• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Mumbai taxi
ମାୟା ନଗରୀରେ ଆଉ ଦିଶିବନି କଳା-ହଳଦିଆ ଟାକ୍ସି

ମୁମ୍ବାଇ ରାଜରାସ୍ତାରୁ ଉଭାନ ହେଲା ସମସ୍ତଙ୍କର ଅତି ପ୍ରିୟ କଳା-ହଳଦିଆ ଟ୍ୟାକ୍ସି । ଗତକାଲିଠାରୁ ସମସ୍ତ କଳା-ହଳଦିଆ ଟ୍ୟାକ୍ସିକୁ ବନ୍ଦ କରି ଦିଆଯାଇଛି ।

ଶ୍ରୀହୀନ ଚୌଦ୍ବାର
ହଜିବାକୁ ବସିଲାଣି ଚୌଦ୍ୱାର ଶିଳ୍ପାଞ୍ଚଳ; OTMରେ ଝୁଲୁଛି ତାଲା

ଓଟିଏମରେ ତାଲା, କାଗଜ କଳରେ ତାଲା, ଲିବ୍ରା କାର୍ପେଟ କମ୍ପାନୀରେ ମଧ୍ୟ ତାଲା ।

Onion price hike
ପିଆଜ ମହଙ୍ଗା ଦାୟୀ କିଏ ?

୮୦ ଟଙ୍କାରେ କିଣିଲେ ୨୦ରେ ବିକିଲେ । ଟେନସନ ବଢାଇଲାଣି ପିଆଜ ଦର । କୃଷି ମନ୍ତ୍ରୀଙ୍କ ବାସଭବନ ଆଗରେ ପିଆଜ ବିକିଲା ଛାତ୍ର କଂଗ୍ରେସ। ବିଜେପିର ପ୍ରଶ୍ନ କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ପିଆଜ ମିଶନ୍ ?

Crowd of people to exchange notes
୧୦ଟି ୨ ହଜାର ଟଙ୍କିଆ ନୋଟ ବଦଳାଇଲେ ୩୦୦ ମଜୁରି

ସାଢ଼େ ଚାରିମାସରେ ବି ବଦଳିଲାନି ନୋଟ୍ । ଅଳ୍ପ କିଛି ଲୋକ ଆସୁଥିଲେ, ଆଉ ନୋଟ ବଦଳାଇ ଯାଉଥିଲେ ।

search operation to capture
ଶିକାରୀଙ୍କ କବଜାରେ ଶିମିଳିପାଳ, ଧରିବାକୁ ସର୍ଚ୍ଚ ଅପରେସନ

ଶିମିଳିପାଳରେ ଥମୁନି ଶିକାର, ବିପଦରେ ବନ୍ୟଜନ୍ତୁ

tiger killed cow
ଗାଁରେ ମାତିଛି ବାଘ, ଦୁଇ ଦିନରେ ଗଲାଣି ଦୁଇ ଜୀବନ

ଗତକାଲି ଏକ ୮ ବର୍ଷର ପିଲାକୁ ଝାମ୍ପି ନେବା ପରେ ଆଜି ସକାଳୁ ଏକ ଗାଈକୁ ମାରି ଖାଇଥିବାର ଅଭିଯୋଗ ।

tragic incident
ଗାଁରେ କୋକୁଆ ଭୟ, ଦିନରେ ବି ପଡୁଛି ତାଟି କବାଟ

ଖବରପାଇ ବନ୍ୟଜନ୍ତୁ ବିଭାଗର ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗାଁରେ ପହଞ୍ଚିଛି ।

Odisha
ବିପର୍ଯ୍ୟୟ ମୁକାବିଲା ପାଇଁ ୪ ଜିଲ୍ଲାରେ ଖୋଲିବ ସ୍ୱତନ୍ତ୍ର ୟୁନିଟ

ବିପର୍ଯ୍ୟୟ ମୁକାବିଲା ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ? କେଉଁ ବିପତ୍ତି ବେଳେ କେମିତି କରାଯାଉଛି ଉଦ୍ଧାର କାର୍ଯ୍ୟ ? ସେଥିଲାଗି କଣ ସବୁ ଅତ୍ୟାଧୁନିକ ଉପକରଣ ରହିଛି ?

