• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Ratna Bhandar
ରତ୍ନଭଣ୍ଡାର ଖୋଲିବାକୁ ଚାହୁଁନାହାନ୍ତି କି ରାଜ୍ୟ ସରକାର ?

ଏଣେ ଅସ୍ପଷ୍ଟ ତାଲିକା ଓ ସୁନା-ରୁପା ପରିମାଣକୁ ନେଇ ଭକ୍ତ-ସେବାୟତ ଓ ବୁଦ୍ଧିଜୀବୀଙ୍କ ଅସନ୍ତୋଷ ।

Ratna Bhandar
ରତ୍ନଭଣ୍ଡାରରେ ମାତ୍ର ୧୪୯ କେଜି ସୁନା ! କୁଆଡ଼େ ଗଲା ହୀରା-ନୀଳା-ମୋତି-ମାଣିକ୍ୟ..?

ଠାକୁରଙ୍କ ସବୁ ଅଳଙ୍କାର ସୁରକ୍ଷିତ ଥିବା ନେଇ ସତ୍ୟପାଠ । ଅସ୍ପଷ୍ଟ ତାଲିକା ଓ ସୁନା-ରୁପା ପରିମାଣକୁ ନେଇ ଅସନ୍ତୋଷ ।

Huge Shivling
ବରଫରେ ବିରାଟ ଶିବଲିଙ୍ଗ, ଗୋଶାଳା ପାଲଟିଲା ଶୈବପୀଠ

ବରଫରେ ପ୍ରସ୍ତୁତ ହେଲା ବିରାଟ ଶିବଲିଙ୍ଗ । ଗୋଶାଳା ପାଲଟିଲା ଶୈବପୀଠ । ସ୍ଥାପନା ହେଲା ୧୨ ଜ୍ୟୋର୍ତିଲିଙ୍ଗ ।

Photo Journalist
ଶହେ ବର୍ଷରେ ବି ଚଳଚଞ୍ଚଳ ପୂର୍ଣ୍ଣଚନ୍ଦ୍ର; ଫଟୋଗ୍ରାଫି ସହ ଛଉ ନୃତ୍ୟ ଓ ଅଭିନୟର ସଉକ

କଥା କହୁଛି ଇତିହାସର କଳା ଧଳା ଫଟୋ । ରାଜା ମହାରାଜା ଓ ଇଂରେଜଙ୍କ ଠାରୁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଯାଏଁ । ଅମୂଲ୍ୟ ସମ୍ପଦ ହୋଇ ରହିଛି ସବୁକିଛି । କଥାକୁହା ଫଟୋର ଶିଳ୍ପୀ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ।

Scanty Rain In Odisha
ବର୍ଷା ହେଉଛି ହେଲେ ବିଲକୁ ପାଉନି; ମାଟି ଫାଟି ଆଁ କଲାଣି

ଉପକୂଳରୁ ଦକ୍ଷିଣ ଓଡିଶା ସବୁଠି ସ୍ଥିତି ସମାନ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।

Females not allowed to board first on bus!
ବସ୍‌ରେ କାହିଁକି ପ୍ରଥମେ ଚଢନ୍ତିନି ମହିଳା?

କାହିଁକି ? କେବେଠାରୁ? ମହିଳା ଯାତ୍ରୀଙ୍କୁ ପ୍ରଥମେ ବସ୍‌ରେ ଚଢାନ୍ତି ନାହିଁ ବସ୍‌ କର୍ମଚାରୀ ? ବରମୁଣ୍ଡାରେ ଏମିତି କଣ ଘଟିଲା ଯେ ମହିଳାଙ୍କୁ ପ୍ରଥମେ ଚଢାଇବାକୁ ନିର୍ଦ୍ଦେଶ ଦେଲେ ମହିଳା କମିଶନ ଅଧ୍ୟକ୍ଷା

  • Saturday, 29 July 2023
  • Bus
Supreme Court Notice To Odisha
ଓଡ଼ିଶାକୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ନୋଟିସ୍ !

