ଦୀର୍ଘ ୭ବର୍ଷ ଧରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଗତ ଜୁନ୍ ୨୯ତାରିଖରେ ପଦରୁ ଇସ୍ତଫା ଦେଇଥିବା ସୁବ୍ରତ ବାଗଚୀଙ୍କୁ ରାଜ୍ୟ ସରକାର ଆଜି ପୁଣିଥରେ ଥଇଥାନ କରିଛନ୍ତି ।
ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ ଓଟିଭିର ସମସ୍ତ କର୍ମଚାରୀ । ଓଟିଭି-କେୟାର୍ ହସ୍ପିଟାଲ୍ ସହଭାଗିତାରେ ହେଲ୍ଥ କ୍ୟାମ୍ପ ଆୟୋଜିତ ହୋଇଛି ।
୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ।
ସଂଘର୍ଷ କଲେ ସଫଳତା ନିଶ୍ଚୟ ମିଳିବ । କାହା ବାପା ପାଲା ଗାୟକ ତ ଆଉ କାହାର ତେଜରାତୀ ଦୋକାନୀ...କଠିନ ପରିଶ୍ରମର ଫଳ ପାଇଛି ପୁଅ । ଏବେ ହାକିମ ହେବ, ଲୋକଙ୍କ ଦୁଃଖ ଶୁଣିବାକୁ କରିଛନ୍ତି ପଣ...
ଟମାଟୋ ହେଉଛି ଆମ ଦୈନନ୍ଦିନ ଖାଦ୍ୟରେ ବ୍ୟବହାର ହେଉଥିବା ଏକ ଜରୁରୀ ପରିବା ।
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଇଏ ଏମିତି ଏକ ନଦୀ ଯେଉଁଠି କେହି ବି ହଳଦୀ ଲଗାଇ ଗାଧାନ୍ତି ନାହିଁ କି ଲାଲ୍ବସ୍ତ୍ର ପିନ୍ଧି ନଈରେ ପଶନ୍ତି ନାହିଁ । ଯଦି ପୂର୍ବପୁରୁଷଙ୍କର ଏହି ପରମ୍ପରାକୁ କେହି ନମାନନ୍ତି କୁମ୍ଭୀର ତାଙ୍କୁ ଆକ୍ରମଣ କରେ, ଗାଁରେ ଝାଡାବାନ୍ତି ବ୍ୟାପେ।
ଇଏ ବି ଜଣେ ମାଆ । ହଠାତ୍ ବନ୍ୟା ପାଣି ମାଡି ଆସିଲା ଆଉ ଫଶିଗଲେ କୁନିକୁନି ଛୁଆ । ବହୁତ ଚେଷ୍ଟା କରିବା ପରେ ବି ପିଲାଙ୍କୁ ଉଦ୍ଧାର ନକରିପାରିବାରୁ ପୋଲିସଙ୍କ ପାଖରେ ପହଞ୍ଚିଥିଲା ମାଆ । ଭୁକିଲା, ଉଦ୍ଧାର ପାଇଁ କାକୁତି ମୀନତି ହେଲା । ଶେଷରେ ଛୁଆମାନେ ଉଦ୍ଧାର ହେବା ପରେ...
ଏଣିକି ଆଉ ଟେନ୍ସନ୍ ନାହିଁ । ଯେଉଁଠି ଆକ୍ସିଡେଣ୍ଟ ହେବ ସେଇଠି ମାମଲା ଚାଲିବ ବୋଲି କିଛି ମାନେ ନାହିଁ । ଆପଣ ନିଜ ସୁବିଧା ଅନୁସାରେ ଥାନାରେ ମାମଲା କରିପାରିବେ ।
ପ୍ରତି ସିଫଟରେ ୪୦ ଜଣ ହାଇକୋର୍ଟ ଭିତରକୁ ଯାଇପାରିବେ।
ଜୀବନ ବଦଳାଇ ଦେଲା ଜେଲ୍ । ଗିରଫ ହୋଇ ଝାରପଡା ଜେଲ୍ରେ ରହିଲେ...ଏବେ RJ ତୁଷାର କହିଲେ ସମସ୍ତେ ଜାଣୁଛନ୍ତି...ଆଙ୍କରିଂଙ୍କୁ ଭୂରିଭୂରି ପ୍ରଶଂସା କରୁଛନ୍ତି
ବାହାରେ ମିଳୁଥିବା ଚଟପଟା ଫାଷ୍ଟଫୁଡ୍ କେତେ ସ୍ୱାସ୍ଥ୍ୟକର ?