  • Sunday, 29 October 2023
Bhubaneswar Metro Rail
ନୂଆ ବର୍ଷରୁ ମେଟ୍ରୋ କାମ, ୪ ବର୍ଷରେ ସରିବ ପ୍ରକଳ୍ପ !

ଆଜି ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ । 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ପାଣ୍ଡିଆନ ।

BSF Jawan
ବିଷ ପିଇ ଦେଇଥିଲେ ମହିଳା, ଧାଇଁ ଆସି ଜୀବନ ବଞ୍ଚାଇଲେ BSF ଯବାନ

ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଘଟଣା । ରାତି ଅଧରେ ନିଜ ବୋଟରେ ଆଣି ହସ୍ପିଟାଲରେ କଲେ ଭର୍ତ୍ତି ।

  • Sunday, 29 October 2023
  • BSF
Ram Pathara
କେନାଲରେ ଭାସୁଥିଲା ପଥର, ଲୋକେ କାଢ଼ି ଆଣି କରୁଛନ୍ତି ପୂଜାର୍ଚ୍ଚନା...

କେନାଲରେ ପଶି ପଥରକୁ ବାହାରକୁ ଆଣିଲେ । ତାପରେ ଦେଖିଲେ ସତରେ ଏଇ ପଥରଟି ଭାସୁଛି । ତାପରେ ଆରମ୍ଭ ହେଲା ପୁଜାର୍ଚ୍ଚନା ।

  • Sunday, 29 October 2023
1999 Super Cyclone clocks 24 years
୧୯୯୯ ମହାବାତ୍ୟାକୁ ୨୪ ବର୍ଷ: ଆଜିର ଦିନରେ ପ୍ରଳୟ ରଚିଥିଲା ମହାବାତ୍ୟା, ସବୁକିଛି ଉଜାଡ଼ି ଦେଲା...

ମହାବାତ୍ୟା ସିନା ଚାଲିଗଲା କିନ୍ତୁ ପଛରେ ଛାଡ଼ି ଦେଇ ଯାଇଛି ଅନେକ ଦୁଃଖର ଦାଗ । ଆଜି ବି ସେ ଦିନର କଥାକୁ ମନେ ପକାଇଲେ କୋହରେ ଛାତି ଭରି ଯାଉଛି ।

1891 to 2020 odisha faced more than 100 storms
Super Cyclone: ୧୨୦ ବର୍ଷରେ ଓଡ଼ିଶା ଭୋଗିଲାଣି ୧୦୦ ବାତ୍ୟା; ଏବେ ସାଜିଛି ରୋଲ୍ ମଡେଲ୍

ମହାବାତ୍ୟାର ଲୋମଟାଙ୍କୁରା ଘଟଣାବଳୀକୁ କିଏ ବା ଭୁଲିବ। ଆଜକୁ ୨୪ ବର୍ଷ ତଳେ ଭୟଙ୍କର ତାଣ୍ଡବ ରଚିଥିଲା ମହାବାତ୍ୟା। ଏବେବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଛାତି ଥରିଉଠେ। ସେଦିନ ଢୁ ଢୁ ବର୍ଷା ସାଙ୍ଗକୁ ପବନର ଧ୍ୱଂସଲୀଳା ଆଉ ତା’ ସହିତ ସମୁଦ୍ରର କରାଳ ରୂପ ଯିଏ ଦେଖିଛି ସିଏ ଜାଣିଛି।

Sand Smuggling
ଗଞ୍ଜାମରେ ସକ୍ରିୟ ବାଲି ମାଫିଆ, ନକଲି କାଗଜ ପତ୍ରରେ ରାଜ୍ୟ ବାହାରକୁ ଚୋରାଚାଲାଣ

