/odishatv-khabar/media/post_attachments/uploadimage/library/16_9/16_9_0/s_1683683389.jpg)
Voting for bypoll to Jharsuguda Assembly constituency begins
ଭୋଟ୍ ଦେଉଛି ଝାରସୁଗୁଡ଼ା। ସକାଳ ୭ଟାରୁ ଆରମ୍ଭ ହୋଇଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ । ମୋଟ୍ ୨୫୩ ବୁଥ୍ରେ କଡ଼ା ସୁରକ୍ଷା ମଧ୍ୟରେ ସଂଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ ହେବ। ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସବୁ ବୁଥ୍ରେ ସିସିଟିଭି ଲଗାଯାଇଛି।
Advertisment
ଏହାସହ ସମ୍ବେଦନଶୀଳ ବୁଥ୍ରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନ ମୈଦାନରେ ଏଥର ୯ ଜଣ ପ୍ରାର୍ଥୀ ଥିବା ବେଳେ ଲଢ଼େଇ ମୁଖ୍ୟତଃ ତ୍ରିମୁଖୀ। ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ।
ରାଜନୈତିକ ମୈଦାନରେ ତିନିଜଣଙ୍କ ଡେବ୍ୟୁ ମ୍ୟାଚ୍। ତେବେ କାହାକୁ ଝାରସୁଗୁଡ଼ାବାସୀ ବାଛିିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)