ସମୟ ବଳବାନ । କେତେବେଳେ କାହାକୁ ନେଇ କେଉଁଠାରେ ପହଞ୍ଚାଇବ କେହି ଜାଣି ନାହାନ୍ତି । ତାହା ନ ହୋଇଥିଲେ ଦିନେ ଗାଡ଼ି ଚଲେଇ ପରିବାର ପୋଷୁଥିବା ଲୋକ କଣ କେବେ ୪୦ ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇ ପାରିଥାଆନ୍ତା ।..
Published By: Kausik Mohapatra
Last updated: 17 October 2023, 10:46 AM IST
ଆସୁଛି ପର୍ଯ୍ୟଟନ ଋତୁ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ସଜେଇ ହେଲାଣି ବିଭିନ୍ନ ପର୍ଯ୍ୟଟନସ୍ଥଳୀ । ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ହାତ ଠାରି ଡାକିବ ଗଜପତି ଜିଲ୍ଲା। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ପର୍ଯ୍ୟଟକ। ତେବେ ଏହା ପୂର୍ବରୁ ପର୍ଯ୍ୟଟନସ୍ଥଳୀରେ ମଦ ଓ ପ୍ଲାଷ୍ଟିକ୍ ଉପରେ କଟକଣା ଜାରି କରିଛି ଗଜପତି ଜିଲ୍ଲା ପ୍ରଶାସନ…