• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Woman in Odisha’s Dhenkanal seeks financial assistance for son’s treatment
ଶେଜରେ ଭେଣ୍ଡିଆ ପୁଅ, ଶୁଖୁନି ମାଆର ଲୁହ..

ଆଖିର ଲୁହ ଶୁଖିଲା ନାହିଁ କି ଘରେ ସୁଖ ବୋଲି ଆଉ କିଛି ବି ନାହିଁ.. ଡାକ୍ତର ରିପୋର୍ଟ ଆସିବା ପରେ ସବୁ କିଛି ଯେମିତି ବଦଳିଗଲା.. କେତେ ସ୍ୱପ୍ନ ସଜେଇଥିଲା ଜଗା.. ସେସବୁ କଣ ଅଧାରେ ରହିଯିବ ! ଚିନ୍ତା କରି କରି ଦିନ ରାତି କାନ୍ଦୁଛନ୍ତି ବାପା ମାଆ..

  • Tuesday, 10 October 2023
Toilet Construction
ଶୌଚାଳୟ ଯନ୍ତ୍ରଣାରେ ହନ୍ତସନ୍ତ କାଳିଆ ଦର୍ଶନାର୍ଥୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ୪ଟି ଟଏଲେଟକୁ ନେଇ ଦିନେ ସଂସଦରେ ଯେଉଁ ଝଡ଼ ସୃଷ୍ଟି ହୋଇଥିଲା ଏବେ ସେ ସମସ୍ୟା ଗୁରୁତର ଭାବେ ମୁଣ୍ଡ ଟେକିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରବେଶ ପଥରେ ଗୋଟିଏ ହେଲେ ଶୌଚାଳୟ ନଥିବାରୁ କଲବଲ ହେଉଛନ୍ତି ଭକ୍ତ।

Srimandir
ଶ୍ରୀମନ୍ଦିର ଗଲେ କ'ଣ ପିନ୍ଧିବେ ?

ଜାନୁଆରୀ 1 ତାରିଖରୁ ସିଂହଦ୍ୱାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ କରିବେ ତଦାରଖ ।

Toilet Construction
ବଡ଼ଦାଣ୍ଡରୁ ସିଂହଦ୍ୱାର ଭିତରେ ନାହିଁ ଶୌଚାଳୟ; ହନ୍ତସନ୍ତ କାଳିଆ ଭକ୍ତ

ଖାଲି ଶ୍ରୀମନ୍ଦିର ପାଖ ନୁହେଁ, ପୁରୀ ବସଷ୍ଟାଣ୍ଡରୁ ମନ୍ଦିର ଯାଏଁ ରାସ୍ତା ମଝିରେ ବି କୌଣସି ଜାଗାରେ ସାଧାରଣ ଭକ୍ତଙ୍କ ପାଇଁ ଟୟଲେଟ୍ ଟିଏ ନାହିଁ ।

Traffic Rule Violation
ସାବଧାନ!! ଏଣିକି ନିୟମ ନମାନିଲେ ଫାଇନ୍‌ ନୁହେଁ, ସିଧା ପଠାଯିବ କୋର୍ଟ

ରଙ୍ଗରୁଟ୍ ସହ ମଦ ପିଇ ଗାଡି ଚଳାଉଥିବା ଅମାନିଆଙ୍କ ଉପରେ ନିଆଯିବ କଡା କର୍ଯ୍ୟାନୁଷ୍ଠାନ ।

Bahanaga Train Tragedy
SOPରେ ସତ୍କାର ହେବ ଟ୍ରେନ ଟ୍ରାଜେଡିର ୨୮ ଅଜଣା ମୃତଦେହ, ଅନ୍ତିମ ସଂସ୍କାର ପାଇଁ BMCର ପ୍ରସ୍ତୁତି

ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଗଲା ୪ ମାସ । ତଥାପି ଅପରିଚିତ ରହିଗଲା ୨୮ ଡେଡ୍ ବଡି। DNA ମ୍ୟାଚିଂ ବି କରିଛି ନିରାଶ। ତେଣୁ ଏଭଳି ସ୍ଥିତିରେ ବାଧ୍ୟ ହୋଇ ଅନ୍ତିମ ସଂସ୍କାର ପାଇଁ ହୋଇଛି ନିଷ୍ପତ୍ତି।

