ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳିରୁ ଅଣ୍ଡା ଗାଏବ୍ । କେଉଁଠି ଅଣ୍ଡା ବଦଳରେ ପିଲାଙ୍କୁ ବିସ୍କୁଟ୍ ବଣ୍ଟାଯାଉଛି ତ କେଉଁଠି କେବଳ ଭାତ ଡାଲମାରେ କାମ ଚଳାଇବାକୁ ପଡୁଛି । କିନ୍ତୁ ଅଧିକାରୀଙ୍କ କହିବା କଥା, ସେମିତି କିଛି ଘଟଣା ନଜରକୁ ଆସିନାହିଁ । ଆସିଲେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ ।
ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଉଭାନ । ଭାତ ସହିତ ଖାଲି ଡାଲମା ଗୋଳାଇ ଖାଉଛନ୍ତି ଛାତ୍ରଛାତ୍ରୀ । ପିଲାମାନେ କେଉଁଠୁ ପାଇବେ ପୁଷ୍ଟିସାରର ପୋଷଣ
ମଧ୍ୟାହ୍ନ ଭୋଜନରେ ତରକାରୀ ଦେଲେନି। ତେଣୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍ ଅଫିସ୍ରେ ପହଞ୍ଚି ଧାରଣାରେ ବସିଲେ।
ମଧ୍ୟାହ୍ନ ଭୋଜନ ଚାଉଳରେ ବଡ଼ ଧରଣର ଘୋଟାଲା। ୫୦ କିଲିଆ ବସ୍ତାରେ ଦିଆଯାଉଛି ୪୫ କିଲୋ ଚାଉଳ