Odisha Politics, Congress
ପୁଣି ଫେରିଲା କଂଗ୍ରେସର ପୁରୁଣା ରୋଗ । ପିସିସି ସଭାପତିଙ୍କ ୯ରୁ ୯୦ ମିଶନକୁ ଟାର୍ଗେଟ୍ ଖୋଲା ମଞ୍ଚରୁ ନିଶାନା ସାଧିଲେ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ । ସାଧାରଣ ନିର୍ବାଚନକୁ ବର୍ଷେରୁ କମ୍ ସମୟ । ଆଉ ଏତିକି ବେଳେ ରାଜ୍ୟ କଂଗ୍ରେସ ପୁଣିଥରେ ପୁରୁଣା ରୋଗରେ ଆକ୍ରାନ୍ତ ହୋଇଛି । ଏଥର ଘର କଳି ଦେଖିବାକୁ ମିଳିଛି ଖୋଲା ମଞ୍ଚରେ । ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ପିସିସି ସଭାପତିଙ୍କୁ ଟାର୍ଗେଟ କରିବା ସହ ୯ ରୁ ୯୦ ମିଶନକୁ କଟାକ୍ଷ କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)