Bus Strike
ଆସନ୍ତା ୧୦ ତାରିଖରୁ ରାଜ୍ୟରେ ଗଡ଼ିବ ନାହିଁ ଘରୋଇ ବସ୍‌

ସରକାର ସଂଘର ଦାବି ନ ମାନିବା ଓ ଆଲୋଚନା ନ କରିବାରୁ ଧର୍ମଘଟ ଡାକରା ଦିଆଯାଇଛି । ଆସନ୍ତା ୧୦ ତାରିଖ ସକାଳ ୬ଟାରୁ ବସ୍ ଧର୍ମଘଟ ଆରମ୍ଭ ହେବ ।

Shimilipala
୧୪ରୁ ଖୋଲିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ, ପର୍ଯ୍ୟଟକଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ଗାଇଡ୍ ବ୍ୟବସ୍ଥା

ଏଥିସହ ଅଭୟାରଣ୍ୟରେ ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନେ ଅନଲାଇନ୍ ମାଧ୍ୟମରେ ବୁକିଂ କରିପାରିବେ। ସେହପରି ଅଭୟାରଣ୍ୟ ମଧ୍ୟକୁ ପ୍ଲାଷ୍ଟିକ୍, ପଲିଥିନ୍ ଓ ମାଦକ ଦ୍ରବ୍ୟ ନେବାରେ କଟକଣା ଜାରି କରାଯାଇଛି ।

Bahanaga Train Tragedy
ବାହାନଗା ଟ୍ରାଜେଡି: ଚିହ୍ନଟ ହୋଇ ନଥିବା ୨୮ ମୃତଦେହର ହେବ ସଂସ୍କାର, SOP ଜାରି କଲା BMC

ଏହି ଅଚିହ୍ନା ମୃତଦେହ ଗୁଡିକର ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ SOP ଜାରି କରିଛି BMC। ମୃତଦେହର ସଂପୂର୍ଣ୍ଣ ସଂସ୍କାରର ହେବ ଭିଡିଓଗ୍ରାଫି। ଏମ୍ସ ଭୁବନେଶ୍ୱରରୁ ମୃତଦେହ ହସ୍ତାନ୍ତରଠାରୁ ଶ୍ମଶାନରେ ସଂସ୍କାର ଯାଏଁ ସବୁ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ।

Odia jawan Saroj Kumar Das
ଭୁବନେଶ୍ୱରରେ ପହଞ୍ଚିଲା ସହିଦ ସରୋଜଙ୍କ ମରଶରୀର,ବିମାନ ବନ୍ଦରରେ ଦିଆଗଲା ଗାର୍ଡ ଅଫ୍ ଅନର

ସିକ୍କିମ୍ ବନ୍ୟାରେ ସହିଦ ସରୋଜ ଦାସଙ୍କ ମରଶରୀର ପହଞ୍ଚିଲା

somalika
ବଢ଼ିଲା ବିଧାୟକ ବିଜୟଙ୍କ ଅଡ଼ୁଆ, କଟକ ସବ୍‌ରେଜିଷ୍ଟ୍ରୀ ଅଫିସରେ ପହଞ୍ଚିଲେ ପ୍ରେମିକା ସୋମାଲିକା

ବିଜୟଙ୍କ ବୟସକୁ ନେଇ କଟାକ୍ଷ କଲେ ପ୍ରେମିକା ସୋମାଲିକା...

  • Saturday, 07 October 2023
Helicopter
ନକ୍ସଲ ମୁକାବିଲା ପାଇଁ କେନ୍ଦ୍ରକୁ ହେଲିକପ୍ଟର ମାଗିଲା ଓଡ଼ିଶା

ପୂର୍ବରୁ ରାଜ୍ୟର ୨୧ ଜିଲ୍ଲାରେ ନକ୍ସଲଙ୍କ ପ୍ରଭାବ ଥିବା ବେଳେ ଏବେ ଏହା ୧୦ ଜିଲ୍ଲାରେ ସୀମିତ ରହିଛି ବୋଲି କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

