• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Lingaraj Temple
ଠାକୁରଙ୍କ ଜମିର ସୁରକ୍ଷା ପାଇଁ ଖୋଦ୍ ଠାକୁରଙ୍କୁ ଦଣ୍ଡ !

୨ ଦିନ ଧରି ଖାଡ଼ା ଉପାସରେ ପ୍ରଭୁ ଲିଙ୍ଗରାଜ । ସେବାୟତଙ୍କ ବିବାଦରେ ବଳି ପଡ଼ିଛି ଠାକୁରଙ୍କ ନୀତି !

DJ
ଭସାଣି ବେଳେ ହୁଲସ୍ତୁଲ ଭୁବନେଶ୍ବର

ଡେଞ୍ଜରକୁ ଡାକି ଆଣୁଥିବା ଡିସ୍କ୍ ଜକି ବା DJ କଲବଲ କରୁଛି। ବୟସ୍କ ଓ ହୃଦରୋଗୀଙ୍କୁ ତ ଘାଇଲା କରୁଛି DJ । କାନ ଫଟା ଓ ଛାତି ଥରା ଶବ୍ଦ ସୃଷ୍ଟିକାରୀ DJର ବିକଟାଳ ମ୍ୟୁଜିକ୍ ମାଡ଼ରେ ଭୁବନେଶ୍ୱରରେ କାହାର ହାର୍ଟ ଆଟାକ ହୋଇଛି ତ କିଏ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି ।

Bhima Prusty, Sarala Award
ବିଶିଷ୍ଟ କଥାକାର ଭୀମ ପୃଷ୍ଟିଙ୍କୁ ସମ୍ମାନଜକନ ଶାରଳା ପୁରସ୍କାର

ଇମ୍ଫା ଚାରିଟେବଲ ଟ୍ରଷ୍ଟ ବା ‘ଇମ୍ପାକ୍ଟ’ ପକ୍ଷରୁ ୧୯୮୦ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୪୩ ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ବିଶେଷ କୃତି ଲାଗି ସମ୍ମାନଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଇ ଆସୁଛି।

  • Thursday, 26 October 2023
DJ
ମଜା ଭିତରେ ସଜା ଦେଉଛି DJ, କାନଫଟା ଓ ଛାତି ଥରା ଶବ୍ଦରେ କମ୍ପୁଛି ସର୍ବାଙ୍ଗ

ଭୟଙ୍କର ଶବ୍ଦରେ କାନ ତାବଦା ହୋଇଯାଉଛି। ବିକଟାଳ ଶବ୍ଦ ଭିତରେ ଥରି ଉଠୁଛି ସର୍ବାଙ୍ଗ । ଆଖି ଝଲସା ଆଲୁଅ ଆଉ ହାଇ ଭଲ୍ୟୁମର ଡିଜେ ଭିତରେ ମତୁଆଲା କିଛି ଯୁବ ଗୋଷ୍ଠୀ। ହେଲେ ଆଖପାଖରେ ଥିବା ଛୋଟ ପିଲା କିମ୍ବା ବୟସ୍କଙ୍କ କଥାକୁ ବୁଝୁଛି କିଏ ?

Odisha, Bhadrak Story
ଅସୁସ୍ଥ ବାପାଙ୍କୁ ୩୫ କିମି ପର୍ଯ୍ୟନ୍ତ ଟ୍ରଲିରେ ବୋହିଲା ଝିଅ

ଗରିବୀ ପାଇଁ ମିଳିଲାନି ଗାଡ଼ି, ଟ୍ରଲିରେ ବୋହିଲା ଝିଅ । ଫୋନ୍ ନଥିବାରୁ ଆମ୍ବୁଲାନ୍ସକୁ କରିପାରିଲେନି ଯୋଗୋଯୋଗ ।

  • Thursday, 26 October 2023
ATC in Bhubaneswar Airport
ଏଣିକି ଜିରୋ ଭିଜିବିଲିଟିରେ ହୋଇପାରିବ ବିମାନ ଅବତରଣ

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ATC । ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହଯୋଗରେ ନିର୍ମିତ ।

Cuttack Collector
ବଦଳିଲେ କଟକ ଜିଲ୍ଲାପାଳ, କାହାକୁ ମିଳିଲା ନୂଆ ଦାୟିତ୍ୱ ?

ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ହେଲେ ଭବାନୀ ଶଙ୍କର

Tukuni Sahu
ଆନ୍ଦୋଳନ କରିବେନି ବସ ମାଲିକ ସଂଘ, ଆଲୋଚନା ପରେ କହିଲେ ମନ୍ତ୍ରୀ ଟୁକୁନି ସାହୁ..

ମନ୍ତ୍ରୀ ଟୁକୁନି ସାହୁ କହିଲେ- ବସ୍‌ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବ ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ଦେବେ । କୌଣସି ଆନ୍ଦୋଳନ କରାଯିବନି, ଆଲୋଚନାରେ ସମାଧାନ ହେବ...

ASI death
ASI ଆଲିଶା ଲୁଗୁନଙ୍କ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବି କଲେ ସ୍ୱାମୀ ସଂଜୟ ଲାକ୍ରା

ଏସପିଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ, ସିବିଆଇ ତଦନ୍ତ ହେଉ କହିଲେ ସଂଜୟ ଲାକ୍ରା...ଏକ୍ସାଇଟେଡ ଡେଲିରିୟମରେ ମୃତ୍ୟୁ ହୋଇଥିବା ଏସ ପ କହିବା ଦୁର୍ଭାଗ୍ୟଜନ..ପୋଷ୍ଟମର୍ଟମ ରିପୋର୍ଟ ଗ୍ରହଣ କରୁନୁ, ସିବିଆଇ ତଦନ୍ତ ହେଉ

  • Thursday, 26 October 2023
beautiful virgin girls in kim jong un train they get huge salaries
କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ସ୍ୱତନ୍ତ୍ର ଟ୍ରେନ୍‌ରେ ରୁହନ୍ତି କୁମାରୀ ଝିଅ: କରନ୍ତି ଏହି କାମ, ପାଆନ୍ତି ମୋଟା ଦରମା

କିମ୍ ଜୋଙ୍ଗଙ୍କ ବିଚିତ୍ରତା ସହିତ ତାଙ୍କ ଟ୍ରେନ୍‌କୁ ନେଇ ମଧ୍ୟ ଆଲୋଚନା ହୋଇଥାଏ। ତାଙ୍କର ସ୍ୱତନ୍ତ୍ର ଟ୍ରେନ୍‌କୁ ଏହାର କଡା ସୁରକ୍ଷା ହେତୁ ଚଳପ୍ରଚଳ ଦୁର୍ଗ ମଧ୍ୟ କୁହାଯାଏ। ଏଥିରେ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ରହିଛି। ଏଥିରେ ନିଯୁକ୍ତି ପାଆନ୍ତି କମ ବୟସର କୁମାରୀ ଝିଅ।

Fire breaks out in garment shop in Nayagarh; crores of assets burned into ashes
ଖଣ୍ଡପଡ଼ା ରୋଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ବସ୍ତ୍ରାଳୟ

କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ନଷ୍ଟ ଅଭିଯୋଗ....ଦୀର୍ଘ ୪ ଘଣ୍ଟା ପରେ ନିଆଁ ଆୟତ୍ତ...ସର୍ଟସର୍କିଟରୁ ଅଗ୍ନିକାଣ୍ଡ ସନ୍ଦେହ....

Yojana Ra Na hariloot
ଚାରିଆଡ଼େ ହାତଗୁଞ୍ଜା କାରବାର, ଟଙ୍କା ନଦେଲେ ସାତ ସପନ ପକ୍କା ଘର

ଗରିବଙ୍କୁ ମିଳୁନି ଆବାସ ଘର, ଟଙ୍କା ଦେଇ ଧନୀ ଲୋକ ପାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଭଳି ଗଫଲାତିର ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ। ଡୁଙ୍ଗୁରିପାଲି ବ୍ଲକ ଚେରୁପାଲି ପଞ୍ଚାୟତରେ ମିଲିଭଗତରେ ଚାଲିଛି ଆବାସ ଘୋଟାଲା। ଏସିସି ଲିଷ୍ଟରେ ନାଁ ଥିଲେ ବି ସାତ ସପନ ପକ୍କା ଘର।

Body carried on shoulders
ମିଳିଲାନି ମହାପ୍ରୟାଣ ଗାଡ଼ି; ୮ କି.ମି କାନ୍ଧରେ ବୁହା ହେଲା ଶବ

ଶବ ନେବାକୁ ମହାପ୍ରୟାଣ ଗାଡ଼ି ନମିଳିବାରୁ ଶେଷରେ କାନ୍ଧରେ ମୃତଦେହକୁ ବୋହିନେଲେ ପରିବାର ଲୋକେ।

VK Pandian
ସ୍ୱେଚ୍ଛାକୃତ ଅବସର ପରେ ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ ପାହ୍ୟା

ପାଣ୍ଡିଆନ୍‌ଙ୍କ VRSକୁ ନେଇ ଉଠୁଛିପଡ଼ୁଛି ରାଜ୍ୟ ରାଜନୀତି । ତିନି ପ୍ରମୁଖ ଦଳର ନେତାଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବିଶେଷ କରି ବିରୋଧୀ ବିଜେପି ଓ କଂଗ୍ରେସ କଡ଼ା ପ୍ରତିକ୍ରିୟା ରଖୁଛନ୍ତି ।

Woman with toddler stage protest outside lover’s house
ଦୁଇ ବର୍ଷର ପୁଅକୁ ବାପାର ପରିଚୟ ଦେବା ପାଇଁ ହୀନ ଘର ଆଗରେ ରୀନା

ପୁଅକୁ କାଖରେ ଧରି ପ୍ରେମିକ ଘର ଆଗରେ ମୁଣ୍ତ ଗୁଞ୍ଜିବା ପାଇଁ ନିଜ ହକ୍‌ ମାଗୁଛନ୍ତି ରୀନା। କିନ୍ତୁ ପ୍ରେମିକରୁ ସ୍ୱାମୀ ବନିଥିବା ହୀନ ସେଠୀ ରୀନାକୁ ଛାଡି ଫେରାର।

death
କାଳ ହେଲା ଗଣ୍ଡରେ ଗାଧୁଆ : ବୁଡ଼ିଗଲେ ଯୁବ ଡାକ୍ତର

ଗଞ୍ଜାମ ସୋରଡ଼ାରେ ଅଭାବନୀୟ ଘଟଣା…୩ସାଙ୍ଗଙ୍କ ସହ ଭୋଜି କରିବାକୁ ଯାଇଥିଲେ…ଗାଧୋଇଲା ବେଳେ ଗୋଡ଼ ଖସି ଅଘଟଣ

OTV Journalist
ମହିଳାଙ୍କ ପିରିୟଡ୍ ସମସ୍ୟାର ରିପୋର୍ଟ ପାଇଁ ପ୍ରଜ୍ଞା ଓ ଜ୍ୟୋତ୍ସ୍ନାରାଣୀଙ୍କୁ ଲାଡଲି ମିଡିଆ ଆୱାର୍ଡ ପୁରସ୍କାର

ଜେଣ୍ଡର ସେନସିଟିଭ ମିଡିଆ ରିପୋର୍ଟ ପାଇଁ ଓଟିଭି ରିପୋର୍ଟର ପ୍ରଜ୍ଞା ଭାରତୀ ଚୌଧୁରୀ ଓ କ୍ୟାମେରା ପର୍ସନ ଜ୍ୟୋତ୍ସାରାଣୀ ଦଳାଇଙ୍କୁ ଏହି ପୁରସ୍କାର ମିଳିଛି।

this inspiring story of police driver who has passion for Martial Arts
ପେଶାରେ ଡ୍ରାଇଭର୍, ନିଶା କିନ୍ତୁ ମାର୍ଶଲ ଆର୍ଟ...

ଇୟେ ହେଉଛନ୍ତି ଗୁରୁ ନାରାୟଣ ମୁଣ୍ତା । ସୁନ୍ଦରଗଡ଼ ଜିଲ୍ଲା ରାଏବୋଗା ଥାନାରେ ସେ ପୋଲିସ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି । ନିକଟରେ ତାଇକୋଣ୍ତୋର ଫାଷ୍ଟ ଡନ୍ ବ୍ଲକ ଜିତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି

  • Saturday, 21 October 2023
Bhubaneswar DCP Prateek Singh’s tips for you safety of valuables and vehicles during puja time
ପାର୍ବଣରେ ଡିସିପିଙ୍କ ସୁରକ୍ଷା ଟିପ୍ସ,ଘରୁ ବାହାରିବା ବେଳେ ଘର ଠିକରେ ତାଲା ଦିଅନ୍ତୁ

ଛୁଟିରେ ବାହାରକୁ ଗଲେ କୌଣସି ଲୋକଙ୍କୁ ଜିମା ଦିଅନ୍ତୁ....ଘର ଭିତରେ କୌଣସି ବି ମୂଲ୍ୟବାନ ଜିନିଷ ରଖନ୍ତୁ ନାହିଁ...କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ୧୧୨କୁ ଫୋନ୍ କରନ୍ତୁ...

Bus Strike
ରାଜ୍ୟବ୍ୟାପୀ ପୁଣି ଗଡ଼ିଲା ଘରୋଇ ବସ, ଆସନ୍ତା ୩୧ ତାରିଖ ଯାଏଁ ସ୍ଥଗିତ ରହିଲା ଧର୍ମଘଟ

ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ସ୍ଥଗିତ... ଜିଲ୍ଲା ସଂଘ ସହ ଆଲୋଚନା ପରେ ନିଷ୍ପତ୍ତି ନେଲା ରାଜ୍ୟ ସଂଘ...ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ସ୍ଥଗିତ ...

Unknown Disease
କେନ୍ଦୁଝରରେ ମୃତ୍ୟୁର ତାଣ୍ଡବ; ୨ ମାସରେ ଗଲାଣି ୧୧ ଜୀବନ

କେନ୍ଦୁଝର ଜନ୍ତାରୀ ଗାଁ ଜୁଆଙ୍ଗ ବସ୍ତିରେ ମୃତ୍ୟୁର ତାଣ୍ଡବ । ଦେଢ଼ ଦୁଇ ମାସ ଭିତରେ ଅଜଣା ରୋଗ ନେଲାଣି ୧୧ ଜୀବନ ।

Commissionerate Police
ପୂଜା ବୁଲିବାକୁ ଯିବେ ଆପଣ; ଘର ଉପରେ ନିଘା ରଖିବ ପୋଲିସ

ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ । ପାଖ ପଡ଼ୋଶୀଙ୍କୁ ମଧ୍ୟ ଟିକେ କହିଦେଇ ଯାଆନ୍ତୁ । ଲୋକାଲ ଥାନା ପୋଲିସକୁ ଟିକେ ଜଣାଇ ଦିଅନ୍ତୁ ।

State Government DA Increase
କେନ୍ଦ୍ର ପରେ ରାଜ୍ୟ ସରକାର ବଢ଼ାଇଲେ ମହଙ୍ଗା ଭତ୍ତା

ପୂର୍ବରୁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇଥିଲେ ।

Rourkela Vaishnodevi
ଜାମ୍ମୁ-କାଶ୍ମୀର ପରେ କେବଳ ଓଡ଼ିଶାରେ ରହିଛି ବୈଷ୍ଣୋଦେବୀଙ୍କ ମନ୍ଦିର, ଗୁମ୍ଫା ଭିତରେ ମାଙ୍କ ଆସ୍ଥାନ

ମନ୍ଦିର ପୂଜକଙ୍କ କହିବାନୁଯାୟୀ, ବୈଷ୍ଣୋଦେବୀଙ୍କ ମନ୍ଦିର ସାରା ଭାରତରେ ଜାମ୍ମୁ କଶ୍ମୀର ବାଦ୍‌ କେବଳ ଓଡ଼ିଶାରେ ରହିଛି ।

  • Friday, 20 October 2023
bus strike
ସମୟ ବିତୁଛି, ସମସ୍ୟା ବଢ଼ୁଛି : ଘରୋଇ ବସ୍ ବନ୍ଦ, ଦାୟୀ କିଏ?

ସାରା ରାଜ୍ୟରେ ହଇରାଣ ହେଉଛନ୍ତି ଯାତ୍ରୀ …ଏତେ ବଡ଼ ଅବ୍ୟବସ୍ଥା ପାଇଁ ଦାୟୀ କିଏ ? ଲୋକେ ପାର୍ବଣ ବେଳେ କାହିଁକି ହଇରାଣ ହେବେ ?