Advertisment

ବିଜେପି ପରେ ଖୋଦ୍ ଶାସକ ଦଳ MLA ଖୋଲିଲେ ଗୁମର...

ବିଧାୟକ ସୌମ୍ୟରଂଜନ ଖୋଲିଲେ ଶାସନ ବ୍ୟବସ୍ଥାର ଗୁମର । କିଛି ଜାଣୁନାହାନ୍ତି ମନ୍ତ୍ରୀ କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଧର୍ମେନ୍ଦ୍ରଙ୍କ ଶଶିକଳା ସିଣ୍ଡ୍ରୋମ ମନ୍ତବ୍ୟକୁ ଭିତ୍ତିହୀନ କହିଲା ବିଜେଡି ।

author-image
Tanmay Kumar Mahalik

ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ କି ଶାସନ ବ୍ୟବସ୍ଥା ? ସରକାରରେ କଣ ଚାଲିଛି ସେ ଜାଣୁଛନ୍ତି ତ ? ମନ୍ତ୍ରୀ ଓ ବିଧାୟକମାନେ ତାଙ୍କୁ ଭେଟୁଛନ୍ତି ତ ? ବିଜେପି ପକ୍ଷରୁ ଏଭଳି ଅଭିଯୋଗ ହେବା ପରେ ପରେ ଆଜି ଖୋଦ୍ ଶାସକ ଦଳର ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମନ୍ତ୍ରୀଙ୍କ ଭୂମିକା ନେଇ ଗୁମର ଖୋଲିଛନ୍ତି। ଜାନକୀ-ବସନ୍ତଙ୍କ ସୁବର୍ଣ୍ଣ ଯୁଗ ଶୀର୍ଷକ ଆଲୋଚନା ଚକ୍ରରେ ଭାଗ ନେଇ ସୌମ୍ୟ କହିଛନ୍ତି କ୍ୟାବିନେଟରେ କଣ ନିଷ୍ପତ୍ତି ହେଉଛି ମନ୍ତ୍ରୀମାନେ ଜାଣୁ ନାହାନ୍ତି ।

Advertisment
BJP Odisha CM Odisha Govt BJD MLA Soumyaranjan Patnaik
Advertisment
Advertisment