  • Friday, 06 October 2023
  • Naxal
Son Harassing Father
ପୁଅର ମାଡ଼ ଭୟରେ ଗଛ ତଳେ ଦିନ କାଟୁଛି ହତଭାଗା ବାପା

ବୁଢ଼ା ବରଗଛ ଯେବେ ପାଲଟେ ବୃଦ୍ଧଙ୍କ ସାହାରା । ଯାହାକୁ ଦୁଃଖ କଷ୍ଟରେ ଜନ୍ମ ଦେଇଥିଲେ, ଆଜି ତା’ରି ଡ଼ରରେ ଗଛ ତଳେ ଦିନ କାଟୁଛନ୍ତି ।

Special Story
ସାହାରା ପାଲଟିଲା ବୋଝ; ସିନ୍ଦୂର-ଶଙ୍ଖା-ସନ୍ତାନ ପାଇଁ ସଂଘର୍ଷ କରୁଛନ୍ତି ପୁଷ୍ପଲତା

ଗୋଟେ ଘରେ ସ୍ୱାମୀ, ଆର ଘରେ ପୁଅ । ସ୍ୱାମୀଙ୍କୁ ଲିଭର ସିରୋସିସ୍ ଆଉ ପୁଅ ଜନ୍ମରୁ ଅଟିଜିମ । କେତେ ବେଳେ କାହାକୁ ସମୟ ଦେବେ କାହାର ଚିକିତ୍ସା କରିବେ ଜାଣି ପାରୁ ନାହାନ୍ତି । ସେହି ଅଭାଗିନୀ ମହିଳା ହେଉଛନ୍ତି ଭୁବନେଶ୍ୱର ବିଡିଏ କଲୋନୀ ବାସିନ୍ଦା ପୁଷ୍ପଲତା ମହାନ୍ତି ।

New Born Tag
ଆଉ ବଦଳ ହୋଇପାରିବନି ! କ୍ୟାପିଟାଲ ହସ୍ପିଟାଲରେ ଏଣିକି ନବଜାତଙ୍କ ଗୋଡ଼ରେ ଲାଗିବ ଟ୍ୟାଗ୍‌

ଯଦି ଶିଶୁଟି ଅସୁସ୍ଥ ଥିବ ତେବେ ଟ୍ୟାଗ ଛଡ଼ା ଅନ୍ୟ ସମସ୍ତ ପ୍ରକ୍ରିୟା କରାଯିବ ।

Woman in Bhubaneswar seeks financial assistance for treatment of husband and son
ଯନ୍ତ୍ରଣା ଦେଉଛି ଜୀବନ, ତଥାପି ହାରି ନାହାନ୍ତି ପୁଷ୍ପଲତା...

ଗୋଟିଏପଟେ ସିନ୍ଦୂର ବଞ୍ଚାଇବାକୁ ସଂଗ୍ରାମ ଅନ୍ୟପଟେ ସନ୍ତାନ ପାଇଁ ସଂଘର୍ଷ । ସ୍ୱାମୀଙ୍କୁ ଲିଭର ସିରୋସିସ୍, ଆଉ ଭେଣ୍ଡିଆ ପୁଅ ଅଟିଜିମର ଶିକାର। ଉଭୟଙ୍କ ଚିକିତ୍ସା ପାଇଁ ଘର ଡିହ ବିକି ସାରିଲଣି ସ୍ତ୍ରୀ ପୁଷ୍ପଲତା...

  • Friday, 06 October 2023
Madhyapradesh BJP
ଶିବରାଜଙ୍କ ବଡ଼ ଘୋଷଣା ! ମହିଳାଙ୍କ ପାଇଁ ରହିବ ୩୫% ସରକାରୀ ଚାକିରି

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Kalahandi Girl Ankita
କଳାହାଣ୍ଡିରୁ ସଂସଦ ଭବନ; ଲାଲବାହାଦୁର ଶାସ୍ତ୍ରୀଙ୍କ ଉପରେ ବକ୍ତବ୍ୟ ରଖି ପ୍ରଶଂସା ସାଉଣ୍ଟିଲେ ଓଡ଼ିଆ ଝିଅ

