• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dog Death

Gullupa
କୁକୁର ‘ଗୁଲୁପାପା’ର ବିୟୋଗ ପରେ ଖବରକାଗଜ ପ୍ରଥମ ପୃଷ୍ଠାରେ ଦେଲେ ବିଜ୍ଞାପନ

ସେ ବି ବଫାଦାର ସାଜି ଜୀବଦଶା ମଧ୍ୟରେ ମାଲିକଙ୍କ ବିଶ୍ୱାସକୁ ଜିତିଥିଲା । ହେଲେ ସେହି ଦାୟିତ୍ୱ ସମ୍ପନ୍ନ ଗୁଲୁପାପା ଆଜି ଆଉ ନାହିଁ । ଅନ୍ୟ ସାଥୀମାନେ ଆଜି ଗୁଲୁପାପାକୁ ଝୁରୁଛନ୍ତି ।

Dog’s funeral procession is like human being
କୁକୁରର ମୃତ୍ୟୁରେ ଶୋକ; ହଳଦୀ ପାଣିରେ ଗାଧୋଇ ଶେଷକୃତ୍ୟ କଲେ

ମଣିଷ ଓ ପଶୁ ମଧ୍ୟରେ ଆତ୍ମିୟତା ବଢିଗଲେ ସେ ବି ହେଇଯାଏ ଘରର ଏକ ସଦସ୍ୟ। ମଣିଷ ପରି ଖାଏ, ମଣିଷ ସହ ଶୁଏ ଆଉ ମଣିଷ ପରି ବଢେ। ତା’ର ବିରହ ବି ଦୁଃଖ ଦିଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡିରେ। ଗୋଟେ କୁକୁରର ଶେଷକୃତ୍ୟ ଠିକ ମଣିଷ କରି କରାଯାଇଛି।