ଦିନେ ଏମାନେ ଥିଲେ ପକ୍ଷୀ ଶିକାରୀ ହେଲେ ଆଜି ସେମାନଙ୍କ ସୁରକ୍ଷାଦାତା
Published: Rajalaxmi Sahoo
Last updated: 18 January 2023, 03:16 PM IST
ବର୍ତ୍ତମାନ ଚାଲିଛି ଏଆଇ ଆଉ ଡିଜିଟାଲ ଜମାନା । ଏହାକୁ ବ୍ୟବହାର କରି ବିକଳ୍ପ ସମାଧାନର ଉପାୟ ଆଣିଛନ୍ତି ଏହି ଯୁବକ । ଏହି ଯୁବକ ଆଣିଛନ୍ତି ଅଜବ ସେବା । ସେ ଏହାର ନାମ ଡିଜିଟାଲ୍ ଫଟୋ ସ୍ନାନ (ଫଟୋ ପାଇଁ ପବିତ୍ର ବୁଡ଼) ରଖିଛନ୍ତି ।