ବାଲି ଚୋରା ଚାଲାଣ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର, ଆଉ ମାଲାମାଲ୍ ହେଉଛନ୍ତି ମାଫିଆ। ଏଭଳି ସ୍ଥିତିରେ ସାଧାରଣ ଲୋକେ ମଧ୍ୟ ଏଥିଯୋଗୁଁ ପ୍ରଭାବିତ ହେଉଛନ୍ତି।

Puri, Habisyali
ହବିଷ କରିବାକୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼, ଶିବିରରେ ସ୍ଥାନ ନପାଇ ହତାଶ ବହୁ ହବିଷ୍ୟାଳି

କାଲିଠୁ ଆରମ୍ଭ ହେଉଛି ଧର୍ମମାସ କାର୍ତ୍ତିକ । ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ ସହ ବ୍ରତ ପାଳିବେ । ଚିନ୍ତା ବଢାଇଲା ଶିବିରର ଅପରିଚ୍ଛନ୍ନ ପରିବେଶ ।

Kumara Purnima
ଗ୍ରହଣ ପାଇଁ ସଅଳ ସରିଲା କୁଆଁର ପୂନେଇଁ ପୂଜା, ଚନ୍ଦ୍ରକୁ ନଦେଖି ଦିନରେ ଆଞ୍ଜୁଳି ଟେକିଲେ କୁମାରୀ

ଆଗୁଆ ଆରମ୍ଭ ହେଲା ଗଜଲକ୍ଷ୍ମୀ ପୂଜା । ରାତି ୧ଟା ୫ ମିନିଟରୁ ୨ଟା ୨୨ ଯାଏଁ ଗ୍ରହଣ ।

  • Saturday, 28 October 2023
Chitfund Case
ଖୁସି ଖବର!! ଚିଟଫଣ୍ତ ଜମାକାରୀଙ୍କୁ ମିଳିବ ଟଙ୍କା

ଗୋଲଡେନ ଲାଣ୍ଡ ଡେଭଲପର୍ସ ଓ ଜିଏଲପି ଡେଭଲପର୍ସର କ୍ଷୁଦ୍ର ଜମାକାରୀଙ୍କୁ ମିଳିବ ଟଙ୍କା ।

Women endures with limitless pain for 21 years in Balasore
ଅଞ୍ଜଳିଙ୍କ ଜୀବନରେ ଆଞ୍ଜୁଳା ଆଞ୍ଜୁଳା ଦୁଃଖ

ଅଞ୍ଜଳିଙ୍କ ଜୀବନରେ କେହି ଯେମିତି ଭରିଦେଇଛି ଆଞ୍ଜୁଳା ଆଞ୍ଜୁଳା ଦୁଃଖ । ସ୍ୱାମୀଙ୍କ ଦେହାନ୍ତ ପରେ ଦିବ୍ୟାଙ୍ଗ ପୁଅକୁ ନେଇ କଷ୍ଟରେ ଚଳୁଛନ୍ତି କିଡନୀ ରୋଗରେ ଆକ୍ରାନ୍ତ ଅଞ୍ଜଳି ।

Andhra government organises medical camp in Kotia
ପୁଣି କୋଟିଆରେ ପଶିଲା ଆନ୍ଧ୍ର, ଧୂଳିପଦର ପଞ୍ଚାୟତରେ ମେଗା ସ୍ୱାସ୍ଥ୍ୟ ଶିବିର

ସାଲୁର ମଣ୍ଡଳମ୍ ହସ୍ପିଟାଲର ଡାକ୍ତର, ମେଡିକାଲ ଷ୍ଟାଫ୍ ଉପସ୍ଥିତ

  • Saturday, 28 October 2023
  • Kotia
Panic grips over increase in number of dog bitten cases in Paradip
ପାରାଦୀପରେ ବୁଲା କୁକୁରଙ୍କ ଉପଦ୍ରବ, ୪ ମାସରେ ଅଢ଼େଇ ହଜାର ଲୋକ କୁକୁର କାମୁଡ଼ାର ଶିକାର

ରାସ୍ତାଘାଟ ସାହି ବସ୍ତି ସବୁଠି ମାଳ ମାଳ ବୁଲା କୁକୁର। ଯାହାକୁ ଦେଖିଲେ ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ। ପାରାଦୀପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦରରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୪ ମାସ ଭିତରେ ପ୍ରାୟ ଅଢ଼େଇ ହଜାର ଲୋକେ କୁକୁର କାମୁଡ଼ାର ଶିକାର ହେଲେଣି। ...

