• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Midday Meal Scam

Midday Meal Scam
ମଧ୍ୟାହ୍ନ ଭୋଜନ ଥାଳିରୁ ଅଣ୍ଡା ଗାଏବ୍

ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳିରୁ ଅଣ୍ଡା ଗାଏବ୍ । କେଉଁଠି ଅଣ୍ଡା ବଦଳରେ ପିଲାଙ୍କୁ ବିସ୍କୁଟ୍ ବଣ୍ଟାଯାଉଛି ତ କେଉଁଠି କେବଳ ଭାତ ଡାଲମାରେ କାମ ଚଳାଇବାକୁ ପଡୁଛି । କିନ୍ତୁ ଅଧିକାରୀଙ୍କ କହିବା କଥା, ସେମିତି କିଛି ଘଟଣା ନଜରକୁ ଆସିନାହିଁ । ଆସିଲେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ ।

Midday Meal Scam
Mid-Day Meal ରୁ ଅଣ୍ତା ଖାଇଲା କିଏ ?

ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଉଭାନ । ଭାତ ସହିତ ଖାଲି ଡାଲମା ଗୋଳାଇ ଖାଉଛନ୍ତି ଛାତ୍ରଛାତ୍ରୀ । ପିଲାମାନେ କେଉଁଠୁ ପାଇବେ ପୁଷ୍ଟିସାରର ପୋଷଣ

Midday Meal
ମଧ୍ୟାହ୍ନ ଭୋଜନରେ କେବଳ ଭାତ ! ତରକାରୀ ପାଇଁ ବିଡିଓଙ୍କ ଅଫିସ ଆଗରେ ଧାରଣା

ମଧ୍ୟାହ୍ନ ଭୋଜନରେ ତରକାରୀ ଦେଲେନି। ତେଣୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍‌ ଅଫିସ୍‌ରେ ପହଞ୍ଚି ଧାରଣାରେ ବସିଲେ।

scam
ମଧ୍ୟାହ୍ନ ଭୋଜନ ଚାଉଳରେ ଘୋଟାଲା : ୫୦ କିଲୋର ବସ୍ତା, କିନ୍ତୁ ଭିତରେ ୪୫ କେଜି ଚାଉଳ

ମଧ୍ୟାହ୍ନ ଭୋଜନ ଚାଉଳରେ ବଡ଼ ଧରଣର ଘୋଟାଲା। ୫୦ କିଲିଆ ବସ୍ତାରେ ଦିଆଯାଉଛି ୪୫ କିଲୋ ଚାଉଳ