ଜୁନ ୧୭ ତାରିଖରେ ଦୁଇ ଜଣଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିବା ସହିତ ବାନ୍ଧି କରି ଚଲାଇ ଚଲାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି।

  • Saturday, 29 July 2023
Sad Story
ଡ୍ରଇଂ ସିନା ସୁନ୍ଦର ସୁନ୍ଦର ଆଙ୍କୁଛି ହେଲେ ତା’ଜୀବନର ଥିବା କଷ୍ଟକୁ ସେ ବୁଝିପାରୁନି

କମ୍‌ ବର୍ଷରୁ ବାପା ଚାଲିଗଲେ, ଏବେ କୁନି ଝିଅର ଚିକିତ୍ସାକୁ ନେଇ ଚିନ୍ତାରେ ଜେଜେ ମାଆ ଓ ମାଆ ।

  • Saturday, 29 July 2023
Bear Fear
ଭାଲୁ ଡର ଯାଇନି । ଘରୁ ବାହାରିବାକୁ ଲାଗୁଛି ଡର

ବନବିଭାଗ କହୁଛି ଆମେ ପାଟ୍ରୋଲିଂ କରୁଛୁ, ଲୋକଙ୍କୁ ସୁରକ୍ଷା ଦେଉଛୁ ।

Elephant Fear
ହାତୀ ପାଇଁ ୪ ଦିନ ଅନ୍ଧାରରେ ୧୦ ହଜାର ଲୋକ

ବିଷାକ୍ତ ସାପଙ୍କ ବାସସ୍ଥଳି ହୋଇଥିବାରୁ ଲାଇନ୍‌ ନଦେଲେ ଆନ୍ଦୋଳନ ହେବ ବୋଲି କହିଲେଣି ଲୋକେ ।

s
ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ମହାବଳ ବାଘଙ୍କ ଉତ୍ତମ ପ୍ରଜନନ ସ୍ଥାନ ପାଲଟିଛି

ସେପଟେ ନୂଆପଡ଼ା ସୁନାବେଡ଼ାରେ ବାଘଙ୍କ ସୁରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

Road Problem
ପିଚୁ କମ୍‌ ଖାଲ ଅଧିକ...ଟିକିଏ ଅସାବଧାନ ହେଲେ ଯିବ ପ୍ରାଣ

ରାସ୍ତାରେ ପିଚୁ କମ୍‌ ଖାଲଖମା ଅଧିକ । ଗାଡି ଗଲା ବେଳେ ଏମିତି ଝୁଲୁଛି ଯେ କେତେବେଳେ ଓଲଟି ପଡିବ କିଏ କହିବ? ପ୍ରଶାସନଠୁ ନେତା...ସମସ୍ତଙ୍କୁ ଗୁହାରି କରିବା ପରେ ବି ଠିକ୍‌ ହେଉନି ରାସ୍ତା ଅବସ୍ଥା।

BJD MLA
ଶାସକ ଦଳର ବିଧାୟକ...ନିଜ ପଂଚାୟତକୁ କରିପାରିଲେନି ରାସ୍ତା

ଜିତିବାକୁ ୪ ବର୍ଷ ପୂରିଲାଣି....ସିଏ ପୁଣି ଶାସକ ଦଳରୁ । ହେଲେ ଏଯାଏଁ ନିଜ ପଞ୍ଚାୟତକୁ କରିପାରିଲେନି ଖଣ୍ଡେ ରାସ୍ତା । ପୋଲ ନଥିବାରୁ ସ୍କୁଲ ଯାଇପାରୁନାହାନ୍ତି ପିଲା...ପାଠ ପଢାରେ ବନ୍ଧା ହେଲାଣି ଡୋରି । ବାରମ୍ବାର ଅଭିଯୋଗ ପରେ ବି ନିଦାବିଷ୍ଣୁ ସାଜିଛି ପ୍ରଶାସନ।