Onion Price Rise
ହୁ ହୁ ବଢୁଥିବା ପିଆଜ ଦରକୁ ନେଇ ଚିନ୍ତାରେ ଖଉଟି

ହୁ ହୁ ହୋଇ ବଢୁଛି ପିଆଜ ଦର । ସପ୍ତାହକ ତଳେ କିଲୋ ୩୦ରୁ ୩୫ ଟଙ୍କା ଥିବା ବେଳେ ଏବେ ୬୦ରୁ ୬୫ ଟଙ୍କା ହୋଇଛି । ଆଉ ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି..

  • Friday, 27 October 2023
Onion Price Rise
ପିଆଜ କାଟିଲେ ନୁହେଁ, କିଣିଲେ ଆଖିରୁ ଲୁହ ଝରୁଛି; ସପ୍ତାହେ ତଳେ ୩୦ ଏବେ ୬୦ରୁ ୬୫

ହୁ ହୁ ବଢୁଥିବା ପିଆଜ ଦରକୁ ନେଇ ଚିନ୍ତାରେ ଖାଉଟି । ସପ୍ତାହକ ତଳେ କିଲୋ ଥିଲା ୩୦, ଏବେ ୬୦ରୁ ୬୫ ଟଙ୍କା ।

Koraput Khalashi association to organize International Gold Cup football
ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଅଣ୍ଟା ଭିଡ଼ିଛନ୍ତି ଖଲାସି

ପେସାରେ ଦିନ ମଜୁରିଆ, କିନ୍ତୁ ନିଶା ଫୁଟବଲ୍‌ ଖେଳିବା । ଟିକିଏ ଫୁରସତ୍‌ ମିଳିଲେ ଫୁଟବଲ୍ ଖେଳି ଖେଳି ଏବେ ଅନ୍ତର୍ଜାତୀୟ ଗୋଲ୍ଡ କପ୍ ଫୁଟବଲ୍ ଟୁ୍ର୍ଣ୍ଣାମେଣ୍ଟ ପାଇଁ ଅଣ୍ଟା ଭିଡିଛନ୍ତି । 

Lingaraj Temple
ଠାକୁରଙ୍କ ଜମିର ସୁରକ୍ଷା ପାଇଁ ଖୋଦ୍ ଠାକୁରଙ୍କୁ ଦଣ୍ଡ !

୨ ଦିନ ଧରି ଖାଡ଼ା ଉପାସରେ ପ୍ରଭୁ ଲିଙ୍ଗରାଜ । ସେବାୟତଙ୍କ ବିବାଦରେ ବଳି ପଡ଼ିଛି ଠାକୁରଙ୍କ ନୀତି !

DJ
ଭସାଣି ବେଳେ ହୁଲସ୍ତୁଲ ଭୁବନେଶ୍ବର

ଡେଞ୍ଜରକୁ ଡାକି ଆଣୁଥିବା ଡିସ୍କ୍ ଜକି ବା DJ କଲବଲ କରୁଛି। ବୟସ୍କ ଓ ହୃଦରୋଗୀଙ୍କୁ ତ ଘାଇଲା କରୁଛି DJ । କାନ ଫଟା ଓ ଛାତି ଥରା ଶବ୍ଦ ସୃଷ୍ଟିକାରୀ DJର ବିକଟାଳ ମ୍ୟୁଜିକ୍ ମାଡ଼ରେ ଭୁବନେଶ୍ୱରରେ କାହାର ହାର୍ଟ ଆଟାକ ହୋଇଛି ତ କିଏ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି ।