ନିର୍ବାଚନ ମଣ୍ଡଳୀରେ ରହି କାମ କରିବାକୁ ସୁପ୍ରିମୋ ପରାମର୍ଶ । ଯାହାକୁ ଡକରା ଆସିନି, ସେମାନଙ୍କ ଛାତି ଧଡ୍ ଧଡ୍ ।
କଂଗ୍ରେସ ଭବନ ଦେଖିନଥିବା ଲୋକଙ୍କୁ କମିଟିରେ ପଦ ପଦବୀ ମିଳିଥିବା ନେଇ ଆଣିଛନ୍ତି ଅଭିଯୋଗ। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ନିଜ ସ୍ୱାର୍ଥ ଲାଗି ଚିହ୍ନା ଜଣାଙ୍କୁ କମିଟିରେ ସ୍ଥାନ ଦେଇଥିବା କହି ସାଂସଦ ସପ୍ତଗିରି ଉଲାକାଙ୍କୁ ପରକ୍ଷରେ ଟାର୍ଗେଟ କରିବା ସହ ଦଳ ଭିତରର ଗୋହି ଖୋଳିଛନ୍ତି।
ସେପଟେ ବିଜେଡି ବିରୋଧୀଙ୍କ ପ୍ରଶ୍ନର ସିଧା ଉତ୍ତର ଦେଇପାରିନଥିବା ବେଳେ ଜଗନ୍ନାଥଙ୍କୁ ନେଇ ରାଜନୀତି କଲେ ଓଡ଼ିଶା ଲୋକେ କ୍ଷମା ଦେବିନି ବୋଲି କହିଛି ।
କଂଗ୍ରେସ, କମିଟି ଆଉ କନ୍ଦଳ । ରାଜ୍ୟ କଂଗ୍ରେସର କମିଟି ଘୋଷଣା ହେବା ପରେ ବିଧାୟକ ଗୋଷ୍ଠୀ ଏହାକୁ ନେଇ ବିରୋଧ ଆରମ୍ଭ କଲେଣି । ବଡ ଟିମ୍ ଗଠନ ପରେ ବି ଦଳରେ କାହିଁକି ଅସନ୍ତୋଷ କମୁନି ତାକୁ ନେଇ ଚର୍ଚ୍ଚା ।
ଶେଷ ମୁହୂର୍ତ୍ତରେ ବିଦ୍ରୋହକୁ ପ୍ରଶମିତ କରିବା ପାଇଁ ବିଧାୟକଙ୍କୁ ଆଗୁଆ ଟିକଟ ଥୋପ । ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଥିବାବେଳେ ଏବେଠୁ ବିଜେଡିରେ ଟିକଟ୍ ପାଇଁ ଗ୍ରୀନ୍ ସିଗନାଲ୍ ମିଳିଥିବା ଚର୍ଚ୍ଚା ହେଉଛି ।
5Tର ପ୍ରଥମ ଚିନ୍ତାଧାରା ହେଉଛି ସ୍ୱଚ୍ଛତା। ଏହି ଧାରାରେ ପ୍ରଥମେ ରତ୍ନଭଣ୍ଡାର ରିପୋର୍ଟକୁ ସାର୍ବଜନୀନ କରନ୍ତୁ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ମୋଦିଙ୍କ ରଣହୁଙ୍କାର । କଂଗ୍ରେସର ମାଗଣା ସଂସ୍କୃତି ସମ୍ପର୍କରେ ଆଲୋଚନା କରି ବର୍ଷିଲେ . .
ନିରାଶ ହେବା ପରେ ଅସନ୍ତୁଷ୍ଟ ମହେନ୍ଦ୍ରଙ୍କୁ ଆଦିବାସୀଙ୍କ ଭୋଟ୍ ଗୋଟାଇବା ଆଶାରେ କୋଳେଇ ନେଇଛି ବିଜେଡି ।
ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ିକୁ ବାଏ ବାଏ କରିବେ ରାଜ୍ୟ ସରକାର, ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଅଫିସ୍ ମେମୋରାଣ୍ଡମ୍
ସମ୍ବଲପୁର ଘଟଣାକୁ ନେଇ ସେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି ।
କୋର୍ଟଙ୍କ ଏ ନିର୍ଦ୍ଦେଶ ପରେ ତୁରନ୍ତ ରତ୍ନଭଣ୍ଡାର ଖୋଲାଯିବାକୁ ଦାବି ଉଠିଛି ।
ବିରୋଧୀ କଳାଧନ ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିଥିବା ବେଳେ ଉତ୍ତରରେ ଶାସକ ଦଳ କହିଛି କୌଣସି ତଥ୍ୟ ଲୁଚାଯାଇନି।
ଶିରୋମଣି ଅକାଳି ଦଳର ପରିଚିତ ଚେହେରା ଥିଲେ ।
ବିଜେଡି ଦ୍ୱିତୀ ଆଞ୍ଚଳିକ ଧନୀ ଦଳ ଓ ନବୀନ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେବା ପରେ ପାର୍ଟି ଚାନ୍ଦା ତଥ୍ୟ ଦେବାକୁ ଦଳ କାହିଁକି ପଛଘୁଞ୍ଚା ଦେଲା?
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଜୁଲାଇ ୧୦ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ । ଜୋର ଧରିଲା ରତ୍ନଭଣ୍ଡାର ଖୋଲାଯିବା ଦାବି ।
ଧର୍ମକୁ ନେଇ ରାଜନୀତି ଠିକ୍ ନୁହେଁ କହିଲା ବିଜେଡି । ମୃତ ଚନ୍ଦ୍ରକାନ୍ତ ମିର୍ଦ୍ଦାଙ୍କ ଗାଁରେ ଜାତୀୟ ST କମିଶନ୍ ।
ଓଡ଼ିଶାରେ ୧୨ ଦିନ ଲୁଚିଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍, ଜାତୀୟ ଗଣମାଧ୍ୟମ ରିପୋର୍ଟକୁ ନେଇ ପୁଣି ହଇଚଇ ।
୫୪ ଆଞ୍ଚଳିକ ଦଳ ମଧ୍ୟରୁ ୩୩ଟି ଦଳ ଉପରେ ADR ତଥ୍ୟ ଦେଇଛି। ତେବେ ୧୯ ଦଳ ସେମାନଙ୍କ ଚାନ୍ଦା ବାବଦ ଆୟ ବାବଦରେ ସମୟ ସୀମା ମଧ୍ୟରେ ତଥ୍ୟ ଦାଖଲ କରିଥିବା ବେଳେ ଅନ୍ୟ ୧୪ ଦଳ ବିଳମ୍ବରେ ତଥ୍ୟ ଦାଖଲ କରିଛନ୍ତି।
ସମ୍ବଲପୁରରେ ହିଂସା ଥମିଲାଣି, ହେଲେ ହିଂସାକୁ ନେଇ ରାଜନୀତି କିନ୍ତୁ ଥମିବାର ନାଁ ନେଉନି । ସହରରେ ଘଟି ଯାଇଥିବା ହିଂସା ପାଇଁ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ବିଜେପି-ବିଜେଡି ।
ଖରିଫ୍ ଚାଷ ପାଇଁ ସୁଧ ରିହାତି ପ୍ରଦାନ କଲେ ସରକାର । ମୁଣ୍ଡ ଉପରେ ସାଧାରଣ ନିର୍ବାଚନକୁ ଦେଖି ଚାଷୀଙ୍କୁ ଥୋପ । ଚାଷୀ ଭୋଟ୍ ହାତରେ ରଖିବାକୁ ପୁଣି ଚଳାଇଲେ ଗୋଟି । ଖରିଫ ଚାଷ ପାଇଁ ୪୪୧ କୋଟି ୭୬ ଲକ୍ଷ ଟଙ୍କାର ସୁଧ ରିହାତି ।
ପାୱାର କଟ୍ ନୁହେଁ ଓଭର ଲୋଡିଂ ପାଇଁ ହେଉଛି ଟ୍ରିପ୍। ଅଘୋଷିତ ବିଜୁଳି କାଟ୍ ନେଇ ଜନତାଙ୍କ ଅସନ୍ତୋଷ ଭିତରେ ଶକ୍ତିମନ୍ତ୍ରୀ ଦେଇଛନ୍ତି ଏଭଳି ସ୍ପଷ୍ଟୀକରଣ। ଯାହାକୁ ନେଇ ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ସଂଘ ସିଧା ସରକାରଙ୍କୁ ନିଶାନା କରି ଏହାର ସମାଧାନ ଦାୟିତ୍ୱ କାହାର ବୋଲି ପ୍ରଶ୍ନ କରିଛି।
ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା । ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।
ସମ୍ବଲପୁର ହିଂସା ଓ ଗୁଡ୍ଡୁ ମୁସଲିମ୍ ଓଡ଼ିଶା ଲିଙ୍କର ହେଉ ତଦନ୍ତ-ସୁରେଶ ପୂଜାରୀ
ଘେରିଲା ଉପଭୋକ୍ତା ସଂଘ, ୨୦ବର୍ଷ ତଳର ଭିତ୍ତିଭୂମିରେ ସେବାକୁ ନେଇ ପ୍ରଶ୍ନ । ଗ୍ରାଉଣ୍ଡ ଜିରୋରୁ ଆସୁଛି ବିଜୁଳି କାଟ୍ ଯନ୍ତ୍ରଣା ଓ ପରିଣାମର ମାଳ ମାଳ ଚିତ୍ର ।
୩୫ ଲକ୍ଷ ଖରିଫ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୪୪୧ କୋଟିର ସୁଧ ରିହାତି ଘୋଷଣା । ଭେଳିକି କହି ଅସଲ ଚାଷୀଙ୍କ ପ୍ରଶ୍ନ, କୁଆଡ଼େ ଯାଉଛି ଋଣ ଟଙ୍କା ଓ ସୁବିଧା ?