Banakalagi Ritual
ବୁଧବାର ହେବ ବନକଲାଗି ନୀତି, ବୈଠକରେ ହେଲା ନିଷ୍ପତ୍ତି

ବନକଲାଗି ନୀତି ବିବାଦ ନେଇ ସବ୍ କମିଟି ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦତ୍ତ ମହାପାତ୍ର ନିଯୋଗ ସଂପାଦକ ମଦନମୋହନ ଦତ୍ତ ।

Wrong Operation
ଚିକିତ୍ସା ଇତିହାସରେ ବଡ଼ ଭୁଲ୍ ! ପେଟରୁ ଗଲ୍‌ବ୍ଲାଡର ବଦଳରେ କାଢ଼ିଦେଲେ ଗର୍ଭାଶୟ

ଆଶାଙ୍କ କହିବାନୁସାରେ ଗୋବିନ୍ଦ ନିଜ ପତ୍ନୀଙ୍କୁ ମୋହାଂବସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

Banakalagi Ritual
ମହାପ୍ରଭୁଙ୍କୁ ଅବହେଳା ! ଏଯାଏଁ ହେଲାନି ବନକଲାଗି ନୀତି

ନୀଳାଦ୍ରି ବିଜେ ପରଠାରୁ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇନି ।

President Of India
ଓଡ଼ିଶା ଯେତେବେଳେ ଆସିଛନ୍ତି, ଖାଲି ହାତରେ ବା କେମିତି ଫେରି ଯାଇଥାନ୍ତେ ରାଷ୍ଟ୍ରପତି

ଫେରିଯିବା ପୂର୍ବରୁ ରାଷ୍ଟ୍ରପତି ନିଜ ପାଇଁ କିଛି ଶାଢ଼ି ଓ ସୁଟ୍ ପିସ୍ କିଣିଥିଲେ। ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ବସ୍ତ୍ରାଳୟରୁ ରାଜଭବନକୁ ଯାଇଥିଲା ୩୫ଟି ଶାଢ଼ି ଓ ଚୁଡ଼ିଦାର । ସେଥିରୁ ଖଣ୍ଡୁଆ, କୋଟ୍ଟପାଡ୍, ସମ୍ବଲପୁରୀ ଭଳି ୬ଟି ଶାଢ଼ି ଓ ୬ଟି ସୁଟପିସ୍ ରାଷ୍ଟ୍ରପତି ଓ ତାଙ୍କ ଝିଅ କିଣିଥିଲେ ।

Bat
ମଣିଷ ସାଙ୍ଗେ ବନ୍ଧୁତା; ପୋଷା ମାନିଛି ନିଶାଚର ବାଦୁଡ଼ି

ମଣିଷ ସାଙ୍ଗେ ବନ୍ଧୁତା..ହାତରେ ଛଢିଯାଉଛି, ଖୁଆଇ ଦେଲେ ଖାଉଛି..

Reels
ମନୋରଞ୍ଜନ ସାଜିଛି କି ମରଣଯନ୍ତା; ରିଲ୍‌ସ ଯୋଗୁଁ ଚାଲିଗଲା ଯବାନଙ୍କ ଜୀବନ !

ଟିକଟକ୍ ପରେ ଏବେ ରିଲସ୍ କବଳରେ ଯୁବପିଢି । ସୋସିଆଲ ମିଡିଆରେ ରିଲସ୍ କରି ରାତାରାତିଫେମସ୍ ହେବା ନିଶା ଘାରିଛି । ଏତେ ମତୁଆଲା ଯେ ଜୀବନକୁ ପାଣି ଛଡାଇବାକୁ ପଛାଉ ନାହାନ୍ତିରିଲସ୍ ମେକର । ଆଉ ରିଲସ୍ କରୁ କରୁ ଅସାବଧାନତା ଯୋଗୁ ଯାଉଛି ଅନେକ ଜୀବନ । ଗତକାଲି ଗଞ୍ଜାମ ଆସିକା ଅଂଚଳରେ ସଡ଼କ ଦୁର୍ଘଟଣାରେ ଜଣେ ଯବାନଙ୍କ ମୃତ୍ୟ ଘଟିଥିଲା ।

