ଚୁପ୍- ବିଜେପି । କଂଗ୍ରେସର ଦାବି SIT ତଦନ୍ତ ।

Is it a conspiracy to kill Naba Das what is your view
ନବ ଦାସଙ୍କ ହତ୍ୟା ଏକ ଷଡଯନ୍ତ୍ର କି ? ଜାଣନ୍ତୁ କିଏ କ’ଣ କହୁଛନ୍ତି...

ଫିଟିନି ନବ ଦାସଙ୍କ ହତ୍ୟା ରହସ୍ୟ। ୨ ଦିନ ପରେ ବି ଅନ୍ଧାରରେ ପୂରା ରାଜ୍ୟ। ପରିବାର ଲୋକେ ବିରୋଧିଙ୍କୁ ଦାୟୀ କରୁଛନ୍ତି। ତେବେ ଏହା ପଛରେ ରହିଛି କି ଏକ ବଡ ଧରଣର ଷଡଯନ୍ତ୍ର? ଆସନ୍ତୁ ଜାଣିବା କିଏ କ’ଣ କହୁଛନ୍ତି।

Naba Das - Gopal Das
ନବ ହତ୍ୟା ମାମଲାରେ ତେଜିଲା ରାଜନୀତି ! ଚୁପ୍‌ କାହିଁକି ମୁଖ୍ୟମନ୍ତ୍ରୀ ? ମୁହଁ ଖୋଲୁ ନାହାନ୍ତି DGP...

ଟପ୍ ଲେବଲ୍ ଲୋକ ଏଥିରେ ସାମିଲ ନେଇ କଂଗ୍ରେସର ଅଭିଯୋଗ । କାହିଁକି ଗୃହମନ୍ତ୍ରୀ ପଦ ଛାଡ଼ୁନାହାନ୍ତି ମୁଖ୍ୟମନ୍ତ୍ରୀ ?

Jayanarayan Mishra
‘ସ୍ପଟରେ ନବ ଦାସଙ୍କ ମୃତ୍ୟୁ ଘଟିଥିଲା, ଏଭଳି ଡ୍ରାମା କରିବା କ’ଣ ଆବଶ୍ୟକ ଥିଲା ?’

ବିସ୍ଫୋରକ ସୂଚନା ଦେଲେ ବିରୋଧୀ ଦଳ ନେତା । ନବ ଦାସଙ୍କ ସ୍ପଟରେ ମୃତ୍ୟୁ ଘଟିଥିବା ଖବର ପାଇଛୁ କହିଲେ ଜୟ ନାରାୟଣ ମିଶ୍ର ।