ପୁଣି ଚଳଚଂଚଳ ହୋଇଛି ରାଜଧାନୀର ବ୍ୟସ୍ତ ବହୁଳ ବଜାର।
ରୁଆ ଧାନ ବିଲରେ ଲହଡି ଭାଙ୍ଗୁଛି ବନ୍ୟା ଜଳ..ବେକେ ପାଣିରେ ବୁଡି ରହିଛି ପରିବା ଫସଲ ।
୨୦୧୨ ମସିହାରେ ଆରମ୍ଭ ହୋଇଥିବା ଜାଇକା ପ୍ରକଳ୍ପ ନିର୍ମାଣ କାମ ୪ ବର୍ଷରେ ଶେଷ କରିବାକୁ ଚୁକ୍ତି ହୋଇଥିଲା। ଏହାମଧ୍ୟରେ ୧୨ ବର୍ଷ ବିତି ଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହେବାର ନାଁ ନେଉନାହିଁ ।
ନିର୍ବାଚନ ମଇଦାନରେ ଏଣ୍ଟ୍ରି ମାରିବେ ସୀମା ! ପ୍ରଥମେ ଫିଲ୍ମ ସାଇନ୍ କରିବା ପରେ ଏବେ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଫର୍ ମଧ୍ୟ ମିଳିଛି ।
ଜଣେ ମହିଳା ଲିଫ୍ଟରେ ଯାଉଥିବା ବେଳେ ହଠାତ୍ ଲିଫ୍ଟ ଖରାପ ହୋଇଥିଲା । ସେ ପାଖାପାଖି ତିନିଦିନ ପର୍ଯ୍ୟନ୍ତ ସେହି ଲିଫ୍ଟରେ ଫସିରହିଥିଲେ । କାରଣ ଲିଫ୍ଟ ଆଉ ଖୋଲିନଥିଲା ।
ସେଦିନ ହୁଏତ ସେ ଠିକ୍ ନିଷ୍ପତ୍ତି ନେଇଥିଲେ.. ପାଠପଢା ସରିବା ପରେ ଚାକିରି ନ କରି ଆରମ୍ଭ କଲେ ମସଲା କମ୍ପାନୀ.. ବାପା ଦେଇଥିଲେ ୨୫ ହଜାର ଟଙ୍କା..
ମହିଳାଙ୍କ ଅଭିଯୋଗ ପାଇବା ପରେ ପୋଲିସ ସ୍ୱାମୀ ନାଁରେ ମାମଲା ରୁଜୁ କରିବା ସହ ଶ୍ୱଶୁର ଘରର ୬ ଜଣଙ୍କ ନାଁରେ ବି ମାମଲା ରୁଜୁ କରିଛି । ତଦନ୍ତ ପରେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।
ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଏହି ବୋର୍ଡର କଲ୍ୟାଣ ଯୋଜନାରେ ସାମିଲ କରାଯିବ ।
ବାଲେଶ୍ୱର ଜିଲ୍ଲା ସୋର ଥାନା ପାରମହଲା ଗାଁକୁ ନେଇ ଏବେ ଜୋରଦାର ଚର୍ଚ୍ଚା l ଚର୍ଚ୍ଚାର କାରଣ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ l ଇତିହାସ ରଚିଥିବା ଚନ୍ଦ୍ରାୟନ-୩ର ଅବିକଳ ନକଲ କରିଛନ୍ତି ସୋର ଅଞ୍ଚଳର ଜଣେ ଯୁବକ ଏସ.କେ ସାହାରାଉଦ୍ଦିନ..
ଦୁବାଇରେ ବସ୍ ଦୁର୍ଘଟଣାରେ ଆହତ ଶ୍ରମିକ କୋମାରେ, ପୁଅର ଫଟୋ ଧରି ଘର ଦାଣ୍ଡ ପାହାଚରେ ବସିଛି ବୃଦ୍ଧ ବାପ, ଲାଗିଛି ଅଖଣ୍ଡ ଦୀପ, ପାଠ ହେଉଛି ଅନୁମାନ ଚାଳିଶା..
ବନ୍ଦ ରହିବ ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ।
ଚଳିତ ସପ୍ତାହରେ ଶେଷ ପର୍ଯ୍ୟାୟ DNA ରିପୋର୍ଟ ଆସିବା ପରେ ସରକାର ନିଷ୍ପତ୍ତି ନେବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ।
ଅଭାବୀ ପରିବାରରୁ ଆସି ପ୍ରଶାସନିକ ପଦବୀରେ ବସିବାକୁ ଯାଉଥିବା କୃତିତ୍ୱଧାରୀଙ୍କୁ ନେଇ ରିପୋର୍ଟ ।
ବର୍ଷାରେ ଭିଜି ଭୁବନେଶ୍ୱର ଲୋୟର ପିଏମଜି ଓ OSSC ଅଫିସରେ ପରୀକ୍ଷାର୍ଥୀଙ୍କ ପ୍ରତିବାଦ, ଭେଟିବାକୁ ନଆସି ଭିଡିଓ କଲରେ ଅଭିଯୋଗ ଶୁଣିଲେ OSSC ଅଧ୍ୟକ୍ଷ ।