President Of India
‘ପରିବର୍ତ୍ତନ ହିଁ ଏକମାତ୍ର ସତ୍ୟ, ବ୍ୟକ୍ତି ବଦଳିଲେ ବଦଳିବ ସମାଜ’

ଓଡ଼ିଶା ସହ ବ୍ରହ୍ମାକୁମାରୀ ସଂସ୍ଥାର ଆଧ୍ୟାତ୍ମିକ ନିବିଡ଼ତା ସଂପର୍କରେ ବି ସେ ବଖାଣିଥିଲୋ। ଏହା ପୂର୍ବରୁ ସେ ସେଣ୍ଟର ପରିସରରେ ଏକ ଆମ୍ବ ଚାରା ରୋପଣ କରିଥିଲେ ।

OSC
OCS ପରୀକ୍ଷା-୨୦୨୧ ଫଳ ପ୍ରକାଶ ଉପରୁ ହଟିଲା ଅଙ୍କୁଶ

ରେଜଲ୍ଟ ପ୍ରକାଶ ଉପରେ ଅଙ୍କୁଶ ଜାରି ପରେ ଶତାଧିକ ପ୍ରାର୍ଥୀ ପ୍ରଭାବିତ । ଆବେଦନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ ।

Women Passenger
ଏଣିକି ବସ୍‌ରେ ରେଡ୍‌ କରିବେ ମହିଳା କମିଶନ, ମହିଳାଯାତ୍ରୀଙ୍କୁ ଆଗ ନଚଢ଼ାଇଲେ...

ରାଜ୍ୟ ପରିବହନ ବିଭାଗକୁ ଅନୁରୋଧ ଜଣାଇଲେ । 'ମହିଳାଙ୍କୁ ବସ ଚଢିବା ବେଳେ ପ୍ରାଥମିକତା ଦିଆଯିବା ଦରକାର' ।

Sambalpur DFO Biswanath Nilambar travels Leh to Umling La on cycle
ପାହାଡ଼ ଉପରେ ସାଇକେଲରେ ୫୫୦ କି.ମି.

ସାଇକେଲରେ ଲେହରୁ ଉମଲିଙ୍ଗଲା...ପାହାଡ଼ ଉପରେ ୫୫୦ କିଲୋମିଟର ସାଇକେଲିଂ କରି ଲକ୍ଷ୍ୟସ୍ଥଳରେ ପହଞ୍ଚି ଚର୍ଚ୍ଚାରେ ସମ୍ବଲପୁର DFO

  • Thursday, 27 July 2023
Koraput sweet corn farmers sell produce in less price to Andhra Pradesh and Chhattisgarh
ଆନ୍ଧ୍ର ଖାଉଛି କୋରାପୁଟର ମିଠା ମକା

କୋରାପୁଟିଆ ମିଠା ମକାର ଖୁବ୍ ଡିମାଣ୍ଡ...ହେଲେ ବଜାର ସୁବିଧା କରୁନାହାନ୍ତି ଓଡ଼ିଶା ସରକାର...ଅଳ୍ପ ଦରରେ ବୋହି ନେଉଛନ୍ତି ଆନ୍ଧ୍ର, ଛତିଶଗଡ଼...

  • Thursday, 27 July 2023
President Of India, Droupadi Murmu
କଟକରେ 'ରାଷ୍ଟ୍ରପତି' କ୍ରେଜ୍ । ହଜାରେ ବର୍ଷର ସହରରେ ହଜାର ଗୁଣା ଉତ୍ସାହ

ମଧୁବାବୁ ଓ ନେତାଜୀଙ୍କୁ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି ।  କାରକେଡ୍ ରୋକି ପିଲାଙ୍କୁ ବାଣ୍ଟିଲେ ଚକଲେଟ୍ ।