କଳାହାଣ୍ଡିର ଝିଅ ଅନମୋଲ ଅଙ୍କିତା ସଂସଦ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଉପରେ ବକ୍ତବ୍ୟ ରଖି ସାଉଁଟିଛନ୍ତି ଅନେକ ପ୍ରଶଂସା ।

Bhanda Baba
ପୁଣି ରାଜଧାନୀରେ ଭଣ୍ଡ ବାବା ! ସମ୍ପତ୍ତି ଲୋଭ ଦେଖାଇ କରୁଥିଲେ ଲୁଟ୍

ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରି ଏବେ ତଦନ୍ତ କରୁଛି ପୋଲିସ ।

  • Wednesday, 04 October 2023
  • Loot
Scrub Typhus
କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ

ରାଜ୍ୟବ୍ୟାପି ମାଡିଗଲାଣି ସ୍କ୍ରବ୍ ଟାଇଫସ୍। କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳକୁ ବି ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୭ ଜଣଙ୍କର ସ୍କ୍ରବ୍ ଟାଇଫସ୍ ପରୀକ୍ଷା ହୋଇଥିବାବେଳେ ୨ ହଜାର ୮ ଶହ ୨୦ ରୋଗୀ ଚିହ୍ନଟ ହୋଇଛନ୍ତି।

  • Wednesday, 04 October 2023
  • Odisha
Unit 1 Market
ବିଏମ୍‌ସି ସହ ଆଲୋଚନା ପରେ ଖୋଲିଲା ୟୁନିଟ୍-୧ ହାଟ

ପାର୍କିଂ ସମେତ ଜବରଦଖଲ ଓ ବିଭିନ୍ନ ଦାବି ନେଇ ଗତ ଗୁରୁବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲା ବ୍ୟବସାୟୀ ସଂଘ। ଆନ୍ଦୋଳନ ଯୋଗୁଁ ଗତ ୬ ଦିନ ଧରି ହାଟ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

CAG Report
ସିଏଜି ଧରିଲେ ‘ଆବାସ’ ସତ :‘ରାଜ୍ୟର ୮ ଲକ୍ଷ ୫୯ ହଜାର ପରିବାର ପାଇନାହାଁନ୍ତି ଘର’

‘ଗ୍ରାମସଭାରେ ଯୋଗ୍ୟ ହିତାଧିକାରୀ, ତାଲିକାରେ କିନ୍ତୁ ଅଯୋଗ୍ୟ’..ରାଜ୍ୟରେ ପିଏମ୍ ଆବାସ ଯୋଜନାର କାର୍ଯ୍ୟକାରିତାକୁ ନେଇ ସିଏଜିଙ୍କ ସନ୍ଦେହ ..‘୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିଲେ’

Nisha Maharana
ଅଳ୍ପ ସମୟ ପାଇଁ ମଞ୍ଚକୁ ଆସିଲେ ନିଶା, ରାଗରେ ଚୌକି ଫିଙ୍ଗିଲେ ଦର୍ଶକ

ଅଭିନେତ୍ରୀ ନିଶା ମହାରଣାଙ୍କ ପାଇଁ ଗଣ୍ଡଗୋଳ.. ଷ୍ଟେଜ୍ ଉପରକୁ ନିଶା ପହଞ୍ଚିବା କ୍ଷଣି ଦର୍ଶକଙ୍କ ମଧ୍ୟରେ ହଟ୍ଟଗୋଳ ..

  • Wednesday, 04 October 2023
21-foot replica of elephant
ITI ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ବାର୍ତ୍ତା; ୩୫ ହଜାର ପାଣି ବୋତଲରେ ହାତୀର ପ୍ରତିକୃତି

"ସ୍ୱଚ୍ଛତା ହିଁ ପ୍ରକୃତ ସେବା"  ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବାର୍ତ୍ତାରେ ଅନୁପ୍ରାଣିତ ହୋଇ କିଛି ନୂଆ କରି ଦେଖାଇବାର ଉଦ୍ୟମ କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ ।

Lokseba Bhawan
ଭୁବନେଶ୍ୱର ଲୋକସେବା ଭବନରେ ଲାଗିଛି ନିଆଁ

ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ନିଆଁ ଲାଗିଥିବାର ସୂଚନା ମିଳିଛି ।