• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Karnataka Assembly Election

Rahul Gandhi
କ୍ୟାମ୍ପେନରେ କମ୍ପୁଛି କର୍ଣ୍ଣାଟକ: ଡେଲିଭରି ବୟ ସହ ସ୍କୁଟରରେ ବୁଲିଲେ ରାହୁଲ

କର୍ଣ୍ଣାଟକରେ ହାଇଭୋଲଟେଜ୍ ପ୍ରଚାର। ୧୦ କିଲୋମିଟର ରୋଡ ସୋ କଲେ ମୋଦି। ଡେଲିଭରି ବୟ ସହ ସ୍କୁଟରରେ ବସି ବୁଲିଲେ ରାହୁଲ

pm modi
କର୍ଣ୍ଣାଟକରେ ବି ମୋଦି ଲହର!

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବି ମୋଦି ଲହର। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଭୋଟ୍ ଗଣତିରୁ ଆସୁଥିବା ଫଳାଫଳ ଅନୁସାରେ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି ବିଜେପି। ଶାସକ କଂଗ୍ରେସ ୭୦ରୁ କମ୍ ଆସନରେ ଆଗୁଆ ରହିଛି। ତା ତଳକୁ ରହିଛି ଜେଡିଏସ୍। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ବିଜେପି ସପକ୍ଷରେ ଯାଉଥିବା ସ୍ପଷ୍ଟ ହେବା ପରେ ଏବେ ଚାରିଆଡ଼େ ଆରମ୍ଭ ହୋଇଯାଇଛି ସେଲିବ୍ରେସନ୍‌। କର୍ଣ୍ଣାଟକ ବିଜେପି ମୁଖ୍ୟାଳୟରେ ବିଜେପି କର୍ମୀ ସେଲିବ୍ରେସନ୍‌ କରୁଛନ୍ତି। କର୍ଣ୍ଣାଟକର ୨୨୪ ଆସନରୁ ଏଥର ୨୨୨ […]

election
କର୍ଣ୍ଣାଟକ ବିଧାନସଭା ପାଇଁ ଭୋଟ ଗ୍ରହଣ ଆରମ୍ଭ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ପାଇଁ ଆରମ୍ଭ ହୋଇଛି ମତଦାନ। ରାଜ୍ୟର ୨୨୪ଟି ଆସନ ମଧ୍ୟରୁ ଆଜି ୨୨୨ଟି ସିଟ୍‌ରେ ଭୋଟ୍ ଗ୍ରହଣ ଚାଲିଛି। ବିଜେପି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ଜୟାନଗର ନିର୍ବାଚନୀ ମଣ୍ଡଳରେ ଭୋଟ ଗ୍ରହଣ ବାତିଲ୍‌ କରାଯାଇ ଥିବାବେଳେ ସେପଟେ ଭୋଟର କାର୍ଡ ଜବତ ପରେ ରାଜାରାଜେଶ୍ୱରୀ ଆସନରେ ମତଦାନକୁ ଘୁଞ୍ଚାଇ ଦିଆଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ସଂଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ଚାଲିବ। ରାଜ୍ୟର ପ୍ରାୟ ୫ କୋଟି ଭୋଟର […]

election
ମେ ୧୨ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ମେ ୧୨ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନର ବିଭିନ୍ନ ପ୍ରକ୍ରିୟା ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓମ୍ ପ୍ରକାଶ ରାଓ୍ୱତ୍। ମେ ୧୨ରେ କର୍ଣ୍ଣାଟକର ସମସ୍ତ ୨୨୪ଟି ବିଧାନସଭା କ୍ଷେତ୍ର ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ।  ମେ ୧୫ରେ ସମସ୍ତ ଆସନ ପାଇଁ ଭୋଟ ଗଣତି ହେବ। ତେବେ ଏହାପୂର୍ବରୁ ନାମାଙ୍କନ ଦାଖଲ ପାଇଁ ଏପ୍ରିଲ ୨୪ ଶେଷ ତାରିଖ ରହିଛି। ସମସ୍ତ ବୁଥରେ EVM ସହ […]